Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଗୋପାଳପୁର ପୋଲିସ ପଞ୍ଝାରେ ୨ ଅପରାଧି : ଦୁଇଟି ଦେଶୀ ପିସ୍ତଲ, ୬ଟି ଜୀବନ୍ତ ଗୁଳି ଜବତ…
ବ୍ରହ୍ମପୁର : ଗୋପାଳପୁର ଥାନା ପୋଲିସ ଦ୍ୱାରା ଅପରାଧ କାର୍ଯ୍ୟକଳାପରେ ଲିପ୍ତ ଥିବା ଦୁଇ ଅସମାଜିକ ଯୁବକକୁ ଗିରଫ କରିଛି । ଗିରଫ ଦୁଇ ଯୁବକଙ୍କଠାରୁ ଦୁଇଟି ଦେଶୀ ପିସ୍ତଲ, ୬ଟି ଜୀବନ୍ତ ଗୁଳି ଓ ଗୋଟିଏ ମୋଟର ସାଇକେଲ ଜବତ କରିଛି ପୋଲିସ। ଗିରଫ ଦୁଇଜଣ ହେଲେ ବ୍ରହ୍ମପୁର ଉପକଣ୍ଠ ଆମ୍ୱପୁଆ!-->…
ରାଜଧାନୀରେ ଫାଙ୍କା ଗୁଳିମାଡ଼ ଘଟଣା, ଅଭିଯୁକ୍ତ ବିନୟ ଆଚାର୍ଯ୍ୟ ଗିରଫ
ଭୁବନେଶ୍ୱର: ଭୁବନେଶ୍ୱର ସିଆରପି ଛକରେ ଫାଙ୍କା ଗୁଳିମାଡ଼ ଘଟଣା । ସ୍ତ୍ରୀଙ୍କ ବନ୍ଧୁକରୁ ଗୁଳି ଫୁଟାଇଲେ ସ୍ବାମୀ । ଅଭିଯୁକ୍ତ ବିନୟ ଆଚାର୍ଯ୍ୟକୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ପରେ ଗୁଳି ମାଡ଼ କରିଥିଲା ବିନୟ । ଘଟଣା ସ୍ଥଳରୁ ଦୁଇଟି ଖୋକା ଜବତ!-->…
ପୁରୀରେ ମୁକୁଳା ଡ୍ରେନ୍ରେ ପଡ଼ି ଯୁବକ ମୃତ
ପୁରୀ: ପୁରୀ ମାର୍କେଟ୍ ଛକ ନିକଟରେ ଅଘଟଣ । ମୁକୁଳା ଡ୍ରେନ ସାଜିଲା କାଳ । ମୁକୁଳା ଡ୍ରେନରେ ପଡି ଚାଲିଗଲା ବ୍ୟକ୍ତିଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ବଡ଼ଦାଣ୍ଡ ମାର୍କେଟ ଛକ ନିକଟରେ । ତେବେ ମୃତକ ଯୁବକଙ୍କ ପରିଚୟ ମିଳିପାରିନାହିଁ । ଏହି ଘଟଣାକୁ ନେଇ!-->…
ମଦ ପିଇ ବରଯାତ୍ରୀଙ୍କ ସହ ନାଚିଲା ବର, ଅନ୍ୟ ଜଣଙ୍କୁ ବିବାହ କଲା ଅସନ୍ତୁଷ୍ଟ କନ୍ୟା
ଜୟପୁର: ବରର ମଦ୍ୟପ ନୃତ୍ୟ ଏବଂ ବରଯାତ୍ରୀ ପହଞ୍ଚିବାରେ ବିଳମ୍ୱ ଯୋଗୁଁ ବିବାହ କରିବାକୁ ମନା କଲା କନ୍ୟା । ରାଜସ୍ଥାନର ଚୁରୁ ଜିଲ୍ଲାର ରାଜଘର ତହସିଲର ଛେଲନା ଗାଁରେ ସାମନାକୁ ଆସିଛି ଏଭଳି ଘଟଣା ।
ସୂଚନା ଅନୁସାରେ, ମେ ୧୫ରେ ବର ପକ୍ଷ ରାଜଗଡ ତହସିଲରେ ଥିବା କନ୍ୟାର ଗାଁ ଚେଲାନାରେ!-->!-->!-->…
ଝିଅ ବିବାହ ବେଦୀରେ ହାତରୁ କାଢିଲା ଚୁଡି, ମଥାରୁ ପୋଛିଲା ସିନ୍ଦୁର, ବର ବେହୋସ୍
ଜଳେଶ୍ୱର: ମୋର ସ୍ୱାମୀ ଅଛି, ମୁଁ ବାହା ହେଇପାରିବିନି। ହାତରୁ କାଢିଦେଲା ଚୁଡି, ଆଉ ମଥାରୁ ପୋଛିଦେଲା ସିନ୍ଦୁର । କନ୍ୟାର ଏପରି ରୂପ ଦେଖି ବେହୋସ ହୋଇଗଲା ବେଦୀରେ ବସିଥିବା ବର । ବାଲେଶ୍ୱର ବାଲିଆପାଳ ଥାନା ରେମୁଗାଁରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ଖବର ଅନୁଯାୟୀ,!-->!-->!-->…
ପୁଣି ସ୍ଥିତି ଜାହିର କଲା ମାଓ ସଙ୍ଗଠନ: ବାଲିଗୁଡ଼ା ଓ ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ବ୍ୟାନର ପୋଷ୍ଟର…
ଫୁଲବାଣୀ /ବାଲିଗୁଡ଼ା:କିଛି ଦିନର ନୀରବତା ପରେ କନ୍ଧମାଳରେ ମାଓ ସଙ୍ଗଠନ ପୁଣି ନିଜର ସ୍ଥିତି ଜାହିର କରିଥିବା ଜଣାପଡ଼ିଛି । ଜିଲ୍ଲାର ବାଲିଗୁଡ଼ା ଥାନା ଲଣ୍ଡାଗାଁ,ଖମଣଖୋଲ ଓ ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ଅଞ୍ଚଳରେ ମାଓ ସଙ୍ଗଠନ ପକ୍ଷରୁ ପୋଷ୍ଟର ବ୍ୟାନର ଜାରି ହୋଇଥିବା ଦେଖିବାକୁ!-->…
ଗୁଣିଆ ସନ୍ଦେହ ରେ ଗ୍ରାମୀଣ କୁ ହତ୍ୟା ସନ୍ଦେହ ୫ ଅଟକ…
ମାଲକାନଗିରି: କାଲିମେଳା ବ୍ଲକ ଅନ୍ତର୍ଗତ କାଙ୍ଗୁରୁକେଣ୍ଡା ଗ୍ରାମରେ ଜୈନେକ ବ୍ୟକ୍ତିଙ୍କୁ ଗୁଣିଆ ସନ୍ଦେହରେ ପିଟିପିଟି ହତ୍ୟା କରାଯାଇଥିବା ସୂଚନା ମିଳିଛି । ଗ୍ରାମବାସୀମାନେ ବ୍ୟକ୍ତି ଜଣଙ୍କୁ ପିଟିପିଟି ହତ୍ୟା କରିଛନ୍ତି ବୋଲି ଖବର ମିଳିଛି । ସୂଚନା ଅନୁଯାୟୀ ଏହି ଗ୍ରାମର ପଦିଆ!-->!-->!-->…
ଚିତ୍ରକୋଣ୍ଡା ପୁଲିସ ଦ୍ଵାରା ୨୧ ଲିଟର ବିଦେଶୀ ମଦ ଜବତ ଜଣେ ଅଭିଯୁକ୍ତ ଗିରଫ…
ଚିତ୍ରକୋଣ୍ଡା :-ଗତକାଲି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଏସ.ଡି.ପି.ଓ. ଅଂଶୁମାନ ଦ୍ଵିବେଦୀଙ୍କ ନିର୍ଦ୍ଦେଶକ୍ରମେ ଚିତ୍ରକୋଣ୍ଡା ଥାନା ଅଧିକାରୀ ଅନିଲ କୁମାର ପରିଡ଼ାଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ପୋଲିସ ପକ୍ଷରୁ ଓଡିଶା ଅବକାରୀ ଆଇନ ଧାରା ୫୨ ଅନୁଯାଇ ଚିତ୍ରକୋଣ୍ଡା ଏକ ସ୍ୱତନ୍ତ୍ର ଟିମ!-->…
ବ୍ରହ୍ମପୁରରେ ଆଇପିଏଲ୍ ବେଟିଂ, ୫ ଗିରଫ
ବ୍ରହ୍ମପୁର: ବ୍ରହ୍ମପୁରରେ ଚାଲିଥିଲା ଆଇପିଏଲ ବେଟିଂ । ବେଟିଂରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତିଙ୍କଠାରୁ ନଗଦ ସାଢ଼େ ୪ ଲକ୍ଷ ଟଙ୍କା ଓ ସୁନା ଗହଣା ଜବତ କରାଯାଇଛି । ଏହା ଛଡ଼ା ୯ଟି ମୋବାଇଲ ଫୋନ୍, ଗୋଟିଏ କାର୍ ବି ଜବତ କରିଛି ପୋଲିସ । ଆଇପିଏଲ୍ ବେଟିଂ!-->…
ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ: ୨ ମୃତ, ୯ ଗୁରୁତର
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସୀଙ୍ଗାରି ଘାଟିରେ ଭାରସାମ୍ୟ ହରାଇ ଏକ ପିକଅପ ଭ୍ୟାନ ଓଲଟି ପଡିଛି । ଫଳରେ ୨ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଏହାସହିତ ୯ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।
ଥୁଆମୂଳ ରାମପୁର ସିନ୍ଧି ପଦର ପଞ୍ଚାୟତରୁ ପିଡିଏସ ଚାଉଳ!-->!-->!-->…