Browsing Category

ଅପରାଧ

ଏକତରଫା ପ୍ରେମ ପରେ ଦୁଷ୍କର୍ମ ଅଭିଯୋଗ, ପ୍ରେମିକ ଗିରଫ

ଭବାନୀପାଟଣା: ଏକତରଫା ପ୍ରେମର କରୁଣ ପରିଣତି । ପ୍ରଥମେ ଏକ ତରଫା ପ୍ରେମ କରି ବିଫଳ ହେବା ପରେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ବନ୍ଧା ହେଲେ ଯୁବକ । କଳାହାଣ୍ତି ଜିଲ୍ଲା ଧର୍ମଗଡରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ସୂଚନା ଅନୁଯାୟୀ, କଳାହାଣ୍ତି ଜିଲ୍ଲା ଧର୍ମଗଡ଼ ଥାନା ଅଞ୍ଚଳର…

ଚୋରା ଚାଲାଣ ବେଳେ ୫ ଶୁଆ ଉଦ୍ଧାର କଲା ବନ ବିଭାଗ

ଦଶରଥପୁର: ମଂଗଳପୁର ଥାନା ଅର୍ନ୍ତଗତ ଦଶରଥପୁର କାଠଗୋଲା ବୈତରଣୀ ନଦୀ ପଠାରୁ ଶୁଆ ଚୋରା ଚାଲାଣବେଳେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଚଢାଉ କରି ବନ ବିଭାଗ ପକ୍ଷରୁ ୫ ଶୁଆକୁ ଉଦ୍ଧାର କରାଯାଇଥିବାବେଳେ ଶୁଆଧରାଳିମାନେ ଫେରାର ହୋଇଯାଇଥିଲେ । ପ୍ରକାଶଥାଉକି କେନ୍ଦ୍ର ସରକାରଙ୍କ ପକ୍ଷରୁ…

ଶିକ୍ଷକଙ୍କ ଘର ଝରକା ଗ୍ରୀଲ୍ ତାଡ଼ି ଲୁଟି ନେଲେ ୧୫ରୁ ୧୮ ଭରି ସୁନା ସହ ନଗଦ ୫୨ହଜାର ଟଙ୍କା

କେନ୍ଦୁଝର: ଝରକା ଗ୍ରୀଲ୍ ତାଡ଼ି ଲୁଟିନେଲେ ଦୁର୍ବୃତ୍ତ । କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ସୁଡୁସୁଡ଼ିଆ ଇଣ୍ଡେନ୍ ଗ୍ୟାସ୍ ନିକଟ କଲୋନୀରୁ ଜଣେ ଶିକ୍ଷକଙ୍କ ଘର ଝରକା ଗ୍ରୀଲ୍ ତାଡ଼ି ନଗଦ ୫୨ ହଜାର ଟଙ୍କା ସହ ୧୫ ଭରି ଓଜନର ସୁନା ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଏତଲା…

ନାବାଳିକା କୁ ଅସଦାଚରଣ ପଡିଲା ମହାଙ୍ଗା : ବନ୍ଧା ହେଲା ଯୁବକ…

ବ୍ରହ୍ମପୁର : ହିଞ୍ଜିଳି ଥାନା ଆନ୍ତର୍ଗତ କୁକୁଡାଖଣ୍ଡି ବ୍ଲକ ର ମହୁଲପଲ୍ଲୀ ଗ୍ରାମ ର ଅଟ ଚାଳକ ଙ୍କ ନାମ ମହେଶ୍ୱର ସାବତ (44) ଗତ ତାରିଖ 25/05/2022 ରେ ବୈଦ୍ୟନାଥପୁର ଥାନା ନିକଟସ୍ତ ଗୋକୋନେଶ୍ୱର ମନ୍ଦିର କୁ ଭୋଜି ପାଇଁ ଆସିଥିବା ବେଳେ ସେଠାରେ ଗୋଟିଏ ନାବାଳିକା କୁ ଅସଦାଚରଣ…

ବ୍ରହ୍ମପୁର ପୋଲିସ ପ୍ରଶାସନ କୁ ଚୋର ଙ୍କ ଖୋଲା ଚାଲେଞ୍ଜ : ଗୋଟିଏ ରାତିରେ ସିରିଜ ଚୋରି…

ବ୍ରହ୍ମପୁର ସାମ୍ବାଦିକ // ନିସର୍ତ୍ତ ବ୍ରହ୍ମପୁର : ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଇଂଜିନିୟରିଂ ସ୍କୁଲ ଛକ ନିକଟରୁ ସମାନ ଧରଣରେ ତିନୋଟି ସ୍ଥାନରୁ ଲକ୍ଷାଧିକ ଟଙ୍କା ଚୋରି କରି ଚମ୍ପଟ ମାରିଲେ ଦୁର୍ବୃତ । ଖବର ପାଇ ଘଟଣା ସ୍ଥଳରେ ପୁଲିସ ଓ ସାଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଆରମ୍ଭ…

ଗଞ୍ଜେଇ ଚୋରା ଚାଲାଣ : ଅବକାରୀ ଗୁଇନ୍ଦା ବିଭାଗ ର ଚଢ଼ାଉ 47 କିଲୋ 500ଗ୍ରାମ ଗଞ୍ଜେଇ ଜବତ, ୨ ଗିରଫ…

ବ୍ରହ୍ମପୁର : କୌଣସି ବିଶେଷ ସୂତ୍ରରୁ ଖବର ପାଇଁ ଗଞ୍ଜେଇ ଚୋରା ଚାଲାଣ ବେଳେ ଖଡାସିଙ୍ଗ ଠାରେ ଅବକାରୀ ଗୁଇନ୍ଦା ବିଭାଗ ତରଫରୁ ମୋଟ 47 କିଲୋ 500ଗ୍ରାମ ଗଞ୍ଜେଇ ସହ ଗୋଟିଏ ବୁଲେଟ ଓ ସ୍କୁଟି ଜବତ କରି ଦୁଇ ଜଣକୁ ଗିରଫ କରିଛି । ବୁଲେଟରୁ 7 କିଲୋ 500 ଗ୍ରାମ ଏବଂ ସ୍କୁଟିରୁ 40 କିଲୋ ଗଂଜେଇ…

ରତ୍ନପଥର ଖଣିରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ମାମଲା; ଅଭିଯୁକ୍ତ ରାଜୁ ସାହୁ ଗିରଫ

ଟିଟିଲାଗଡ଼ ବହୁ ଚର୍ଚ୍ଚିତ ରତ୍ନ ପଥର ଚୋରା ଖନନ ସମୟରେ ଦୁଇ ଶ୍ରମିକ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ। ମୁଖ୍ୟ ଅଭିଯୁକ୍ତ ଖଣି ମାଫିଆ ରାଜୁ ସାହୁକୁ ଶେଷରେ ପୋଲିସ୍ କାବୁ କରିଛି।କଳାହାଣ୍ଡି ଜିଲ୍ଲା କରଲାମୁଣ୍ଡା ଗାଁରେ ମୋବାଇଲ ଫୋନରେ କଥା ହେଉଥିବା ସମୟରେ ପୋଲିସ ଖବର ପାଇ…

ନାବାଳକଙ୍କୁ ଅପହରଣ ଉଦ୍ୟମ ବେଳେ ୩ ଅଟକ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଡ଼ା ଅଂଚଳରୁ ଜଣେ ନାବାଳକଙ୍କୁ ଚୋରି ଉଦ୍ୟମ ଅଭିଯୋଗରେ ଗୋଟିଏ ପରିବାରରୁ ପୁଲିସ ତିନି ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ କରୁଛି। ଗତକାଲି ଅଡା ଛତ୍ରପୁର ଅଞ୍ଚଳର ଦୀନବନ୍ଧୁ ଦାସ ଓ ପରିବାର ବାଡ଼ ଘେରିଲା ବେଳେ ସେହି ଗାଁର ମାନା ସେଠୀଙ୍କ…

ଗୁପଚୁପ୍‌ ବେପାରୀଙ୍କ ଘରେ ସିଏମସିର ଚଢାଉ

କଟକ: ନକଲି ସହ ଦୂଷିତ ଖାଦ୍ୟ କଟକବାସୀଙ୍କ ଚିନ୍ତା ବଢାଉଛି । ଖାଲି ସାଧାରଣ ଲୋକ ନୁହଁନ୍ତି, ଏମିତି ଦୋ-ନମ୍ବରୀ କାମ ପ୍ରଶାସନ ପାଇଁ ବି ମୁଣ୍ଡବିନ୍ଧାର କାରଣ ପାଲଟିଛି । ଦୂଷିତ ପରିବେଶରେ ଗୁପଚୁପ ପ୍ରସ୍ତୁତି ବେଳେ ସିଏମସି ଚଢାଉ କରିଛି । ଶଙ୍କରପୁର ଅଞ୍ଚଳରେ ଥିବା ଗୁପଚୁପ ପଟିରେ ଚଢାଉ…

ବିଦେଶୀ ମଦ ଦୋକାନରୁ ଲୁଟ୍

କେନ୍ଦୁଝର: ବିଦେଶୀ ମଦ ଦୋକାନରେ ବୁଲିଲା କଳାକନା । ବନ୍ଧୁକ ମୁନରେ ଲୁଟି ନେଲେ ଏକ ଲକ୍ଷ ୫୬ ହଜାର ଟଙ୍କା । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ନାରଦପୁରରେ । ଦୁଇଟି ବାଇକରେ ୫ ଦୁର୍ବୃତ୍ତ ଆସି ଏଠାରେ ଥିବା ମଦ ଦୋକାନରୁ ଲୁଟ କରିଛନ୍ତି । ଖବର ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ…