Browsing Category

ଅପରାଧ

ବାପାଙ୍କ ସନ୍ଦେହ ଜନକ ମୃତ୍ୟୁ କୁ ନେଇ ଅଭିଯୋଗ ଆଣିଲା ପୁଅ…

ମାଲକାନଗିରି : ବାପାଙ୍କ ସନ୍ଦେହ ଜନକ ମୃତ୍ୟୁ କୁ ନେଇ ଅଭିଯୋଗ ଆଣିଲେ ପୁଅ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ଏମ୍ଭି ୨୬ ଗ୍ରାମରେ। ବାପାଙ୍କ ଏପରି ସନ୍ଦେହ ଜନକ ମୃତ୍ୟୁ କୁ ବିଶ୍ୱାସ କରିପାରୁନାହିଁ ପୁଅ । ପୁଅଙ୍କ କହିବା ଅନୁଯାୟୀ ବାପା

ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ଠକେଇ ରାକେଟ୍ : ଜିଲ୍ଲା ବିଜୁ ଜନତା ଦଳର କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବୀ…

ସୁନ୍ଦରଗଡ଼ - ୧୨/୦୪/୨୩ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ଚାକିରି ଦେବା ନାଆଁରେ ଠକେଇ ରାକେଟ୍ ର ପର୍ଦ୍ଦାଫାସ ନିମନ୍ତେ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଏବଂ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସୁନ୍ଦରଗଡ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜିଲ୍ଲା ସଭାପତି ସୟଦ ସେହବାଜ ହୁସେନଙ୍କ

ସରପଞ୍ଚ ଶ୍ରୀମତୀ ସୁନିତା ଗଣ୍ଡଙ୍କୁ ଅଯୋଗ୍ୟ ଘୋଷଣା କଲେ ମାନ୍ୟବର ଅଦାଲତ…

ଉମରକୋଟ : ୧୨/୦୪/୨୦୨୩ ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅଧିନସ୍ତ କୁନ୍ଦେଇ ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀନୀ ସୁନିତା ଗଣ୍ଡଙ୍କ ଗତକାଲି ରାଇଘର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ଅଯୋଗ୍ୟ ଘୋଷଣା କରି ରାୟ ପ୍ରଦାନ କରିଛନ୍ତି l ସୂଚନା ପ୍ରକାରେ ୨୦୨୨ ମସିହା ସରପଞ୍ଚ ପ୍ରାର୍ଥୀନୀ

ଭୁବନେଶ୍ବରରେ ଜମି ପାଇଁ କୋଟିଏ ଟଙ୍କାର ବଟି ଘଟଣା: ପୁଣି ୫ ଜଣ ବାଉଁସର ଗିରଫ

ଭୁବନେଶ୍ବର: ୧୦ କୋଟି ଟଙ୍କାର ଜମି ପାଇଁ କୋଟିଏ ଟଙ୍କାର ବଟି ଘଟଣାରେ କମିସନରେଟ୍‌ ପୁଲିସ ଆକ୍ସନ ମୋଡ଼ ଦେଖାଇଛି। ଏହି ଘଟଣାରେ ନୟାପଲ୍ଲୀ ଥାନା ପୁଲିସ ଅନ୍ୟ ୫ ଜଣ ବାଉଁସରଙ୍କୁ ଗିରଫ କରିଛି। ଅଭିଯୁକ୍ତମାନ‌େ ହେଲେ ଶିବ ପ୍ରସାଦ ବିଶୋଇ, ପ୍ରଭାତ ସାହୁ, ଲତିଫ ଖାନ, ଫିରୋଜ ଖାଁ ଓ

ଭିଜିଲାନ୍ସ ଜାଲରେ ହିନ୍ଦୋଳ ବ୍ଲକ୍ ଶିକ୍ଷା ଅଧିକାରୀ: ଶିକ୍ଷକଙ୍କ ଠାରୁ ନେଉଥିଲେ ଲାଞ୍ଚ

ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ପଡ଼ିଗଲେ ଶିକ୍ଷାଧିକାରୀ। ମହଙ୍ଗା ଭତ୍ତା ଓ ମାସିକ ଦରମା ବୃଦ୍ଧି ପାଇଁ ଲାଞ୍ଚ ନେଉଥିଲା ବେଳେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ କୁମାର ମଲ୍ଲିକଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ତାଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଟଙ୍କା ଜବତ କରିବା ସହ ପଚରାଉଚରା

ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ । ସକାଳେ ମର୍ଣ୍ଣିଂ ୱାକ କରୁଥିବା ବେଳେ କିଛି ଦୁର୍ବୃତ୍ତ ଏଭଳି ଘଟଣା ଘଟାଇ ଫେରାର ହୋଇଯାଇଛନ୍ତି ବୋଲି ଜଣାପଡିଛି । ଘଟଣା ଘଟିଛି କପିଳେଶ୍ଵର ଭୀମକୁଣ୍ଡ ମନ୍ଦିର ଛକରେ। ଯୁବକଙ୍କ ନାଁ ସରୋଜ ତ୍ରିପାଠୀ ।

ମର୍ଣ୍ଣିଂ ୱାକ ବେଳେ ବିଜେପି ନେତାଙ୍କୁ ହାଣିଲେ ଦୁର୍ବୃତ୍ତ

ବାଲେଶ୍ୱର : ବଲେଶ୍ୱର ଜିଲ୍ଲା ସୋର ପୌରପାଳିକା ନଗର ଉପସଭାପତି ଲୋକନାଥ ରାଉତଙ୍କ ଉପରକୁ ଆଜି ସକାଳୁ ମରଣାନ୍ତକ ଆକ୍ରମଣ ହୋଇଛି l ଆଜି ସକାଳେ ସେ ଲୋକନାଥ ମର୍ଣ୍ଣିଂ ୱାକ କରି ଫେରୁଥିବା ବେଳେ ସୋର ଥାନା ନିକଟରେ ଏହି ଆକ୍ରମଣ ହୋଇଛି l ଲୋକନାଥ ଆଜି ସକାଳେ ମର୍ଣ୍ଣିଂ ୱାକ କରିବାକୁ ଘରୁ

ଗଞ୍ଜେଇ ଭର୍ତ୍ତି ଟ୍ରକ୍ ସହ ସହଯୋଗୀ କାର୍ ଜବତ: ତିନି ଜଣ ଗଞ୍ଜେଇ ମାଫିଆ ଗିରଫ…

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା ।ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ୍ । ୧୭୫କେଜି ୬୦୦ ଗ୍ରାମ ଓଜନର ବେଆଇନ୍ ଗଞ୍ଜେଇ ସହ ଗୋଟିଏ ଟ୍ରକ୍ ଓ ଗୋଟିଏ କାର୍ କୁ ଜବତ କରିଛି ବାଲିଗୁଡ଼ା ପୋଲିସ୍ । ଘଟଣାରେ ସଂପୃକ୍ତ

ଜାଲ ପ୍ରମାଣପାତ୍ର ରେ ଅଙ୍ଗନବାଡି କର୍ମୀ ନିଯୁକ୍ତି ମାମଲା : ଜେଲ ଦଣ୍ଡ ସହ ଜରିମାନା

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ଜଣେ ଅଭିଯୁକ୍ତ ଜାଲ ପ୍ରମାଣପାତ୍ର ଦେଇ ଅଙ୍ଗନବାଡି କର୍ମୀ ନିଯୁକ୍ତି ହୋଇଥିବା ନେଇ ବିଚାରଧୀନ ମାମଲାର ରାୟ ପ୍ରକାଶ ପାଇଛି l ଅଭିଯୁକ୍ତକୁ ସୋମବାର ହରଭଙ୍ଗା ଜେଏମଏଫସି କୋଟ 3ବର୍ଷ ଜେଲ ଦଣ୍ଡ ସହ 5000ହଜାର ଟଙ୍କା ଜରିମାନା କରିଥିବା ସୂଚନା

ଫେକ୍ ସାର୍ଟିଫିକେଟ ଦେଇ ଚାକିରି କରିବା ମାମଲାର ତଦନ୍ତ ପାଇଁ ସିବିଆଇକୁ ଚିଠି ଲେଖିଲେ ମହାଡାକପାଳ…

ଭୁବନେଶ୍ୱର : ପୋଷ୍ଟାଲ ଡିପାର୍ଟମେଣ୍ଟରେ ଫେକ୍ ସାର୍ଟିଫିକେଟ ଦେଇ ଚାକିରି କରିବା ମାମଲାର ତଦନ୍ତ ପାଇଁ ସିବିଆଇକୁ ଚିଠି ଲେଖିଛନ୍ତି ମହାଡାକପାଳ। ଫେକ୍‌ ସାର୍ଟିଫିକେଟରେ ଏକାଧିକ ରାଜ୍ୟର ସଂପୃକ୍ତି ରହିଥିବାରୁ ସିବିଆଇ ତଦନ୍ତ ପାଇଁ ଚିଠି କରାଯାଇଥିବା ଜଣାପଡ଼ିଛି। ଜାଲ ସାର୍ଟିଫିକେଟ ଦେଇ