Browsing Category

ଅପରାଧ

ନାବାଳକ ସମର୍ଥ ଅପହୃତ ଓ ହତ୍ୟା ମାମଲା, ଆଉ ଜଣେ ଅଟକ

ଝାରସୁଗୁଡ଼ା: ସରବାହାଲରୁ ନାବାଳକ ସମର୍ଥ ଅପହୃତ ଓ ହତ୍ୟା ମାମଲାରେ ଆଉ ଜଣେ ଅଟକ। ଝାରସୁଗୁଡ଼ା ପୋଲିସ ବୁର୍ଲାରୁ ଆଉ ଜଣକୁ ଉଠାଇ ନେଇ ଅଟକ ରଖିଛି। ଅପହରଣ ପରେ ସଂପୃକ୍ତ ବ୍ୟକ୍ତିଙ୍କ ଘରେ ସମର୍ଥକୁ ଲୁଚାଇ ରଖାଯାଇଥିବା ସୂଚନା ମିଳିଛି। ପୂର୍ବରୁ ଏହି ଘଟଣାରେ ଅଭିଯୁକ୍ତ ଅମିତ ଶର୍ମା

ଅଟୋରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର…

ଭୁବନେଶ୍ବର: ରମାଦେବୀ କଲେଜ ପରିସରରେ ଚାଞ୍ଚଲ୍ୟ। କ୍ୟାମ୍ପସରେ ମଧ୍ୟରେ ଅଟୋ ଭିତରେ ପଡି ରହିଛି ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ।।କ୍ୟାମ୍ପସ ଭିତରେ ଥିବା ଅଡିଟୋରିୟମ କଡରେ ଏକ ଅଟୋରୁ ଉଦ୍ଧାର ହୋଇଛି ମୃତଦେହ। ମୃତକଙ୍କ ବୟସ ପାଖାପାଖି ୩୦ରୁ ୪୦ବର୍ଷ ହେବ। ହାଫପ୍ୟାଣ୍ଟ ଓ ସାର୍ଟ

ଅଜଣା ଜନ୍ତୁ ଆକ୍ରମଣରେ ୩୫ ମେଣ୍ଢା ମୃତ…

ମହାକାଳପଡ଼ା: ୩୫ ମେଣ୍ଢା ମାରିଲା ଅଜଣା ଜନ୍ତୁ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଯଦୁପୁର ପଞ୍ଚାୟତ କଳାଗଡ଼ ଗାଁରେ ଅଜଣା ଜନ୍ତୁ ଆତଙ୍କ । କଳାଗଡ ଗାଁର ମହନି ଦାସଙ୍କ ଗୁହାଳରେ ବିଳମ୍ବିତ ରାତିରେ ୩୦ରୁ ଉର୍ଦ୍ଧ୍ଵ ମେଣ୍ଢା ଅଜଣା ଜନ୍ତୁ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି ।

ବାପାକୁ ଗୁଳି ମାରିଲା ପୁଅ

ସୁବର୍ଣ୍ଣପୁର: ରକ୍ତ ସମ୍ପର୍କରେ ରକ୍ତ ଛିଟା। ବାପାକୁ ଗୁଳି ମାରିଲା ପୁଅ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚିନାଜୁରି ଗାଁରେ ଏହି ଘଟଣା ଘଟିଛି। ଘରୋଇ କଳହକୁ କେନ୍ଦ୍ରକରି ପୁଅ ଗଙ୍ଗାଜଳ ମେହେର ବାପା ବିକ୍ରମ ମେହେରକୁ ଚଢ଼େଇ ମରା ବନ୍ଧୁକରେ ଗୁଳି କରିଥିବା ଅଭିଯୋଗ ହୋଇଛି।

ଟ୍ରକକୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ, ୮ ଆହତ…

ଭଦ୍ରକ: ଟ୍ରକକୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ। ୮ ଜଣ ଆହତ। ଏପରି ଘଟଣା ଘଟିଛି ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଟାଉନ ଥାନା ଅଧିନସ୍ଥ କଲ୍ୟାଣୀ ହୋଟେଲ ସମୁଖରେ। ଗତ କାଲି ରାତିରେ ଭୁବନେଶ୍ୱରରୁ କଲିକତା ଅଭିମୁଖେ ଗୋଟିଏ ଯାତ୍ରୀବାହୀ ବସ ପ୍ରାୟ ୧୫/୨୦ ଜଣ ଯାତ୍ରୀଙ୍କୁ ନେଇ

ଟଙ୍କା ପଇସାକୁ କେନ୍ଦ୍ର କରି ହତ୍ୟା…

ଶେରଗଡ଼ : ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ଅନ୍ତର୍ଗତ ବରମୁଣ୍ଡଳୀ ପଚାଂୟତ ଅଧିନ ପଟ୍ଟାପାବୁଲି ଗ୍ରାମରେ ଟଙ୍କା ପଇସାକୁ କେନ୍ଦ୍ର କରି ସେହି ଗ୍ରାମର ପିତାବାସ ଗୈାଡର ପୁଅ ସୁଶାନ୍ତ ଗୈାଡ (୨୮) କୁ ଛୁରାରେ ଭୁଶି ହତ୍ୟା କରାଯାଇଥିବା ଜଣାଯାଇଛି । ଏହି ହତ୍ୟା ଘଟଣା ଆଜି ସଂଧ୍ୟା ପ୍ରାୟ ୬ ଘଟଂ

ବଲାଙ୍ଗିର ଜାଲ୍‌ ସାର୍ଟିଫିକେଟ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ବଲାଙ୍ଗିର : ବଲାଙ୍ଗିର ଜାଲ୍‌ ସାର୍ଟିଫିକେଟ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏ ନେଇ କ୍ରାଇମବ୍ରାଞ୍ଚ ADG ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି । କିଛି ସମୟ ତଳେ କ୍ରାଇମବ୍ରାଞ୍ଚର ଏକ ଟିମ ବଲାଙ୍ଗିର ଯାଇଛି । ଆବଶ୍ୟକ ହେଲେ ରାଜ୍ୟ ବାହାରକୁ ଯାଇ ତନାଘନା କରିବ। ଏବେ ବଲାଙ୍ଗିର

ସାରଦା ପ୍ରସାଦ ନାୟକଙ୍କ କାର୍‌କୁ ଧକ୍କା ଦେଲା କ୍ରେନ୍‌, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବିଧାୟକ

କାମାକ୍ଷାନଗର: ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ କାର୍‌ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ୫୩ ନମ୍ବର ଜାତୀୟ ରାଜପଥର କାମାକ୍ଷାନଗର ଥାନା ଚୁଳିଆ ଗ୍ରାମ ନିକଟରେ ତାଙ୍କ କାର୍‌କୁ ଏକ ଭାରି ଯାନ ‘କ୍ରେନ୍‌’ (ଏସ୍କର୍ଟ ହାଇଡ୍ରା) ଧକ୍କା ଦେଇଛି। ଖୁସିର କଥା ଯେ, ବିଧାୟକ ଶ୍ରୀ ନାୟକ

୧୦ କୋଟିର ଜମି ପାଇଁ କୋଟିଏ ଟଙ୍କାର ବଟି ଦାବି: ଗିରଫ ହେଲେ ୨ ଲେଡି ଡନ୍…

ଭୁବନେଶ୍ବର:  ୧୦ କୋଟିର ଜମି ପାଇଁ କୋଟିଏ ଟଙ୍କାର ବଟି ଦାବି କରିବା ମହଙ୍ଗା ପଡ଼ିଛି। ଏହି ଘଟଣାରେ ଭଙ୍ଗାରୁଜା କରିଥିବା ୨ ଜଣ ଲେଡି ଡନଙ୍କୁ ପୁଲିସ ଗିରଫ କରିଥିବା ଜଣାଯାଇଛି। ଉଭୟଙ୍କ ଘର ଲକ୍ଷ୍ମୀସାଗର ଅଞ୍ଚଳରେ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ, ଗତକାଲି ପ୍ରେସିଡେନ୍ସି ପଛରେ ଏକ

ଜାଲ ସାର୍ଟିଫିକେଟ ଘଟଣା: ତଦନ୍ତ କରି ତଥ୍ୟ ଦେବାକୁ ବଲାଙ୍ଗିର ଶିକ୍ଷା ଅଧିକାରୀଙ୍କୁ ପୋଲିସର ଚିଠି…

ବଲାଙ୍ଗିର: ବଲାଙ୍ଗିର ଜାଲ ସାର୍ଟିଫିକେଟ ଘଟଣାରେ ତଦନ୍ତ ଆଗକୁ ବଢୁଛି । ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଜିଲ୍ଲାର କେଉଁ କେଉଁ ବିଭାଗରେ ନକଲି ସାର୍ଟିଫିକେଟରେ ଚାକିରି କରୁଛନ୍ତି ପୋଲିସ ତାର ତାଲିକା କରି ସମ୍ପୃକ୍ତ ବିଭାଗକୁ ଜଣାଇଛି । ଏନେଇ ବିଭାଗୀୟ ତଦନ୍ତ ପାଇଁ ପୋଲିସ ଚିଠି