Browsing Category

ଅପରାଧ

ଜି ଆର୍ ଏସ ହତ୍ୟା ମାମଲାର ଫର୍ଦ୍ଦାଫାସ: ପରକୀୟା ପ୍ରୀତି ଯୋଗୁଁ ଅସହିଷ୍ଣୁ ହୋଇ ହତ୍ୟା କରିଥିଲା ଅଭିଯୁକ୍ତ…

ପୁରୁଷୋତ୍ତମପୁର : ବେଗୁନିଆପଡ଼ା ଥାନା ଅନ୍ତର୍ଗତ ବୁରୁଝରି ପଂଚାୟତ ଅଧୀନରେ ଥ‌ିବା କନିଆରୀବାଡି ଗ୍ରାମ ବାସିନ୍ଦା ତଥା ବେଗୁନିଆପଡ଼ା ବ୍ଲକ ସାନ ଉ।ପଡ଼ା ପଞ୍ଚାୟତରେ କାର୍ଯ୍ୟରତ ଜି ଆର ଏସ ସୁଶୀଲ କୁମାର ମହାନ୍ତିଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁମଣ୍ଡଳ ପଂଚାୟତ ଅନ୍ତର୍ଗତ

ଜୁଆ ଆଡ୍ଡା ଉପରେ ଚଢଉ: ୭ ଜୁଆଡି ଗିରଫ, ୭ମୋବାଇଲ ଜବତ…

ହିଞ୍ଜିଳିକାଟୁ ୭!୧୦ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପୁନରଖଣ୍ଡି ଗ୍ରାମ ହନୁମାନ ମୂର୍ତ୍ତି ନିକଟ ରେ ବହୁ ଦିନ ଧରି ଜୁଆ ଖେଳ ଚାଲିଥିଲା । ଏଥିରେ ବିଭିନ୍ନ କୋଣରୁ ଜୁଆ ଖେଳାଳିମାନେ ଏଠାରେ ପହଞ୍ଚି ଖେଳରେ ଲିପ୍ତ ରହୁଥିଲେ। ଏହି ଖବର ପାଇ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠି ଓ

କଲେଜ ହଷ୍ଟେଲରୁ ଡାକ୍ତରୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

ଭୁବନେଶ୍ୱର:ରାଜଧାନୀରେ ରହି ମେଡିକାଲ ପଢୁଥିଲେ । ଏକ ଘରୋଇ କଲେଜରେ ପଢୁଥିଲେ । ଆଜି ତାଙ୍କର ମୃତ ଦହେ ବନ୍ଦ କୋଠରୀରୁ ଉଦ୍ଧାର କରାଯାଇଛି । ଛାତ୍ରୀ ଜଣକ ଡେଣ୍ଟାଲ ବିଭାଗର ୨ ବର୍ଷର ଛାତ୍ରୀ ଥିଲେ । ସେ ପଶ୍ଚିମବଙ୍ଗ ହୁଗୁଳି ଜଲ୍ଲାରୁ ଆସି ଏଠାରେ ହଷ୍ଟେଲରେ ରହି ମେଡିକାଲ…

ଭଉଣୀକୁ ଗୁଳି କରି ହତ୍ୟା କଲା ଭାଇ…

କେନ୍ଦୁଝର: ଘରୋଇ କଳିରୁ ଭଉଣୀକୁ ଗୁଳି ମାରିଲା ଭାଇ । କେନ୍ଦୁଝର ପାଣ୍ଡପଡା ଥାନା ସୋମଗିରି ଗ୍ରାମରେ ଘଟିଛି ଏ ଘଟଣା। ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଗୁଳି ମାରି ଥାନାରେ ଆତ୍ମସମର୍ପଣ କଲା ଭାଇ । ଗୁରୁତର ଭଉଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ଗୋଲଡେନ୍ ବାବା ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଇଡି…

ଭୁବନେଶ୍ୱର: ଗୁରୁବାର ଭୁବନେଶ୍ୱରସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଜ୍ୟୋତି ରଞ୍ଜନ ବେଉରାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଜ୍ୟୋତି ବେଉରା ଗୋଲଡେନ୍ ବାବା ନାମରେ ପରିଚିତ। ବେଉରାଙ୍କ ବ୍ୟାଙ୍କ ବାଲାନ୍ସକୁ ସିଜ୍ କରିବା ସହ ତାଙ୍କର ଦୁଇଟି ଦାମୀ ଗାଡ଼ି…

CISF ଯବାନ ବିରୋଧରେ ଅଭିଯୋଗ ଆଣିଲେ ଯୁବତୀ…

ବଲାଙ୍ଗିର : କଥାରେ ଅଛି, ପ୍ରେମ ମାନେନା ବନ୍ଧବାଡ଼। ପ୍ରେମରେ ଲୋକେ ସବୁ ସୀମା ପାର୍‌ କରି ଦିଅନ୍ତି। କିନ୍ତୁ କିଛି କାହାଣୀ ଏପରି ହୋଇଥାଏ ଯାହାକୁ ଶୁଣି ଆପଣଙ୍କର ପ୍ରେମ ଉପରେ ଘୃଣା ଆସିଯିବ। ପ୍ରେମ, ପ୍ରେମିକା , ପ୍ରେମିକ ଏହାକୁ ନେଇ ପ୍ରତିଦିନ ଘଟୁଛି କିଛି…

ମେସ୍‌ର ବନ୍ଦ ରୁମ୍‌ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

ଉଦଳା: ମେସ୍‌ରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଏନଏସି ୩ ନଂ ୱାର୍ଡରେ ଥିବା ଏକ ମେସ୍‌ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା…

ଏସଟିଏଫ୍ ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ…

ଭୁବନେଶ୍ବର: ଓଟିପି ସେୟାରିଂ ମାମଲାରେ ଏସଟିଏଫ୍ ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ। ଏଥିରେ ଦେଶଦ୍ରୋହ, ମନି ଟ୍ରାଞ୍ଜାକ୍ସନ ଓ ସନ୍ଦିଗ୍ଧ ମହିଳାଙ୍କ ସମ୍ପର୍କରେ ସୁରାକ ମିଳିଛି। ରିମାଣ୍ଡ ବେଳେ ତଦନ୍ତକାରୀ ସଂସ୍ଥା ଆଗରେ ଅଭିଯୁକ୍ତ ସତ ଓଗାଳିଛି। ସେ କହିଛି ଯେ ଗୁପ୍ତ ସୂଚନା ଦେବାକୁ…

ଗଣେଶ ଭସାଣି ବେଳେ ଚଢିଗଲା ଟ୍ରକ, ଚାଲିଗଲା ଜୀବନ; କ୍ଷତିପୂରଣ ଦାବିରେ ରାସ୍ତାରୋକ…

କଟକ : ନାଚୁଥିବାବେଳେ ଚଢିଗଲା ଟ୍ରକ, ଚାଲିଗଲା ଜୀବନ। ଆଠଗଡ଼ ମାଣିଆବନ୍ଧ ଥାନା ଅଧିନ ଅଭିମାନପୁର ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଗଣେଶ ଭସାଣି ବେଳେ ଏହି ଅଘଟଣ ଘଟିଛି। ବଡ଼ମ୍ବା ମାଣିଆବନ୍ଧ ଥାନା ଅନ୍ତର୍ଗତ ଅଭିମାନପୁର ବଜାର ନିକଟରେ ଗଣେଶଙ୍କ…

ଦୁର୍ବୃତ୍ତଙ୍କ ଆକ୍ରମଣରେ ସ୍ୱାମୀ ମୃତ; ସ୍ତ୍ରୀ ଗୁରୁତର…

କଟକ : ଦୁର୍ବୃତ୍ତଙ୍କ ଆକ୍ରମଣରେ ସ୍ୱାମୀର ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ କୁଳିଆ ବଜାରରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ହରେକୃଷ୍ଣ ପୃଷ୍ଟି। ଆହତ ମହିଳା ଅନ୍ନପୂର୍ଣ୍ଣା ପୃଷ୍ଟିଙ୍କୁ କଟକ ବଡ଼…