Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଓଆର୍ଏଚ୍ଡିସି ଦୁର୍ନୀତି ମାମଲା: ଆଇଏଏସ୍ ବିନୋଦ କୁମାରଙ୍କୁ ପୁଣି ସଜା…
ଭୁବନେଶ୍ବର: ବହୁଚର୍ଚ୍ଚିତ ଓଡ଼ିଶା ରୁରାଲ ହାଉସିଂ ଆଣ୍ଡ୍ ଡେଭଲପମେଣ୍ଟ୍ କର୍ପୋରେସନ୍ (ଓଆର୍ଏଚ୍ଡିସି) ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ଆଇଏଏସ୍ ବିନୋଦ କୁମାରଙ୍କ ସହିତ ୫ ଜଣଙ୍କୁ ୩ ବର୍ଷ ଲେଖାଏଁ ସଜା ଓ ୫୦ ହଜାର ଟଙ୍କା ଲେଖାଏଁ!-->…
ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ ରିପୋର୍ଟ ଆସିବା ପରେ ସମସ୍ତ ତଥ୍ୟ ପଦାକୁ ଆସିବ: ଜେଲ୍ ଡିଜି..
କଣ୍ଟାବାଞ୍ଜି: ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ ନେଇ ଜେଲ୍ ଡିଜି ମନୋଜ ଛାବ୍ରା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହି ଘଟଣା ନିହାତି ଦୁଃଖଦାୟକ। ଜେଲ ବିଭାଗର ପ୍ରୋଟୋକଲ ରହିଛି। ଏନଏଚଆରସିର ନିୟମ ମୁତାବକ ତଦନ୍ତ ଚାଲିଛି। ଯାହାର ଭୁଲ ଥିବ ସେ ଦଣ୍ଡିତ ହେବ। ପୋଷ୍ଟମର୍ଟମର!-->…
ଜଏସ୍ଟି ଅଫିସ୍ର ପରିଚୟ ଦେଇ ଲୁଟ୍ କରିଥିବା ୪ ଦୁର୍ବୃତ୍ତଙ୍କୁ ବାନ୍ଧିଲା ପୁଲିସ…
ଛତ୍ରପୁର : ଜିଏସ୍ଟି ଅଫିସ୍ର ପରିଚୟ ଦେଇ ଟ୍ରକ୍ ଡ୍ରାଇଭର ଠାରୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଲୁଟ୍ କରିଥିବା ୪ ଦୁର୍ବୃତ୍ତଙ୍କୁ ବାନ୍ଧିଲା ଖଲିକୋଟ ପୁଲିସ। ଏନେଇ ଆଜି ପ୍ରେସ୍ ମିଟ୍ କରି ସୂଚନା ଦେଇଛନ୍ତି ଗଞ୍ଜାମ ଅତିରିକ୍ତ ଏସପି ପିକେ ଦଲେଇ। ଅଭିଯୁକ୍ତମାନେ ହେଲେ ଛତ୍ରପୁରର ଦେବାଶିଷ!-->…
ଚାକିରି ଦେବା ନାଁରେ ୨ ଯୁବତୀଙ୍କୁ ଓଡ଼ିଶାରୁ ୟୁପି ନିଆଯାଇ ନିର୍ଯାତନା…
ଭୁବନେଶ୍ୱର: ଓଡ଼ିଶାରୁ ୟୁପି । ଚାକିରି ଦେବା ନାଁରେ ୨ ଯୁବତୀଙ୍କୁ ୟୁପି ନିଆଯାଇ ନିର୍ଯାତନା ଅଭିଯୋଗ । ଅଭିଯୋଗ ଅନୁଯାୟୀ, ଦିନକୁ ୨ ହଜାର ଟଙ୍କା ଦେବାର ପ୍ରଲୋଭନ ଦେଖାଇଥିଲେ ଦଲାଲ । ଅକ୍ଟୋବର ୩୦ରେ ଉତ୍ତରପ୍ରଦେଶକୁ ନିଆଯିବା ପରେ ଦିଆଯାଇଥିଲା ମାନସିକ ନିର୍ଯାତନା । ଖୋଲା ପେଣ୍ଡାଲରେ!-->…
ଅର୍ଚ୍ଚନା ନାଗ ମାମଲାରେ ମୁହଁ ଖୋଲୁ ନାହିଁନ୍ତି ଜଗବନ୍ଧୁ…
ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ମୁହଁ ଖୋଲୁ ନାହିଁନ୍ତି ଜଗବନ୍ଧୁ । ଇଡିକୁ ଭୂଆଁ ବୁଲାଉଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ଜେରାରେ ଇଡିକୁ କୌଣସି ବି ତଥ୍ୟ ଦେଉନି । ଏପରିକି ବଡବଡିଆଙ୍କ ସହ ତାର ଫୋଟୋକୁ ମଧ୍ୟ ଜାଣିନି ବୋଲି କହୁଛି । ଜଗବନ୍ଧୁର କୁଆଡେ କିଛି ମନେ ପଡୁନି । ଗତକାଲି!-->…
ରାଜଧାନୀର ଏକ ଜୋତା ସୋ-ରୁମ୍ ଉପରକୁ ବୋମା ମାଡ଼
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଛାତି ଉପରେ ବୋମା ମାଡ଼ । ସହିଦନଗରର ଏକ ଜୋତା ସୋ-ରୁମ୍ ଉପରକୁ ବୋମା ମାଡ଼ କରିଛନ୍ତି ଦୁର୍ବୃତ୍ତ । ଦୁର୍ବୃତ୍ତମାନେ ଗତକାଲି ରାତି ପ୍ରାୟ ସାଢେ ୯ଟା ବେଳକୁ ବୋମା ଫିଙ୍ଗି ଆତଙ୍କ ଖେଳାଇ ଦେଇଥିଲେ । ସୋ-ରୁମ୍ ଉପରକୁ ବୋମା ପକାଇବା ସହ ଏହାର!-->…
ଗୋବିନ୍ଦ ସାହୁ ମୃତ୍ୟୁ ମାମଲା: ‘ମୁଲାକାତ ରେଜିଷ୍ଟର’ ଯାଞ୍ଚ…
ଭୁବନେଶ୍ବର: କଣ୍ଟାବାଞ୍ଜି ସବ ଜେଲରେ ଗୋବିନ୍ଦ ସାହୁ ମୃତ୍ୟୁ ମାମଲାକୁ ନେଇ ତଦନ୍ତ ଜାରି ରହିଛି। ଆଜି କଣ୍ଟାବାଞ୍ଜି ସବଜେଲରେ କ୍ରାଇମବ୍ରାଞ୍ଚ ଅଧିକାରୀମାନଙ୍କ ପକ୍ଷରୁ ତନାଘନା କରାଯାଇଥିଲା। ଜେଲର କିଛି କଏଦୀଙ୍କ ସହ କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚ ଅଧିକାରୀ ପଚରାଉଚୁରା କରିଥିଲେ।!-->…
ରାଜଧାନୀରେ ନାବାଳିକାକୁ ମାଲିକାଣୀଙ୍କ ନିର୍ଯାତନା, ୧୩ ବର୍ଷର ଝିଅକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍…
ଭୁବନେଶ୍ୱର: ରାଜଧାନୀରେ ନାବାଳିକାକୁ ମାଲିକାଣୀଙ୍କ ନିର୍ଯାତନା । ଭୁବନେଶ୍ୱର ପଳାଶୁଣି ବ୍ୟାଙ୍କ କଲୋନୀରୁ ୧୩ ବର୍ଷର ଝିଅକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ୍ । କମ୍ପାନୀ କାମ ପରେ ନାବାଳିକାଙ୍କୁ ନିଜ ଘର କାମରେ ଲଗାଉଥିଲେ ମାଲିକାଣୀ । ଗରିବ ପରିବାରରୁ ଝିଅ ଆଣି ଘରେ ଶ୍ରମିକ ଭଳି!-->…
ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା: ଜୁଡିସିଆଲ ତଦନ୍ତ ପାଇଁ ସୁପାରିଶ୍ , ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଜେଲ…
ଭୁବନେଶ୍ୱର : ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ଜୁଡିସିଆଲ ତଦନ୍ତ ପାଇଁ ସୁପାରିଶ୍ । ଏନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଜେଲ ବିଭାଗ । ଜିଲ୍ଲାପାଳ ଜିଲ୍ଲା ଜଜ୍ଙ୍କୁ ଅନୁରୋଧ କରିବେ । ସିଆରପିସିର ୧୭୬ ଧାରାରେ NHRC ଗାଇଡଲାଇନରେ ତଦନ୍ତ ହେବ । ଏହା ଏକ ଔପଚାରିକତା ବୋଲି!-->…
ରାୟଗଡ଼ାରେ ବିଦେଶୀ ପର୍ଯ୍ୟଟକଙ୍କ ଆତ୍ମହତ୍ୟାକୁ ନେଇ ଖୋଳତାଡ…
ରାୟଗଡ଼ା : ରାୟଗଡ଼ାରେ ବିଦେଶୀ ପର୍ଯ୍ୟଟକଙ୍କ ଆତ୍ମହତ୍ୟାକୁ ନେଇ ତନାଘନା । କେମିତି ଓ କେଉଁ ପରିସ୍ଥିତିରେ ସେ ଜୀବନ ହାରିଲେ ସେନେଇ ଖୋଳତାଡ ଚାଲିଛି । ମୃତ ପର୍ଯ୍ୟଟକ ହେଲେ ରୁଷ୍ର ପାେଓ୍ଵଲ ଅନ୍ଥମ । ହୋଟେଲ ଛାତ ଉପରୁ ସେ ଡେଇଁ ପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ରାୟଗଡ଼ା!-->…