Browsing Category

ଅପରାଧ

ନବମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା…

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଗୋନା ପଞ୍ଚାୟତ ଅନ୍ତର୍ଗତ ଭାରଷଣ୍ଡି ଡି ଏନ କେ ଗାଁରେ ଏକ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି , ସୂଚନା ଅନୁଯାୟୀ ଭାରଷଣ୍ଡି ଡି ଏନ କେ ଗାଁର ବିଶ୍ୱଜିତ ମୃଧାଙ୍କ ପୁଅ ସୁମିତ ମୃଧା ଯିଏ କି ଉମରକୋଟ ପବ୍ଲିକ କଲିଙ୍ଗ ବିଧ୍ୟାପୀଠରେ ନବମ…

ନାଇଜେରିଆ ଯୁବକକୁ ଗିରଫ କଲା ବାଲେଶ୍ବର ସାଇବର ପୋଲିସ

ବାଲେଶ୍ବର : ବିଦେଶୀ ମହିଳାଙ୍କ ନାଁରେ ଅନଲାଇନରେ ୩୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବାଲେଶ୍ବର ସାଇବର ପୋଲିସ ଦିଲ୍ଲୀରୁ ଜଣେ ନାଇଜେରିଆର ଯୁବକଙ୍କୁ ଗିରଫ କରିଛି । ଏହି ଯୁବକ ଦିଲ୍ଲୀର କିଶନଗଡରେ ରହି ଏହି ଭଳି ସାଇବର କ୍ରାଇମ୍ କରୁଥିଲେ । ସୂଚନା ଅନୁସାରେ, ଅନଲାଇନରେ ବିଦେଶୀ ମହିଳାଙ୍କ…

କଟକ ବଡ଼ ଡାକ୍ତରଖାନାରୁ ଦଲାଲ୍‌ ଗିରଫ

କଟକ: ଏସିବି ବ୍ଲଡ୍ ବ୍ୟାଙ୍କରେ ରକ୍ତ ଯୋଗାଇ ଦେବା ନାଁରେ ୧୪ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହେଲେ ଏସିବି ମେଡିକାଲ ସିକ୍ୟୁରିଟି ସୁପରଭାଇଜର। ଗତକାଲି ରାତରେ ବାଲେଶ୍ୱର ଅଞ୍ଚଳର ଜଣେ ରୋଗୀ ନେଫ୍ରୋଲୋଜି ବିଭାଗରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ରକ୍ତ ଆବଶ୍ୟକ ପଡ଼ିଥିଲା ।…

ଜମିବାଡି ବିବାଦକୁ କେନ୍ଦ୍ରକରି ବାପା-ପୁଅ ମିଶି ବଡ ବାପାଙ୍କୁ ହତ୍ୟା

ଜମିବାଡି ବାବଦରୁ ହତ୍ୟାକାଣ୍ଡ । ରାସ୍ତାକଡରେ ପଡିଛି ମୃତଦେହ । ବାପା ଓ ପୁଅ ମିଶି ବଡ ବାପାଙ୍କୁ ହତ୍ୟା କରିଛନ୍ତି । ବୈାଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଲୁଣିବାହାଲରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ବାପାପୁଅ ମିଶି ବଡ଼ ଭାଇକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ବଜାର ଉପରେ…

ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ : ୯ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର,୧୦।୮ ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଠୋର ଆଭିମୁଖ୍ୟ ଜାରି । ୯ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୫ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ୨ ଜଣଙ୍କୁ ଚାକିରୀରୁ ବହିଷ୍କାର ଓ ଅନ୍ୟ ୨ ଜଣଙ୍କ ପେନ୍‌ସନ୍‌…

କାର୍ ଭିତରୁ ମିଳିଲା ସୁନା ବିସ୍କୁଟ ସହ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା

ବ୍ରହ୍ମପୁର : ଗଞ୍ଜେଇ ଚୋରାଚାଲାଣକାରୀଙ୍କ ଧରିବା ପାଇଁ ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀମାନେ ବ୍ରହ୍ମପୁର ସହରର ଲାଞ୍ଜିପଲ୍ଲୀ ଛକ ନିକଟରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ସୁନା ଚାଲାଣ ରାକେଟ ଧରା ପଡିଛି । କାର୍ ଯାଞ୍ଚ କରିବା ସମୟରେ ଗୁଇନ୍ଦା ଅଧିକାରୀଙ୍କୁ ୨୩ଟି ସୁନା ବିସ୍କୁଟ ଓ…

ଶିଳ୍ପପତି ମହିମା ମିଶ୍ରଙ୍କ ସାନପୁଅ ଚର୍ଚ୍ଚିତ ମିଶ୍ରଙ୍କ ଜାମିନ୍ ଆବେଦନ ଖାରଜ

ଭୁବନେଶ୍ବର: ପାରାଦୀପ ବନ୍ଦରରେ ଘରୋଇ ସଂସ୍ଥାକୁ ଅନୁକମ୍ପା ଓ ଲାଞ୍ଚ ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ସାନପୁଅ ଚର୍ଚ୍ଚିତ ମିଶ୍ରଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି। ସିବିଆଇ କୋର୍ଟ ଚର୍ଚ୍ଚିତ ଓ ଦେବପ୍ରିୟ ମହାନ୍ତିଙ୍କ ଜାମିନ୍ ଖାରଜ କରିଛନ୍ତି। ଏହି ମାମଲାରେ କେବଳ ବିଲ୍ଡର ଶିଶିର…

ପାରାଦୀପ ପୋର୍ଟ ଲାଞ୍ଚ ମାମଲା: ୭ ଅଭିଯୁକ୍ତଙ୍କୁ ୯ ଦିନ ରିମାଣ୍ଡ ପାଇଁ ଆବେଦନ

ଭୁବନେଶ୍ୱର ସିବିଆଇ କୋର୍ଟରେ ହାଜର ହେଲେ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ଓ ଅନ୍ୟ ୬ଜଣ। ପାରାଦୀପ ପୋର୍ଟ ଲାଞ୍ଚ ମାମଲାରେ ଗିରଫ ଚର୍ଚ୍ଚିତ ମିଶ୍ର ଓ ଅନ୍ୟ ୬ ଜଣଙ୍କ ରିମାଣ୍ଡ ଅବଧି ସରିବା ପରେ ଆଜି ସେମାନଙ୍କୁ CBI କୋର୍ଟରେ ହାଜର କରାଯାଇଥିଲା । ମୋଟ୍‌ ୭ ଅଭିଯୁକ୍ତଙ୍କୁ ପୁଣି…

ପେଟ୍ରୋଲ ଢାଳି କାର ଜାଳିଦେଲେ ଦୁର୍ବୃତ୍ତ

ପୁରୀ: ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। ଘର ସାମ୍ନାରେ ଥୁଆ ହୋଇଥିବା ଏକ ଚାରିଚକିଆ ଯାନକୁ ଜାଳି ଦେଲେ ଦୁର୍ବୃତ୍ତ। ପୁରୀ ସଦର ଥାନା ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗରରେ ଘଟିଛି ଏଭଳି ଘଟଣା। ଗତକାଲି ବିଳମ୍ବିତ ରାତିରେ ଦୁଇଜଣ ଦୁର୍ବୁତ୍ତ ବିଜୟ କୁମାର ଖୁଣ୍ଟିଆଙ୍କ ଚାରି ଚକିଆ ଯାନକୁ…

ରାଜଧାନୀରୁ ବ୍ରାଉନସୁଗର ଜବତ, ଜଣେ ଗିରଫ

ଭୁବନେଶ୍ବର: ଭୁବନେଶ୍ୱର ଚକେଇସିଆଣିରୁ ବ୍ରାଉନସୁଗର ଜବତ। ନିଶା ବେପାରୀ ବାବୁ ନାୟକକୁ ଗିରଫ କରିଥି ମଞ୍ଚେଶ୍ୱର ଥାନା ପୁଲିସ । ବାବୁ ନାୟକକ ଠାରୁ ୧୦ଗ୍ରାମ ବ୍ରାଉନସୁଗର ଓ ନଗଦ ୫୦ ହଜାର ଟଙ୍କା ଜବତ କରିଛି ପୁଲିସ। ଜବତ ବ୍ରାଉନସୁଗରର ଆନୁମାନିକ ମୁଲ୍ୟ ୧୦ ହଜାର ଟଙ୍କା ହେବ ବୋଲି…