Browsing Category

ଅପରାଧ

ଯାଜପୁର କୋରେଇ ଷ୍ଟେସନରେ ଭୟଙ୍କର ଦୁର୍ଘଟଣା, ପ୍ଲାଟଫର୍ମ ଉପରେ ଚଢିଗଲା ଟ୍ରେନ୍‌, ୩ ମୃତ

ଯାଜପୁର ୨୧।୧୧ : ପ୍ଲାଟଫର୍ମ ଉପରେ ଚଢିଗଲା ଟ୍ରେନ୍‌ । ଯାହାଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକେ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ଘଟିଛି ଏହି ଅଘଟଣ । ଖବର ଅନୁଯାୟୀ,…

ବନ୍ୟପ୍ରାଣୀ ଶିକାର ଯୋଜନା, ବିଦ୍ୟୁତ ତାର ଓ ସାମଗ୍ରୀ ଜବତ…

ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡ଼ା ବନାଞ୍ଚଳରେ ମାତିଛନ୍ତି ବନ୍ୟପ୍ରାଣୀ ଶିକାରୀ l ଏପଟେ ବନ ବିଭାଗ ପକ୍ଷରୁ "ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା" ସଚେତନ ରଥର ଶୁଭାରମ୍ଭ ହୋଇଥିବାବେଳେ ଅନ୍ୟପଟେ ଶିକାରୀମାନେ ବନ୍ୟପ୍ରାଣୀ ଶିକାର ପାଇଁ ବିଦ୍ୟୁତ ତାର…

ପରିତ୍ୟକ୍ତ ଅବସ୍ଥା ରେ ନବଜାତ ଶିଶୁର ମୃତଦେହ ଠାବ…

ମାଲକାନଗିରି : ମାଲକାନଗିରି ଆଜି ସଦର ମହକୁମା ନିକଟସ୍ଥ ହରଗୌରୀ ମନ୍ଦିର ନିକଟରେ ଏକ ନବଜାତ ଶିଶୁର ମୃତ ଦେହ ପଡିଥିବା ଦେଖାଯାଇଛି । କୌଣସି ଅବାଞ୍ଛିତ ଗର୍ଭପାତ ହୋଇଥବା ଅନୁମାନ କରାଯାଉଅଛି, କିମ୍ବା କୁମାରୀ ମାତୃତ୍ୱ ର ଏହା ଏକ ନଗ୍ନ ଚିତ୍ର ହୋଇଥାଇପାରେ ବୋଲି ସନ୍ଧେହ ପ୍ରକଟ ହେଉଛି l…

ତାଳବାହାଳ ଗୁଳିକାଣ୍ଡ ଘଟଣା: ଭିଣୋଇ ସହ ଅନୈତିକ ସମ୍ପର୍କରୁ ସ୍ବାମୀକୁ ହତ୍ୟା ଉଦ୍ୟମ, ୩ ଗିରଫ

ଢେଙ୍କାନାଳ: ଟାଟା କମ୍ପାନୀ କ୍ରେନ ଅପରେଟର ଗୁଳିମାଡ଼ ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ଅଭିଯୋଗକରିଥିବା ବ୍ୟକ୍ତି ହିଁ ଅଭିଯୁକ୍ତ ବୋଲି ପୁଲିସ ସୂଚନା ଦେଇଛି। ଫଳରେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଜଣେ ଅଭିଯୁକ୍ତ ପୁଲିସ ନିକଟରେ ଅଭିଯୋଗ କରି କିଭଳି…

ଅର୍ଚ୍ଚନା ନାଗ ମାମଲା: ୧୨ଜଣଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ସମନ!

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ ଚାନ୍ଦ ଗିରଫ ଘଟଣାରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ୧୨ଜଣଙ୍କୁ ସମନ ଜାରି କରାଯାଇଥିବା ସୂଚନା ମିଳିଛି। ଉଭୟ ଅର୍ଚ୍ଚନା ନାଗ ଏବଂ ଜଗବନ୍ଧୁ ଚାନ୍ଦଙ୍କଠାରୁ ଅଢ଼େଇ କୋଟି ଟଙ୍କା ଠାବ କରାଯାଇଛି। ପ୍ରବର୍ତ୍ତନ…

ମାସିକ ଛାତ୍ରବୃତ୍ତି ଦେବା ନାଁରେ ଲୁଟିନେଲେ ଲକ୍ଷାଧିକ ଟଙ୍କା

ନବରଙ୍ଗପୁର: ୪୦ ଲକ୍ଷ ଟଙ୍କାର ଠକେଇ । ମାସିକ ଛାତ୍ରବୃତ୍ତି ଦେବା ନାଁରେ ଲୁଟିନେଲେ ଲକ୍ଷାଧିକ ଟଙ୍କା । ବାସ୍ତବ ଇଣ୍ଡିଆ ଟ୍ରଷ୍ଟ ନାମକ ଏକ ସଂସ୍ଥା ନାଁରେ ଆସିଛି ଅଭିଯୋଗ । ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଠକାମୀର ଶିକାର ହୋଇଥିବା ଯୁବକ ଯୁବତୀ । ମାସିକ ଛାତ୍ରବୃତ୍ତି ଦେବା…

ସ୍ତ୍ରୀ ମୃତଦେହ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ବୃଦ୍ଧ ସ୍ୱାମୀ: ପୁଅ ନାରେ କଲେ ଅଭିଯୋଗ

କେନ୍ଦ୍ରାପଡା: ସ୍ତ୍ରୀ ମୃତଦେହ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ବୃଦ୍ଧ ସ୍ୱାମୀ । ପୁଅ ମାଡରୁ ରକ୍ଷା କରିବାକୁ କରିଛନ୍ତି ନିବେଦନ । କେନ୍ଦ୍ରାପଡା ଜିଲ୍ଲା ନଳଦିଆ ଗାଁର ଘଟଣା । ଚିକିତ୍ସିତ ଅବସ୍ଥାରେ ମେଡିକାଲରେ ମୃତ୍ୟୁ ହେବା ପରେ ଗାଁକୁ ମୃତଦେହ ନେବା ପରିବର୍ତ୍ତେ…

ବେଆଇନ୍‌ ଚାଲାଣ ବେଳେ ୧୫୫ ଗୋରୁ ଉଦ୍ଧାର, ୨ ଟ୍ରକ୍‌ ଜବତ

ଯାଜପୁର, ୨୦।୧୧: ପାଣିକୋଇଲି ଥାନା ଅନ୍ତର୍ଗତ ସାହାପୁର ହାଟ ଛକ ନିକଟରେ ଜିଲ୍ଲା ସ୍ପେଶାଲ ପୋଲିସ ସ୍କ୍ୱାର୍ଡ ଓ ପାଣିକୋଇଲି ପୋଲିସର ମିଳିତ ଚଢ଼ାଉ । ବେଆଇନ୍ ଗୋରୁ ଚାଲାଣ ବେଳେ ୨ଟି ଟ୍ରକ୍ ସହ ୧୫୫ଟି ଗୋରୁଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି। ଏଥିସହିତ ପାଣିକୋଇଲି…

ବନ୍ଧା ହେଲା ରସିକିଆ ପ୍ରେମିକ

ଆନନ୍ଦପୁର ୨୦।୧୧ : ବନ୍ଧାହେଲା ରସିକିଆ ପ୍ରେମିକ । ପ୍ରେମ ନିବେଦନ କରି ବିଫଳ ହେବା ପରେ ଛାତ୍ରୀଙ୍କୁ ରାସ୍ତାରେ ଅଟକାଇ ଅପମାନିତ କରିଥିଲେ । ଏବେ ବନ୍ଧା ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଘଟିଛି ଏହି ଘଟଣା । ଖବର ଅନୁଯାୟୀ, ପ୍ରେମ ନିବେଦନ କରି ବିଫଳ ହେବାପରେ…

ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ୍‌ ଘଟଣା, ସିଂହଦ୍ୱାର ଥାନାରେ ଏତଲା

ପୁରୀ ୨୦।୧୦ : ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ନେଇ ଥାନାରେ ଏତଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ଵାର ଥାନାରେ ଦିଆଗଲା ଏତଲା। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି. ଚନ୍ଦ୍ରଶେଖର ରାଓ ଏତଲା ଦେଇଛନ୍ତି । କେଉଁ ପରିସ୍ଥିତିରେ ଫେସବୁକରେ ଫଟୋ ଏବଂ ଭିଡ଼ିଓ…