Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ପୁଣି ବାହାନା ଦେଖାଇଲେ ଶ୍ରଦ୍ଧାଞ୍ଜଳି, ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ପୁଣି ୧୫ ଦିନ ସମୟ ଗଡାଇଲେ
ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣା । ପୁଣି ବାହାନା ଦେଖାଇଲେ ଶ୍ରଦ୍ଧାଞ୍ଜଳି । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ପୁଣି ୧୫ ଦିନ ସମୟ ଗଡାଇଲେ ଶ୍ରଦ୍ଧାଞ୍ଜଳି । ଆସନ୍ତା ୨୦ ତାରିଖରେ ବ୍ୟକ୍ତିଗତ ହାଜିରା ହେବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ । ଅନ୍ୟପଟେ ବ୍ୟକ୍ତିଗତ ହାଜର!-->…
ଫାଇନାନ୍ସ କର୍ମଚାରୀଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ୬୩ ଲକ୍ଷ ଲୁଟ୍ ଅଭିଯୋଗ
ବନ୍ତ: ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ନିମପଲ୍ଲୀ ନିକଟରୁ ଗତ ରବିବାର ରାତିରେ ଏଲ୍ଆଣ୍ଡଟି ଫାଇନାନ୍ସ କମ୍ପାନିର ଦୁଇଜଣ କର୍ମଚାରୀଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ତିନି ଜଣ ଦୁର୍ବୃତ୍ତମାନେ ଏକଲକ୍ଷ ତେଷଠି ହଜାର ଟଙ୍କା ଲୁଟି ନେଇଥିବା ବନ୍ତ ଥାନାରେ ଅଭିଯୋଗ ସୋଇଛି।
ଘଟଣାରୁ!-->!-->!-->…
ଲେଡିଜ୍ ହଷ୍ଟେଲରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣା: ବନ୍ଧା ହେଲେ ୩ ଅଭିଯୁକ୍ତ
ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀରେ ଲେଡିଜ୍ ହଷ୍ଟେଲରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣାରେ ବନ୍ଧା ହେଲେ ତିନି ଅଭିଯୁକ୍ତ। ଗିରଫ ଅଭିଯୁକ୍ତ ସୋନୁ ଓରଫ ସନିଆ ଦାସ, ପିଙ୍କୁ ଓରଫ ଶଶିକାନ୍ତ ଭୋଇ ଓ ସଞ୍ଜୟ ବେହେରା। ୫ ତାରିଖ ସଂଧ୍ୟାରେ ହଷ୍ଟେଲର କିଛି ଯୁବତୀ ନିଜ ବନ୍ଧୁଙ୍କ ସହ କଥା!-->…
ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ
କୁଚିଣ୍ଡା: ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ । ସମ୍ବଲପୁର ଜିଲ୍ଲା ଜମନକିରା ଥାନା ବଡ଼ମାଲ ପଞ୍ଚାୟତ ନୂଆଁଡିହି ଗାଁରେ ଅଭାବନୀୟ ଘଟଣା ଘଟିଛି। ରୋଷେଇ କରିବାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖାଯାଇଛି। ଘଟଣାସ୍ଥଳରେ ପୋଲିସ!-->…
ମା’କୁ ଧକ୍କା ମାରି ନାବାଳିକା ଝିଅର ତଣ୍ଟି କାଟିଦେଲା ଦୁର୍ବୃତ୍ତ…
ଅନୁଗୋଳ: ଘରେ ପଶି ନାବାଳିକାର ତଣ୍ଟିକାଟି ଜଣେ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ଅନୁଗୁଳ ସହର ଉପକଣ୍ଠ କୁଇଓ ଗ୍ରାମରେ। ଡାକ୍ତର ନାବାଳିକାକୁ ମୃତ ଘୋଷଣା କରିଛନ୍ତି। ମୃତ ନାବାଳିକା ଜଣଙ୍କ ହେଲେ ଭାଗିରଥି ସାହୁଙ୍କ ଝିଅ ଖୁସି ସାହୁ।!-->…
ପୋଲିସ ଗୁଳିରେ ଦୁଇ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ…
ମାଲକାନଗିରି: ଏନକାଉଣ୍ଟରରେ ଟଳିପଡିଲେ ୨ ନକ୍ସଲ। ଛତିଶଗଡ଼ ସୁକମା ଜିଲ୍ଲା ଭେଜି ଜଙ୍ଗଲରେ ଯବାନ-ମାଓବାଦୀ ମୁହାଁମୁହିଁ। ପୋଲିସ୍ ଗୁଳିରେ ଦୁଇ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଦୁଇ ଜଣଙ୍କ ନାଁରେ ୧୩ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। LOS କମାଣ୍ଡର ମଡକମ ନାଁରେ ୮ ଲକ୍ଷ ଓ ମହିଳା!-->…
କାମାକ୍ଷାନଗର ଦିଘି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟଙ୍କୁ ହତ୍ୟା…
କାମାକ୍ଷାନଗର: ପୂର୍ବତନ ସମିତି ସଭ୍ୟଙ୍କୁ ହତ୍ୟା । ଘରକୁ ଫେରିବା ବେଳେ ସଂଘବଦ୍ଧ ଆକ୍ରମଣ । ହାଣି ପକାଇଲେ ଦୁର୍ବୃତ୍ତ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଦିଘି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟଙ୍କୁ ନିର୍ମମ ଭାବରେ ହାତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
ମୃତକଙ୍କ ନାଁ!-->!-->!-->…
୫ ହାଇୱେ ଲୁଟେରା ଗିରଫ ପରେ କୋର୍ଟ ଚାଲାଣ
ବାଲେଶ୍ୱର : ଦିନ କୁ ଦିନ ବଢି ଚାଲିଛି ଲୁଟେରାଙ୍କ ପ୍ରାଦୁର୍ଭାବ । ରାଜରାସ୍ତାରେ ଯାଉଥିବା ବେଳେ ସେମାନଙ୍କୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଦେଖାଇ ମୋବାଇଲ, ବାଇକ କିମ୍ବା କୌଣସି ଅନ୍ୟାନ୍ୟ ଜିନିଷକୁ ଲୁଟ କରୁଥିଲେ ଲୁଟେରା । ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିବା ପରେ ପୋଲିସର!-->…
ଚାକିରି ଦେବାକୁ କହି କୋଟିଏରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ, STF ହାତରେ ଧରାପଡିଲା ନକଲି ଭିଜିଲାନ୍ସ SP
ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ STF ହାତରେ ଧରାପଡିଲା ଠକ । ଭିଜିଲାନ୍ସ SP ବୋଲି ପରିଚୟ ଦେଇ କରୁଥିଲା ଭାଣ୍ଡାମି । ଇଞ୍ଜିନିୟର, କଣ୍ଟ୍ରାକ୍ଟରଙ୍କୁ ଦେଉଥିଲା ଖୋଲାଖୋଲି ଧମକ । ASO ଚାକିରି ଦେବାକୁ କହି ଲୁଟିଛି ଟଙ୍କା । ସରକାରୀ ଚାକିରିଆ ହୁଅନ୍ତୁ ବା ଠିକାଦାର ଅଥବା NGO । ଭିନ୍ନ!-->…
ଧାନବାଦ ଏକ୍ସପ୍ରେସ ଟଏଲେଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା:ଖୁବ୍ଶୀଘ୍ର ଖୋଲିବ ହତ୍ୟାକାଣ୍ଡର ଗୁମର
ଭୁବନେଶ୍ବର : ରାଉରକେଲାରୁ ନିରାଶ, ଭୁବନେଶ୍ୱରରେ ଖିଅ ଖୋଜା । ଭୁବନେଶ୍ୱରରେ ଧାନବାଦ ଏକ୍ସପ୍ରେସ ଟଏଲେଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ଏଯାଏ ମିଳିନି ପରିଚୟ । ରାଉରକେଲାରେ ତନାଘନା ପରେ ଜିଆରପିକୁ ବଡ଼ ସୁରାକ ମିଳିଲାନି । ଅନୁମାନ କରାଯାଉଛି, ଭୁନେଶ୍ୱରରେ ମହିଳାଙ୍କୁ ହତ୍ୟା!-->…