Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଡିଜିପି ଅଫିସ ଆଗରେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ…
କଟକ: କଟକ ଡିଜି ଅଫିସ୍ ଆଗରେ ଆଜି ଦେଖିବାକୁ ମିଳିଥିଲା ହାଇଡ୍ରାମା। ଏକ ଘରୋଇ ଟିଭି ଚ୍ୟାନେଲର ସାମ୍ବାଦିକ ସରୋଜ ରଥଙ୍କ ନାଁରେ ସାଘାଂତିକ ଅଭିଯୋଗ ଆଣି ନିଜ ଦେହରେ କିରାସିନି ଢାଳି ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ ଜଣେ ଯୁବତୀ। ସାମ୍ବାଦିକ ତାଙ୍କର ଅଶ୍ଲୀଳ ଭିଡିଓ ଓ ଫଟୋ ଭାଇରାଲ!-->…
ମର୍ଣ୍ଣିଂ ୱାର୍କ ବେଳେ ମହିଳାଙ୍କ ଉପରେ ଚଢ଼ିଗଲା ପିକପ ଭ୍ୟାନ୍…
ସୋରଡ଼ା : ମୃତ୍ୟୁ ଏପରି ଆସେ ତାହା ମନୁଷ୍ୟ ଜାଣି ନ ଥାଏ । ସକାଳୁ ସକାଳୁ ଏପରି ଏକ ଘଟଣା ଘଟିଛି ସୋରଡ଼ାରେ । ଚାରିଜଣ ମହିଳା ମିଶି ସକାଳ ଭୋର ରୁ ପ୍ରାତ ଭ୍ରମଣ କରୁଥିବା ସମୟରେ ଜରାଉ ବ୍ରିଜ ନିକଟରେ ମେକ୍ସ ପିକପ ଗାଡି ହାଠାତ ଆସି ଭ୍ରମଣ ସାରି ଫେରୁଥିବା ମହିଳା ପ୍ରମିଳା ଗଉଡ ଏନକେ!-->…
ବାପାକୁ କୋଦାଳରେ ହାଣି ବିଭତ୍ସ ହତ୍ୟା କଲା ପୁଅ…
କରଞ୍ଜିଆ : ବାପାକୁ କୋଦାଳରେ ହାଣି ବିଭତ୍ସ ହତ୍ୟା କଲା ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ପଳସାଗଡ଼ିଆ ଗାଁରେ ।
ଗତ ୨ ତାରିଖ ସନ୍ଧ୍ୟା ସମୟରେ ଘରେଇ କଳିକୁ କେନ୍ଦ୍ରକରି ବଡ଼ପୁଅ ଈଶ୍ୱର ଗୁଇଆ (୨୩) ତା ବାପା ନନ୍ଦ କିଶୋର ଗୁଇଆକୁ (୫୫) ଏକ କୋଦାଳ!-->!-->!-->…
ଶୁଭଶ୍ରୀ ମୃତ୍ୟୁ ମାମଲାରେ: କୁଆଡେ ଗଲେ ବୟଫ୍ରେଣ୍ଡ ଦିବ୍ୟରଞ୍ଜନ? ଖାଜିବାକୁ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ…
କେନ୍ଦୁଝର: ଯୋଡା ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃତ୍ୟୁର କାରଣ ସିନା ଜଣାପଡ଼ିଲା ହେଲେ ଏଯାଏ ତାଙ୍କ ପୁରୁଷ ବନ୍ଧୁଙ୍କୁ ନେଇ କିଛି ସ୍ପଷ୍ଟ ସୂଚନା ଆସି ନାହିଁ । ସେ କୁଆଡ଼େ ଗଲେ, କେଉଁଠି ଅଛନ୍ତି ଜଣାପଡ଼ି ନାହିଁ । ତେବେ ଶୁଭଶ୍ରୀଙ୍କର ବିଷକ୍ରିୟା ଯୋଗୁଁ ମୃତ୍ୟୁ ହୋଇଛି ।!-->…
ରାଜଧାନୀରେ ଡ୍ୟୁଟି ସାରି ଫେରିବା ବେଳେ ମହିଳା ଏସ ଆଇଙ୍କୁ ମରଣାନ୍ତକ ଆକ୍ରମଣ ଉଦ୍ୟମ…
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପୋଲିସ୍ ଉପରେ ଆକ୍ରମଣ ଉଦ୍ୟମ । ସାଧାରଣ ଲୋକଙ୍କୁ ସୁରକ୍ଷା ଦେଉଥିବା ପୋଲିସ୍ ଉପରେ ଆକ୍ରମଣ ହୋଇଛି । ଜଣେ ମହିଳା ଏସ୍ଆଇଙ୍କୁ ଗତ ୨ ତାରିଖ ରାତିରେ ଆକ୍ରମଣ ଉଦ୍ୟମ ହୋଇଥିବା ସହିଦ ନଗର ଥାନାରେ ଅଭିଯୋଗ ହୋଇଛି । ଗତ ୨ ତାରିଖ ରାତି ପ୍ରାୟ!-->…
ଅର୍ଚ୍ଚନାଙ୍କୁ ଜେରା କରିବ ଇଡି : ଆସନ୍ତାକାଲି ଖଗେଶ୍ୱକୁ ହେବ ପଚରାଉଚରା, ଅନୁମତି ଦେଲେ ଜିଲ୍ଲା ଦୌରା ଜଜ…
ଭୁବନେଶ୍ୱର: ଜେଲରେ ଜେରା ହେବେ ଅର୍ଚ୍ଚନା ନାଗ । ଭୁବନେଶ୍ୱରରେ ଝାରପଡ଼ା ଜେଲରେ ପଶିବ ଇଡି । ଜେଲର ସ୍ୱତନ୍ତ୍ର କୋଠରୀରେ ଅର୍ଚ୍ଚନା ଓ ଖଗେଶ୍ୱରଙ୍କୁ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ଅର୍ଚ୍ଚନାଙ୍କ ଜେରା ହେବ । ସେହିପରି ଆସନ୍ତାକାଲି ଖଗେଶ୍ୱର ଜେରାର ସମ୍ମୁଖୀନ ହେବେ!-->…
ପାରାଦୀପରେ ଜାହାଜରୁ ରୁଷ୍ ଇଞ୍ଜିନିୟରଙ୍କ ମୃତଦେହ ଠାବ ଘଟଣା: ଆଜି ହେବ ପୋଷ୍ଟମର୍ଟମ…
ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଥିବା ଜାହାଜରୁ ରୁଷ ନାଗରିକ ସର୍ଗେଇ ମିଲ୍ୟାକୋଭଙ୍କ ମୃତଦେହର ଆଜି ପୋଷ୍ଟମର୍ଟମ ହେବ । ଜାହାଜ ଆସି ବର୍ଥରେ ଲାଗିଛି । ସେଠାରୁ ମୃତଦେହକୁ ଉଦ୍ଧାର କରାଯାଇଛି । ସର୍ଗେଇ ମିଲ୍ୟାକୋଭ ଜାହାଜର ଚିଫ୍ ଇଞ୍ଜିନିୟର ଥିଲେ । ପୋଲିସକୁ ଏ!-->…
ଆମ୍ବୁଲାନ୍ସରୁ ୯୪ କେଜିର ଗଞ୍ଜେଇ ଜବତ, ୨ ଗିରଫ…
ବୌଦ୍ଧ: ଏକ ଘରୋଇ ଆମ୍ବୁଲାନ୍ସରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୋଲିସ୍ । ଏଥିରେ ୨ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ବୌଦ୍ଧ ଜିଲ୍ଲା ଅଙ୍କୁନ ଗାଁର ପ୍ରଶାନ୍ତ ଗୁରୁ ଏବଂ ବରଗଡ଼ ସହରର କୈଳାସ ସିଂ ।
କନ୍ଧମାଳ!-->!-->!-->…
ପ୍ରଧାନ ଶିକ୍ଷକଙ୍କୁ ମଦ୍ୟପ ବ୍ୟକ୍ତିଙ୍କ ଆକ୍ରମଣ, ମଦ୍ୟପକୁ ଉଲଗ୍ନ କରି ଗଛରେ ବାନ୍ଧିଲେ…
କରଞ୍ଜିଆ : ଶୁକୃଲି ବ୍ଲକ ର ଦେଉଳି ବିଦ୍ୟାଳୟରେ ଏକ ଅଭାନୀୟ ଘଟଣା ଘଟିଯାଇଛି । ମଧ୍ୟାହ୍ନ ଭୋଜନରେ ସମୟରେ ଜଣେ ମଦ୍ୟପ ବ୍ୟକ୍ତି, ପ୍ରଧାନ ଶିକ୍ଷକ ଶିବ ଶଙ୍କର ନାଏକଙ୍କୁ ଆକ୍ରମଣ କରିବା ପରେ ବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଯାଇଛି ।
ଏହି ଖବର ଗାଁ ଲୋକମାନେ ଜାଣିବା ପରେ!-->!-->!-->…
ଟ୍ରକ ଧକ୍କାରେ କଲେଜ ଛାତ୍ରୀ ମୃତ, ଘଟଣାସ୍ଥଳରେ ଉତ୍ତେଜନା
ସମ୍ବଲପୁର : ଟ୍ରକ ଧକ୍କାରେ କଲେଜ ଛାତ୍ରୀ ମୃତ । ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କଲେଜ ଯାଉଥିବା ବେଳେ ଏକ ଟ୍ରକ ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ଜଣକ ହେଲେ ପଦାର କଲୋନୀର ସୋନାଲ ଭଗତ । ଦୁର୍ଘଟଣା ପରେ ଟ୍ରକଟି ଦ୍ରୁତ ଗତିରେ!-->…