Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ପାପରମେଟେଲା ଥାନା ଦ୍ଵାରା ବାଇକ ଚୋର ଗିରଫ…
ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ପାପରମେଟେଲା ଥାନା ଦ୍ଵାରା ଜଣେ ଅଭିଯୁକ୍ତ ଚୋର ଗିରଫ ହେବା ସହିତ କୋଟ ଚାଲାଣ ହୋଇଥିବା ସୂଚନା ମିଳିଛି l ପାପରମେଟେଲା ଥାନା ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ଇଷ୍ଟ ଗୋଦାବରୀର ଚିଟି ମଣି ମହେଶ ଏକ ପଲସର ବାଇକ!-->…
ଫିରିଙ୍ଗିଆରେ ଗୁଳିକାଣ୍ଡ, ଦୁଇ ଗୁରୁତର: ବଳଦ କିଣା ବିକାକୁ ନେଇ ଗୁଳି ମାଡ଼…
ଆଦିତ୍ୟ ତ୍ରିପାଠୀ // ଜିଲ୍ଲା ପ୍ରତିନିଧି ଫୁଲବାଣୀ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ବିଲୁପଦର ଗ୍ରାମରେ ଅଭାବନୀୟ ଘଟଣା ଘଟିଛି lଦୁର୍ବୁତ୍ତଙ୍କ ଗୁଳି ମାଡ଼ରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି l ଗୁରୁତର ଆହତ ଦୁଇଜଣ ହେଲେ ପ୍ରଭାସିନୀ ସାହାଣୀ, ଓ ଶୋଭାଜନ ସାହାଣୀ!-->!-->!-->…
ସପ୍ଟୱେୟାର ଇଞ୍ଜିନିୟର ଶ୍ୱେତାଙ୍କ ଆତ୍ମହତ୍ୟା ମାମଲାରେ ନୂଆ ମୋଡ, ବ୍ଲାକମେଲରୁ ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କ…
ଭୁବନେଶ୍ୱର: ସପ୍ଟୱେୟାର ଇଞ୍ଜିନିୟର ଶ୍ୱେତାଙ୍କ ଆତ୍ମହତ୍ୟା ମାମଲାରେ ନୂଆ ମୋଡ । ବ୍ଲାକମେଲରୁ ଶ୍ୱେତା ଆତ୍ମହତ୍ୟା କରିଥିବା ପରିବାର ଅଭିଯୋଗ କରିଛନ୍ତି । ଏହାକୁ ଆଧାର କରି ପୋଲିସ ୩୦୬ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଶ୍ୱେତାଙ୍କ ରୁମରୁ ଏକ ଡାଏରୀ ଜବତ!-->…
୧୫ ହଜାର ଲାଞ୍ଚ ନେଉଥିବା ବେଳେ ବିଏମସି ଟ୍ୟାକ୍ସ ଆଦାୟକାରୀ ଅଫିସର ଗିରଫ
ଭୁବନେଶ୍ୱର: ବିଏମସିର ଟ୍ୟାକ୍ସ ଆଦାୟକାରୀ ଅଫିସର ତଥା ଓ୍ୱାର୍ଡ ଅଫିସର ହେମନ୍ତ ସାହୁ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।
ଖଣ୍ଡଗିରି ସ୍ଥିତ ଓ୍ୱାର୍ଡ ନଂ-୨୩ର ଓ୍ୱାର୍ଡ ଅଫିସର ତଥା ଟ୍ୟାକ୍ସ କଲେକ୍ଟର ହେମନ୍ତ ସାହୁ ଏବଂ ପୂର୍ବତନ ଟ୍ୟାକ୍ସ କଲେକ୍ଟର ଯୋଗେନ୍ଦ୍ର ପ୍ରଧାନ!-->!-->!-->…
IOBରେ ବଡ ଧରଣର ଠକେଇ, ୮୦ଲକ୍ଷ ଟଙ୍କା ହଡପ ଅଭିଯୋଗରେ କ୍ୟାସିୟର ଗିରଫ
ଜୟପୁର: କୋରାପୁଟ ବୈପାରୀଗୁଡା ସ୍ଥିତ ଆଇଓବି ଶାଖାରେ ବଡ ଧରଣର ଠକେଇ । ଚଞ୍ଚକତା କରି ବ୍ୟାଙ୍କରୁ ୮୦ ଲକ୍ଷ ଟଙ୍କା ହଡପ କରିନେଲେ ସେହି ବ୍ୟାଙ୍କର କ୍ୟାସିୟର । ଅଭିଯୁକ୍ତ କ୍ୟାସିୟର ସନ୍ତୋଷ କୁମାର ଦୋରା ବୈପାରୀଗୁଡା ପୋଲିସ ଦ୍ବାରା ଗିରଫ ହୋଇଛନ୍ତି । ପୋଲିସ ଓ ସ୍ବତନ୍ତ୍ର ଅଡିଟ୍ ଟିମ୍!-->…
ସାମ୍ବାଦିକଙ୍କୁ ଚପଲରେ ପିଟିଲେ ଯୁବତୀ
କଟକ: କଟକରେ ଵିଚ୍ ରାସ୍ତାରେ ସାମ୍ବାଦିକ ଓ ଯୁଵତୀ ପିଟାପିଟି । ଷ୍ଟାଡିୟମ ନିକଟରେ ଥିବା ସିଡିଏମ୍ଓ ଅଫିସ ନିକଟରେ ଜନୈକ ଯୁଵତୀ ଅକ୍ଷୟ ଦାସ ନାମକ ଜଣେ ସାମ୍ବାଦିକଙ୍କୁ ମାଡ ମାରିଛନ୍ତି।
ଖବର ଅନୁଯାୟୀ, ସାମ୍ବାଦିକ ଜଣକ ଦୀର୍ଘ ଵର୍ଷ ହେଵ ଏହି ଯୁଵତୀଙ୍କୁ ମିଡିଆରେ ଚାକିରୀ କରାଇଦେଵା!-->!-->!-->…
ମଦ୍ୟପ ସାଙ୍ଗଙ୍କ ଉନ୍ମତ୍ତ କାଣ୍ଡ: ନିଶାରେ ବ୍ଯକ୍ତିଙ୍କ ମଳଦ୍ଵାରରେ ଭର୍ତ୍ତି କରିଦେଲେ ଷ୍ଟିଲ ଗ୍ଲାସ୍
ବ୍ରହ୍ମପୁର: ପେଟ ଭିତରୁ ବାହାରିଲା ଷ୍ଟିଲ ଗ୍ଲାସ । ବ୍ରହ୍ମପୁର ଏମକେସିଜି ମେଡିକାଲରେ ବିରଳ ଅସ୍ତ୍ରୋପଚାର । ସୁରତରେ କିଛି ମଦ୍ୟପ ସାଙ୍ଗ ମାନେ ଜଣେ ବ୍ୟକ୍ତିଙ୍କ ମଳଦ୍ଵାର ଯୋଗେ ଷ୍ଟିଲ ଗ୍ଲାସକୁ ଶରୀର ଭିତରେ ଭର୍ତ୍ତି କରି ଦେଇଥିଲେ । ସମ୍ପୃକ୍ତ ବ୍ୟକ୍ତି ହେଲେ ବୁଗୁଡ଼ା ବାଲିପଦର!-->…
କେନ୍ଦୁଝର ବଡ଼ବିଲ ଶାରଦା ମାଇନ୍ସ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ
ବଡ଼ବିଲ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସ୍କାନରରେ ଶାରଦା ମାଇନ୍ସ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଶାରଦା ମାଇନ୍ସ ଉପରେ ଅତର୍କିତ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର । ବେଆଇନ୍ ଖଣି କାରବାର ନେଇ ଚଢାଉ ହୋଇଥିବା ସୂଚନା ମିଳିଛି ।
ଖବର ଅନୁଯାୟୀ, ଶାରଦା ମାଇନ୍ସ ନାଁ!-->!-->!-->…
ପେଟ୍ରୋଲ୍ ଢାଳି ନିଆଁ ଲଗାଇ ସ୍ବାମୀ ସ୍ତ୍ରୀଙ୍କୁ ମାରିବାକୁ ଉଦ୍ୟମ
କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର୍ ଥାନା ଧଗୋଠ ଗ୍ରାମରେ ଅଘଟଣ। ସ୍ବାମୀ ସ୍ତ୍ରୀ ଶୋଇଥିବା ସମୟରେ ବାହାର ପଟୁ ତାଲା ପକାଇ ପେଟ୍ରୋଲ୍ ଢାଳି ନିଆଁ ଲଗାଇଲେ ଅଜଣା ଲୋକ। ନିଆଁରେ ପୋଡି ହୋଇ ଉଭୟ ସ୍ବାମୀ ସ୍ତ୍ରୀ ଗୁରୁତର ହୋଇଥିବାବେଳେ ସେମାନଙ୍କୁ ଉଦ୍ଧାର କରାଯାଇ କଟକ ବଡ ମେଡିକାଲ୍ ରେ ଭର୍ତି!-->…
ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ..
ରସିକ ସରକାର // ଉମରକୋଟ ପ୍ରତିନିଧି
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ ବଡ଼ଭରଣ୍ଡୀ ପଞ୍ଚାୟତ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଲା, ସୂଚନା ଅନୁଯାୟୀ ବଡ଼ଭରଣ୍ଡି ଗ୍ରାମ ନିକଟରେ ଥିବା ଅଲେଖ ମହିମା ମନ୍ଦିର ପ୍ରାଙ୍ଗନରେ ଆଜି ସକାଳେ ନୂଆ ମନ୍ଦିର ଘର କାର୍ଯ୍ୟ!-->!-->!-->…