Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
EOW ପଞ୍ଝାରେ ୬୦୦ କୋଟି ଟଙ୍କା ଠକେଇର ମାଷ୍ଟରମାଇଣ୍ଡ
ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ EOWକୁ ବଡ଼ ସଫଳତା । ୬୦୦ କୋଟି ଟଙ୍କା ଠକେଇର ମାଷ୍ଟରମାଇଣ୍ଡ ଗିରଫ। LFS ବ୍ରୋକିଂ ଓ PMS ସର୍ଭିସେସର ମୁଖ୍ୟ ଅଭିଯୁକ୍ତ ସୟଦ ଜିୟାକୁର ରେହମାନକୁ ପଶ୍ଚିମ ବଙ୍ଗ ହୁଗୁଳିରୁ ଗିରଫ କରିଛି EOW । ଦୁବାଇରୁ ଫେରିବା ବେଳେ କୋଲକାତାରୁ ଗିରଫ କରାଯାଇଛି ।!-->…
ଅଶାନ୍ତ ଗଞ୍ଜାମ : ଝିଅକୁ ରକ୍ଷା କରିବାକୁ ଯାଇ ଦିବ୍ୟାଙ୍ଗ ବାପା ହତ୍ୟା ର ଶିକାର…..!
ଥାନା ନିକଟରେ ବଳତ୍କାର ଉଦ୍ୟମ ପରେ ହତ୍ୟା…….!
ଧରକୋଟ ରେ ଚାଞ୍ଚଲ୍ୟ… ସୁନା ଦୋକାନୀ କୁ ବାନ୍ଧି ବନ୍ଧୁକ ମୁନ ରେ କୋଟିଏ ଟଙ୍କାରୁ ଉର୍ଦ୍ଧ ସୁନା ରୂପ ଲୁଟ…
ଵ୍ରହ୍ମପୁର: ୧୪-୭ ଗଞ୍ଜାମ ଜିଲ୍ଲାରେ ଲୁଟେରା ଏବେ ସକ୍ରିୟ। ଧରାକୋଟ ଥାନା ସୁନା ମୋହି ଗ୍ରାମରେ ଥିବା ଶ୍ରୀ ରୁଦ୍ର ଶାଇ ସୁନା ଦୋକାନରୁ ଏକ କୋଟି ରୁ ଉଦ୍ଧ ଟଙ୍କାର ଲୁଟ ସ୍ୱର୍ଣ ଅଳଙ୍କାର ସହ ରୁପା ଓ ନଗଦ ଟଙ୍କା ଲୁଟି ନେଲେ ତିନି ଦୁର୍ବୁତ୍ତ l ଅଭିଯୋଗ କରିଛନ୍ତି ସ୍ବର୍ଣ୍ଣ ଅଳଙ୍କାର!-->…
ବ୍ରହ୍ମପୁର ମହାନଗର ନିଗମ ରେ ପୋଖରୀ ସୌନ୍ଦର୍ଯ୍ୟ କରଣ ରେ ମହା ଦୁର୍ନୀତ..!
ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନାମରେ ବି ହୋଇଛି ଲୁଟ…..!!
ତିନି ଲକ୍ଷ ପାଇଁ ନିଜ ଅପହରଣର ନାଟକ ରଚିଥିଲା ଅଭିଯୁକ୍ତ
ନୂଆପଡା: ନିଜ କାହାଣୀର ନିଜେ ନାୟକ ଏବଂ ନିଜେ ହିଁ ଖଳନାୟକ । ଟଙ୍କା ପାଇଁ ନିଜେ ରଚିଥିଲେ ନିଜର ଅପହରଣ । ବାପାଙ୍କ ପାଖକୁ ୩ ଲକ୍ଷ ଟଙ୍କା ଆଦାୟ କରିବା ପାଇଁ ନିଜେ ନିଜର ଅପହରଣ ନାଟକ ରଚିଥିଲେ ଅଭିଯୁକ୍ତ । ଶେଷରେ ପଡିଲେ ପୋଲିସ ହାତରେ । ଏପରି ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା!-->…
୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଯୋଗାଣ ଅଧିକାରୀଙ୍କୁ ମାଡିବସିଲା ଭିଜିଲାନ୍ସ
ବଲାଙ୍ଗୀର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ଯୋଗାଣ ଅଧିକାରୀ । ବଲାଙ୍ଗୀର ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଭାକର ପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ । ଜଣେ ରାଇସ୍ ମିଲର୍ସଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଥିଲେ ପ୍ରଭାକର ।
ସୂଚନା!-->!-->!-->…
ସାଙ୍ଗ ଘରୁ ସାଙ୍ଗର ଝୁଲନ୍ତା ମୃତଦେହ ଉଦ୍ଧାର
ସୁବର୍ଣ୍ଣପୁର: ସୋନପୁର ସହରର ପଟାଭାଡି ପଡାରେ ଜଣେ କଲେଜ ଛାତ୍ରଙ୍କ ଆତ୍ମହତ୍ୟା। ଛାତ୍ର ଜଣକ ବିନିକା ବ୍ଲକ କଣ୍ଟାପାଲି ଗାଁର ହୋଇଥିବା ବେଳେ ସେ ସୋନପୁର ରାଜ କଲେଜର ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ବୋଲି ଜଣାପଡିଛି। ସେ ହେଉଛନ୍ତି କଣ୍ଟାପାଲି ଗାଁର ଋତୁରାଜ ସା।
ସୂଚନା ଅନୁସାରେ!-->!-->!-->…
ବାଣପୁରରେ ଫୁଟିଲା ବୋମା, ଜଣେ ମୃତ
ବାଲୁଗାଁ : ବାଣପୁରରେ ଫୁଟିଲା ବୋମା, ଜଣେ ମୃତ ଓ ୨ ଗୁରୁତର । ପାରିବାରିକ କଳହରୁ ବୋମାମାଡ଼ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସାହସପୁରର ଶାନ୍ତି ନଗରରେ ବାପା ଓ ପୁଅ କଳହରୁ ବୋମା ମାଡ଼ ! ହୋଇଛି । ବୋମା ମାଡ଼ରେ ! ମୃତକ ଜଣକ ହେଲେ ସଠିଆ ରାଉତରାୟଙ୍କ ସାନପୁଅ ଦିବ୍ୟସିଂହ!-->…
ଝୁଲନ୍ତା ଅବସ୍ଥାରେ ଏସସିଓଙ୍କ ମୃତଦେହ ଉଦ୍ଧାର
ଯାଜପୁର: ଝୁଲନ୍ତା ଅବସ୍ଥାରେ ଏସସିଓଙ୍କ ମୃତଦେହ ଉଦ୍ଧାର। ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରୁ ଏସସିଓ (SCO) ସୁରେଶ ମଲ୍ଲିକଙ୍କ ମୃତଦେହ ଉଦ୍ଧାର ହୋଇଛି। ବରୀ ବ୍ଲକ ଦାୟିତ୍ବରେ ଥିଲେ ସୁରେଶ। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଅହମ୍ମଦପୁର ଅଞ୍ଚଳରେ ଥିବା ସୂଚନା!-->…
ମୂଖ୍ୟ ଦ୍ଵାର ଭାଙ୍ଗି ରାତି ଅଧରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରି…
ଫୁଲବାଣୀ :କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଗୁଡାରି ପଂଚାୟତ ଅନ୍ତର୍ଗତ ସାଧନା ଛକ ନିକଟ ତଳ ପଟି ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରିରେ କିଛି ଦୁର୍ବୁତ୍ତ ଘରେ ପଶି ଚୋରି କରିଥିବା ଜଣାପଡିଛି l ଯାହା ସୂଚନା ହସ୍ତଗତ ହୋଇଛି ଗତକାଲି ବୁଧବାର ରାତ୍ରିରେ ଘରର ତାଲା ଭାଙ୍ଗି ଘରେ ପଶି ପ୍ରାୟ!-->…