Browsing Category

ଅପରାଧ

ରାଜଧାନୀରେ ଆଉ ଜଣେ ଲେଡି ବ୍ଲାକମେଲର: ଭୁବନେଶ୍ୱରରୁ ବାନ୍ଧିଲା ରାଜସ୍ଥାନ ପୋଲିସ୍

ଭୁବନେଶ୍ଵର ୧୩।୧୧: ରାଜଧାନୀରେ ଆଉ ଜଣେ ନାଗ ରାଣୀ । ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ଗିରଫ କରିଛି କର୍ଣ୍ଣାଟକ ପୋଲିସ। ଏହି ମାୟାବିନିଙ୍କ ନାମ ପ୍ରୀତି ଦେଶାଇ। ନିଜ ଘର କର୍ଣ୍ଣାଟକ ରେ ହୋଇଥିବା ବେଳେ ନିଜକୁ ଉଚ୍ଚ ଶିକ୍ଷିତା ବୋଲି ପରିଚୟ ଦେଇ ଭୁବେଶ୍ବରରେ ରହୁଥିଲେ । ବିଭିନ୍ନ…

ପୂର୍ବଶତ୍ରୁତାକୁ ନେଇ ଠିକାଦାରଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି

ରାଉରକେଲା ୧୩।୧୧: ରାଉରକେଲାର ଝିରିପାଣି ଅଞ୍ଚଳରେ ଫୁଟିଲା ଗୁଳି । ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ । ବାଞ୍ଛା ତନ୍ତି ନାମକ ଠିକାଦାରଙ୍କୁ ଗୁଳିମାଡ଼ ହୋଇଥିବା ନେଇ ଅଭିଯୋଗ ହୋଇଛି । ଠିକାଦାରଙ୍କ ଡାହାଣ ଗୋଡରେ ବାଜିଛି ଗୁଳି। ତାଙ୍କୁ ଗୁରୁତର ଅବସ୍ଥାରେ ଆଇଜିଏଚ୍‌ ହସପିଟାଲରେ…

ଚୋରି କରୁଥିବା ବେଳେ ମାଡ଼ିବସି ନିର୍ଦ୍ଧୁମ ଛେଚିଲେ

ଚାନ୍ଦବାଲି: ଚୋରି କରିବା ସହିତ ମହିଳାଙ୍କୁ ଅସଦାଚରଣ କରୁଥିଲା ଚୋର। ଗ୍ରାମବାସୀଙ୍କ ହାତରେ ପଡ଼ି ନିର୍ଦ୍ଧୁମ ଛେଚା ଖାଇଲା। ପରେ ଥାନାକୁ ଗଲା। ଭଦ୍ରକ ଚାନ୍ଦବାଲୀ ବ୍ଲକ ବାଂଶଡ଼ା ଥାନା ଅଧିନ ଚରଦିଆ ପଂଚାୟତରେ ଏଭଳି ଘଟଣା ଘଟିଛି। ଜୟୀରାମ ମାଝୀ ନାମକ ଜଣେ ଯୁବକ ଅଲେଖ ମାଝୀଙ୍କ ଘରେ…

ନାଗ ସାପ ଦାନ୍ତ ଭାଙ୍ଗିବା ଘଟଣାରେ ଅଭିଯୁକ୍ତ ଗିରଫ

ବଲାଙ୍ଗୀର: ସାପ ଦାନ୍ତ ଭାଙ୍ଗିବା ଘଟଣାରେ ଅଭିଯୁକ୍ତ ଗିରଫ। ବଲାଙ୍ଗୀର ପୁଇଁତଳା ବିଲେଇ ସର୍ଡା ଗାଁରେ ନାଗସାପ ଦାନ୍ତ ଭାଙ୍ଗିବା ଘଟଣାରେ ଅଭିଯୁକ୍ତ ବୀର ବିଶ୍ୱାଳଙ୍କୁ ଗିରଫ କରିଛି ବନ ବିଭାଗ। ନ୍ୟୁଜ-୭ରେ ଖବର ପ୍ରକାଶ ପରେ ବନ ବିଭାଗରେ କାର୍ଯ୍ୟନୁଷ୍ଠାନ ନେଇଛି। ଅଭିଯୁକ୍ତ ବୀର…

ଚରମ ସୀମାରେ ପହଂଚିଲା ରାଜନୈତିକ ଶତ୍ରୁତା : ଫସଲ ନଷ୍ଟ କରିଥିଲେ,ଏବେ ଘର ଭାଙ୍ଗି ସମସ୍ତ ଜିନିଷ ଲୁଟିନେଲେ…

ଦାରିଙ୍ଗବାଡ଼ି,୧୨/୧୧, ନିର୍ବାଚନ ସମୟର ଶତ୍ରୁତା ପହଂଚିଲା ଚରମ ସୀମାରେ । ପ୍ରଥମେ ରାଗ ସୁଝାଇବାକୁ ଯାଇ ହଳ କରି ତିଳା ଫସଲ ନଷ୍ଟ କରିଥିଲେ ଆଉ ଏବେ ଉକ୍ତ ଜମିରେ ଥିବା ଘରକୁ ସମ୍ପୂର୍ଣ ଭାଙ୍ଗି ଘରେ ଥିବା ସମସ୍ତ ଜିନିଷ ଲୁଟିନେଲେ ପ୍ରତିବାଦୀ ଗୋଷ୍ଟି ।ଏନେଇ ଘର ମାଲିକ ସୁକଦେଵ…

ଗରିବ ରୋଗୀଙ୍କୁ ଠକିଲେ ଏନଜିଓ କର୍ମଚାରୀ, ଥାନାରେ ଫେରାଇଲେ ଟଙ୍କା…

ହିଞ୍ଜିଳିକାଟୁ ୧୨।୧୧ ଅନେକ ସମୟରେ ଗରିଵ ଵୃଦ୍ଧା ଓ ଗରିବ ଶ୍ରେଣୀର ଲୋକଙ୍କୁ ଠକେଇ, ନିର୍ଯ୍ୟାତନା ଅଭିଯୋଗ ଉପରେ ସରକାରଙ୍କ ସହାୟତା ରେ ଏନଜିଓ ମାନେ ସଚେତନତା ସୃଷ୍ଟି କରିବା ପାଇଁ ଅହରହ ଉଦ୍ୟମ ଚଳାଇଛନ୍ତି। ହିଞ୍ଜିଳିକାଟୁ ପୌରପରିଷଦ ନୂତନ ଵସ ଟର୍ମିନାଲ ପରିସରରେ ଏକ ଭିନ୍ନ ପ୍ରକାରର…

ବଡ ଭାଇର ଠେଙ୍ଗା ମାଡରେ ସାନ ଭାଇ ଆହତ…

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ରାମଗଡ ଗ୍ରାମରେ ବଡ ଭାଇ ଦେବ ବରାଡଙ୍କ ଠେଙ୍ଗା ମାଡରେ ଆହତ ସାନ ଭାଇ ଶ୍ରୀଚରଣ ବରାଡ ବୁଗୁଡ଼ା ମେଡିକାଲରେ ଚିକିତ୍ସିତ ହେବା ସହ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି । ପ୍ରକାଶ ଯେ , ପୂର୍ବରୁ ଜମିବାଡ଼ି ବିବାଦକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ତିକ୍ତତା…

ଯୁବକଙ୍କୁ ଉଠାଇ ନେବା ପ୍ରତିବାଦରେ ଲକ୍ଷ୍ମୀସାଗର ଥାନା ଘେରିଲେ ମହିଳା

ଭୁବନେଶ୍ବର ୧୨।୧୦ : ତାତିଲେ ମହିଳା । ଘେରିଲେ ଥାନା । ଜଣେ ଯୁବକଙ୍କୁ ଗିରଫ ପ୍ରତିବାଦରେ ଲକ୍ଷ୍ମୀସାଗର ଥାନା ଘେରିଲେ ଶତାଧିକ ମହିଳା । ଖବର ଅନୁଯାୟୀ, କାର୍ତ୍ତିକେଶ୍ବର ପୂଜା ଭସାଣୀ ପ୍ରୋସେସନ ସମୟରେ ଯୁବକଙ୍କୁ ଉଠାଇ ଆଣିଥିଲା ପୋଲିସ । ରାତି ୧୦ଟା ପରେ ଅଧିକ ସାଉଣ୍ଡ ଦେଇ ଡିଜେ…

ଅର୍ଚ୍ଚନା-ଜଗବନ୍ଧୁ-ଖଗେଶ୍ୱର ସହ ହୋଇପାରେ ମୁହାଁମୁହିଁ ଜେରା

ଭୁବନେଶ୍ୱର: ଅର୍ଚ୍ଚନା ନାଗ ଓ ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ୱର ଗିରଫ ପରେ ଏବେ ବଡ଼ବଡ଼ିଆ ଛାନିଆ । ରିମାଣ୍ଡରେ ଖଗେଶ୍ୱର ପାତ୍ର । ଅର୍ଚ୍ଚନା ନାଗ୍‌ଙ୍କ ସହଯୋଗୀ ଖଗେଶ୍ୱରକୁ ୧୦ ଦିନିଆ ରିମାଣ୍ଡରେ ନେଇଛି ଇଡି । ଆଗକୁ ଅର୍ଚ୍ଚନା-ଜଗବନ୍ଧୁ-ଖଗେଶ୍ୱର ସହ ମୁହାଁମୁହିଁ ଜେରା ହୋଇପାରେ।…

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ହତ୍ୟା!

ଖୋର୍ଦ୍ଧା : ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ହତ୍ୟା ଅଭିଯୋଗ। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଶରଧାପୁର ଗାଁରେ। ମୃତକ ହେଉଛନ୍ତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନ୍ଦ୍ରନାଥ ବଳିୟାରସିଂ। ଅଭିଯୋଗ ଅନୁସାରେ, ଗତ କିଛି…