Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
୧୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ କିରାଣି
ଭୁବନେଶ୍ବର: ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର କିରାଣୀ। ଢେଙ୍କନାଳ ଜିଲା କାମାକ୍ଷାନଗର ବିଇଓ ଅଫିସର କନିଷ୍ଠ କିରାଣୀ ଜୀବନାନନ୍ଦ ଶତପଥୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବକେୟା ଦରମା କରାଇ ଦେବାକୁ ଜଣେ ପ୍ରାଥମିକ!-->…
ଋଣ ଶୁଝି ପାରିଲାନି ବୋହୂ, ମାଡ଼ ଖାଇଲେ ଶାଶୁ
ଆଳି: ଜଣେ ମହିଳା ଋଣ ନେଇ ଶୁଝି ନ ପାରିବାରୁ ତାଙ୍କ ୮୦ ବର୍ଷୀୟା ଶାଶୁଙ୍କୁ ମାଡ଼ ମାରି ବନ୍ଧକ ରଖିଲେ ମହିଳା ସମିତି ସଭାପତି। ଏମିତି ଏକ ଅମାନବୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଗଞ୍ଜା ଗାଁରେ।ଗଞ୍ଜା ଗାଁର ଏକ ମହିଳା ସମିତିରୁ ୪୦ ହଜାର ଟଙ୍କା ଋଣ!-->…
ଯୈାନ ନିର୍ଯ୍ୟାତନା ଅଭିଯୋଗ ରେ କମିଶନରେଟ୍ ପୋଲିସର କନଷ୍ଟେବଳ ଗିରଫ
ଭୁବନେଶ୍ୱର: କମିଶନରେଟ ପୋଲିସରେ କଳଙ୍କ । ରକ୍ଷକ ହୋଇ ଭକ୍ଷକ ସାଜିଲେ କମିଶନରେଟ୍ ପୋଲିସର କନେଷ୍ଟବଳ । ପୋଲିସ ହାତରେ ବନ୍ଧା ହେଲେ ପୋଲସ । ନାବାଳିକାଙ୍କୁ ଯୌନ ଶୋଷଣ ଅଭିଯୋଗରେ ଗିରଫ ହେଲ ଯୌନ ପିପାସୁ ପୋଲିସ । ଗିରଫ କନେଷ୍ଟବଳ କମିଶନରେଟ୍ ପୋଲିସର ରଜନୀକାନ୍ତ ଗମାଙ୍ଗ। ।!-->…
ରାଜଧାନୀରେ ପୋଲିସ ଆଗରେ ଭାଇକୁ ହାଣିଲା ସାନ ଭାଇ
ଭୁୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଅସୁରକ୍ଷିତ ହୋଇଗଲଣା ରାଜ୍ୟ ରାଜଧାନୀ । ଦିନ ଦି'ପହରରେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ଦୁର୍ବୁତ୍ତ । କେବଳ ଏତିକି ନୁହେଁ ପୋଲିସ୍ ସାମ୍ନାରେ ମାରଣାସ୍ତ୍ରରେ ଗୋଡ଼ାଇ ଗୋଡ଼ାଇ ହୋଇଛି ଆକ୍ରମଣ ।ରାଜଧାନୀରେ ପୈତୃକ ସମ୍ପତିକୁ ନେଇ ବଡ଼ ଭାଇକୁ!-->…
ପୁରୀ ଛୁରାମାଡ଼ ଘଟଣାରେ ୩ ଯୁବକ ଅଟକ
ପୁରୀ: ପୁରୀରେ ଗତକାଲି ହୋଇଥିବା ଛୁରାମାଡ଼ ଘଟଣାରେ ତିନି ଜଣ ଯୁବକଙ୍କୁ ଗତକାଲି ରାତିରୁ ପୋଲିସ ଅଟକ ରଖିଛି। ଦୁଇ ଦିନ ତଳେ କିଛି ବ୍ୟକ୍ତିଗତ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବାକ୍ ବିତଣ୍ଡା ହୋଇଥିଲା। ତେବେ ସେହି ଘଟଣାକୁ ନେଇ ସୂର୍ଯ୍ୟ ନାରାୟଣ ତ୍ରିପାଠୀଙ୍କୁ ଛୁରା ମାଡ଼ କରିଥିଲେ। କେବଳ!-->…
ବାଇକକୁ ଧକ୍କା ଦେଲା ହାଇଓ୍ଵା, ୩ ମୃତ
ସମ୍ବଲପୁର: ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯୁଯୁମରା ଥାନା ଭବାନିପାଲିରେ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଗୋଟିଏ ବାଇକୁ ପଛ ପଟୁ ଧକ୍କା ଦେଇଛି ଦ୍ରୁତଗାମୀ ହାଇଓ୍ଵା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ୍ଟି ସଂପୂର୍ଣ୍ଣ ଚୁରମାର ହୋଇଯାଇଛି। ଏଥିସହ ବାଇକ୍ଟି!-->…
ଅନୁଭବଙ୍କ ବିରୋଧରେ ପୁଣି ଏକ ଏତଲା ଦେଲେ ବର୍ଷା
କଟକ: ଅନୁଭବଙ୍କ ବିରୋଧରେ ପୁଣି ଆଉ ଏକ ଏତଲା ଦେଲେ ବର୍ଷା । ସ୍ୱାମୀଙ୍କ ବିରୋଧରେ କଟକ ସାଇବର ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସାମାଜିକ ଗଣମାଧ୍ୟମରେ ତାଙ୍କ ଛବି ଖରାପ କରିବାକୁ ଉଦ୍ୟମ କରାଯାଉଛି ବୋଲି ଏତଲାରେ ବର୍ଷା ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତଙ୍କ!-->…
ପୁରୀ ଗୁଳିକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତ ଚନ୍ଦନ ବାରିକ ସହ ଆଉ ୨ ଅଟକ
ପୁରୀ ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଚନ୍ଦନ ବାରିକ ସହ ଆଉ ୨ ଅଟକ। ଏତଲାରେ ୩ ଜଣଙ୍କ ନାଁ ଥିଲା। ପାରିବାରିକ ବିବାଦକୁ ନେଇ ଗୁଳିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଏନେଇ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି ପୁରୀ ଏସ୍ପି। ଚନ୍ଦନ ବାରିକ ନିକଟରୁ ଜବତ ବନ୍ଧୁକ!-->…
କଳିଙ୍ଗା ଘାଟିରେ ବସ ଓଲଟିବା ଘଟଣାରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଗଞ୍ଜାମ-କନ୍ଧମାଳ ସୀମାନ୍ତ ଦୁର୍ଗାପ୍ରସାଦ ନିକଟ କଳିଙ୍ଗା ଘାଟିରେ ଗତକାଲି ରାତି ପ୍ରାୟ ଗୋଟାଏରେ ଏକ ଟୁରିଷ୍ଟ ବସ ଓଲଟି ପଡ଼ିବାରୁ ୬ ଜଣଙ୍କ ଜୀବନ ଯାଇଥିଲା। ସେମାନଙ୍କ ମଧ୍ୟରେ ୪ ପୁରୁଷ ଓ ୨ ମହିଳା ଥିବା ପୁଲିସ ସୂଚନା ଦେଇଥିଲା। ପଶ୍ଚିମବଙ୍ଗର ଏକ ଟୁରିଷ୍ଟ ବସ ୭୭ ଜଣ!-->…
ଝାରସୁଗୁଡ଼ାରୁ ପ୍ରାୟ ୧୭ ଗ୍ରାମ୍ର ବ୍ରାଉନସୁଗର ଜବତ, ୩ ଗିରଫ
ଝାରସୁଗୁଡା: ଝାରସୁଗୁଡ଼ାରୁ ପ୍ରାୟ ୧୭ ଗ୍ରାମ୍ର ବ୍ରାଉନସୁଗର ଜବତ। ଝାରସୁଗୁଡା ଏୟାରପୋର୍ଟ ଛକରୁ ଟାଉନ ଥାନା ପୋଲିସ ଏହି ବ୍ରାଉନସୁଗର ଜବତ କରିଛି। ଏହା ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ନିକଟରୁ ୨ଟି କେଟିଏମ୍ ବାଇକ୍, ୧୩ ହଜାର ୯୦ ଟଙ୍କା ଓ ଗୋଟିଏ ମୋବାଇଲ୍ ଜବତ!-->…