Browsing Category

ଅପରାଧ

ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଭାଇର ଜୀବନ ନେଲା ଭାଇ…

ଭୁବନେଶ୍ୱର: କାନ୍ଦ ବୋବାଳିରେ ଫାଟି ପଡ଼ୁଥାଏ ସାରା ପରିବେଶ। ଗାଁଟା ସାରା ଶୋକର ଛାୟା। ସମସ୍ତେ ସ୍ତବ୍ଧ ହୋଇ ଯାଇଥାନ୍ତି। କ୍ଷଣଙ୍କ ଭିତରେ ଘଟିଗଲା ଅଘଟଣ। ଦେଖୁ ଦେଖୁ ଚାଲି ଗଲା ଭେଣ୍ଡିଆ ପୁଅର ଜୀବନ। ସତରେ କେତେ ଖଟି ଖଟି ପୁଅ/ଝିଅକୁ ଏଡ଼େ ରୁ ଏଡିକି ଟିଏ କରେ ବାପା, ତାକୁ ଯେ କେତେ…

ରାସ୍ତାରେ ଝିଅକୁ କମେଣ୍ଟ ମାରିଲେ, ଅଭିଯୋଗ ପରେ ବାପାକୁ ଭୁଜାଲିରେ ଆକ୍ରମଣ କଲେ ଯୁବକ…

ଆନନ୍ଦପୁର: ରାସ୍ତାରେ ଅଟକାଇ ଝିଅକୁ କରୁଥିଲେ ହଇରାଣ। ଥାନାରେ ଅଭିଯୋଗ କରିବାରୁ ବାପାକୁ ଭୁଜାଲିରେ ଆକ୍ରମଣ । ନିଜ ଝିଅକୁ ବାଟରେ ଅଟକାଇ କମେଣ୍ଟ ମାରିବା ସହ ଅଶ୍ଳିଳ ଇଙ୍ଗିତ କରୁଥିବା ଯୁବକ ବିରୋଧରେ ବାପା ଥାନାରେ ଅଭିଯୋଗ କରିବାରୁ ଅଭିଯୁକ୍ତ ଯୁବକଙ୍କ ଭୁଜାଲି ଆକ୍ରମଣର ଶିକାର…

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଘର ମାପ୍ ଚୁପ୍ କଲା ଇଡି…

ଭୁବନେଶ୍ବର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ଘରର ମାପଚୁପ କରିଛି। ଇଡିର ଦୁଇଟି ଦଳ ଘରର ମାପ କରିଥିବା ଜଣାଯାଇଛି। ଏହି ଟିମ୍‌ରେ ଦୁଇ ଜଣ ଇଡି ଅଫିସରଙ୍କ ସହ ଦୁଇ ଜଣ ଅମିନ ଆଉ ଜଣେ ଟେକ୍ନିକାଲ ଅଫିସର ଥିଲେ। ଅନ୍ୟ ଏକ ଟିମ୍‌ରେ ଟିମ…

ରେଲୱେରେ ଚାକିରି ନାଁରେ ସାଢେ ୭ ଲକ୍ଷ ଲୁଟିନେଲେ ଯୁବତୀ…

ବ୍ରହ୍ମପୁର: ରେଳବାଇରେ ଗ୍ରୁପ-ସି ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଜଣେ ଯୁବକଙ୍କଠାରୁ ସାଢେ ୭ ଲକ୍ଷ ଟଙ୍କା ଠକି ନେଇଥିବା ଜଣେ ଯୁବତୀଙ୍କୁ ବାନ୍ଧିଛି ବ୍ରହ୍ମପୁର ଟାଉନ ଥାନା ପୁଲିସ। ସାଢେ ୭ ଲକ୍ଷ ନେବା ପରେ ଯୁବତୀଜଣକ ଯୁବକଙ୍କ ହାତରେ ଜାଲ ଅଫର ଲେଟର ଧରାଇ ଆଉ…

ପାରାଦୀପରେ ରୁଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା; ମୃତକଙ୍କ ଆଖି ପାଖରେ କ୍ଷତ ଚିହ୍ନ…

ପାରାଦୀପ: ବାଂଲାଦେଶ ଚଟ୍ଟୋଗ୍ରାମରୁ ଆସି ପାରାଦୀପରେ ଲାଗିଥିବା ଜାହାଜ ଏମଭି ଅଲ୍ ଦନାହର ଚିଫ୍ ଇଂଜିନିୟର ତଥା ଋଷୀୟ ନାଗରିକ ମିଲ୍ୟାକୋଭ୍ ସର୍ଗେଇଙ୍କ ମୃତ୍ୟୁକୁ ନେଇ ହଟୁନି ସସ୍‌ପେନ୍ସ। ମୃତକଙ୍କ ଶବ ବ୍ୟବଚ୍ଛେଦ ଗତକାଲି କୁଜଙ୍ଗ ମେଡିକାଲରେ ହୋଇଥିବା ବେଳେ ତାଙ୍କ ବାମ ପାର୍ଶ୍ୱ ଆଖି ପତା…

ଚୁଆଁ ଫାର୍ମ ହାଉସରେ ଜଗୁଆଳି ଙ୍କୁ ହତ୍ୟା କରି ଦୁର୍ବୃତ୍ତ ଫେରାର୍‌…

ବଲାଙ୍ଗିର: ଵଲାଙ୍ଗିର ସଦର ଥାନା ଅଇଁଲା ଚୁଆଁ ର ଫାର୍ମ ହାଉସ ର ଜଗୁଆଳି ଙ୍କୁ କେହି ଜଣେ ହତ୍ୟା କରି ଫେରାର ହୋଇଯାଇଛି । ମୃତକ ହେଲେ ରାତୁ ଭୁଏ । ମୁଣ୍ଡ ଛେଚି ହତ୍ୟା କରି ଦୁର୍ବୃତ୍ତ ଫେରାର ମାରିଥିବା ବେଳେ ସଦର ପୋଲିସ ଘଟଣା ର ତଦନ୍ତ କରୁଛି । ଗତକାଲି ରାତିରେ ଦୁଇଟି ବାଇକ…

ବ୍ରାହ୍ମଣିପାଳ ବଳିପର୍ବତ ମୁଖ୍ୟ ରାସ୍ତାରୁ ମୃତ ଦେହ ଉଦ୍ଧାର…

ଘଟଗାଁ: କେନ୍ଦୁଝର ଜିଲ୍ଲା ଦୈତାରି ଥାନା ଅନ୍ତର୍ଗତ ବ୍ରାହ୍ମଣିପାଳ ବଳିପର୍ବତ ମୁଖ୍ୟ ରାସ୍ତା ସଉତୁଣୀ ନାଳ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଘଷିପୁରା ଥାନା ଟୋଲକନାଣ୍ଡି ଗ୍ରାମର ଜଡା ଦାସ୍ ବୋଲି ଜଣାପଡିଛନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ…

ଧାନମଣ୍ଡଳ ଫାଣ୍ଡି ହାଜତରେ ଅଭିଯୁକ୍ତର ସନ୍ଦେହଜନକ ମୃତ୍ୟୁ ଘଟଣା, ହତ୍ୟା ଅଭିଯୋଗ ଆଣିଲେ ପରିବାର…

ଯାଜପୁର: ଯାଜପୁର ବଡ଼ଚଣା ଥାନା ଅଧୀନ ଧାନମଣ୍ଡଳ ଫାଣ୍ଡି ହାଜତରେ ଅଭିଯୁକ୍ତର ସନ୍ଦେହଜନକ ମୃତ୍ୟୁକୁ ନେଇ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ଏହି ଘଟଣାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ବଡ଼ଚଣା ଥାନା ସମ୍ମୁଖରେ ପୋଲିସ ମୁତୟନ ହୋଇଛନ୍ତି । ସୂଚନା…

ବିଜେବି ଛାତ୍ର ମାଡ଼ ଘଟଣା, ୪ ଛାତ୍ର ଗିରଫ, ୪ ସସ୍‌ପେଣ୍ଡ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ରାଗିଂ। ଛାତ୍ରଙ୍କୁ ରାଗିଂ ଓ ମାଡ଼ ମାରିବା ଅଭିଯୋଗରେ ଆଜି କମିଶନରେଟ୍‌ ପୁଲିସ୍‌ ୪ ଛାତ୍ରଙ୍କୁ ଗିରଫ କରିଥିବା ବେଳେ ବିଜେବି କଲେଜ କର୍ତ୍ତୃପକ୍ଷ ୪ ଛାତ୍ରଙ୍କୁ କ୍ୟାମ୍ପସରୁ ସସ୍‌ପେଣ୍ଡ କରିଛନ୍ତି। ନିଲମ୍ୱିତ ହୋଇଥିବା ୪ ଛାତ୍ର ପରୀକ୍ଷା ଯାଏଁ କ୍ୟାମ୍ପସ…

ମହିଳା ସବ୍‌ ଇନିସ୍ପେକ୍ଟର ଶୁଭଶ୍ରୀ ନାୟକଙ୍କୁ ଆକ୍ରମଣ ଘଟଣା, ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ମହିଳା ସବ୍‌ ଇନିସ୍ପେକ୍ଟର ଶୁଭଶ୍ରୀ ନାୟକଙ୍କୁ ଆକ୍ରମଣ ଘଟଣାର ପର୍ଦା ଫାସ କରିଛି ପୋଲିସ । ଆକ୍ରମଣ ଘଟଣାରେ ଜଡିତ ୩ ଅଭିଯୁକ୍ତଙ୍କୁ ସହିଦନଗର ଥାନାରେ ଅଟକ ରଖି ପଚରା ଉଚରା କରିଛି ପୋଲିସ । ଉକ୍ତ ରାତିରେ ଅଭିଯୁକ୍ତମାନେ ବ୍ୟବହାର କରିଥିବା ଏକ ଇନୋଭା କାରକୁ ପୋଲିସ…