Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ପାଞ୍ଚ ଦିନ ପରେ ମିଳିଲା ନୟାଗଡ଼ର ଅମ୍ରିତ ପାତ୍ରଙ୍କ ପତ୍ତା, କୁରାଳ ଗାଁର ସୁଣ୍ଢି ସାହିରୁ ବନ୍ଦ ଘର ଭିତରୁ ଉଦ୍ଧାର
ନୟାଗଡ: ଉଦ୍ଧାର ହେଲା ନିଖୋଜ ଅମ୍ରିତ। ପାଞ୍ଚ ଦିନ ପରେ ମିଳିଲା ନୟାଗଡ଼ର ଅମ୍ରିତ ପାତ୍ରଙ୍କ ପତ୍ତା। କୁରାଳ ଗାଁର ଶୁଣ୍ଢି ସାହିର ଟୁକୁ ପଣ୍ଡାଙ୍କ ବନ୍ଦ ଘର ଭିତରୁ ଉଦ୍ଧାର କରାଯାଇଛି। ତାଲା ଭାଙ୍ଗି ଘର ଭିତରୁ ଅମ୍ରିତକୁ ବାହାର କରିଛନ୍ତି ଗ୍ରାମବାସୀ। ଅମ୍ରିତଙ୍କୁ ଉଦ୍ଧାର ପରେ ପୋଲିସକୁ!-->…
ନିଳକଣ୍ଠନଗର ଆନ୍ଧ୍ର ବ୍ୟାଙ୍କ ଋଣ ଘୋଟାଲାର ଲମ୍ବା ଫର୍ଦ୍ଦ : ପୂର୍ବତନ ମ୍ୟାନେଜର ଓ ମଧ୍ୟସ୍ଥିଙ୍କ ବିରୋଧରେ ଆଉ ଏକ…
କିଶୋରଙ୍କ ଅଜାଣତରେ ଉଠାଇଥିଲେ ୫ ଲକ୍ଷ ଋଣ...
ପୁଲିସ ଇନଫର୍ମର ସନ୍ଦେହରେ ଜଣକୁ ଗୁଳି କରି ହତ୍ୟା
ଫୁଲବାଣୀ: ପୁଲିସ ଇନଫର୍ମର ସନ୍ଦେହରେ ଜଣକୁ ଗୁଳି କରି ହତ୍ୟା କଲେ ମାଓବାଦୀ। କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ବଣ୍ଡାପିପିଲିର ହାଟପଦା ପଛ ପଟି ଜଙ୍ଗଲରେ ଆଜି ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ଜଣକ ବଣ୍ଡାପିପିଲି ଗ୍ରାମର ରମେଶ ନାୟକ ବୋଲି ଜଣାପଡ଼ିଛି। ମୃତଦେହ ପଡ଼ିଥିବା ସ୍ଥାନରୁ!-->…
ବ୍ୟବସାୟୀଙ୍କୁ ଅପହରଣ ପରେ ହତ୍ୟା! ଘାଟିରୁ ମିଳିଲା ମୃତଦେହ
ଭଞ୍ଜନଗର: ୫ ଦିନ ହେଲା ଭଞ୍ଜନଗରର ଜଣେ ବ୍ୟବସାୟୀ ନିଖୋଜ ଥିବା ବେଳେ ରବିବାର ତାଙ୍କ କ୍ଷତାକ୍ତ ମୃତଦେହ ମିଳିଛି। ଦାରିଙ୍ଗବାଡ଼ି ଘାଟିରୁ ତାଙ୍କ ମୃତଦେହ ମିଳିଥିବା ବେଳେ ପୁଲିସ୍ ସେଠାରେ ପହଞ୍ଚି ତଦନ୍ତ କରିଛି।
ମୃତ ବ୍ୟବସାୟୀଙ୍କ ନାଁ ହିତେନ ସ୍ୱାଇଁ। ଭଞ୍ଜନଗର ଷ୍ଟେଟ୍ ବ୍ୟାଙ୍କ ଛକ!-->!-->!-->…
୩ ମାସର ଶିଶୁ କନ୍ୟାକୁ ବିକ୍ରି ବେଳେ ଉଦ୍ଧାର କଲା ଚାଇଲଡ ଲାଇନ
ଆନନ୍ଦପୁର: ଅଭାବ ଅନଟନ ମଣିଷକୁ କେତେବେଳେ କାହାକୁ କେଉଁ ମୋଡରେ ନେଇ ଠିଆ କରାଇ ଦେଇଥାଏ ତାହା ଜଣାନଥାଏ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର ବ୍ଲକର ବିଷ୍ଣୁପୁର ଗାଁରେ। ମହିଳା ଜଣକ ଘର ଘର ବୁଲି ନିଜର ୩ ମାସର ଶିଶୁକନ୍ୟାକୁ ବିକ୍ରି କରିବାକୁ!-->…
ସ୍କୁଲ ହତା ଭିତରୁ ଦଶମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଯାଜପୁର: ସ୍କୁଲ ହତା ଭିତରୁ ଦଶମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ପ୍ରେମ ବ୍ୟାପାରକୁ ନେଇ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି। ବାଲିଚନ୍ଦ୍ରପୁର ଥାନା ପୋଲିସ ସମ୍ପୃକ୍ତ ଯୁବକକୁ ଥାନାରେ ଅଟକ ରଖିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ତେବେ ଛାତ୍ରୀ ଜଣକ!-->…
ନାଗ ଦମ୍ପତିଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିଲେ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର: ଶ୍ରଦ୍ଧାଞ୍ଜଳି ଖୋଲିଲେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର । ED ଆଗରେ ବଖାଣିଛନ୍ତି ଅର୍ଚ୍ଚନାଙ୍କ ପାପ ପେଡ଼ିର କାହାଣୀ । ନୂଆ ତଥ୍ୟ ସାମନାକୁ ଆସିଛି । ସ୍ୱାମ ଜଗବନ୍ଧୁଙ୍କୁ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ସମ୍ପର୍କରେ ବିଶେଷ କିଛି ଜଣା ନାହିଁ । ବିଜନେସ ଓ କ୍ରାଇମ!-->…
ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ମାରି ଘରପଛ ବିଲରେ ପକାଇଲା ସ୍ୱାମୀ
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଜୁରା ଗାଁରେ ଅଭାବନୀୟ ଘଟଣା । ସ୍ୱାମୀ ସ୍ତ୍ରୀକୁ ମାରି ଜମିରେ ଫୋପାଡିଦେଇଥିବା ଅଭିଯୋଗ ହୋଇଛି । ଜୁରା ଗାଁ ବଡ଼ ସାହିର ନାରାୟଣ ସାହୁ ସେହି ଗାଁର ଜୟନ୍ତୀ ସାହୁଙ୍କୁ ପ୍ରାୟ ଚଉଦ ବର୍ଷ ପୂର୍ବରୁ ବିବାହ କରିଥିଲେ । ନାରାୟଣ ଅନେକ ସମୟରେ ମଦ!-->…
କୁଆଡେ ଗଲେ ଅମ୍ରିତ? ଦୁଇ ଦିନ ପରେ ବି ମିଳୁନି ପତ୍ତା, CBI ତଦନ୍ତ ପାଇଁ ଦାବି କଲେ ବାପା ମାଆ
ନୟାଗଡ଼: କୁଆଡେ ଗଲେ ଅମ୍ରିତ? ଦୁଇ ଦିନ ପରେ ବି ନୟାଗଡ଼ ଓଡ଼ଗାଁ ଥାନା କୁରାଳ ଗାଁର ଅମ୍ରିତର ପତ୍ତା ମିଳୁନି। କୁରାଳ ଗାଁରୁ ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ ପାତ୍ର ଅପହରଣ ଘଟଣାରେ ଦୁଇ ଦିନ ବିତି ଯାଇଥିଲେ ବି ପୋଲିସର ହାତ ଖାଲି । CBI ତଦନ୍ତ ପାଇଁ ଦାବି କରିଛନ୍ତି ଅମ୍ରିତର ବାପା!-->…
ବାରଙ୍ଗ ଏଏସଆଇଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର
ଭୁବନେଶ୍ବର: ବାରଙ୍ଗ ଏଏସଆଇଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ଅଶୋକ ପ୍ରଧାନଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କଲା ପୋଲିସ। ନନ୍ଦନକାନନ ପୋଦା ସାହିରେ ଘରୁ ଝୁଲନ୍ତା ମୃତ ଦେହ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ପଠାଇଲା ପୋଲିସ। ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଘଟଣା!-->…