Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଚଢ଼ା ଦରରେ ବିଦେଶୀ ମଦ ବିକ୍ରି ଅଭିଯୋଗ…!
ହିଞ୍ଜିଳିକାଟୁ ୧୩।୭ ହିଞ୍ଜିଳିକାଟୁ ପୌରପରିଷଦ ମୁଖ୍ୟ ଵଜାର ରେ ଥିବା ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନରେ ଚଢ଼ା ଦରରେ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଏଥିସହ ଖୁଲମଖୁଲା ବେଆଇନ ବିଦେଶୀ ମଦ ଚୋରା ଚାଲାଣ ହେଉଥିବାରୁ ଦୋକାନ ମାଲିକ ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ!-->!-->!-->…
ନବ ଦାସ ହତ୍ୟା ମାମଲା: ଝାରସୁଗୁଡ଼ା JMFC କୋର୍ଟରେ ହାଜର ହେଲା ଗୋପାଳ ଦାସ
ଝାରସୁଗୁଡ଼ା: କୋର୍ଟରେ ହାଜର ହେଲା ଗୋପାଳ । ଝାରସୁଗୁଡ଼ା JMFC କୋର୍ଟରେ ହାଜର ହେଲା ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ । ଆଜି ତାକୁ ଜେଲରୁ ଅଣାଯାଇ ଝାରସୁଗୁଡ଼ା OMP ସ୍ଥିତ ଦ୍ୱିତୀୟ ବାଟାଲିୟନରେ ରଖାଯାଇଥିଲା । କଡା ସୁରକ୍ଷା ବଳୟରେ ଗୋପାଳକୁ କୋର୍ଟକୁ ଅଣାଯାଇଛି ।
!-->!-->!-->…
ଅଳିଆ ଗଦାରୁ ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ ଠାବ
ଖୋର୍ଦ୍ଧା: ରାସ୍ତା କଡ ଅଳିଆ ଗଦାରୁ ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ ଠାବ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଆଜି ସକାଳୁ ଏହି ଚାଞ୍ଚଲ୍ଯକର ଘଟଣା ଦେଖିବାକୁ ମିଳିଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା କଡ ଅଳିଆ ଗଦାରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବାଣପୁର ଗାଲୁଆ!-->…
ହୋଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱର: ଭୁବନେଶ୍ୱରର ଏକ ହୋଟେଲରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ବନିତା କୁମାରୀ ସାହୁ । ଯୁବତୀ ଜଣଙ୍କ ଘର ପୁରୀ ଜିଲ୍ଲାର କୁଆଁପଡ଼ା ଅଞ୍ଚଳର ଜଣାପଡିଛି। ସେ ଏକ ମୋବାଇଲ କମ୍ପାନୀରେ କାମ କରୁଥିଲେ ।
ସୂଚନାଅନୁସାରେ ଗତକାଲି ସଂଧ୍ୟାରେ ସେ!-->!-->!-->…
ଝିଅ ସହ ପ୍ରେମିକକୁ ମାରି ଗଛରେ ଟାଙ୍ଗିଦେଲା ବାପା
କଳାହାଣ୍ଡି : ଭବାନୀପାଟଣାରେ ଅନର କିଲିଂ । ପ୍ରେମର ଆଉ ଏକ କରୁଣ କାହାଣୀ । ପରିବାରର ସମ୍ମାନ ରକ୍ଷା କରିବାକୁ ଯାଇ ଝିଅ ଓ ତାର ପ୍ରେମିକକୁ ତଣ୍ଟି ଚିପି ମାରିଦେଲେ । ବାପା, କକା, ଭିଣୋଇ ଦୁଇ ଜଣଙ୍କୁ ମାରିଦେଲେ । ଧର୍ମଗଡ ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରିଛି । ଡବଲ ମର୍ଡର!-->…
ବିଈଓ ଅଫିସର ଲାଞ୍ଚୁଆ ବରିଷ୍ଠ କିରାଣୀଙ୍କୁ ତିନିବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା
ଫୁଲବାଣୀ -ଏକ ଲାଞ୍ଚ ଗ୍ରହଣ ମାମଲାର ସାଖ୍ୟ ପ୍ରମାଣକୁ ଭିତ୍ତି କରି ଫୁଲବାଣୀ ଭିଜିଲାନ୍ସ କୋର୍ଟ ବିଚାରପତି ସମର ବିଳାସ ବେହେରା ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ହରଭଙ୍ଗା ବିଈଓ ଅଫିସର ତତ୍କାଳୀନ ବରିଷ୍ଠ କିରାଣୀ ଚତୁର୍ଭୁଜ ଖମାରିଙ୍କୁ ତିନିବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେବାସହ ପାଞ୍ଚହଜାର!-->!-->!-->…
ରାଜଧାନୀରେ ଶିଶୁ କନ୍ୟା ଜନ୍ମ କରି ରାସ୍ତା କଡ଼ରେ ଫୋପାଡି ଦେଇଗଲା ମା’
ଭୁବନେଶ୍ବର: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା। ଖୋଦ୍ ରାଜଧାନୀରେ ଘଟିଲା ଅଭାବନୀୟ ଘଟଣା। ଜନ୍ମ କରି ରାସ୍ତା କଡ଼ରେ ନବଜାତ ଶିଶୁ କନ୍ୟାକୁ ଫୋପାଡି ଦେଇଗଲା ମା’। ମିଳିଥିବା ସୂଚନା ମୁତାବକ ଭୁବନେଶ୍ବରର ଆଚାର୍ଯ୍ୟବିହାର ଛକ ନିକଟ ଅଳିଆ ଗଦାରେ ଏହି ନବଜାତ!-->…
ମହିଳା ପୋଲିସ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ଘରୋଇ ସହାୟିକା
କଟକ: ଜିଲ୍ଲାର ଜଣେ ମହିଳା ପୁଲିସ କର୍ମଚାରୀଙ୍କ ବିରୋଧରେ ତାଙ୍କ ଘରୋଇ ସହାୟକ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଗତ ଦୁଇ ବର୍ଷ ହେବ ମହିଳା ପୋଲିସ କର୍ମଚାରୀଙ୍କ ପାଇଁ କାମ କରୁଥିବା ସଞ୍ଜୁକ୍ତା ପାତ୍ର ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଅନେକ ସମୟରେ ମାଡ ମାରିବା ସହ!-->…
ଗୁଳିମାଡ଼ରେ ବାପା ମୃତ, ଝିଅ ଗୁରୁତର
ବ୍ରହ୍ମପୁର: ଝିଅର ଶାଶୂ ଘରକୁ ଯାଇଥିବା ବାପାଙ୍କର ଗୁଳିମାଡ଼ରେ ମୃତ୍ୟୁ ହୋଇଛି। ଗଂଜାମ ଜିଲ୍ଲା ପୋଲସରା ଅଞ୍ଚଳରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ବିଜୟ ବେହେରା (୬୨)। ଏହି ଗୁଳିମାଡ଼ର ଶିକାର ହୋଇଥିବା ଝିଅଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ!-->…
ବାହାନଗା ଟ୍ରାଜେଡି: ଗିରଫ ୩ କର୍ମଚାରୀଙ୍କ ସମେତ ୭ ସସ୍ପେଣ୍ଡ
ବାଲେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ୭ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଦକ୍ଷିଣ ପୂର୍ବ ରେଳବାଇର ମହାପ୍ରବନ୍ଧକ (ଜିଏମ୍) ଅନୀଲ କୁମାର ମିଶ୍ରା ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ସିବିଆଇ ଗିରଫ କରିଥିବା ୩ ଜଣ!-->!-->!-->…