Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ମଝି ଚିଲିକାରେ ୫୦ ଯାତ୍ରୀଙ୍କ ସହ ଫସିଲା ଡଙ୍ଗା
ବ୍ରହ୍ମଗିରି: ମଝି ଚିଲିକାରେ ଯାତ୍ରୀଙ୍କ ସହିତ ଭସାପୋଲ ଫସିବାର ୨୪ ଘଣ୍ଟା ନ ପୁରୁଣୁ ପୁଣି ଏକ ଡଙ୍ଗା ୫୦ ଯାତ୍ରୀଙ୍କ ସହିତ ଫସିଛି । ଦୀର୍ଘ ଘଣ୍ଟାଏ ଧରି ଡଙ୍ଗାଟି ଫସିବା ପରେ କୂଳକୁ ଫେରିଛି । ଖବର ନେବାରେ ଜଣାପଡିଛି ଆଜି ଅପରାହ୍ନରେ ପୁରୀ ଜିଲ୍ଲା ସାତପଡା ଘାଟରୁ ଏକ ଯାତ୍ରୀବାହି!-->…
ଦ୍ୱିତୀୟ ବିବାହ କଲେ ପ୍ରଧାନ ଶିକ୍ଷକ, ଥାନାରେ ଏତଲା ଦେଲେ ପ୍ରଥମ ସ୍ତ୍ରୀ
ଦାରିଙ୍ଗବାଡ଼ି : ପ୍ରଥମ ସ୍ତ୍ରୀ ଘରେ ଅଛନ୍ତି । ତାଙ୍କୁ ଛାଡ଼ି ଦ୍ୱିତୀୟ ବିବାହ କଲେ ଶିକ୍ଷକ । ଏ ଖବର ପାଇବା ପରେ ପ୍ରଥମ ସ୍ତ୍ରୀ ଶିକ୍ଷକ ସ୍ୱାମୀ ନାଁରେ ଥାନାରେ ଏତଲା ଦେଇଛନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି ପ୍ରଥମ ପତ୍ନୀ ।
!-->!-->!-->…
କଟକ ମହାନଗର ନିଗମ : ବିରୋଧୀ କର୍ପୋରେଟରଙ୍କ ଦ୍ୱାରା ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ
କଟକ : କଟକ ମହାନଗର ନିଗମରେ ବିରୋଧୀ କର୍ପୋରେଟରଙ୍କ ଦ୍ୱାରା ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଭୁବନେଶ୍ୱରରେ ଆଇଏଏସ ସମ୍ମିଳନୀରେ ଥିବା ସିଏମସି କମିଶନର ନିଖିଳ ପବନ କଲ୍ୟାଣ ଅପରାହ୍ନରେ ବିରୋଧୀ କର୍ପୋରେଟରଙ୍କ ଆନ୍ଦୋଳନସ୍ଥଳରେ ପହଞ୍ଚି ସମ୍ମିଳନୀ କକ୍ଷରେ ବସି!-->…
କେନ୍ଦୁଝର ଦୁଇ ଶିଶୁ ପୁଅଙ୍କୁ ହତ୍ୟା ପରେ ମା’ର ଆତ୍ମହତ୍ୟା ମାମଲାର ଖୋଳତାଡ
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଡୁରୁକୁଳିଆ ଗାଁରେ ଦୁଇ ଶିଶୁ ପୁଅଙ୍କୁ ହତ୍ୟା କରି କାହିଁକି ଜୀବନ ହାରିଲା ମାଆ ? ଏହା ପଛର କାରଣ କଣ ? ଜଣେ ମାଆ ଏଭଳି ଚରମ ନିଷ୍ପତ୍ତି ନେଲେ କାହିଁକି ? ଏପରି ବହୁ ପ୍ରଶ୍ନ ସାଧାରଣରେ ଉଠିଥିବା ବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହେବ ଶବ!-->…
ଓଲଟିଲା ଯାତ୍ରୀବାହୀ ଘରୋଇ ବସ, ୨୦ ରୁ ଉର୍ଦ୍ଧ୍ୱ ଆହତ
ବାଲିଗୁଡା: କୋଟଗଡ଼ ଥାନା ପଣ୍ଡାରିପି ନିକଟରେ ଓଲଟିଲା ଯାତ୍ରୀବାହୀ ଘରୋଇ ବସ l ସାଲୁଙ୍କି ନାମକ ଘରୋଇ ବସ ର ଆଗ ଚକା ଫାଟି ଯିବାରୁ ଦୁର୍ଘଟଣା ଘଟିଛି l ଦୁର୍ଘଟଣା ରେ ୧୫ ଗୁରୁତର ହୋଇଥିବା ବେଳେ ୨୦ ରୁ ଉର୍ଦ୍ଧ ଆହତ ହୋଇଛନ୍ତି l
ସମସ୍ତ ଗୁରୁତର ଓ ଆହତ ଙ୍କୁ କୋଟଗଡ଼ ମେଡିକାଲ ରେ!-->!-->!-->…
ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୯ଆହତ
ମୋହନା : ଅଟୋ ଓଲଟି ୯ ଜଣ ଆହତ ହୋଇଛନ୍ତି l ଏଭଳି ଘଟଣା ଘଟିଛି ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଲୁଦୁମ୍ପଙ୍କା ଠାରେ l ଏକ ସୁଧ ଭୋଜିରେ ଯୋଗ ଦେବା ପାଇଁ ଡମ୍ବଗୁଡା ପଞ୍ଚାୟତ କୁଟାମା ଗ୍ରାମରୁ ୨୦ ଜଣ ଯାତ୍ରୀ ରାମ୍ବୁନଜୁ ଗ୍ରାମକୁ ଯାଉଥିବା ବେଳେ ଲୁଦୁମ୍ପଙ୍କା ଗ୍ରାମ ନିକଟସ୍ଥ ଏକ!-->…
ସୁରକ୍ଷା ଦୃଷ୍ଟିରୁ ଝାରସୁଗୁଡ଼ାରୁ ଚୌଦ୍ୱାର ସର୍କଲ ଜେଲ୍ ଆସୁଛି ଗୋପାଳ
ଝାରସୁଗୁଡ଼ା: ଝାରସୁଗୁଡ଼ାରୁ ଚୌଦ୍ୱାର ସର୍କଲ ଜେଲ୍ ଆସୁଛି ଗୋପାଳ । ସୁରକ୍ଷା ଦୃଷ୍ଟିରୁ ତାକୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଉଛି । ଚୌଦ୍ୱାର ସର୍କଲ ଜେଲ୍ର ହାଇ ସିକ୍ୟୁରିଟି ସେଲ୍ରେ ଗୋପାଳକୁ ରଖାଯିବ । ଗୋପାଳକୁ ଜଗିବା ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବ। ୨୪!-->…
ବାହାଘରର ଦୁଇ ଦିନ ପରେ ଦୁର୍ଘଟଣା ଚାଲିଗଲା ନବଦମ୍ପତିଙ୍କ ଜୀବନ
ବ୍ରହ୍ମପୁର: ଏଇ ଚାରି ଦିନ ତଳେ ସମ୍ପର୍କର ସୂତା ଖିଅରେ ଛନ୍ଦାଛନ୍ଦି ହୋଇ ଆରମ୍ଭ କରିଥିଲେ ନୂଆ ସଂସାର । ସାରା ଜୀବନ ପାଇଁ ସ୍ୱାମୀ-ସ୍ତ୍ରୀ ସାଜି ଆରମ୍ଭ କରିଥିଲେ ନୂଆ ଜୀବନ । କାନ୍ଥରେ ଝଟକୁଛି ବାହାଘର ତାରିଖ। ପ୍ରଭାଲିକାଙ୍କ ପାଖରେ ଲେଖାଅଛି ଭେନୁଙ୍କ ନାଁ । ହେଲେ ସତ ସତିକା ଜୀବନରେ!-->…
ଟୋଲ ଗେଟ୍ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା: ଜିଅନ୍ତା ଜଳିଗଲେ ଦୁଇ ଯୁବକ
କଟକ: କନ୍ଦରପୁର ଟୋଲ ଗେଟ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକ ଜୀବନ୍ତ ଜଳିଯାଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତି ୨ଟା ବେଳେ ଘଟିଛି ଏଭଳି ଘଟଣା।
ସୂଚନାନୁସାରେ ଗତକାଲି ରାତି ପ୍ରାୟ ୨ଟା ସମୟରେ କଟକ-ପାରାଦ୍ବୀପ ରାସ୍ତାର କନ୍ଦରପୁର ଟୋଲ୍ ଗେଟ୍!-->!-->!-->…
ରିଲ୍ସ ମଝିରେ ବସ୍ ଆସିଯିବାରୁ ତାକୁ ନେଇ ତୁମୂଳକାଣ୍ଡ : ସ୍କୁଲ ବସକୁ ଆକ୍ରମଣ କଲେ ୭ ଯୁବକ
ଭୁବନେଶ୍ବର: ରିଲ୍ସ ମଝିରେ ବସ ଆସିଯିବାରୁ ତାକୁ ନେଇ ତୁମୂଳକାଣ୍ଡ। ସ୍କୁଲ ବସ ଉପରକୁ ଆକ୍ରମଣ କରିବା ସହ ଡ୍ରାଇଭରକୁ ମଧ୍ୟ ମାଡପିଟ କରିଥିବା ସୂଚନା ମିଳିଛି। ଘଟଣା ଘଟିଛି ଭୁବନେଶ୍ବର ସହିଦ ନଗର ଥାନ ଅଧିନସ୍ଥ ଖଣ୍ଡୁଆଳି ମନ୍ଦିର ନିକଟରେ ଥିବା BDA ପାର୍କ ନିକଟରେ ।!-->…