Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଭୁବନେଶ୍ୱରରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । ସହିଦନଗର ଥାନା ଅନ୍ତର୍ଗତ ଆଚାର୍ୟ୍ୟବିହାରସ୍ଥିତ ଏକ ଭଡ଼ା ଘରୁ ଛାତ୍ରୀଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରୀଙ୍କ ନାଁ ଆଶ୍ରିତା ପଟ୍ଟନାୟକ। ଭଦ୍ରକ ଅଂଚଳରେ ତାଙ୍କ ଘର । ସେ ଭୁବନେଶ୍ୱରରେ ରହି ଏକ ଘରୋଇ!-->…
ମୋବାଇଲ୍ ଗେମ୍ରେ ବୁଡ଼ିଗଲା ୧୦ହଜାର ଟଙ୍କା; ଆତ୍ମହତ୍ୟା କଲେ ଯୁବକ
ପଟ୍ଟାମୁଣ୍ଡାଇ : ଗେମ୍ ଖେଳିବା ବେଳେ ୧୦ ହଜାର ଟଙ୍କା ହରେଇବାରୁ ଯୁବକଙ୍କ ଆତ୍ମହତ୍ୟାl ଆଳି ଥାନା ଅନ୍ତର୍ଗତ ମାନପୁର ଗାଁରେ ଏମିତି ଘଟଣା ଘଟିଛିl ମୃତ ଯୁବକ ହେଲେ ଆଶିଷ କୁମାର ଦାସl ଆଶିଷ ଅନଲାଇନରେ ଗେମ୍ ଖେଳିବା ବେଳେ ୧୦ ହଜାର ଟଙ୍କା ହାରିଯିବାରୁ ଦୁଃଖିତ ହୋଇ ପଙ୍ଖାରେ ଗାମୁଛା!-->…
ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା, ଅଭିଯୁକ୍ତ ଗିରଫ
ଭଦ୍ରକ: ସାଙ୍ଗ ବାହାଘର ଭୋଜିରୁ ଫେରିବା ବେଳେ ପିଟିପିଟି ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ । ଭୋଜିରେ ମାଂସ ଖାଇବା ଓ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ହୋଇଥିବା ନେଇ ପୋଲିସ ସ୍ପଷ୍ଟ କରିଛି ।
ସୂଚନା ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ବିଜେଗଙ୍ଗାଧରପୁର ଅଞ୍ଚଳରେ ଗତକାଲି ସାଙ୍ଗ!-->!-->!-->…
କାଜୁ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ରାଉତରାପୁର ଗ୍ରାମ ପାଖରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଗ୍ରାମର ରାସ୍ତା ପାର୍ଶ୍ଵରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମ ସମ୍ମୁଖ କାଜୁ ଗଛରେ ଏହି ଅଚିହ୍ନା ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିବାକୁ ମିଳିଛି । ଯୁବକଙ୍କ ପକେଟରେ!-->…
ମୃତ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବୀରେ ଏସ୍ଏଫ୍ଆଇ ଓ ଡିୱାଇଏଫ୍ଆଇ ପକ୍ଷରୁ ପ୍ରତିବାଦ
ଭୁବନେଶ୍ବର: ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ମୃତ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦେବା ଦାବୀରେ ମଙ୍ଗଳବାର ଏସ୍ଏଫ୍ଆଇ ଓ ଡିୱାଇଏଫ୍ଆଇ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ମୃତ୍ୟୁ ପାଇଁ ଦାୟୀ ଅଭିଯୁକ୍ତ ୩ ଛାତ୍ରୀଙ୍କୁ ଅବିଳମ୍ବେ ଗିରଫ,!-->!-->!-->…
ଚିତ୍ରକୋଣ୍ଡା ପୁଲସ ଦ୍ଵାରା ୧୧୯ କେଜି ଗଞ୍ଜେଇ ଜବତ ଜଣେ ଗିରଫ…
ଚିତ୍ରକୋଣ୍ଡା :- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଡାଇକ ୩,ଟନେଲକ୍ୟାମ୍ପ,ନାକାମାମୁଡୁ,ମନ୍ତ୍ରୀପୁଟ ଅଞ୍ଚଳରେ ରାତ୍ରି ଖାନତଲାସୀ କରିବା ସମୟରେ ସେଠାରୁ ପୋଲିସ ୧୧୯ କେଜି ୧୦୦ ଗ୍ରାମ ଗଂଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ୩ ତାରିଖ ରାତିରେ!-->…
ବିଜେବି ଛାତ୍ରୀ ଆତ୍ମହତ୍ୟା ଘଟଣା, ନିଜ ଆଡୁ ମାମଲା ରୁଜୁ କଲେ OHRC
ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା । ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ । ମାମଲା ରୁଜୁ କରି ଟୁଇନ ସିଟି ପୋଲିସ କମିଶନରଙ୍କୁ ନୋଟିସ କରିଛନ୍ତି । ତଦନ୍ତର ଅଗ୍ରଗତି ନେଇ ରିପୋର୍ଟ ଦାଖଲ କରିବାକୁ ଡେଡଲାଇନ ଦେଇଛନ୍ତି କମିଶନ ।
!-->!-->!-->…
ବିଜେବି ଛାତ୍ରୀ ଆତ୍ମହତ୍ୟା ମାମଲା: ଏବେ ସୁଦ୍ଧା ୧୦୦ରୁ ଅଧିକଙ୍କୁ ଜେରା
ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ଏବେ ସୁଦ୍ଧା ୧୦୦ରୁ ଅଧିକଙ୍କୁ ଜେରା କରାଗଲାଣି । ରବିବାର ପୋଲିସ ୬୨ ଜଣଙ୍କୁ ଜେରା କରିଥିଲା । ଜେରାରୁ ୨ ଅଭିଯୁକ୍ତ ଛାତ୍ରୀଙ୍କ ବିଷୟରେ ସୂଚନା ମିଳିଛି । ସୁଇସାଇଡ଼ ନୋଟରେ ୩ ଜଣଙ୍କ ସମ୍ପର୍କରେ ଉଲ୍ଲେଖ!-->…
ବାଇକକୁ ଧକ୍କା ଦେଲା ଟ୍ରକ, ଶିଶୁ ସମେତ ୪ ଜଣଙ୍କର ମୃତ୍ୟୁ
କୋମନା: ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ୩୫୩ ନମ୍ବର ଜାତୀୟ ରାଜପଥ କୃଷ୍ଣା ଛକଠାରେ ଏକ ବଡଧରଣର ସଡକ ଦୁର୍ଘଟଣା ଘଟିଛି । ବାଇକ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ବାଇକରେ ଯାଉଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି |
ଘଟଣାସ୍ଥଳରେ ୩ ଜଣଙ୍କର!-->!-->!-->…
ଟଙ୍କା ହଡ଼ପ ଅଭିଯୋଗରେ HDFC କିଓସ୍କ ମ୍ୟାନେଜରଙ୍କ ସମେତ ୩ ଜଣ ଗିରଫ
ନୀଳଗିରି: ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ HDFC କିଓସ୍କ ମ୍ୟାନେଜରଙ୍କ ସମେତ ୩ ଜଣ ଗିରଫ। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରୁ ଆସିଛି। ଜବ୍କାର୍ଡ କରାଇଦେବାକୁ କହି ଏମାନେ ଏଚ୍ଡିଏଫ୍ସି ବ୍ୟାଙ୍କରେ ଆକାଉଣ୍ଟ ଖୋଲି ସରକାରୀ ଯୋଜନା ଟଙ୍କା ହଡପ୍ କରୁଥିବା ଅଭିଯୋଗ!-->…