Browsing Category

ଅପରାଧ

ଟ୍ରକକୁ ପିଟିଲା ଆଇଚର, ୭ ମୃତ…

ଯାଜପୁର : ଯାଜପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାଗ୍ରସ୍ତ ଗାଡିକୁ ଧକ୍କା ଦେଲା କୋଲକାତା ପଟୁ ଆସୁଥିବା ଆଇଚର । ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଚଣ୍ଡିଖୋଲ ନେଉଳପୁର ସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ନିକଟ ୧୬ ନମ୍ବର ଜାତୀୟ ରାଜପଥର ନେଉଳପୁର ଛକ ନିକଟରେ…

୩୦ ସିଏଫ୍ଟି ସାଳ କାଠ ଜବତ, ଜଣେ ଗିରଫ…

କୁଆଁରମୁଣ୍ଡା :- ବୀରମିତ୍ରପୁର ବନ ରେଞ୍ଜ ଅନ୍ତର୍ଗତ ସହରର ମହୁଆ ଟୋଲି ଅଞ୍ଚଳରେ ଆଜି ବନ ବିଭାଗ ପକ୍ଷରୁ ଚଡ଼ାଉ କରି ୩୦ ସିଏଫ୍ଟୀ ଶାଳ କାଠ ଜବତ କରିବା ସହ ଜଣେ ଗିରଫ ହୋଇଥିବା ଜଣାପଡିଛି! ସୂଚନା ମୁତାବକ କୌଣସି ସୂତ୍ରରୁ ବନ ବିଭାଗକୁ ଉକ୍ତ ଅଞ୍ଚଳରେ ଚୋରା କାଠ କାରବାର ହେଉଥିବା ଖବର…

ବାଲେଶ୍ୱର ଆଇଟିଆରରୁ ଗୁପ୍ତ ତଥ୍ୟ ଲିକ୍‌ ଅଭିଯୋଗ, ହନିଟ୍ରାପ ଲିଙ୍କ୍‌ରେ ବରିଷ୍ଠ ଅଧିକାରୀ ଗିରଫ…

ବାଲେଶ୍ବର: ପୁଣି ବାଲେଶ୍ୱର ଆଇଟିଆରରୁ ଗୁପ୍ତ ତଥ୍ୟ ଲିକ୍‌ ଅଭିଯୋଗ । ପାକିସ୍ତାନ ହନିଟ୍ରାପ ଲିଙ୍କ୍‌ରେ ଆଇଟିଆପ ବରିଷ୍ଠ ଅଧିକାରୀ ଗିରଫ । ଚାନ୍ଦିପୁର ITRର ବରିଷ୍ଠ ଅଫିସରଙ୍କୁ ଗିରଫ କଲା ପୋଲିସ । ପାକିସ୍ତାନକୁ ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତତଥ୍ୟ ଦେଇଥିଲେ ଅଭିଯୁକ୍ତ । ଅଶ୍ଳୀଳ…

ପୋଲିସ୍ ଇନଫର୍ମର୍ ସନ୍ଦେହରେ ଯୁବକଙ୍କ ଗଳା କାଟି ହତ୍ୟା କଲେ ମାଓବାଦୀ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପୁଣି ଉପସ୍ଥିତ ଜାହିର କଲେ ମାଓବାଦୀ। ପୋଲିସ୍ ଇନଫର୍ମର୍ର ସନ୍ଦେହରେ ଜଣେ ଯୁବକଙ୍କ ଗଳାକାଟି ହତ୍ୟା କରିଛନ୍ତି । ମୃତ ଯବକ ଜଣଙ୍କ ହେଉଛନ୍ତି ଚନ୍ଦନ ମଲିକ । ଯୁବକଙ୍କୁ ଘରୁ ଡ଼ାକିନେଇ ଗାଁ ମଝିରେ ଗଳା କାଟି ହତ୍ୟକରିଛନ୍ତି ମାଓବାଦୀ ।…

ନାଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି…

ଜଳେଶ୍ବର: ଅଲୋଡା ହେଲା ଶିଶୁ କନ୍ଯା। ରାଇବଣିଆ କାଜୁ ଜଙ୍ଗଲ ରାସ୍ତା ପାର୍ଶ୍ବ ନାଳରୁ ନବଜାତ ଶିଶୁକନ୍ଯାକୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ। ଶିଶୁ କନ୍ୟାଟି କାନ୍ଦୁଥିବାର ଦେଖି ଲୋକେ ଉଦ୍ଧାର କରି ହାତିଗଡ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି।

ରେଳବାଇ ଟିଆରଡି ଡିପୋରେ ଡକାୟତି: କର୍ମଚାରୀଙ୍କ ହାତ ଗୋଡ଼ ବାନ୍ଧି ଲୁଟି ନେଲେ ରେଲଓ୍ୱେ ସାମଗ୍ରି…

ଭଦ୍ରକ : ଭଦ୍ରକ ରେଳ ଷ୍ଟେସନ ନିକଟ ୧୧୯ ନମ୍ବର ଗେଟ ନିକଟ trd ଅଫିସ ବା ବିଦ୍ୟୁତ ଅଫିସରୁ ଲୁଟ। ରେଳ କର୍ମଚାରୀଙ୍କୁ ବାନ୍ଧି ଟ୍ରକ ସାହାଯ୍ୟରେ ଲୁଟି ନେଲେ ତାର ଓ ଅନ୍ୟାନ୍ୟ ସାମଗ୍ରୀ। ସୂଚନାଯୋଗ୍ୟ ଯେ ଗତ ୨୧ ତାରିଖ ବିଳମ୍ବିତ ରାତିରେ ଭଦ୍ରକ ଚରମ୍ପା ସ୍ଥିତ ପୂର୍ବତଟ ରେଳବାଇ…

ଜାତୀୟ ମହିଳା ଖୋଖୋ ଖେଳାଳି ବେକରେ ରସି ଲଗାଇ ହାରିଲେ ଜୀବନ…

କେନ୍ଦୁଝର: ଜାତୀୟ ମହିଳା ଖୋ ଖୋ ଖେଳାଳୀଙ୍କର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ । କେନ୍ଦୁଝର ଜିଲ୍ଲା ବାରିଆ ଥାନା ନୟାଧନୁର୍ଜୟପୁର ଗାଁର +2 କଲେଜ ଛାତ୍ରୀ ମନିକା ନାଏକ ନିଜ ଘରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ମନିକା ଜାତୀୟ ଜୁନିୟର୍ ମହିଳା ଖୋ ଖୋ ଦଳରେ ଓଡ଼ିଶାର…

ଯୁବକଙ୍କ ଅଶୋଭନୀୟ କାଣ୍ଡ: କମେଣ୍ଟ ମରାକୁ ପ୍ରତିବାଦ କରିବାରୁ ସ୍ଵାମୀ, ସ୍ତ୍ରୀ ଓ ଶିଶୁ କନ୍ୟାକୁ ମରଣାନ୍ତକ…

ସୋର : କମେଣ୍ଟ ମାରିଲେ ପ୍ରତିବାଦ କରିବାରୁ ସ୍ବାମୀ, ସ୍ତ୍ରୀ ଓ ଦୁଇ ବର୍ଷର ଶିଶୁ କନ୍ୟାକୁ ତିନି ଯୁବକ ମରଣାନ୍ତକ ଆକ୍ରମଣ କଲେ। ଗତକାଲି ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାଲେଶ୍ଵର ଜିଲ୍ଲା ବେଲଦା ଛକରେ ନଜର ଆସିଛି ଏଭଳି ଅଭାବନୀୟ ଘଟଣା । ସୂଚନା…

ଜଙ୍ଗଲରୁ ୨ ମୃତଦେହ ଉଦ୍ଧାର ଘଟଣାର ଖୋଳତାଡ…

ଆଠଗଡ଼: ଜଙ୍ଗଲରେ ଡେଥ୍‌ ସସ୍‌ପେନ୍‌ସ। ୨୪ ଘଣ୍ଟା ପରେ ବି ମିଳିନି ଦୁଇ ମୃତକଙ୍କ ପରିଚୟ। ସେମାନେ ଆତ୍ମହତ୍ୟା କରିଛନ୍ତି ନା କିଏ ହତ୍ୟା କରିଛି। ସେନେଇ କାରଣ ଜଣାପଡିନଥିବାବେଳେ ତଦନ୍ତ କରୁଛି ଖୁଣ୍ଟୁଣୀ ପୋଲିସ। ଗତକାଲି ଆଠଗଡ଼ ଖୁଣ୍ଟୁଣୀ ଥାନା ରାଧାକୃଷ୍ଣପୁର ଭୋଗୁଆ ଜଙ୍ଗଲରୁ…

ପୁଣି ସକ୍ରିୟ ହେଲେ ମାଓବାଦୀ : ପୋଲିସ ଇନ୍ଫୋର୍ମର ସନ୍ଦେହ ରେ ହତ୍ୟା…

ଉମରକୋଟ( 24/02/2023) ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହାତୀଗାଁ ପଞ୍ଚାୟତ ଖାଳେପାଡ଼ାରେ ଗତ କାଲି ଵିଲୋମ୍ବିତ ରାତିରେ ସ୍ବର୍ଗୀୟ ଧରନିଧର ମଲ୍ଲିକାଙ୍କ ପୁଅ ଚନ୍ଦନ ମଲ୍ଲିକ କୁ ଘରୁ ଡାକି ନେଇ ମାଓବାଦୀ ମାନେ ଗୁଳି କରି ହତ୍ୟା କରିଛନ୍ତି l ମାରିବା ଜାଗାରେ ମାଓବାଦୀ…