Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ସାନଭାଇକୁ ହାଣିଦେଲା ବଡ଼ ଭାଇ
ବ୍ରହ୍ମପୁର: ସାନ ଭାଇକୁ କଟୁରୀରେ ହାଣି ହତ୍ୟା କରିବା ପରେ ଥାନାରେ ଆତ୍ମସର୍ମପଣ କରିଛି ବଡ଼ ଭାଇ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଗୁଜୁଲିଙ୍ଗୀ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ କାର୍ତ୍ତିକ କାର୍ଜି। ପୁଲିସ ଅଭିଯୁକ୍ତ ବଡ଼ ଭାଇ ଅସିନା କାର୍ଜି ଗିରଫ କରିଛି।!-->…
ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ସ୍ଥିତ ଗ୍ରୀନ୍ ଚିଲି ସିଲ୍ କଲା ବିଏମସି
ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ସ୍ଥିତ ଗ୍ରୀନ୍ ଚିଲି ସିଲ୍ । ୭ ଦିନ ପାଇଁ ସିଲ୍ କଲା ଭୁବନେଶ୍ୱର ମହାନଗର ନିଗମ। ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଖାଦ୍ୟ ତିଆରି କରାଯାଉଥିବାରୁ ଦୋକାନକୁ ସିଲ୍ କରାଯାଇଛି।
ବିଏମ୍ସି କମିଶନର ଓ ତାଙ୍କ ଟିମ୍ ସହରରେ ବୁଲି ଅନୁଧ୍ୟାନ!-->!-->!-->…
୧୫ ଲକ୍ଷରୁ ଅଧିକ ଟଙ୍କାର ଜାଲ୍ ନୋଟ୍ ଜବତ
ସମ୍ବଲପୁର: ପୁଣି ଜାଲ ନୋଟ ରାକେଟ ଠାବ । ୧୫ ଲକ୍ଷରୁ ଅଧିକ ଟଙ୍କାର ଜାଲ୍ ନୋଟ୍ ଜବତ । ସମ୍ବଲପୁର ଯୁଜୁମାରରେ କ୍ରାଇମବ୍ରାଞ୍ଚ STFର ଚଢ଼ାଉ । ଦୁଇ ଆନ୍ତଃରାଜ୍ୟ ଜାଲ ନୋଟ୍ ମାଫିଆ ଗିରଫ କରିଥିବା ସୂଚନା ମିଳିଛି । ଦୀର୍ଘଦିନ ଧରି ଏମାନେ ଏହି ନେଟୱାର୍କ ଚଳାଇ ଆସୁଥିଲେ । ନିକଟରେ ବରଗଡ଼!-->…
ବିଭାଘରର ୩ ବର୍ଷରେ ଆଖି ବୁଜିଲେ ମହିଳା, ସ୍ବାମୀ ଗିରଫ
କଟକ: ପୁଣି ଯୌତୁକ ଜୁଇରେ ବଧୂ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା କାନପୁର ଥାନା ହରିପୁର ଗ୍ରାମରେ । ସୂଚନା ମୁତାବକ, ହରିପୁର ଗ୍ରାମର ରବୀନ୍ଦ୍ର ବିଶ୍ଵାଳଙ୍କୁ ସେହି ଗ୍ରାମର ଅନନ୍ତ ଚରଣଙ୍କ ଝିଅ ୩ ବର୍ଷ ହେଲା ବିବାହ କରିଥିଲେ। ବିଭାଘରର କିଛି ମାସ ପରେ ବିଭିନ୍ନ ସମୟରେ!-->…
ଏଟିଏମ୍ ଭ୍ୟାନ୍ ଲୁଟେରା ଗିରଫ, ୫୫ ଲକ୍ଷ ୭୬ ହଜାର ଟଙ୍କା ଜବତ
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ମୁଖ୍ୟ ବ୍ରାଞ୍ଚ ପାଖରେ ସିଏମ୍ ଏସ ଗାଡ଼ିରେ ସିନାପାଲି ଓ ବୋଡ଼େନରେ ଥିବା ଏଟିଏମ ମାନଙ୍କରେ ଟଙ୍କା ଭର୍ତି କରିବା ପାଇଁ ଖଡ଼ିଆଳ ମୁଖ୍ୟ ବ୍ରାଞ୍ଚରୁ ୫୭ଲକ୍ଷ୍ୟ ଟଙ୍କା ଭର୍ତ୍ତି କରାଯାଇଥିଲା। ଏହି ସମୟରେ ଦାୟିତ୍ୱରେ ଥିବା କର୍ମଚାରୀ କୌଣସି କାର୍ଯ୍ଯ!-->…
ବଲାଙ୍ଗୀର-ସୋନପୁର ସଡ଼କ ଦୁର୍ଘଟଣା: ପୋଲିସ ହାତରେ ଧରାପଡ଼ିଲେ ଫେରାର ଥିବା ଇନ୍ସପେକ୍ଟର ସ୍ନିଗ୍ଧାରାଣୀ
ଶେଷରେ ସୋନପୁର ପୋଲିସ ହାତରେ ବଲାଙ୍ଗୀରରୁ ଗିରଫ ହେଲା ଦୁର୍ଘଟଣା ଘଟାଇ ଫେରାର ମାରିଥିବା କାର ଚାଳକ । ଆଜି ସକାଳୁ ସୋନପୁର-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ବଡବାହାଲି ଛକ ନିକଟରେ ଏକ ଅଟୋକୁ ଧକ୍କା ଦେଇଥିଲା ଆର୍ଟିଗା କାର । ଦୁର୍ଘଟଣାରେ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୬!-->…
ଭିଜିଲାନ୍ସ ହାତରେ ଧରାପଡିଲେ ଅଙ୍ଗନବାଡି ସୁପରଭାଇଜର
ବଲାଙ୍ଗୀର : ଦିନକୁ ଦିନ ଦୁର୍ନୀତିଖୋର ଅଧିକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି କେହି ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡୁଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ଆଇସିଡିଏସ ସୁପରଭାଇଜର । ୧୯ ହଜାର ୮ଶହ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ!-->…
ବ୍ୟାଙ୍କ୍ରୁ ଟଙ୍କା ଉଠାଇ ଆସୁଥିବା ବେଳେ ୩ ଲକ୍ଷ ୬୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ରାଉରକେଲା: ରାଉରକେଲାରୁ ଲୁଟ୍। ୩ଲକ୍ଷ ୬୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ରାଉରକେଲା ସିଭିଲ ଟାଉନସିପ୍ ସ୍ଥିତ ଏକ ଘରୋଇ ବ୍ୟାଙ୍କ୍ରୁ ଟଙ୍କା ଉଠାଇ ଆସୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ପଲସରରେ ଆସି ଟଙ୍କା ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ରଘୁନାଥପାଲ୍ଲୀ ଥାନା ପୋଲିସ!-->…
ବିଜେବି କଲେଜ୍ ଛାତ୍ରୀ ଆତ୍ମହତ୍ୟା ମାମଲା: ରାଗିଂକୁ ନେଇ କୌଣସି ସୁରାକ୍ ମିଳିପାରିନାହିଁ: ଡିସିପି
ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ପୋଲିସର ତଦନ୍ତ ଜାରି ରହିଛି । ଏଯାଏ ରାଗିଂ ନେଇ କୌଣସି ପ୍ରମାଣ ପାଇନି ପୋଲିସ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ରୁଚିକାଙ୍କ ସହପାଠୀଙ୍କୁ ବି ପଚରାଉଚରା!-->…
ବଲାଙ୍ଗୀର-ସୋନପୁର ଦୁର୍ଘଟଣା: ୩ ଜଣଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ୨ଲକ୍ଷ ଟଙ୍କା ସହାୟତା ଘୋଷଣା
ଭୁବନେଶ୍ୱର : ବଲାଙ୍ଗୀର-ସୋନପୁର ରୋଡ଼ର ବଡ଼ବାହାଲୀ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତକଙ୍କ ନିକଟତମ ପରିଜନଙ୍କୁ୨ଲକ୍ଷ ଟଙ୍କା ଲେଖାଏଁ!-->…