Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଦୁଷ୍କର୍ମ ସନ୍ଦେହରେ ଜଣେ ଯୁବକ ଅଟକ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ଆଦର୍ଶ ଥାନା ଅଧିନସ୍ଥ କୋରୁକୋଣ୍ଡା ନିକଟସ୍ଥ ଇନ୍ଦିରା କଲୋନୀର ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ ସନ୍ଦେହରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ମାଲକାନଗିରି ପୋଲିସ ଦ୍ବାରା ୨ ଯୁବକ ଅଟକ ହୋଇଥିବା ଜଣାଯାଇଛି |ସୂଚନା ଅନୁଯାୟୀ ଗତ ୨୦ ତାରିଖ!-->…
ମହିଳାଙ୍କୁ ଅସଦାଚରଣ କରି ଗିରଫ ହେଲେ ପ୍ରଧାନ ଶିକ୍ଷକ
ବୋରିଗୁମ୍ମା ୨୨/୦୭: ବସରେ ଯିବା ସମୟରେ ଜଣେ ମହିଳାଙ୍କୁ ଅସଦାଚରଣ କରି ପୋଲିସ ହାତରେ ବନ୍ଧା ହେଲେ ବୋରିଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟର ରସିକିଆ ପ୍ରଧାନଶିକ୍ଷକ ଜି ସନ୍ତୋଷ କୁମାର। ଏଭଳି ଘଟଣା ଜୟପୁର ଟାଉନରେ ଗୁରୁବାର ଦେଖିବାକୁ ମିଳିଛି। ଗୁରୁବାର ଏକ ବସରେ କୋରାପୁଟର ଜଣେ!-->…
ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଗଇରବାହାଲ ପିଏଚ୍ସି ଡାକ୍ତର
ଅଟୋ ଡ୍ରାଇଭରଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଡାକ୍ତର । ସୁନ୍ଦରଗଡ଼ ଜିଲ୍ଲା ଗଇରବାହାଲ ପିଏଚ୍ସି ଡାକ୍ତର ସାରଦା ପ୍ରସନ୍ନ ବେହେରା ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଗତ ୧୭ତାରିଖରେ ଯାତ୍ରୀ ନେଇ ଯାଉଥିବା ଏହି ଅଟୋ ଦୁର୍ଘଟଣାର ଶିକାର ହୋଇଥିଲା। ନିଜେ ଆହତ ହୋଇଥିବା ଅଟୋ ଡ୍ରାଇଭର!-->…
ଚିନି ଭାବି ୟୁରିଆ ସାର ଖାଇ ବୃଦ୍ଧାଙ୍କ ସମେତ ୩ ଶିଶୁ ଅସୁସ୍ଥ
ଦେବଗଡ: ୟୁରିଆ ସାର ଖାଇ ବୃଦ୍ଧାଙ୍କ ସମେତ ୩ ଶିଶୁ ଅସୁସ୍ଥ । ବାରକୋଟ ଥାନା ବମ୍ଫରଡା ଗାଁରେ ଅଭାବନୀୟ ଘଟଣା । ଚିନି ଭାବି ୟୁରିଆ ସାର ଖାଇଥିବା ସୂଚନା । ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ତେବେ ଚାଷ କାମରେ ସାହାଯ୍ୟ କରିବା ପାଇଁ ବମ୍ପରଡା ଗାଁର ସନ୍ତୋଷ ବେହେରାଙ୍କ ୩ ବିବାହିତ ଝିଅ ବାପ!-->…
ମ୍ୟାନେଜରଙ୍କୁ ବାନ୍ଧି ବ୍ୟାଙ୍କରୁ ୧୪ ଲକ୍ଷ ଲୁଟିଲେ ଦୁର୍ବୃତ୍ତ
ବାଲେଶ୍ବର/ଜଳେଶ୍ବର: ଦିନ ଦ୍ବିପ୍ରହରରେ ବ୍ୟାଙ୍କରୁ ଲୁଟ୍ ହୋଇଛି। ବ୍ୟାଙ୍କ ଭିତରକୁ ଦୁର୍ବୃତ୍ତମାନେ ପ୍ରବେଶ କରି ଆତତାୟୀ ସୃଷ୍ଟି କରିଛନ୍ତି। ଦୁର୍ବୃତ୍ତମାନେ ୧୪ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକର ବରୁଣଗଡ଼ିଆସ୍ଥିତ ବ୍ୟାଙ୍କ୍!-->…
ଜାମିନ ଶେଷ ପରେ କୋର୍ଟରେ ହାଜର ହେଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ
କଣ୍ଟାବାଞ୍ଜି ୨୨।୭: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ୧୪ ଦିନିଆ ଅନ୍ତରୀଣ ଜାମିନ ଶେଷ । କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହେଲା ଗୋବିନ୍ଦ ସାହୁ । କଡା ସୁରକ୍ଷା ବଳରେ କୋର୍ଟରେ ହାଜର ହୋଇଥିବା ବେଳେ ପୁଣି ତାଙ୍କୁ ବିଚାର!-->…
ଗ୍ୟାସ ଟାଙ୍କି ଫାଟି ଭୁଶୁଡ଼ିଲା ଘରର ଛାତ, ୨ ଆହତ
ଗୋପାଳପୁର: ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଅଭାବନୀୟ ଘଟଣା । ଗ୍ୟାସ ଟାଙ୍କି ଫାଟି ଭୁଶୁଡ଼ିଲା ଘରର କାନ୍ଥ ଓ ଛାତ । ଦେବରାଜ ନାୟକଙ୍କ ଘରେ ଗ୍ୟାସ୍ ଟାଙ୍କି ଫାଟି ବିସ୍ଫୋରଣ ହେବାରୁ ଦୁଇ ଜଣ ଆହତ ହୋଇଛି । ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଆହତଙ୍କୁ ବ୍ରହ୍ମପୁର MKCG!-->…
ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନ ଖାରଜ
ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି । ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରର ଜାମିନ ଆବେଦନ ଖାରଜ କଲେ ଓଡିଶା ହାଇକୋର୍ଟ । ୨୦୧୮ ମସିହାରେ କ୍ରାଇମବ୍ରାଞ୍ଚ ଦ୍ବାରା ଗିରଫ ହୋଇଥିଲା ପାଟଣାଗଡ଼ ପାର୍ସଲ!-->…
୨୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୮ ଅଭିଯୁକ୍ତଙ୍କୁ ଗିରଫ
ପୁରୀ: ପୁରୀ ମିଶ୍ର ନୋଳିଆ ସାହିରେ ବ୍ରାଉନ ସୁଗାର ବିକ୍ରୀ ହେଉଥିବା ନେଇ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ଭିଡିଓ । ଭାଇରାଲ ଭିଡିଓ ଦେଖିବା ପରେ ଆକ୍ସନ ମୋଡରେ ବାସେଳୀ ସାହି ଥାନା ପୋଲିସ ।
ପୋଲିସ ବାସେଳୀ ସାହିରେ ରେଡ କରି ୮ଜଣଙ୍କୁ ବାନ୍ଧିଛି । ଗିରଫ ୮ ଜଣ ଅଭିଯୁକ୍ତଙ୍କ!-->!-->!-->…
‘ନିମନ୍ତ୍ରଣ’ରେ ୧୭ ଲକ୍ଷ ଘୋଟାଲ: ବନ୍ଧା ହେଲେ ମ୍ୟାନେଜର
ଭୁବନେଶ୍ୱର: ଭୁବନେଶ୍ୱର ସହିଦନଗରସ୍ଥିତ 'ନିମନ୍ତ୍ରଣ' ରେଷ୍ଟୁରାଣ୍ଟରେ ୧୭ ଲକ୍ଷ ଘୋଟାଲ । ପ୍ରାୟ ୬ ମାସରୁ ଊର୍ଦ୍ଧ୍ୱ ସମୟରେ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଚଳୁ କରିଦେଲେ ମ୍ୟାନେଜର । ପ୍ରତିଦିନ ଆୟର ୫୦ ପ୍ରତିଶତ ଟଙ୍କା ନିଜ ଆକାଉଣ୍ଟକୁ ନେଇ ଯାଉଥିଲେ ଦୁଇ କର୍ମଚାରୀ । ଫଳରେ ବନ୍ଧା!-->…