Browsing Category

ଅପରାଧ

ଜଳେଶ୍ବରରେ ୮ଟି କଣ୍ଟେନରରୁ ୮୦୦ରୁ ଊର୍ଦ୍ଧ୍ବ ଗୋରୁ ଜବତ, ୪ ବେପାରୀ ଅଟକ

ଜଳେଶ୍ବର: ଗୋରୁ ବୋଝେଇ କେଣ୍ଟନର ଜବତ। ଜଳେଶ୍ବର ଥାନା ଅନ୍ତର୍ଗତ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରୁ ୫ ଟି ଗୋରୁ ବୋଝେଇ କେଣ୍ଟନର ଏବଂ ବେଲି ଗୋପୀନାଥପୁର ଗ୍ରାମରୁ ୩ ଟି କଣ୍ଟେନର ଜବତ କରିଛି ଜଳେଶ୍ବର ପୋଲିସ୍। ମୋଟ୍ ୮ଟି କଣ୍ଟେନର ରୁ ୮୦୦ ରୁ ଊର୍ଦ୍ଧ୍ବ ଗୋରୁ ଜବତ କରିବା ସହିତ ୪ଜଣ…

ବାଇକ୍ ଧକ୍କାରେ ବାଳକର ମୃତ୍ୟୁ

କରଞ୍ଜିଆ: ଠାକୁରମୁଣ୍ଡା- କରଞ୍ଜିଆ ରାସ୍ତାର ଅଖାପଲାଣ ପୋଲ ନିକଟରେ ସଡକ ଦୁର୍ଘଟଣା। ଗତକାଲି ରାତିରେ ବାଇକ ଧକ୍କାରେ ସାଇକେଲ ଚାଳକର ମୃତ୍ୟୁ ଘଟିଛି। ମୃତ ବାଳକ ଜଣକ ହେଉଛନ୍ତି ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ହାତୀଗୋଡ଼ା ଗ୍ରାମପଞ୍ଚୟତ ଚାଇଁବାଇଁଶି ଗ୍ରାମର ଲାଲମୋହନ ନାଏକଙ୍କ ପୁଅ…

ଆସିକା ନଳବଣ୍ଟା ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଯାତ୍ରୀବାହୀ ବସ୍ ଧକ୍କାରେ ବୃଦ୍ଧ ମୃତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଘରୋଇ ଯାତ୍ରୀବାହୀ ବସ୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଗଜପତି ପ୍ରଧାନ । ଦୁର୍ଘଟଣା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ…

ମିଳିଲାନି ଉପଯୁକ୍ତ ପ୍ରମାଣ: ଆଜୀବନ କାରାଦଣ୍ଡରେ ଦଣ୍ଡିତ ୨୮ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ହାଇକୋର୍ଟ

କଟକ: ନିମ୍ନ ଅଦାଲତରେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ୨୮ଜଣ ଅଭିଯୁକ୍ତଙ୍କୁ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଖୋର୍ଦ୍ଧା ଅତିରିକ୍ତ…

ଦିଅର ସହ କଥା ହେବାରୁ ଗର୍ଭବତୀ ପତ୍ନୀଙ୍କୁ ମାରିଦେଲା ସ୍ବାମୀ

କଳାବାଡ଼ିଆ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ ବଡ଼ଗାଁ ପଞ୍ଚାୟତ ପଣସଡ଼ିହା ଗ୍ରାମ ଫାଗୁସାହିର ବିବାହିତା ମହିଳା ସୁରୁ ସିଂ(୨୫)ଙ୍କର ଗତକାଲି ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ସ୍ବାମୀ କିଶାନଙ୍କୁ ଅଟକ ରଖି ପୁଲିସ ଜେରା କରୁଥିଲା।…

ଗଜପତିରେ ୬୩ଟି ଛେଳିକୁ ମାରିଦେଲା ଅଜଣା ଜନ୍ତୁ

ଗଜପତି: ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କିଡୀଗାଁ ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ। ଗତକାଲି ବିଳମ୍ବିତ ରାତ୍ର ଅଜଣା ଜନ୍ତୁ ଶିକାରରେ ୬୩ଟି ଛେଳି ମରିଥିବା ବେଳେ ୨୮ଟି ଛେଳିର ଅବସ୍ଥା ସଙ୍କଟାପନ୍ନ ରହିଛି। ଘଟଣା ସ୍ଥଳରେ ପ୍ରାଣୀଚିକିତ୍ସା ବିଭାଗର କର୍ମଚାରୀ ମାନେ ପହଞ୍ଚି…

ଡକାୟତି ଯୋଜନା ବିଫଳ; ମହିଳାଙ୍କୁ ଗୁଳି କଲେ ଦୁର୍ବୃତ୍ତ

ବାସୁଦେବପୁର ୦୪/୧୧: ବାସୁଦେବପୁର ଭଦ୍ରକ ରାସ୍ତାର ଚଉରା ଛକ ପାଖରେ ଡକାୟତ ଉଦ୍ୟମ ବିଫଳ ହେବାରୁ ମହିଳାଙ୍କୁ ଗୁଳିମାଡ଼। ଏହାପରେ ସମ୍ପୃକ୍ତ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗୁଳିକାଣ୍ଡପେ ଆହତ ମହିଳାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି…

ଅର୍ଚ୍ଚନା ନାଗ ମାମଲାରେ ତଦନ୍ତକୁ ଜୋରଦାର କଲା ଇଡି

ଭୁବନେଶ୍ବର: ବଢ଼ିଲା ବଡ଼ବଡ଼ିଆଙ୍କ ହାର୍ଟ ବିଟ୍‌ । କିଏ ବିଳିବିଳେଇଲେଣି ତ କିଏ ଖସିବାକୁ ଖୋଜିଲେଣି ବାଟ । ଅର୍ଚ୍ଚନା ନାଗ ମାମଲାରେ ତଦନ୍ତକୁ ଜୋରଦାର କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ସମ୍ପତ୍ତିର ଚାଲିଛି ହିସାବ । ତଦନ୍ତ ଚଳାଇଛନ୍ତି ଇଡ଼ିର…

ବଡ଼ଗଡ଼ରୁ ଶିଶୁ ଚୋରି ଘଟଣାରେ ମହିଳା ଅପହରଣକାରୀ ଗିରଫ

ଭୁବନେଶ୍ବର: ବଡ଼ଗଡ଼ ଥାନା ଅଞ୍ଚଳରେ ଶିଶୁ ଅପହରଣ ଘଟଣାରେ ଅପହରଣକାରୀ ମହିଳାକୁ ଗିରଫ କଲା ପୋଲିସ। ମହିଳା ଜଣକ ଶିଶୁଟିକୁ ଖେଳୁଥିବା ସମୟରେ ଅପହରଣ କରିଥଲା। ମହିଳା ଜଣକ ହାଇଦ୍ରାବାଦର ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡିଛି। ବଡଗଡ଼ରୁ ଚୋରି ହୋଇଥିବା ଛୁଆକୁ…

ବନ ବଭାଗ କାର୍ଯ୍ୟାନୁଷ୍ଠାନ: ଦେଶୀ ବନ୍ଧୁକ ସହିତ ୨ ଅଭିଯୁକ୍ତ ଗିରଫ

ତେଲକୋଇ ୦୪/୧୧: ୨ଟି ଦେଶି ବନ୍ଧୁକ ସହ ଦୁଇ ଅଭିଯୁକ୍ତଙ୍କୁ ବନବିଭାଗ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତଙ୍କ ପରିଚୟ ଗୁରୁଚରଣ ନାୟକ, ଅଖିଳ ସାହୁ। ସେମାନେ ପଡ଼ିଆପଶି ଓ ବଳଭଦ୍ରପୁର ବାସିନ୍ଦା ବାଲି ଜଣାପଡ଼ିଛି। ବେଆଇନ ଭାବେ ଏମାନେ ଦେଶି ବନ୍ଧୁକ ରଖିଥିଲେ। ବନ୍ୟଯନ୍ତୁ ଶିକାର…