Browsing Category

ଅପରାଧ

ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମକାରୀକୁ ୧୨ ବର୍ଷ ଜେଲ୍…

ଆସିକା : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଇଲାକାର ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ ମାମଲାର ବିଚାରଣା କରି ଆସିକା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ପ୍ରବୀର କୁମାର ଚୌଧୁରୀ ଆଜି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ୧୫ ଜଣ ସାକ୍ଷୀଙ୍କ ସାକ୍ଷ୍ୟକୁ ଭିତ୍ତି କରି ଅଭିଯୁକ୍ତ ପ୍ରଭାକର…

ଜନପଥରେ ଲାଗିଥିବା ବାଉଁଶ ବାଡ ଭିତରକୁ ପଶିଗଲା ‘ଶ୍ରୀରାଧା ମାଧବ’ ବସ୍…

ଭୁବନେଶ୍ୱର : ମହର୍ଷି କଲେଜ ଛକ ନିକଟ ପେଟ୍ରୋଲ ପମ୍ପ ସମ୍ମୁଖରେ ବସ ଦୁର୍ଘଟଣା। ଜନପଥରେ ଲାଗିଥିବା ବାଉଁଶ ବାଡ ଭିତକୁ ପଶିଗଲା ଘରୋଇ ବସ ଶ୍ରୀରାଧା ମାଧବ। ତେବେ ଦୁର୍ଘଟଣାରେ ବସ୍ ଚାଳକ ଓ ହେଲପର୍ ଥିବା ବେଳେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ବସ୍ ଭିତରୁ ଡ୍ରାଇଭରଙ୍କୁ ଉଦ୍ଧାର…

ଗୁଣିଗାରେଡ଼ିକୁ କେନ୍ଦ୍ର କରି ଆଦିବାସୀ ବ୍ୟକ୍ତିକୁ ହତ୍ୟା ଅଭିଯୋଗ…

ମାଲକାନଗିରି: ଗୁଣିଗାରେଡ଼ିକୁ କେନ୍ଦ୍ର କରି ଜଣେ ଆଦିବାସୀ ବ୍ୟକ୍ତିକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ମୋଟୁ ଥାନା ମାଲାଭରମ ପଞ୍ଚାୟତ ର ତିନିରାଜପଲ୍ଲୀ ଗ୍ରାମରେ । ମୃତ ବ୍ୟକ୍ତି ହେଲେ ତିନିରାଜପାଲି ଗ୍ରାମର ଗଙ୍ଗା ପଡିଆମୀ । …

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ୱାମୀ…

କୋରାପୁଟ: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଡକ୍ରିବେଢାରେ ଏକ ଅଭାବନୀୟ ଘଟଣାଘଟିଥିବାର ଖବର ମିଳିଛି। ଏଠଠାରେ ଜଣେ ଲୋକ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ଦମ୍ପତିଙ୍କ ଭିତରେ ତୀବ୍ର କଳହ ଲାଗିରହିଥିଲା। ଏହି ପାରିବାରିକ କହଳ ଏପରି ରୂପ ନେଇଥିଲା ଯେ ସ୍ୱାମୀ ଅଜୟ ମୁଦୁଲି ତାଙ୍କ ସ୍ତ୍ରୀ…

ଗାଡିକୁ ପିଟିଲା ସ୍କର୍ପିଓ: ୨ ମୃତ , ୩ ଗୁରୁତର…

କଣ୍ଟାମଲ: ବୌଦ୍ଧ ବହିରା ଛକ ଠାରେ ସ୍କର୍ପିଓ ଓ ସିରିଜ୍‌ ଦୁର୍ଘଟଣା । ସ୍କର୍ପିଓ ଟି ବଲାଙ୍ଗୀରରୁ ଭୁବନେଶ୍ୱର ଯାଉଥିବା ବେଳେ ଦୁର୍ଘଟଣା । ଘଟଣା ସ୍ଥଳରେ ୨ ମୃତ ୩ ଗୁରୁତର । ୫ ବାଇକ୍‌ କୁ ପିଟି ହୋଟେଲ ଭିତରକୁ ପଶିଗଲା ଗାଡ଼ି । ବାଇକ୍‌ ଆରୋହୀ ଆଇଁଲାପଳି PEO ଗୋବିନ୍ଦ ସାହୁ ମୃତ । …

ମହିଳାଙ୍କ ଝୁଲନ୍ତ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ…

ଭୁବନେଶ୍ୱର: ଭରତପୁର ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ସେ ହେଲେ ମଧୁସ୍ମିତା ଜେନା । ଝରକାରେ ଝୁଲନ୍ତା ଅବସ୍ଥାରେ ମଧୁସ୍ମିତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟପକ୍ଷରେ ତାଙ୍କ ସ୍ୱାମୀ ହତ୍ୟା କରି ତାଙ୍କୁ ଝରକାରେ ଟାଙ୍ଗି ଦେଇଥିବା ମଧୁସ୍ମିତାଙ୍କ…

କଲେଜ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା: କୂଅରୁ ମିଳିଲା ଶବ…

ଖୋର୍ଦ୍ଧା: ନାଚୁଣୀସ୍ଥିତ ହରିପୁର ଜଙ୍ଗଲରେ ସୁଟ୍‌କେଶ୍ ହତ୍ୟାକାଣ୍ଡ ଘଟଣା ଅଞ୍ଚଳବାସୀଙ୍କ ମନରୁ ନ ଲିଭୁଣୁ ୩ଦିନ ବ୍ୟବଧାନରେ ବାଣପୁର ଥାନା ଅଞ୍ଚଳରେ ଆଉ ଏକ ହତ୍ୟାକାଣ୍ଡ ଘଟିଛି । ଜଣେ କଲେଜଛାତ୍ରଙ୍କୁ ଅପହରଣ ପରେ ହତ୍ୟା ଏବଂ ପରବର୍ତ୍ତୀ ସମୟରେ ଏକ କୂଅରୁ ସମ୍ପୃକ୍ତ ଛାତ୍ରଙ୍କ ଶବ…

ଅର୍ଚ୍ଚନା ନାଗ ମାମଲା: ଆଜି କୋର୍ଟରେ ହାଜର ହୋଇପାରନ୍ତି ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଆଜି କୋର୍ଟରେ ହାଜର ହୋଇପାରନ୍ତି ଶ୍ରଦ୍ଧାଞ୍ଜଳି। ଇଡି ପକ୍ଷରୁ ମନି ଲଣ୍ଡରିଂ ମାମଲାରେ ଚାର୍ଜସିଟ୍‌ରେ ଦୋଷୀ ଭାବେ ଦର୍ଶାଯାଇଛି। ଇଡି ଚାର୍ଜସିଟ୍‌ରେ ଶ୍ରଦ୍ଧାଞ୍ଜଳିଙ୍କୁ ଚତୁର୍ଥ ଅଭିଯୁକ୍ତ ଦର୍ଶାଯାଇଛି। ୨୪ ତାରିଖରେ ହାଜର ହେବାକୁ…

ପ୍ରେସ୍ ଲେଖାଥିବା ଗାଡିରେ ମଦ ଚାଲାଣ: କାର୍ ଛାଡି ଅଭିଯୁକ୍ତ ଫେରାର…

ଢେଙ୍କାନାଳ: ଗାଡ଼ିରେ ପ୍ରେସ୍ ଲେଖି ଚାଲିଥିଲା ମଦ ବେପାର ।ଢ଼େଙ୍କାନାଳ ଟାଉନ ଥାନା ପୁଲିସ ଆଜି ଏହିପରି ଏକ ଗାଡିକୁ ଜବତ କରିଛି । ଗାଡିରୁ ୧୫୦ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଗାଡ଼ ଛାଡ଼ି ଚମ୍ପଟ୍ ମାରିଛି ଡ୍ରାଇଭର। ଏହି ମାମଲାରେ ସଂପୃକ୍ତି ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ…

ଅଟୋ ଏବଂ ହାଇୱା ସହ ଧକ୍କା ହେଲା ବାଇକ୍, ଯୁବକ ଗୁରୁତର…

ତିଗିରିଆ : ଭାରସାମ୍ୟ ହରାଇ ଅଟୋ ଏବଂ ହାଇୱା ସହ ଧକ୍କା ହେଲା ବାଇକ୍। ଯୁବକ ଗୁରୁତର। ତିଗିରିଆ ଥାନା ଅନ୍ତର୍ଗତ ଖୁଣ୍ଟୁଣି ନରସିଂହପୁର ୬୫ ନମ୍ବର ରାଜପଥ ଜେମାଦେଇପୁର ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୁଚନା ମୁତାବକ, ମଙ୍ଗଳବାର ସକାଳ ପ୍ରାୟ ୧୦ଟା ସମୟରେ ଜଣେ…