Browsing Category

ଅପରାଧ

ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବାକୁ ବାରଣ କରିବାରୁ ମହିଳାଙ୍କ ଆତ୍ମହତ୍ୟା

ସୋର: ଇନଷ୍ଟାଗ୍ରାମରେ ଫଟୋ ଓ ଭିଡ଼ିଓ ପୋଷ୍ଟ କରିବାକୁ ଶ୍ୱଶୁର ଘର ଲୋକେ ବାରଣ କରିବାରୁ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ଖଇରା ଥାନା କଇଥଗଡ଼ଇା ଗାଁରେ ଘଟିଛି ଏଭଳି ଘଟଣା। ମୃତ ମହିଳା ହେଲେ ଗୋବିନ୍ଦପୁର ପଞ୍ଚାୟତ କଣ୍ଟାବଣିଆ ଗ୍ରାମର ଜୟନ୍ତୀ…

ଚାଇନାର ୩ ଜଣ ସାଇବର ଲୁଟେରାଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର ଜାରି

ଭୁବନେଶ୍ବର: ଚାଇନାର ୩ ଜଣ ସାଇବର ଲୁଟେରାଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର ଜାରି ହୋଇଛି। ଇଓଡବ୍ଲୁ ର ଅନୁରୋଧ କ୍ରମେ ବ୍ୟୁରୋ ଅଫ୍ ଇମିଗ୍ରେସନ ପକ୍ଷରୁ ଏହି ସର୍କୁଲାର ଜାରି ହୋଇଥିବା ଜଣାଯାଇଛି। ଚାଇନାର ଠକମାନେ ବେଆଇନ ଡିଜିଟାଲ ଲୋନ୍ ଆପ୍ ମାଧ୍ୟମରେ ଲୋକଙ୍କୁ ଠକୁଥିବା ନେଇ ଅଭିଯୋଗ…

କାର୍ଯ୍ୟରତ ସ୍ୱିଗି ଡେଲିଭରି ବୟଙ୍କ ମୃତ୍ୟୁ; ହତ୍ୟା ସନ୍ଦେହ

କଟକ : କଟକରେ ଜଣେ ଖାଦ୍ୟ ଡେଲିଭରି ବଏଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ଗତ କାଲି ରାତିରେ ଖାଦ୍ୟ ଡେଲିଭରି ଦେବାକୁ ଆସିଥିବା ସ୍ୱିଗି ଡେଲିଭରି ବୟ ନିରାକାର ବେତାଳ ଆଉ ଫେରି ନଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ନିରାକାର ଘରକୁ ନଫେରିବାରୁ ଘର ଲୋକେ ଫେଜ୍-ଟୁ ଥାନାରେ ଅଭିଯୋଗ କରିଥିଲେ। …

ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ 

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଟୁରିଆ ଗାଁରେ ବିଭତ୍ସ ହତ୍ୟାକାଣ୍ଡ । ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କୁଟୁରିଆ ଗାଁର ବେଣୁଧର ପ୍ରଧାନ । ବୋହୂ ଯଶୋଦା ପ୍ରଧାନ ଗୁରୁତର ହୋଇଛନ୍ତି ।ଯଶୋଦାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପରଜଙ୍ଗ ଗୋଷ୍ଠୀ…

ଭଡାଘରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର: ଯାଜପୁର ଜିଲା ଯାଜପୁରରୋଡ୍‌ ଥାନା ଅନ୍ତର୍ଗତ ଦଳା ଶିବମନ୍ଦିର ନିକଟସ୍ଥ ଏକ ଭଡ଼ାଘରୁ ରବିବାର ପୂର୍ବାହ୍ନରେ ଦମ୍ପତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଜବତ କରାଯାଇଛି। ମୃତକ ହେଲେ ଶଙ୍କର ଦୟାଲ ନାୟକ(୨୭) ଏବଂ ତାଙ୍କ ସ୍ତ୍ରୀ। ତାଙ୍କ ଘର ବାଲେଶ୍ବର ଜିଲା ଫୁଲୱାର କସବା ଅଞ୍ଚଳର…

ଅଣଓଡିଆଙ୍କ ପାଇଁ ନିଯୁକ୍ତି ବିଜ୍ଞାପନ ଦେଇ ବିଦା ହେଲେ ଉତ୍କଳ ହସ୍ପିଟାଲ ସିଇଓ

ଭୁବନେଶ୍ୱର: କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି ଉତ୍କଳ ହସ୍ପିଟାଲର ସିଇଓ ଡାକ୍ତର ଆଲୋକ ଲୋଧ। ଡାକ୍ତର ଆଲୋକ ଲୋଧଙ୍କୁ ଉତ୍କଳ ହସ୍ପିଟାଲର କର୍ତ୍ତୃପକ୍ଷ ନିଲମ୍ବନ କରିଥିବା ଖବର ମିଳିଛି । ସୂଚନା ମୁତାବକ ଡାକ୍ତର ଆଲୋକ ପୂର୍ବରୁ ଓପିଡି ମ୍ୟାନେଜର ନିଯୁକ୍ତିକୁ ନେଇ ବିବାଦରେ ରହିଥିଲେ ।…

ରୁଚିକାଙ୍କୁ ନ୍ୟାୟ ଦାବୀରେ ଡିଜି ଅଫିସ ଆଗରେ ଧାରଣା

କଟକ: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁର ୧୬ ଦିନ ପରେ ବି ପୋଲିସ ହାତ ଖାଲି । ଏଭଳି ଏକ ସ୍ପର୍ଷକାତର ଘଟଣା ଉପରୁ ପରଦା ଉଠାଇ ପାରୁନି ପୋଲିସ । ରୁଚିକାଙ୍କୁ ନ୍ୟାୟ ଦାବୀରେ ଆଜି ଡିଜି ଅଫିସ ଆଗରେ ଦିନିକିଆ 'ଉପବାସ' ଧାରଣା ଦେଇଛି ନବ ନିର୍ମାଣ କୃଷକ ସଙ୍ଗଠନ । ସେହିପରି…

ରାଜଧାନୀରେ ଧରାପଡ଼ିଲା ଆଉ ଜଣେ ଠକ ସ୍ୱାମୀ, ମିଛ କହି ଏକାଧିକ ମହିଳାଙ୍କୁ କରୁଥିଲେ ବିବାହ

ଭୁବନେଶ୍ବର: ରାଜଧାନୀରେ ଆଉ ଜଣେ ଠକ ସ୍ୱାମୀ । ମିଛ କହି ଫସାଇଛନ୍ତି ଏକାଧିକ ମହିଳା । ଅନ୍ୟ ମହିଳାଙ୍କ ସହ ରହୁଥିବାବେଳେ ଧରିଲେ ସ୍ତ୍ରୀ । ଅଭିଯୁକ୍ତ ହେଲେ ରମ୍ଭା ଅଂଚଳର ସମୀର ବେଜ । ସମୀର ଭାରତ ମ୍ୟାଟ୍ରିମୋନିରେ ମିଛ ତଥ୍ୟ ଦେଇ ବିବାହ କରିଥିବା ଅଭିଯୋଗ ହୋଇଛି । ନିଜକୁ ସପ୍ଟୱେର…

ଆଇଆଇସି ସ୍ନିଗ୍ଧାରାଣୀ ସୁନା ସସ୍‌ପେଣ୍ଡ

ସୋନପୁର : ନିଲମ୍ବିତ ହେଲେ ବିବାଦୀୟ ଇନ୍‌ସିପେକ୍ଟର ସ୍ନିଗ୍ଧାରାଣୀ ସୁନା । ସୁନାଙ୍କ ନିଲମ୍ବନ ନେଇ ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା । ସୁନାଙ୍କ ଗାଡ଼ି ଧକ୍କାରେ ୩ ଜଣଙ୍କ ମୃତ୍ୟୁକୁ ନେଇ ବିବାଦରେ ଥିଲେ । ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଖାରୀ ନିକଟରେ କାର୍‌ ଧକ୍କାରେ ୩ ଜଣଙ୍କ…

ସୋସିଆଲ ମିଡିଆରେ ଯୁବତୀଙ୍କୁ ବ୍ଲାକମେଲ କରୁଥିବା ଯୁବକ ଗିରଫ

ଯାଜପୁର: ପ୍ରଥମେ ଯୁବତୀଙ୍କ ଫଟୋ ଲଗାଇ ଫେକ ଆଇଡ଼ି ତିଆରି କରିବା, ଇନଷ୍ଟାଗ୍ରାମରେ ଚାଟିଂ କରିବା, ଅଶ୍ଲିଳ ଫଟୋ ଭାଇରାଲ କରିବା ପାଇଁ ଧମକ ଦେବା ଆଦି ଅଭିଯୋଗରେ ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ପୋଲିସ ଦ୍ୱାରା ଜଣେ ଯୁବକ ଗିରଫ। ଗିରଫ ଯୁବକ ଭଦ୍ରକ ଜିଲ୍ଲା ବାଂସଡା ଥାନା ଜନ୍ତୁଆଳି…