Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଆଇଟିଆରରୁ ତଥ୍ୟ ଲିକ୍ ଅଭିଯୋଗରେ ଗିରଫ ଅଭିଯୁକ୍ତଙ୍କ ଉପରୁ ହଟିଲା ୩ ଦଫା
ବାଲେଶ୍ୱର: ଚାନ୍ଦିପୁର ଆଇଟିଆରରୁ ତଥ୍ୟ ଲିକ୍ ଅଭିଯୋଗ ମାମଲାରେ ଆବଶ୍ୟକ କାଗଜପତ୍ର ଅଭାବରୁ ଅଭିଯୁକ୍ତଙ୍କ ଉପରୁ ହଟିଲା ୩ଟି ଦଫା। ଅଭିଯୁକ୍ତଙ୍କ ଉପରେ ଲାଗିଥିବା ଅଫିସିଆଲ୍ ସିକ୍ରେଟ ଆକ୍ଟ ୩, ୪, ୫ ହଟିଲା। ଆବଶ୍ୟକ ଡକ୍ୟୁମେଣ୍ଟ ନଥିବାରୁ ୩ଟି ଦଫା ହଟାଇଲେ ଏଡିଜେ-୩। ୫ ଜଣଙ୍କ ନାଁରେ!-->…
କଟକ ଫୁଲନଖରା ଛକରୁ ୪୨ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ
କଟକ: ୪୨ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ । କଟକ ଫୁଲନଖରା ଛକରୁ ଜବତ କରିଛି ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ। ନିଆଳି ଏରଞ୍ଚର ଜଣେ ବ୍ୟକ୍ତିଙ୍କ ଠାରୁ ଜବତ ହୋଇଛି ଏହି ୪୨୦ ଗ୍ରାମ ବ୍ରାଉନସୁଗର। ଅବକାରୀ ବିଭାଗ ଦ୍ଵାରା ଗିରଫ ହୋଇଛନ୍ତି ସଂପୃକ୍ତ ବ୍ୟକ୍ତି ନିଆଳି ଏରଞ୍ଚର ସମରେନ୍ଦ୍ର!-->…
ଅବସର ପ୍ରାପ୍ତ ପୌର କର୍ମଚାରୀଙ୍କ ଟଙ୍କା ହଡ଼ପ ଅଭିଯୋଗରେ ତିନି ଗିରଫ
ଦେବଗଡ଼: ଦେବଗଡ଼ ପୌର ପରିଷଦର ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ବାକି ଟଙ୍କା ହଡ଼ପ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗର ତଦନ୍ତ କରାଯାଇ ଜଣେ ମହିଳାଙ୍କ ସହିତ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ପରିଚୟ ଭୁବନ ମୋହନ ନାଏକ, ଓମ ପ୍ରକାଶ ସାହୁ ଓ ଅମୃତି ସାହୁ।!-->…
୧୪ ଲକ୍ଷ ୨୯ ହଜାରର ଜାଲ୍ ନୋଟ୍ ଜବତ କଲା ଏସ୍ଟିଏଫ୍ , ଦୁଇ ଗିରଫ
ଭୁବନେଶ୍ୱର: ବଡ଼ ପରିମାଣର ଜାଲ୍ ନୋଟ୍ ବରଗଡ଼ରୁ ଜବତ ହୋଇଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବିପୁଳ ପରିମାଣର ନକଲି ନୋଟ୍ ଜବତ କରିଛି ଏସଟିଏଫ୍ । ବରଗଡ଼ ଜିଲ୍ଲା ବରପାଲି ଅଞ୍ଚଳରୁ ୧୪ ଲକ୍ଷ ୨୯ ହଜାର ୫୦୦ ଟଙ୍କାର ନକଲି ନୋଟ୍ ଜବତ ହୋଇଥିବା ବେଳେ ମାମଲାରେ ୨ ଜଣ ଗିରଫ ହୋଇଛନ୍ତି ।!-->…
୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ଲାଞ୍ଚୁଆ ସୁପରଭାଇଜର
ପୁରୀ: ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ର(DIC)ର ଲାଞ୍ଚୁଆ ସୁପରଭାଇଜର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ସେ ଜଣେ ହିତାଧିକାରୀଙ୍କୁ ସରକାରଙ୍କ ଠାରୁ ମିଳିବାକୁ ଥିବା ସବ୍ସିଡି ଟଙ୍କା କରାଇଦେବାକୁ ଲାଞ୍ଚ ନେଉଥିଲେ। ଏହି ସମୟରେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହି ଲାଞ୍ଚୁଆ ବାବୁ!-->…
ଯୁବକଙ୍କୁ ହତ୍ୟା କରି ବିଲରେ ଫିଙ୍ଗି ଦେଲେ ଦୁର୍ବୃତ୍ତ!
ଭୁବନେଶ୍ବର: ବାଲିପାଟଣା ଥାନା ଶିଶିଲୋ ବୋଧଖଣ୍ଡି ନିକଟ ଧନୁଆ ନଦୀ ବନ୍ଧକଡ଼ ବିଲରେ ପଡିଛି ଯୁବକଙ୍କ ମୃତଦେହ। ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ଚର୍ଚ୍ଚା ହେଉଛି। ମୃତ ଯୁବକ ହେଲେ ପ୍ରମୋଦ ଓଝାଙ୍କ ପୁଅ ଆଶିଷ ଓଝା (୨୧ )। ଘଟଣାସ୍ଥଳରେ ବାଲିପାଟଣା ଓ ବାଲିଅନ୍ତା ପୁଲିସ ତଦନ୍ତ ଜାରି!-->…
୫୭ ଲକ୍ଷ ଟଙ୍କା ନେଇ ଡ୍ରାଇଭର ଚମ୍ପଟ ମାମଲାରେ ପୋଲିସର ତଦନ୍ତ ଜାରି
ନୂଆପଡ଼ା: ନୂଆପଡ଼ାରେ ୫୭ ଲକ୍ଷ ଟଙ୍କା ନେଇ ଡ୍ରାଇଭର ଚମ୍ପଟ ମାମଲାରେ ପୋଲିସର ତଦନ୍ତ ଜାରି । ବଲାଙ୍ଗୀର ଜିଲ୍ଲା ଭରୁଆକାନୀ ଜଙ୍ଗଲ ନିକଟରୁ ସିଏମଏସ ଭ୍ୟାନ ଉଦ୍ଧାର କରିଛି ପୋଲିସ। ଏହି ମାମଲାରେ ଖଡିଆଳ ପୋଲିସ ଜଣେ ସିକ୍ୟୁରିଟି ଗାର୍ଡ ସମେତ ସିଏମଏସ କମ୍ପାନୀର ଦୁଇଜଣ କର୍ମଚାରୀଙ୍କୁ!-->…
ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଜଣେ ମୃତ ୨ ଗୁରୁତର
ଅନୁଗୁଳ: ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍। ଅନୁଗୁଳ କୁଇଓ ପେଟ୍ରୋଲ ପମ୍ପ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଅନନ୍ତବେରିଣୀ ଗାଁର ସଚିନ ନାୟକ।
ସୂଚନାନୁଯାୟୀ, ଗୁରୁତର ୨!-->!-->!-->…
ବିଜେବି କଲେଜରେ ପୁଣି ରାଗିଂ ଅଭିଯୋଗ
ଭୁବନେଶ୍ୱର: ପୁଣି ବିଜେବି କଲେଜରୁ ଆସିଲା ରାଗିଂ ଅଭିଯୋଗ । ଏଥର ଛାତ୍ରୀ ନୁହନ୍ତି, ଜଣେ ଛାତ୍ରଙ୍କୁ ରାଗିଂ ଅଭିଯୋଗ ଆସିଛି । କୌଣସି ସିନିୟର ଛାତ୍ର ନୁହନ୍ତି, ସହପାଠୀ ରାଗିଂ କରିଥିବା ଜଣେ ଛାତ୍ର ଅଭିଯୋଗ କରିଛନ୍ତି । ରାଗିଂର ଶିକାର ହୋଇଛନ୍ତି ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ର!-->…
ନାସିକରେ ମୁସଲମାନ ଧର୍ମଗୁରୁଙ୍କୁ ହତ୍ୟା
ନୂଆଦିଲ୍ଲୀ: ସଂଖ୍ୟା ଲଘୁ ସମ୍ପ୍ରଦାୟର ଜଣେ ଧର୍ମ ଗୁରୁଙ୍କୁ ଗୁଳି ମାରି ହତ୍ୟା। ମଙ୍ଗଳବାର ମହାରାଷ୍ଟ୍ର ନାସିକରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନାସିକ ସ୍ଥିତ ୟେଓଲା କସ୍ବେରେ ତାଙ୍କୁ ହତ୍ୟା କରାଯାଇଛି। ଏନେଇ ପୁଲିସ କହିଛି ୩୫ ବର୍ଷିୟ ମୃତକ ଜଣକ ହେଉଛି ଖ୍ୱାଜା ସୈୟଦ ଚିସ୍ତି। ସେ!-->…