Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ବଢ଼ିଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଅବଧି
ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଅବଧି ବଢ଼ିଯାଇଛି । ଜାମିନ ଅବଧି ଆଉ ୭ ଦିନ ବଢ଼ାଇଛନ୍ତି କୋର୍ଟ । ପ୍ରଶାନ୍ତଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ପିଟିସନ ଦାଖଲ ହୋଇଥିଲା । ଚିକିତ୍ସା ଆବଶ୍ୟକତା ଥିବାରୁ ଜାମିନ ଅବଧି ବଢ଼ାଇବାକୁ ଆବେଦନ ହୋଇଥିଲା ।
ତେବେ!-->!-->!-->…
ପିଲାଙ୍କ ମଧ୍ୟାହ୍ନ ଭୋଜନରେ ପଚା ଅଣ୍ଡା, ପୋକା ବାଇଗଣ ଓ ପଚା ଆଳୁ
ବଲାଙ୍ଗିର: ଶିକ୍ଷା କ୍ଷେତ୍ରରେ ଉନ୍ନତି ସହ ପିଲାମାନଙ୍କୁ ସ୍କୁଲ ମୁହାଁ କରିବା ଲକ୍ଷ୍ୟରେ ସରକାର ଆରମ୍ଭ କରିଛନ୍ତି ମଧ୍ୟାନ୍ନ ଭୋଜନ ଯୋଜନା। ପିଲାଙ୍କୁ ଉନ୍ନତ ମାନର ଖାଦ୍ୟ ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି। ହେଲେ କିଛି ଅସାଧୁ ବ୍ୟକ୍ତିଙ୍କ ପାଇଁ ପିଲାଙ୍କ!-->…
ବୟଫ୍ରେଣ୍ଡ ଆକାଉଣ୍ଟକୁ ୯୭ଲକ୍ଷ ଟଙ୍କା ପଠାଇବା ଘଟଣା, ଗିରଫ ହେଲା ପ୍ରେମିକ ବିକାଶ
ଭୁବନେଶ୍ବର: ଘରୋଇ ଇଞ୍ଜିନିୟରିଂ କଲେଜରୁ ୯୭ଲକ୍ଷ ଟଙ୍କା ହଡପ ଘଟଣା । ଅଭିଯୁକ୍ତ ପ୍ରେମିକ ବିକାଶ କୁମାରକୁ ଗିରଫ କଲା ତମାଣ୍ଡୋ ଥାନା ପୋଲିସ । ଝାଡଖଣ୍ଡରୁ ଅଭିଯୁକ୍ତ ବିକାଶ ଗିରଫ ପରେ ଆଜି କୋର୍ଟ ଚାଲାଣ କରାଯିବ । ପୂର୍ବରୁ ବିକାଶଙ୍କ ପ୍ରେମିକା ପାୟଲ ମହାପାତ୍ର ଗିରଫ ହୋଇଥିଲେ!-->…
ବାହା ହେବାକୁ ରାଜି ନହେବାରୁ ଥାନାରେ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ପ୍ରେମିକା
ଭୁବନେଶ୍ୱର : ବନ୍ଧୁତାରୁ ପ୍ରେମ, ତା'ପରେ ନିବିଡ଼ ସମ୍ପର୍କ। ଉଭୟ ନିଷ୍ପତ୍ତି ନେଇଥିଲେ ବିବାହ କରିବେ । ବଡ଼ କଥା ପ୍ରେମିକଙ୍କ ବୟସ ୨୦ ବର୍ଷ ହୋଇଥିବାବେଳେ ପ୍ରେମିକାଙ୍କ ବୟସ ୨୮ । ଏବେ ପ୍ରେମିକ ବିବାହ ପାଇଁ ରାଜି ନହେବାରୁ ଥାନାରେ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପ୍ରେମିକା ।!-->…
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ହକି ଖେଳାଳି ମୃତ, ୨ ଜଣ ଆହତ
ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଅଲଣ୍ଡା ପଞ୍ଚାୟତ ଗରିଆମାଲ ଗ୍ରାମରେ ଆଜି ସକାଳ ପ୍ରାୟ ୭.୩୦ ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ହକି ଖେଳାଳିଙ୍କ ଜୀବନ ଯାଇଛି। ଅନ୍ୟ ଦୁଇ ଯୁବକ ସାମାନ୍ୟ ଆହତ ହୋଇଛନ୍ତି। ପ୍ରାଣ ହରାଇଥିବା ଦୁଇ ଖେଳାଳି ହେଲେ!-->…
ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ସରପଞ୍ଚ ପ୍ରାର୍ଥୀଙ୍କୁ ଘର ସାମ୍ନାରେ ହତ୍ୟା
ନାଲକୋ ନଗର: ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଶିବରାମ ସାହୁଙ୍କୁ ଗଳାକାଟି ହତ୍ୟା କରାଯାଇଛି। ବଆଁରପାଳ ବ୍ଲକ ୨୭ନମ୍ବର ଜୋନ ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ପୂର୍ବତନ ସରପଞ୍ଚ ଓ ଜିଲ୍ଲାପରିଷଦ ସଭ୍ୟ ଆଜି ସକାଳ ୭ ଘଟିକା ସମୟରେ ତାଙ୍କ ଘର ସାମ୍ନାରେ ଥିବା ତୁଳସୀ ବଣରୁ ପୂଜା ପାଇଁ ତୁଳସୀ!-->…
ଶ୍ରମିକ ଚାଲାଣ ବେଳେ ନୀଳଗିରିରେ ଉତ୍ତେଜନା
ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରୁ ଶ୍ରମିକ ଚାଲାଣ ବେଳେ ଘାଟଘର ସାହିରେ ଉତ୍ତେଜନା ସୃଷ୍ଟି ହୋଇଛି । ବିହାର ସମେତ ନୀଳଗିରି ଓ ପୋଡାଶୋଳରୁ କେତେକ ଶ୍ରମିକଙ୍କୁ ନେଇ ଏକ ବସ ତାଲିମନାଡୁର ଏକ ସୂତାକଳକୁ ଯାଉଥିଲା। ସୋମବାର ବିଳମ୍ବିତ ରାତିରେ ଯିବା ରାସ୍ତାରେ ନୀଳଗିରିର!-->…
ରାଜଧାନୀରେ ପୁଣି ଥରେ ସୁନା ଦୋକାନୀଙ୍କୁ ଗୁଳିମାଡ଼
ଭୁବନେଶ୍ମର: ରାଜଧାନୀରେ ପୁଣି ଥରେ ସୁନା ଦୋକାନୀଙ୍କୁ ଗୁଳିମାଡ଼ । ସାମନ୍ତରାୟପୁର ଦେବୀ ଦୁର୍ଗା ସୁନା ଦୋକାନୀଙ୍କୁ ଗୁଳିମାଡ଼। ଗୁଳିମାଡ଼ରେ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଦୋକାନୀ। ଆଉ ଜଣେ ସାମାନ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ବିଳମ୍ବିତ ରାତିରେ ଦୋକାନ ବନ୍ଦ!-->…
ସ୍ମାଟ କ୍ଲାସରେ ଚାଲିଲା ପୁଷ୍ପା ଭିଡିଓ
ଭୁବନେଶ୍ୱର: ଆଧୁନିକ ପଦ୍ଧତିରେ ପାଠ ପଢ଼ା ପାଇଁ ରାଜ୍ୟ ସରକାର ସ୍କୁଲରେ ସ୍ମାଟ କ୍ଲାସର ବ୍ୟବସ୍ଥା କରିଛନ୍ତି। ସ୍ମାଟ କ୍ଲାସରେ ରହିଛି ଟିଭି ଭଳି ଅତ୍ୟଧୁନିକ ଉପକରଣ। ଯେଉଁଥିରେ ପିଲା ପାଠ ପଢ଼ିବାର ବ୍ୟବସ୍ଥା କରାଯାଇଛି। ମାତ୍ର ସ୍ମାଟ କ୍ଲାସ ଟିଭିରେ ପାଠ ପଢ଼ା ନ ହୋଇ ଚାଲିଛି ପୁଷ୍ପା!-->…
ନନ୍ଦପୁର ଥାନା ଇନସ୍ପେକ୍ଟରଙ୍କୁ ମରଣାନ୍ତକ ଆକ୍ରମଣ
କୋରାପୁଟ : କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଲମତାପୁଟ ତହସିଲ ହାଟଶୁକୁରେ ପୁଲିସ ଉପରେ ରବିବାରଦିନ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ।
ଚିନାମାଟି ଖଣି ଅଂଚଳକୁ ପୁଲିସ ଗସ୍ତ କରିଥିବାବେଳେ ଲୋକେ ତାହାର ପ୍ରବଳ ବିରୋଧ!-->!-->!-->…