Browsing Category

ଅପରାଧ

ଆନ୍ଦୋଳନ କରି ଜେଲ୍‌ ଗଲେ ଗର୍ଭବତୀ, ବେଲ୍‌ରେ ବାହାରି ଆଖି ବୁଜିଲେ…

ରାୟଗଡ଼ା: ଶ୍ରମିକ ନିଯୁକ୍ତି ଦାବିରେ ପ୍ଲାଣ୍ଟ ବିରୋଧରେ ଆନ୍ଦୋଳନ କରି ଜେଲ ଯାଇଥିଲେ। ଜେଲ୍‌ରେ ୧୫ ଦିନ ରହିବା ପରେ ବେଲ୍‌ରେ ବାହାରିଥିଲେ ଗର୍ଭବତୀ। ହେଲେ ବେଲ୍‌ରେ ବାହାରିବା ପର ଦିନ ପ୍ରସବ ହେବା ସହ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ଏହାକୁ କେନ୍ଦ୍ର…

ଆମଝରି ଗ୍ରାମର ୧୬ ଏକର ଜଙ୍ଗଲ ଜମିରୁ ଗଞ୍ଜେଇ ଗଛ ନଷ୍ଟ କଲା ବୌଦ୍ଧ ପୋଲିସ…

ବୌଦ୍ଧ : ବୌଦ୍ଧ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହlଇ ମିନା ଙ୍କ ନିର୍ଦେଶ କ୍ରମେ ବୌଦ୍ଧ ଆଦର୍ଶ ଥାନା ଆଇ ଆଇ ସି ମାଧବାନନ୍ଦ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ବେଆଇନ ଗଞ୍ଜେଇ ଚାଷ ଉପରେ ଚଢ଼ାଉ ଜାରି ରହିଛି l ଆଜି ଏହିକାଯ୍ୟକ୍ରମରେ ବୌଦ୍ଧ ଥାନା ବଘୀଆ ପଡା ଫାଣ୍ଡି ଅନ୍ତର୍ଗତ…

ହକି ବିଶ୍ବକପ୍‌ ପାଇଁ ଭୁବନେଶ୍ବରରୁ ରାଉରକେଲା ଗଡ଼ିବ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍…

ଭୁବନେଶ୍ବର: ଭୁବନେଶ୍ୱର ଏବଂ ରାଉରକେଲା ଠାରେ ଅନୁଷ୍ଠିତ ହେବାକୁ ଥିବା ଏଫଆଇଏଚ ପୁରୁଷ ହକି ବିଶ୍ୱକପ ୨୦୨୩ ସମୟରେ ଯାତ୍ରୀଙ୍କ ଚାହିଦା ଏବଂ ଅତିରିକ୍ତ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ଏବଂ ରେଳ ଯାତ୍ରୀମାନଙ୍କୁ ଉତ୍ତମ ଯାତ୍ରା ସୁବିଧା ବିଶେଷ ଭାବେ ହକିପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍…

ତ୍ରିରଙ୍ଗାକୁ ଅସମ୍ମାନ କରି ପିଇଓ ଗିରଫ…

କୋଣାର୍କ : ଜାତୀୟ ପତାକାକୁ ଅସମ୍ମାନ କରି ଗିରଫ ହୋଇଛନ୍ତି ପୁରୀ ଜିଲ୍ଲା ଗୋପ ବ୍ଲକ ସିମିଳି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ପ୍ରଶାନ୍ତ କୁମାର ସ୍ୱାଇଁ। ସେ ଜାତୀୟ ପତାକାରେ ଅଫିସ୍‌ର ଟେବୁଲ, ଚୌକି ସହିତ ମୋବାଇଲ ପୋଛି ଥିଲେ। ଏପରିକି ଅଫିସ୍ କାନ୍ଥରେ ଲାଗିଥିବା…

ଅର୍ଚ୍ଚନା ନାଗ ହନିଟ୍ରାପ୍‌ ମାମଲାରେ ନୟାଗଡ଼ର କେଉଁ ରାଜନେତା ଫସିଥିଲେ…?

ଭୁବନେଶ୍ବର: ଅର୍ଚ୍ଚନା ନାଗ ହନିଟ୍ରାପ୍‌ ମାମଲାରେ କେନ୍ୟୁଜ୍ ହାତରେ EXCLUSIVE ତଥ୍ୟ । ୪ ଅଭିଯୁକ୍ତଙ୍କ କ’ଣ ଥିଲା ଭୂମିକା? ଏନେଇ ଚାର୍ଜସିଟରେ ଉଲ୍ଲେଖ ରହିଛି । ୪ ଅଭିଯୁକ୍ତ ହେଲେ ଅର୍ଚ୍ଚନା ନାଗ, ସ୍ୱାମୀ ଜଗବନ୍ଧୁ, ସହଯୋଗୀ ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳି ବେହେରା । ପୂରା ଘଟଣାରେ କାହାର…

ଡାକ୍ତରଙ୍କ ଅବହେଳାରୁ ଚାଲିଗଲା ନବଜାତର ଜୀବନ, ବ୍ୟାଗରେ ମୃତଦେହ ଧରି ବୁଲିଲା ବାପା…

ସୋର: ସୋରୋ ଡାକ୍ତରଖାନାରେ ଅଭାବନୀୟ ପରିସ୍ଥିତି। ଶିଶୁପୁତ୍ରର ମୃତଦେହକୁ ବ୍ୟାଗରେ ଧରି ଅଢ଼େଇ ଘଣ୍ଟା ବୁଲିଲା ବାପା । ଖବରପାଇ ଘଟଣାସ୍ଥଳରେ ପୋଲିସ, ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଉତ୍ତେଜିତ ଲୋକେ ଡାକ୍ତରଖାନାରେ ପ୍ରସୂତି ଡାକ୍ତର ସାଗର ମହାପାତ୍ରଙ୍କୁ…

୬୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ବରିଷ୍ଠ କିରାଣି…

ଭୁବନେଶ୍ୱର: କଳାହାଣ୍ଡି ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ବରିଷ୍ଠ କିରାଣି ଭାବେ କାର୍ଯ୍ୟ କରୁଥିବା ଶ୍ୟାମସୁନ୍ଦର ବଳ ଗୁରୁବାର ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କିଛି ପୁରୁଣା ବିଲ୍ ପାସ୍‌ କରାଇ ଦେବା ପାଇଁ…

ଟ୍ରେଲର ଡ୍ରାଇଭରଙ୍କୁ ଛୁରା ମାଡ଼, ଲୁଟିନେଲେ ୫ ହଜାର

ଚମ୍ପୁଆ: ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲା ଟ୍ରେଲର । ଅଚାନକ ମାଡ଼ି ଆସିଲେ ଜଣେ ଦୁର୍ବୃତ୍ତ । ଡ୍ରାଇଭରଙ୍କୁ ଛୁରା ମାଡ଼ କରି ଲୁଟିନେଲେ ୫ ହଜାର ଟଙ୍କା । ଡ୍ରାଇଭରଜଣକ ରକ୍ତାକ୍ତ ଅବସ୍ଥାରେ ପଡ଼ି ଛଟପଟ ହେଉଥିବା ବେଳେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏପରି…

ପ୍ରେମିକାର ଦୁଇ ବର୍ଷ ଝିଅକୁ ମାରିଦେଲା ରାକ୍ଷସ ପ୍ରେମିକ

ସୋର : ପରକୀୟା ପ୍ରୀତିର କରୁଣ ପରିଣତି। ନିଜ ପ୍ରେମକୁ ପାଇବାକୁ ଯୁବକ ସାଜିଲା ହତ୍ୟାକାରୀ। ଏପରିକି ରାସ୍ତାରେ କଣ୍ଟା ସାଜିଥିବା ପ୍ରେମିକାଙ୍କ ୨ ବର୍ଷୀୟ ଝିଅର ତଣ୍ଟି ଚିପିବାକୁ ପଛାଇଲେ ନାହିଁ । ଏପରି ଲୋମଟାଙ୍କୁରା ଘଟଣା ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଭୂଇଁପଡା ଗ୍ରାମରେ ଘଟିଛି।…

ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପୁଅ ନିଖୋଜ…

ଗୁଣପୁର: ବାରମ୍ବାର ବଦଳିରେ ଅତିଷ୍ଠ ହୋଇ ପଡ଼ିଥିଲେ। ସବୁବେଳେ ଚିନ୍ତିତ ରହୁଥିଲେ। ଏହାପରେ ତୁରନ୍ତ ନୂତନ ଜାଗାରେ ଜଏନ କରିବାକୁ ଚିଠି ଆସିବାରୁ ଘାବରେଇଗଲେ। କ’ଣ କରିବେ କିଛି ସ୍ଥିର କରି ନ ପାରି ଶେଷରେ ଘର ଛାଡ଼ିଦେଲେ। ଇତି ମଧ୍ୟରେ  ୫ ଦିନ ବିତିଗଲାଣି ହେଲେ ନିଖୋଜ ସ୍ୱାମୀଙ୍କ ପତ୍ତା…