Browsing Category

ଅପରାଧ

ଚାକିରିରୁ ବିଦା ହେଲେ ଏଏସ୍‌ଆଇ ଗୋପାଳ ଦାସ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ନବ ଦାସଙ୍କୁ ହତ୍ୟା ଘଟଣାରେ ପୁଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ଧାରା ୩୧୧ ଆଧାରରେ ତାଙ୍କୁ ବହିଷ୍କାର କରାଯାଇଛି । ଗୋପାଳକୃଷ୍ଣ ଦାସଙ୍କୁ ଝାରସୁଗୁଡା ଏସପି ବହିଷ୍କାର କରିଥିବାବେଳେ ଆଜି ତାଙ୍କୁ…

କାର ଦୁର୍ଘଟଣାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର…

ଭବାନୀପାଟଣା : ଭବାନୀପାଟଣା -ଜୁନାଗଡ଼ ଜାତୀୟ ରାଜପଥ ୨୬ଜାରିଂ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ଆରୋହି ଦମ୍ପତିଙ୍କ ମଧ୍ୟରୁ ସ୍ତ୍ରୀ ମୃତ ହୋଇଥିବାବେଳେ ସ୍ୱାମୀ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ମିଳିଥିବା ଖବର ଅନୁଯାୟୀ,…

ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼ କରିଥିବା ପୋଲିସ ଏଏସଆଇଙ୍କ ଘରେ ତାଲା

ବ୍ରହ୍ମପୁର: ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼ କରିଥିବା ପୋଲିସ ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କ ଘରେ ତାଲା। ଗତକାଲି ରାତିରୁ ତାଙ୍କ ପରିବାରଲୋକ ବ୍ରହ୍ମପୁର ଶିଳ୍ପାଞ୍ଚଳ ବାସଭବନରୁ କେଉଁଆଡ଼େ ଚାଲିଯାଇଛନ୍ତି । ଏହି ଘଟଣା ପରେ ଏବେ ତାଙ୍କ ଘରେ ତାଲା ଝୁଲୁଛି। ଗତକାଲି ରାତିରେ…

ପରିବା ବିକାଳି ଉପରେ ମାଡିଗଲା ଗାଡି, ୨ ମୃତ…

ଖଲ୍ଲିକୋଟ :  ରାସ୍ତାରେ ବିକ୍ରି କରୁଥିଲେ ପରିବା । ଏହି ସମୟରେ ମାଡିଗଲା ଗାଡ଼ି । ଦୁର୍ଘଟଣାରେ ୨ଜଣଙ୍କୁ ମୃତ୍ୟୁ ହୋଇଥିବା ଦୁଇ ଜଣ ଗୁରୁତର ହୋଇଛି । ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗଞ୍ଜାମ ଜିଲ୍ଲା ରମ୍ଭା ନିକଟ ମିଞ୍ଜିଣିପାଟଣା ଜାତୀୟ ରାଜପଥ ନିକଟରେ ଘଟିଛି…

ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ…

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଗୁଳିମାଡ଼ ଘଟଣାର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମ୍‌ବ୍ରାଞ୍ଚ୍‌କୁ ନିର୍ଦ୍ଦେଶ ଦେବା ପରେ କ୍ରାଇମବ୍ରାଞ୍ଚ୍‌ର ଅତିରିକ୍ତ ଡିଜି ଅରୁଣ ବୋଥ୍ରା ଅନ୍ୟ ଅଫିସରଙ୍କୁ ନେଇ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଝାରସୁଗୁଡ଼ାରେ…

ଭିତରକନିକାରୁ ୨ ଶିକାରୀ ଗିରଫ…

କେନ୍ଦ୍ରାପଡ଼ା : ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶୀ ପକ୍ଷୀ ଶିକାର କରୁଥିବା ୨ ଶିକାରୀ ଗିରଫ। ଭିତରକନିକା ଫରେଷ୍ଟ ବ୍ଲକ୍ ନିକଟ ଇଶ୍ୱରପୁର ପଞ୍ଚାୟତ ମାହାଲା ଗ୍ରାମ ନିକଟରେ ପକ୍ଷୀ ଶିକାର ନେଇ କନିକା ରେଞ୍ଜ୍ ଅଫିସର ମାନସ କୁମାର ଦାସ ସୂଚନା ପାଇବା ପରେ ବିଭାଗୀୟ ଅଧିକାରୀଙ୍କ…

ଘରକୁ ଗଲେ ପୁଅ ବୋହୂ ମାରୁଛନ୍ତି, ଏମିତି ଅଭିଯୋଗ ଆଣି ଥାନାରେ ବୃଦ୍ଧଙ୍କ ଧାରଣା…

କାକଟପୁର: ଦିନକୁ ଦିନ ମଣିଷ ଭୁଲିଯାଉଛି ମାନବିକତା। ଯିଏ ମୁଣ୍ଡ ଝାଳ ତୁଣ୍ଡରେ ମାରି ଛୋଟରୁ ବଡ ଯାଏ ବଢ଼େଇ କୁଢ଼େଇ ଗଢ଼ି ତୋଳିଥାଏ ତାକୁ ଟିକେ ଆଦର ଦେଇପାରୁନି ସେହି ଜନ୍ମକଲା ପୁଅ। ସାମାନ୍ଯ ସ୍ବାର୍ଥ ପାଇଁ ପାଲଟି ଯାଉଛି ପଶୁ। ବାପା ଯେ ତାକୁ ଦିନେ ଜନ୍ମ ଦେଇ ପାଳିପୋଷି ମଣିଷ…

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଗୁଳିମାଡ଼ରେ ଗୁରୁତର : ରକ୍ଷକ ସାଜିଲା ଭକ୍ଷକ…

ଝାରସୁଗୁଡ଼ା - ୨୯/୦୧/୨୩ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଆଜି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଠାରେ ଗୁଳି ମାଡରେ ଗୁରୁତର ଆହତ ହୋଇଛନ୍ତି । ଗୋପାଳ ଚନ୍ଦ୍ର ଦାସ ନାମକ ଜଣେ ପୁଲିସ କର୍ମଚାରୀ ତାଙ୍କ ଉପରେ ଚାରିରୁ ପାଞ୍ଚ ରାଉଣ୍ଡ ଗୁଳି ଚଳାଇ ଥିବା ପୁଲିସ ଏସଡିପିଓ…

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼ : ମନ୍ତ୍ରୀ ଙ୍କୁ ଗୁଳି କରିଛି ପୋଲିସ

ବ୍ରଜରାଜନଗର -୨୯/୦୧/୨୩ ପ୍ରାପ୍ତ ସୂଚନା ଅନୁଯାୟୀ ଏକ କାର୍ଯ୍ୟକ୍ରମରେ ଯୋଗଦାନ କରିବା ପାଇଁ ବ୍ରଜରାଜନଗର ଯାଇଥିବା ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଅତର୍କିତ ଭାବେ ଗୁଳିମାଡ଼ର ଶିକାର ହୋଇଛନ୍ତି। ଏ.ଏସ.ଆଇ ଗୋପାଳ ଦାସ ଘଟାଇଛନ୍ତି ଏହି ଘଟଣା। ଚାରି ରୁ ପାଞ୍ଚ ରାଉଣ୍ଡ ଗୁଳି ଚାଳନା କରା…

ସାଙ୍ଗକୁ ହତ୍ୟା କରି କୂଅରେ ପକାଇବା ଘଟଣା : ଫରେନସିକ୍‌ ଲ୍ୟାବକୁ ଗଲା ମୃତକର ମୋବାଇଲ…

ଖୋର୍ଦ୍ଧା : ବାଣପୁରରେ ସାଙ୍ଗକୁ ହତ୍ୟା କରି କୂଅରେ ପକାଇବା ଘଟଣା । ମୋବାଇଲ ଫୋନରେ ରହିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ମୃତକର ମୋବାଇଲ ଖୋଲିବ ହତ୍ୟାର କାହାଣୀ । ମୋବାଇଲ ଫୋନକୁ ରାଜ୍ୟ ଫରେନସିକ୍‌ ଲ୍ୟାବକୁ ପଠାଯାଇଛି । କଲ ଡିଟେଲସ୍‌, ମୋବାଇଲରେ ଥିବା ଭିଡିଓ ଓ ଚାଟ୍‌ରୁ ମିଳିବ…