Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ସୁନିଶ୍ଚିତ ଯୋଜନାବଦ୍ଧ ହତ୍ୟା: ନରସିଂହ ମିଶ୍ର
ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବଙ୍କୁ ହତ୍ୟା ନେଇ ନରସିଂହ ମିଶ୍ର ନିଜର ବିସ୍ଫୋରକ ବୟାନ ରଖିଛନ୍ତି । ନରସିଂହ କହିଛନ୍ତି ଏହା ସୁନିଶ୍ଚିତ ଯୋଜନାବଦ୍ଧ ହତ୍ୟା ଏବଂ ଏଥିରେ ଗୁଢ ରହସ୍ୟ ମଧ୍ୟ ଥିବ କିନ୍ତୁ ଏହା ସାଧାରଣ ହତ୍ୟା ନୁହେଁ । ହତ୍ୟାକାରୀକୁ ମାନସିକ ରୋଗୀ କୁହାଯିବା!-->…
ବିଜେଡି ଛାଡିଲେ, ଭବିଷ୍ୟତ ଅନ୍ଧାର: ପିନାକୀ ମିଶ୍ର
ଭୁବନେଶ୍ୱର: କିଛି ନେତା ବିବିଏସରେ ମିଶିବା ପରେ ସାଂସଦ ପିନାକୀ ମିଶ୍ର ନିଜ ପ୍ରତିକ୍ରିୟା ରଖିଛନ୍ତି । ଯେଉଁମାନେ ବିଆରଏସ ଯାଇଛନ୍ତି ସେମାନେ ବିଜେପିରୁ ଯାଇଛନ୍ତି । ଗମାଙ୍ଗଙ୍କୁ ଦଳରେ ମିଶାଇ କଂଗ୍ରେସ ଭୋଟ ବିଜେପି ନେଇଥିଲା । ଏବେ ସେ ବିଆରଏସ ଯାଇଛନ୍ତି ମାନେ ତାଙ୍କ ପକେଟ ଭୋଟ!-->…
ବିଜେପି ସଂଗଠନ ଏବେ ଭାଗଭାଗ: ଜୟଦେବ ଜେନା…
ଭୁବନେଶ୍ବର: ବି.ଆର.ଏସ.ରେ ଓଡ଼ିଶା ନେତା ମିଶିବା ନେଇ ପିସିସିର ପୂର୍ବତନ ସଭାପତି ଜୟଦେବ ଜେନା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ପୂର୍ବରୁ ବହୁ ଦଳ ଏପରି ଚେଷ୍ଟା କରିଛନ୍ତି । କିନ୍ତୁ କୌଣସି ପ୍ରଭାବ ପଡ଼ିନାହିଁ l ସେହିପରି ବିଜେପି ଉପରେ ବର୍ଷିଛନ୍ତି ଜୟଦେବ l ସେ!-->…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ନମ୍ବର ୱାନ୍…
ଭୁବନେଶ୍ବର: ନବୀନ ପୁଣି ନଂ ୧। ନିଜ ରାଜ୍ୟରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟତା ବଜାୟ ରଖିଛନ୍ତି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପୁଣି ଏକ ନଂ ସ୍ଥାନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇଣ୍ଡିଆ ଟୁଡେ- ସି ଭୋଟର ମୁଡ୍ ଅଫ୍ ଦି ନେସନ ପୋଲରେ ପୁଣି ଶୀର୍ଷ!-->…
ଧାନ କିଣାରେ ବିଜେଡି ସରକାରର ଏକ ବ୍ୟବସ୍ଥିତ ର୍ୟାକେଟ କାର୍ଯ୍ୟ କରୁଛି: ମନୋଜ ମହାପାତ୍ର…
ର୍ୟାକେଟର କ୍ୟାପଟେନ ଖୋଦ୍ ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ଭାଇସ କ୍ୟାପଟେନ ସାଜିଛନ୍ତି ରାଜ୍ୟ ଯୋଗାଣ ବିଭାଗ ମନ୍ତ୍ରୀ ଶାସକ ବିଜେଡିର ନେତା ଓ କର୍ମୀ, କିଛି ବିଭାଗୀୟ କର୍ମଚାରୀମାନେ ର୍ୟାକେଟର ସଦସ୍ୟ ରାକେଟ ଜରିଆରେ ପ୍ରତି ବର୍ଷ ବିଜେଡି ସରକାର ୧୦୦୦ କୋଟି ଟଙ୍କାର ଦଳୀୟ ପାଂଠି!-->…
ଓଡିଶାର ୧୬୯ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ଏସ୍ଟି ତାଲିକାରେ ଅନ୍ତର୍ଭୁକ୍ତ ନହେବା ବିଜେପିର ଆଦିବାସୀ ବିରୋଧୀ…
ତାଲିକାରେ ତୁରନ୍ତ ସାମିଲ ପାଇଁ ବିଜେଡିର ଦାବି ଦାବି ପୂରଣ ନହେଲେ ରାସ୍ତାକୁ ଓହ୍ଲାଇବେ ଆଦିବାସୀ ମମ୍ପ୍ରଦାୟଭୁବନେଶ୍ୱର,: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ସରକାର ସର୍ବଦା ଆଦିବାସୀଙ୍କ ବିକାଶ ଓ କଲ୍ୟାଣ ପାଇଁ କାର୍ଯ୍ୟ କରୁଛନ୍ତି । କିନ୍ତୁ!-->…
‘ବିଆରଏସ୍’ରେ ଯୋଗଦେଲେ ଗିରିଧର ଗମାଙ୍ଗ, ଜୟରାମ ପାଙ୍ଗି
କୋରାପୁଟ: ଭାରତ ରାଷ୍ଟ୍ର ସମିତି (ବିଆରଏସ୍)ରେ ଯୋଗଦେଇଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କର ପତ୍ନୀ ତଥା ପୂର୍ବତନ ସାଂସଦ ହେମା ଗମାଙ୍ଗ ଓ ପୁତ୍ର ଶିଶିର ଗମାଙ୍ଗ। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଆୟୋଜିତ ଏକ ଭବ୍ୟ ମିଶ୍ରଣ ପର୍ବରେ ଗମାଙ୍ଗ ପରିବାର!-->…
୩ ଘଣ୍ଟାର ଜେରା ପରେ ଇଡିରୁ ବାହାରିଲେ ତାଳଚେର ବିଧାୟକ ବ୍ରଜ ପ୍ରଧାନ…
ଭୁବନେଶ୍ବର: ୩ ଘଣ୍ଟାର ଜେରା ପରେ ଇଡିରୁ ବାହାରିଲେ ତାଳଚେର ବିଧାୟକ ବ୍ରଜ ପ୍ରଧାନ । ୧୦ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଇଡିରେ ହାଜର ହୋଇଥିଲେ ବ୍ରଜ ପ୍ରଧାନ। ବେଆଇନ ଖଣି କାରବାର ନେଇ ED ଜେରା କରିଥିବା ଜଣାପଡ଼ିଛି। ଗତ ୨୦ତାରିଖରେ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ!-->…
ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ହୋଇଥିବା ବ୍ୟାପକ ଅନିୟମିତତା ଓ ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍ ଦାବୀରେ…
ଗରୀବ ଲୋକଙ୍କ ହକ୍ର ଅପହରଣକୁ ଆଦୌ ବରଦାସ୍ତ କରିବ ନାହିଁ ବିଜେପି
ରାଜ୍ୟର ସମସ୍ତ ବ୍ଲକରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ ଚଂଚକତା କରି ଶାସକ ବିଜେଡି ଦଳୀୟ ଆଧାରରେ ଅଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଆବଂଟନ କରିଥିବା କାରଣରୁ ଆଜି ଲକ୍ଷ ଲକ୍ଷ ବାସହୀନ!-->!-->!-->…
କେନ୍ଦ୍ର ନଦେଲେ ମୁଖ୍ୟମନ୍ତ୍ରୀ ଦେବେ ଘର: ବିଜେଡି
ଭୁବନେଶ୍ୱର: ଆବାସ ଯୋଜନାକୁ ନେଇ ବିଜେପି ଉପରେ ବର୍ଷିଲା ବିଜେଡି । ସସ୍ମିତ ପାତ୍ର କହିଛନ୍ତି, ଓଡ଼ିଶାକୁ ଆଉ ଘର ନଦେବା ପାଇଁ ଭିତିରିଆ ନିଷ୍ପତ୍ତି କରିଛନ୍ତି କେନ୍ଦ୍ର ସରକାର । ଯୋଜନା ବନ୍ଦ କରିଦେବା ପାଇଁ ନିଷ୍ପତ୍ତି ନେଉଛନ୍ତି । କେନ୍ଦ୍ର ଘର ନଦେଲେ ଓଡ଼ିଶାର ଯୋଗ୍ୟ ୧୫ ଲକ୍ଷ!-->…