Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଫୁଲବାଣୀ ସହରରେ ଚାଲିଛି ବ୍ରାଉନ ସୁଗର କାରଵାର : ଅଭିଯୁକ୍ତ ଗିରଫ…
ଫୁଲବାଣୀ:-ଆଜିକନ୍ଧମାଳ ଜିଲ୍ଲା ସ୍ତାନୀୟ ପେଞ୍ଜିସାହି ନିକଟରୁ ଜବତ କଲା ଟାଉନଥାନା ପୋଲିସ ୩.୫୯୦ ଗ୍ରାମର ବ୍ରାଉନସୁଗର ଯାହାର ଆନୁମାନିକ ମୂଲ୍ୟ ୮୦,୦୦୦ଟଙ୍କା। ପ୍ରଥମଥର ପାଇଁ କନ୍ଧମାଳ ଜିଲ୍ଲାରେ ବ୍ରାଉନ ସୁଗାର ଜବତ କରିଛି ଫୁଲବାଣୀ ଟାଉନ ପୋଲିସ । ଏ ସଂକ୍ରାନ୍ତରେ କନ୍ଧମାଳ ପୋଲିସ!-->!-->!-->…
ସାନଭାଇର କଟୁରୀ ଚୋଟରେ ଚାଲିଗଲା ବଡ଼ ଭାଇର ଜୀବନ
ମୟୂରଭଞ୍ଜ: ପୁଣି କଳଙ୍କିତ ହେଲା ଭାଇ ଭାଇର ସଂପର୍କ । ସଂପର୍କରେ ଲାଗିଲା ରକ୍ତର ଛିଟା । ସାନଭାଇର କଟୁରୀ ଚୋଟରେ ଚାଲିଗଲା ବଡ଼ ଭାଇର ଜୀବନ । ପାରିବାରିକ କଳହକୁ ନେଇ ସାନଭାଇ ନିଜ ବଡ଼ଭାଇକୁ କାଟୁରୀରେ ହାଣି ହତ୍ୟା କରିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୟୂରଭଞ୍ଜ!-->…
ଖୋର୍ଦ୍ଧାରେ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ୪ ଗିରଫ
ଖୋର୍ଦ୍ଧା: ଖୋର୍ଦ୍ଧାରେ ବ୍ରାଉନସୁଗାର କାରବାର ବଢ଼ିବାରେ ଲାଗିଛି। ବାରମ୍ବାର ଚଢ଼ାଉ ସତ୍ତ୍ବେ କୌଣସି ଫରକ ପଡୁନି। କୋଲକାତା, ବାଲେଶ୍ବର, ଜଳେଶ୍ୱର ପ୍ରଭୃତି ଅଞ୍ଚଳରୁ ବିଭିନ୍ନ ଗଳାବାଟ ଦେଇ ଏଠାରେ ପହଞ୍ଚୁଛି। ଏଠାରୁ ପଡ଼ୋଶୀ ଜିଲା ସମେତ ଗ୍ରାମାଞ୍ଚଳକୁ ପଠାଯାଉଛି। ଗୁଇନ୍ଦା ବିଭାଗ!-->…
ମାଓକ୍ୟାମ୍ପରେ ଚଢଉ : ବିପୁଳ ପରିମାଣର ବନ୍ଧୁକ ଓ ଗୋଳାବାରୁଦ ଜବତ
କଳାହାଣ୍ଡି: ମାଓ କ୍ୟାମ୍ପରେ ଚଢଉ । ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ମୁଣ୍ଡା ମସ୍କା ସଂରକ୍ଷିତ ଜଙ୍ଗଲରେ ଏକ ମାଓ କ୍ୟାମ୍ପ ଠାବ ହୋଇଛି । କଳାହାଣ୍ଡି ଏସପିଙ୍କ ତତ୍ତ୍ବାବଧାନରେ ଏସଓଜି ଏବଂ ସିଆରପିଏଫ ମିଳିତ ଚଢ଼ାଉରେ ଏହି ସଫଳତା ମିଳିଛି ।!-->…
ରଶ୍ମିରେଖା ଆତ୍ମହତ୍ୟା ମାମଲାରେ ୨ ପୁରୁଷ ବନ୍ଧୁଙ୍କୁ ମୁହାଁମୁହିଁ ଜେରା
ଭୁବନେଶ୍ଵର: ଗତ ୧୯ ତାରିଖ ଦିନ ହୋଇଥିବା ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲାରେ ଦିନକୁ ଦିନ ରହସ୍ୟ ବଢିବାରେ ଲାଗିଛି । କେଉଁ କାରଣ ପାଇଁ ଏପରି ଚରମ ନିଷ୍ପତ୍ତି ରଶ୍ମିରେଖା ନେଲେ ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ବର୍ତ୍ତମାନ ରଶ୍ମିରେଖାଙ୍କ ୨ ପୁରୁଷ!-->…
ଗଞ୍ଜେଇ ଚାଲାଣ ସମୟରେ କାବୁକଲା ମାଲକାନଗିରି ପୋଲିସ : ଜଣେ ଅଟକ ସହ କାର ଜବତ…
ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ
ମାଲକାନଗିରି : ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡା ଛକ ନିକଟରେ ମାଲକାନଗିରି ପୋଲିସ ଦ୍ୱାରା ଗାଡି ସର୍ଚିଙ୍ଗ ସମୟରେ ଅନ୍ତରାଜ୍ୟ ଗଞ୍ଜେଇ ମାଫିଆ ଗିରଫ l ସୂଚନା ମୁତାବକ ରବିବାର ଭୋର ସକଳ ସମୟରେ ମାଲକାନଗିରି ପୋଲିସ!-->!-->!-->…
ନକଲି ମଦ ତିଆରି କାରଖାନା ଉପରେ ଚଢ଼ାଉ : ବିପୁଳ ସାମଗ୍ରୀ ସହ ୨ ଗିରଫ
ବ୍ରହ୍ମପୁର ପ୍ରତିନିଧି // ନିସର୍ତ୍ତ ନିୟୁଜ
ବ୍ରହ୍ମପୁର :- କୌଣସି ବିଶେଷ ସୂତ୍ରରୁ ଖବର ପାଇଁ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ନିର୍ଦେଶ କ୍ରମେ ସଦର ଥାନା ଅଞ୍ଚଳ ରେ ଚାଲିଥିବା ଏକ ବେ ଆଇନ ନକଲି ମଦ ତିଆରି କାରଖାନା କୁ ଠାବ କରାଯାଇଥିବା ବେଳେ ଦୁଇ ଜଣ କୁ ଗିରଫ ସହ ମଦ ତିଆରି ସାମଗ୍ରୀ!-->!-->!-->…
ରାଉରକେଲାରେ ଏନକାଉଣ୍ଟର ; ଅପରାଧୀ ଠାରୁ AK-47 ରାଇଫଲ୍ ଜବତ
ରାଉରକେଲା: ରାଉରକେଲାରୁ ଏକ ବଡ଼ ଏନକାଉଣ୍ଟରର ଖବର ସାମ୍ନାକୁ ଆସିଛି। ଚଣ୍ଡିପୋଶ ଥାନା ଅନ୍ତର୍ଗତ ଏହି କାଣ୍ଡ ଘଟିଥିବା ସୂଚନା ମିଳିଛି। ପୋଲିସର ଏନକାଉଣ୍ଟରରେ ଜଣେ ଭୟଙ୍କର ଅପରାଧୀ ଆହତ ହୋଇଥିବା ବେଳେ ତାଙ୍କ ନିକଟରୁ ଏକେ -୪୭ ବନ୍ଧୁକ ଜବତ ହୋଇଛି। ରାଉରକେଲା ପୋଲିସ ଅନ୍ୟ ୨ ଅପରାଧୀଙ୍କୁ!-->…
ଛାତ୍ରୀ ନିଖୋଜ ଘଟଣା : ପୁରୁଷବନ୍ଧୁଙ୍କ ସହ ସ୍ୱିଟି ପଶ୍ଚିମବଙ୍ଗରୁ ଉଦ୍ଧାର
ଭୁବନେଶ୍ୱର: ଭୁବନେଶ୍ୱର ଷ୍ଟେସନରୁ ଇଞ୍ଜିନିୟରିଂ ଛାତ୍ରୀ ସ୍ୱିଟି ରଏ ନିଖୋଜ ଘଟଣା । ପୁରୁଷବନ୍ଧୁଙ୍କ ସହ ଛାତ୍ରୀଙ୍କୁ ପଶ୍ଚିମବଙ୍ଗରୁ ଉଦ୍ଧାର କରାଯାଇଛି । ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ପୋଲିସ ସହାୟତା ନେଲା ଜିଆରିପି । ବୁଧବାର ସୁଇଟ୍ ଜନଶତାବ୍ଦୀ ଏକ୍ସପ୍ରେସ୍ ଯୋଗେ!-->…
ଟାଙ୍ଗିଆରେ ହାଣି ଯୁବକକୁ ହତ୍ୟା
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଖସାପଦା ଗାଁରେ ଜଣେ ଯୁବକକୁ ହତ୍ୟା କରାଯାଇଥିବାର ଖବର ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୨ଟା ବେଳେ ଖସାପଦା ଗାଁର ଚଇତା ତନ୍ତୀ(୨୮)!-->…