Browsing Category

ଅପରାଧ

ଗିରଫ ହେଲେ କୁବେର ଗୟା ; ୧୦ କୋଟିରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ

କୋରାପୁଟ : ବନ୍ଧା ହେଲେ କୋଟିପତି ଯୁଗ୍ମ ମ୍ୟାନେଜର । କୋରାପୁଟ ଜିଲ୍ଲା ସୀମାଗୋଡାର ଇଡ୍‌କଲ ଅମ୍ପାଭାଲି ଲାଇମ ଷ୍ଟୋନ ମାଇନ୍‌ସର ଯୁଗ୍ମ ମ୍ୟାନେଜର ଗୟା ସାନ୍ତରାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତ ୨୪ ଘଣ୍ଟା ଧରି ଭିଜିଲାନ୍ସ ସେଲରେ ଅଟକ ଥିଲେ । ୧୦ କୋଟିରୁ ଅଧିକ ଟଙ୍କାର ଆୟ…

ଭିଜିଲାନ୍ସ ଜାଲରେ ଉପଜିଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ

ପୁରୀ: ପୁରୀ ଉପଜିଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ ଜିତୁ ରଞ୍ଜନ ଛାଟୋଇ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଚନ୍ଦନପୁରର ଜଣେ ବ୍ୟକ୍ତିଙ୍କଠାରୁ ଜମି କିସମ ପରିବର୍ତ୍ତନ ପାଇଁ ୫୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ। ଏଥିସହ…

ରାଜ୍ୟ ଫରେନସିକ ଲ୍ୟାବକୁ ଗଲା ଗୋବିନ୍ଦଙ୍କ ଚିଠି

ଭୁବନେଶ୍ୱର: ବଲାଙ୍ଗୀର କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିଥିବା ଗୋବିନ୍ଦ ସାହୁର ପକେଟରୁ ଜବତ ହୋଇଥିବା ଲଫାପା ରାଜ୍ୟ ଫରେନସିକ ଲ୍ୟାବକୁ ଯାଇଛି। ଲଫାପାରେ କଣ ଲେଖାହୋଇଛି ତାହା ଯଦିଓ ଜଣାପଡିନି କିନ୍ତୁ ଏହାକୁ ସୁଇସାଇଡାଲ ନୋଟ୍ ବୋଲି କୁହାଯାଉଛି। ବିଶେଷଜ୍ଞ ଟିମ୍ ଚିଠିରେ ପ୍ରଥମେ…

ଏଲଆଇସି ଏଜେଣ୍ଟ ଶୈଳେନ୍ଦ୍ର ଜେନା ହତ୍ୟାକାଣ୍ଡ ଘଟଣା: ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ ବାପ-ପୁଅ

କଟକ : କଟକ ଏଲଆଇସି ଏଜେଣ୍ଟ ଶୈଳେନ୍ଦ୍ର ଜେନା ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତର ଆତ୍ମସମର୍ପଣ। ନୟାଗଡ଼ ଜିଲ୍ଲା ବାହାଡ଼ାଝୋଲା ଫାଣ୍ଡିରେ ବାପା-ପୁଅ ଯୋଡ଼ି । ଦିପୁ ସାହୁ ଓ ତାଙ୍କ ବାପା ଫାଣ୍ଡିରେ ଆତ୍ମସମର୍ପଣ କରିଛନ୍ତି। ପୂର୍ବରୁ ଦିପୁ ସାହୁଙ୍କ ସ୍ତ୍ରୀ ସୁନୀତା ଓ ସହଯୋଗୀଙ୍କୁ…

ଅସ୍ଥାୟୀ ବନ କର୍ମଚାରୀ ବିଷ ପିଇ ଆତ୍ମହତ୍ୟା ଘଟଣା: ଥାନାରେ ଏତେଲା ଦେଲେ ସ୍ତ୍ରୀ, ୩ କର୍ମଚାରୀଙ୍କ ନାରେ ମାମଲା

କରଞ୍ଜିଆ: ଅସ୍ଥାୟୀ ବନ କର୍ମଚାରୀ ବିଷ ପିଇ ଆତ୍ମହତ୍ୟା ଘଟଣା, ଥାନାରେ ଏତେଲା ଦେଲେ ସ୍ତ୍ରୀ ଚିଲାମ । ଗତ ୭ ତାରିଖରେ ହାତୀ ଶିକାର ଘଟଣାର ପ୍ରମୁଖ ସାକ୍ଷୀ କୁହା ଯାଉଥିବା ଅସ୍ଥାୟୀ ବନ କର୍ମଚାରୀ ତୁରାମ ପୂର୍ତ୍ତିଙ୍କୁ ଜେନାବିଲ ରେଞ୍ଜର ଭାରପ୍ରାପ୍ତ ରେଞ୍ଜର ଶିଵ ଶଙ୍କର…

ସାଁତରାଙ୍କ ଘରୁ ମିଳିଲା ନଗଦ ୧.୬ କୋଟି ଟଙ୍କା

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଥିବା ଇଡ୍‌କଲ୍‌ର ଡେପୁଟି ମ୍ୟାନେଜର ଗୟା ସାଁତରାଙ୍କ ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ସ୍ଥିତ ଘରୁ ବୁଧବାର ମିଳିଛି ୧ କୋଟି ୬ ଲକ୍ଷ ୪୪ ହଜାର ୫୦୦ ଟଙ୍କା। ଓଡ଼ିଶା ଭିଜିଲାନ୍ସ ଇତିହାସରେ ଗୟା ସାଁତରା ହେଉଛନ୍ତି ଚତୁର୍ଥ ବ୍ୟକ୍ତି ଯାହାଙ୍କ ଘରୁ…

ଝିଅର ପ୍ରେମ ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ହଣାକଟାରେ ଜାରି ଜଣ ଆହତ ଓ ଜଣେ ଗୁରୁତର

ଟାଙ୍ଗି: କମେଣ୍ଟ ମାରିବା ଘଟଣାକୁ ନେଇ ହଣାକଟା । ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଡପୁର ଗୋବର୍ଦ୍ଧନପୁରରେ ବୁଲିଲା କଟୁରୀ । କାଟୁରି ଚୋଟରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁଇ ପରିବାର ମଧ୍ୟରେ ଏଭଳି ଘଟଣା ଘଟିଛି । ଆହତଙ୍କ ମଧ୍ୟରେ ଜଣେ ମହିଳା ଗୁରୁତର ଅଛନ୍ତି। ସେମାନଙ୍କୁ ଟାଙ୍ଗୀ…

ବଡ ଧରଣର ଲୁଟେରା ଗ୍ୟାଙ୍ଗକୁ ଧରିଲା ନୟାଗଡ଼ ପୋଲିସ୍

ନୟାଗଡ଼: ଧରାପଡିଲା ବଡ ଧରଣର ଲୁଟେରା ଗ୍ୟାଙ୍ଗ୍‌ । ଏମାନଙ୍କୁ ଧରିବାରେ ସଫଳ ହୋଇଛି ନୟାଗଡ଼ ପୋଲିସ୍। ଲୁଟ୍‌ ହୋଇଥିବା କାର୍ , ମୋବାଇଲ ଫୋନ୍‌ ଓ ଟଙ୍କା ଜବତ କରିଛି ପୋଲିସ୍ । କୋଡିଏକାହାଣିଆ ଗାଁର ଦେବାଶିଷ ମହାପାତ୍ରଙ୍କ କାର୍‌କୁ ତାଙ୍କର ଜଣେ ସାଙ୍ଗ ସୁଧୀର ଗଉଡ ମାଗି ନେଇଥିଲେ। …

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ଗତକାଲି ଘରୁ ଟଙ୍କା ନେଇ କୁଆଡେ ଚାଲିଯାଇଥିଲେ

ଯାଜପୁର: ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ପଲେଇ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା। ସୂଚନା ମୁତାବକ, ଗତକାଲି ପଲେଇ ଗ୍ରାମର ଚୈତନ୍ୟ ନାୟକଙ୍କ ଝିଅ ଶୁଭଶ୍ରୀ ନାୟକଙ୍କୁ ଘରୁ ଦୁଇ ଜଣ ଯୁବକ ଆସି କେଉଁ ଆଡେ ନେଇ ଯାଇଥିଲେ। ପରିବାର ଲୋକେ…

ଭିଜିଲାନ୍ସ ଜାଲରେ କଳାହାଣ୍ଡି କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍‌

କଳାହାଣ୍ଡି: ଭିଜିଲାନ୍ସ ଜାଲରେ କଳାହାଣ୍ଡି କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ । କଳାହାଣ୍ଡି କେ. ଗାଁ ଫରେଷ୍ଟ ରେଞ୍ଜ ଅଫିସର କେଶବ ମାଝୀଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। ଏକକାଳୀନ ଚାରୋଟି…