Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ରାଜଧାନୀର ରସୁଲଗଡ଼ ଛକରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
ଭୁବନେଶ୍ବର: ରାଜଧାନୀରେ ହଣାକଟା । ଜମିବାଡ଼ିକୁ କେନ୍ଦ୍ର କରି ହଣାକଟା । ଭୁବନେଶ୍ୱର ରସୁଲଗଡ଼ ଛକରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । କଟୁରୀରେ ହାଣିବା ଯୋଗୁ ବିମ୍ବାଧର ଜେନା ଗୁରୁତର ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।
ବିମ୍ବାଧରଙ୍କ ରସୁଲଗଡ଼ରେ!-->!-->!-->…
ଫ୍ଲିପକାର୍ଟରୁ ମୋବାଇଲ ଚୋରି କରି ଧରାପଡିଲା ଡେଲିଭରୀ ବୟ
ଆଳି: ଧରାପଡିଲା ଡେଲିଭରୀ ବୟ। ଅନଲାଇନରେ ଠକେଇ କରି ବନ୍ଧା ହେଲେ ଡେଲିଭରି ବୟ । କେନ୍ଦ୍ରାପଡ଼ା ଆଳିରେ ଦେଖିବାକୁ ମିଳିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ଡେଲିଭରି ବୟ ହେଉଛନ୍ତି ସିଙ୍ଗିରି ଗାଁର ଦୀପକ ମଳିକ । ତାଙ୍କଠୁ ପୋଲିସ ୩ଟି ଦାମୀ ମୋବାଇଲ ଓ ୩ଟି ବ୍ଲୁ-ଟୁଥ୍ ଜବତ କରିଛି । ଦୀପକ!-->…
ଭିଜିଲାନ୍ସ ଦ୍ୱାରା ଗିରଫ କୋଦଳା ତହସିଲ ନାଜିରଙ୍କୁ ମିଳିଲା ଜାମିନ୍…
ବ୍ରହ୍ମପୁର:- ୬୦୦୦ ଟଙ୍କା ଲାଞ୍ଚ ନେବା ମାମଲାରେ ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଗିରଫ ହୋଇଥିବା କୋଦଳା ତହସିଲଦାରଙ୍କ କାର୍ଯ୍ଯାଳୟ ଅଧିନରେ କାର୍ଯ୍ଯରତ କର୍ମଚାରୀ ସଞ୍ଜୟ ସେଠୀଙ୍କୁ ମିଳିଛି ଜାମିନ୍। ନଭେମ୍ବର ମାସ ୨୧ ତାରିଖରେ କୋଦଳାର କକା ହୋଟଲ ପାଖରେ ନାଜିର ଭାବରେ!-->!-->!-->…
ଶ୍ୱଶୂରଙ୍କୁ ତାଲା ପକାଇ ବୋହୂ ଫେରାର, ଛାତ୍ରଙ୍କୁ ଧରି ଟିଉସନ ଦିଦି ଛୁ: ଦୁଇଟି ଘଟଣା, ହେଲେ ମହିଳା ଜଣେ!
ନୟାଗଡ/ଭୁବନେଶ୍ୱର: ଶ୍ୱଶୂରଙ୍କୁ ତାଲା ପକାଇ ବୋହୂ ଫେରାର । ଛାତ୍ରଙ୍କୁ ଧରି ଟିଉସନ ଦିଦି ଛୁ । ଦୁଇଟି ଘଟଣା ଦୁଇଟି ଏତଲା । ହେଲେ ମହିଳା ଜଣେ । ଦଶପଲ୍ଲାରେ ଦିଦି, ଭୁବନେଶ୍ୱରରେ ବୋହୂ । ଏହି ଘଟଣାକୁ ନେଇ ରାଜଧାନୀ ଭୁବନେଶ୍ୱରରେ ଚର୍ଚ୍ଚା । ଛାତ୍ରଙ୍କୁ ନେଇ ଦିଦି ଫେରାର ପରେ ଏବେ!-->…
ନାଇଜେରିଆନ ସାଇବର ଠକକୁ ଗିରଫ କଲା ଓଡ଼ିଶା କ୍ରାଇମବ୍ରାଞ୍ଚ ସିଆଇଡି
ଭୁବନେଶ୍ୱର: ନୂଆଦିଲ୍ଲୀରୁ ନାଇଜେରିଆନ ସାଇବର ଠକକୁ ଗିରଫ କଲା ଓଡ଼ିଶା କ୍ରାଇମବ୍ରାଞ୍ଚ ସିଆଇଡି । ସାଇବର ଠକେଇ ଅଭିଯୋଗରେ ନାଇଜେରିଆ ନାଗରିକ ପାଟ୍ରିକ ଚିଜୋରୋମ ଓରାଜାକାକୁ ଗିରଫ କରାଯାଇଛି। ଇନ୍ସପେକ୍ଟର ଅନୀଲ ଆନନ୍ଦଙ୍କ ନେତୃତ୍ୱରେ ଦିଲ୍ଲୀ ଦ୍ବାରକାରୁ ଅଭିଯୁକ୍ତକୁ ଗିରଫ କରାଯାଇଛି ।!-->…
ପୁରୀ ନବକଳେବର ରୋଡରେ ଭୟାବହ ଅଗ୍ନିକାଣ୍ଡ, ୫ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ
ପୁରୀ: ପୁରୀ ନବକଳେବର ରୋଡରେ ଭୟାବହ ଅଗ୍ନିକାଣ୍ଡ। କାଠ ଗୋଦାମରେ ଲାଗିଲା ନିଆଁ। ଖବର ପାଇ ଅଗ୍ନିଶମ ବାହିନୀର ୮ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ପ୍ରଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲା। ତେବେ ଅଗ୍ନି କାଣ୍ଡର କାରଣ ଅସ୍ପଷ୍ଠ ଥିବା ବେଳେ ପ୍ରାୟ ୫ କୋଟି ଟଙ୍କାର ମୂଲ୍ୟବାନ କାଠ!-->…
ଆଇଜି ଓ ଜିଲାପାଳଙ୍କ ଅଦାଲତ ପରିସର ପରିଦର୍ଶନ
ସମ୍ବଲପୁର : ଗତ ୧୨ ତାରିଖରେ ସମ୍ବଲପୁର ଜିଲା ଅଦାଲତ ପରିସରରେ ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ ସମୟରେ ଘଟିଥିବା ଅପ୍ରିତିକର ଘଟଣାକୁ ନେଇ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ଘଟଣାକୁ ନେଇ ଏବେ ସମ୍ବଲପୁରରେ ବିଭିନ୍ନ ମହଲରେ ବ୍ୟାପକ ହଲଚଲ ଜାରି!-->…
ବାଇକ ଡ଼ିକିରୁ ୪୭ ହଜାର ଟଙ୍କା ଲୁଟ
ପାଟଣା :ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ଗ୍ରାମର ବାସିନ୍ଦା ତଥା ପ୍ରାଣୀ ଚିକିତ୍ସା ବିଭାଗର ଅବସର ପ୍ରାପ୍ତ କର୍ମଚାରୀ ଗଣେଶ୍ୱର ନାଏକଙ୍କ ବାଇକ ଡ଼ିକି ରୁ ୪୭ ହଜାର ଟଙ୍କା କୌଶଳ କ୍ରମେ ଲୁଟ ହୋଇଯାଇଛି। ଗଣେଶ୍ୱର ପାଟଣା ଷ୍ଟେଟବ୍ୟାଙ୍କ ରୁ ୫୦ ହଜାର ଟଙ୍କା ଉଠାଇ ପୁଟୁଳିଆ ଯାଇଥିଲେ।!-->…
ଭିଜିଲାନ୍ସ ଜାଲରେ ତମାଣ୍ଡୋ ଥାନା ଏସଆଇ
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତମାଣ୍ଡୋ ଥାନା ଏସଆଇଙ୍କ ଘରେ ଗୁରୁବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ତମାଣ୍ଡୋ ଥାନା ଏସଆଇ ଅଭିମନ୍ୟୁ ଚୌଧୁରୀଙ୍କ ବାସଭବନ ସମେତ ଏକକାଳୀନ ୩ଟି ସ୍ଥାନରେ ଚଢାଉ କରାଯାଉଛି।
!-->!-->!-->…
ଜଳିଗଲା ଲକ୍ଷାଧିକ ଟଙ୍କାର ଧାନ
ପାଟଣା : ଢେଙ୍କିକୋଟ ପଞ୍ଚାୟତ ଲଙ୍ଗଳକଣ୍ଟି ଗ୍ରାମର କୁଞ୍ଜବିହାରୀ ଗିରିଙ୍କର ୪ ଟି ଟ୍ରାକ୍ଟର ଓ ବିଜୟ କୁମାର ଗିରିଙ୍କର ୧ଟି ଟ୍ରାକ୍ଟର ପରିମାଣର ଧାନ ବିଡା ଖଳାରେ ନିଆଁ ଲାଗି ଜଳିଯାଇଛି ।
ଖବର ପାଇ ଘଟଗାଁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଲକ୍ଷାଧିକ ଟଙ୍କାର!-->!-->!-->…