Browsing Category

ଅପରାଧ

ଘରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ, ସ୍ୱାମୀଙ୍କ ନାଁରେ ହତ୍ୟା ଅଭିଯୋଗ

ବାରିପଦା ୧୨।୧୧ : ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ । ସ୍ୱାମୀ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ । ବାରିପଦା ଟାଉନ୍‌ ଥାନା ହାଉସ୍କୁଲ ପାଖ ଓ୍ୱାର୍ଡ ନଂ ୪ରେ ଘଟିଛି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ମୃତ ମହିଳା ସସ୍ମିତ ଜେନା ଓ ସ୍ୱାମୀ…

ପଦ୍ମ ପୋଖରୀରେ ବୁଡ଼ି ମହିଳାଙ୍କ ମୃତ

କାମାକ୍ଷାନଗର ୧୨।୧୧: ପୋଖରୀରେ ବୁଡ଼ି ମହିଳାଙ୍କ ମୃତ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଦ୍ମ ପୋଖରୀ ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି । ମୃତ ମହିଳାଙ୍କ ନାମ ରାଧା ଦେହୁରୀ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଶନିବାର ଭୋର ସମୟରେ ମହିଳା ଜଣକ ଘର ନିକଟରେ ଥିବା ପାଖ…

ବିଭତ୍ସ ହତ୍ୟା : ମୁଣ୍ଡରୁ ଅଲଗା କରିଦେଲେ ଗଣ୍ଡି, ୨ଜଣ ଅଟକ

ଉଦଳା ୧୨।୧୧ : ଅତି ବିଭତ୍ସ ହତ୍ୟା । ମୁଣ୍ଡରୁ ଅଲଗା କରିଦେଲେ ଗଣ୍ଡି । ମୃତକଙ୍କ ନାମ ଗୁରୁବାରୀ ସିହଂ ବୋଲି ଜଣାପଡିଛି । ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ସାରଜମଡିହି ଗାଁରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି । ଖବର ଅନୁଯାୟୀ, ଗୁରୁବାରୀ ସିଂ ଏବଂ ତାଙ୍କ ପରିବାର ଲୋକେ ଶୁକ୍ରବାର…

ବାଲିଯାତ୍ରା ହେଲା ଶେଷ ଯାତ୍ରା, ସଡ଼କ ଦୁର୍ଘଟଣାରେ ଚାଲିଗଲେ ୨ସାଙ୍ଗ

ମହାକାଳପଡା ୧୨/୧୧: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା । ପାରାଦୀପରୁ ବାଲିଯାତ୍ରା ଦେଖି ଫେରୁଥିବା ବେଳେ ଜୟଚନ୍ଦ୍ରପୁର ଛକ ନିକଟରେ ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣା ଘଟି ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । …

ଗ୍ୟାସ୍‌ ଟାଙ୍କି ଫାଟି ଅଙ୍ଗନୱାଡ଼ି କେନ୍ଦ୍ରରେ ଅଗ୍ନିକାଣ୍ଡ

ମାହାଙ୍ଗା ୧୧/୧୧: ଗ୍ୟାସ୍‌ ଟାଙ୍କି ଫାଟି ଅଙ୍ଗନ ୱାଡ଼ି କେନ୍ଦ୍ରରେ ଅଗ୍ନିକାଣ୍ଡ। ଏପରି ଏକ ଘଟଣା ମାହାଙ୍ଗା ବ୍ଲକ ଲଳିତଗିରିରେ ଦେଖିବାକୁ ମିଳିଛି। କିନ୍ତୁ ଏଥିରେ କାହାରି କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ୨୦ ଜଣ ଛାତ୍ରଛାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଖବର…

ଖଗେଶ୍ୱର ପାତ୍ରଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଲା ଇଡି

ଭୁବନେଶ୍ୱର ୧୧/୧୧: ଅର୍ଚ୍ଚନା ନାଗଙ୍କ ସହଯୋଗୀ ଖଗେଶ୍ବର ପାତ୍ରଙ୍କୁ ରିମାଣ୍ଡରେ ନେଲା ଇଡି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖଗେଶ୍ବରଙ୍କୁ ୧୦ଦିନ ପାଇଁ ରିମାଣ୍ଡରେ ନେଇଥିବା ଜଣାପଡ଼ିଛି। ଏହି ରିମାଣ୍ଡ ଅବଧିରେ ଖଗେଶ୍ୱରଙ୍କ ଆର୍ଥିକ କାରବାର, ବ୍ୟାଙ୍କ୍ ଟ୍ରାଞ୍ଜେକସନ, ପୈତୃକ…

ବନ୍ଧୁକ ଦେଖାଇ ସୁନା ଚେନ୍ ଓ ୧୨ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ସୋର ୧୧/୧୧: ବନ୍ଧୁକ ଦେଖାଇ ଯୁବକଙ୍କ ପାଖରୁ ଲୁଟ୍‌ ଅଭିଯୋଗ। ସେ ତାଙ୍କ ମାମୁଁ ଘରକୁ ଯିବାବେଳେ ଏପରି ଲୁଟ୍‌ର ଶିକାର ହୋଇଛନ୍ତି। ସମ୍ପୃକ୍ତ ଯୁବକଙ୍କ ପରିଚୟ ଜୟନ୍ତ ସାହୁ। ସେ ମୂଳେଶ୍ୱର ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ଏପରି ଅପରାଧିକ ଘଟଣା ବାଲେଶ୍ୱର ଜିଲ୍ଲା ସୋରରେ…

ନିଶା ନିବାରଣ କେନ୍ଦ୍ରରେ ନାବାଳକଙ୍କୁ ନିର୍ଯାତନା ଅଭିଯୋଗ

ପୁରୀ ୧୧/୧୧: ନିଶା ନିବାରଣ କେନ୍ଦ୍ରରେ ନାବାଳକଙ୍କୁ ନିର୍ଯାତନା ଅଭିଯୋଗ। ସେଠାରେ ସମ୍ପୃକ୍ତ ନାବାଳକଙ୍କୁ ଅତ୍ୟଧିକ ଶାରୀରିକ ନିର୍ଯାତନ ଦେବାର ଭିଡିଓ ଏବେ ଭାଇରାଲ୍‌ ହୋଇଛି। କେନ୍ଦ୍ରର କର୍ମଚାରୀମାନେ ନାବାକଙ୍କୁ ଅମାନୁସିକ ଭାବେ ବାଡ଼ଉଥିବା ବେଳେ ସମ୍ପୃକ୍ତ ନାବାଳକଟି କାକୁତି…

ସମଲିଙ୍ଗୀ ସେକ୍ସ ରାକେଟ୍‌ ସମ୍ପୃକ୍ତି ଘଟଣା: ସ୍ତ୍ରୀର ଅଭିଯୋଗ ପରେ ଗିରଫ ହେଲା ସ୍ୱାମୀ

ସୋର: ସମଲିଙ୍ଗୀ ସେକ୍ସ ରାକେଟ୍‌ ସମ୍ପୃକ୍ତି ଘଟଣାରେ ସ୍ୱାମୀ ଗିରଫ। ସୋର ପୋଲିସ ଅଭିଯୁକ୍ତକୁ ଥାନାକୁ ଆଣି ଅଟକ ରଖି ତଦନ୍ତ କରିଥିଲା। ପରେ ଅଭିଯୁକ୍ତ ଚିରଞ୍ଜିତ୍‌ରୁ ଗିରଫ କରି କୋର୍ଟ ଚାଲାଣ କରିଛି ସୋର ପୋଲିସ । ସେକ୍ସ ରାକେଟରେ ସ୍ୱାମୀର ସଂପୃକ୍ତି ଅଭିଯୋଗରେ ସ୍ତ୍ରୀ ଥାନାର…

ଅର୍ଚ୍ଚନା ନାଗ ଗିରଫ ମାମଲା: କେସିଙ୍ଗାରୁ ଫେରିଲା ତଦନ୍ତକାରୀ ଟିମ୍‌

ଭୁବନେଶ୍ୱର ୧୧।୧୧: ଅର୍ଚ୍ଚନାଙ୍କ ପୈତୃକ ଘରୁ ତଦନ୍ତ କରି ଫେରିଲା ତଦନ୍ତକାରୀ ଟିମ୍‌ । ଏହି ଚଢାଉ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାଜଗପତ୍ର ଓ କମ୍ପ୍ୟୁଟର ହାର୍ଡଡିକ୍ସ ଜବତ ହୋଇଛି । ଏପଟେ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ବରଙ୍କୁ ଗିରଫ ପରେ ୧୪ ଦିନିଆ ରିମାଣ୍ଡ ଆବେଦନ କରିବ ଇଡି । ଖବର…