Browsing Category

ଅପରାଧ

ମହିଳା ହଷ୍ଟେଲରେ ବିଳମ୍ବିତ ରାତିରେ ଧସେଇ ପଶିଲେ ଦୁର୍ବୃତ୍ତ

କେନ୍ଦ୍ରାପଡ଼ା କଲେଜ ମହିଳା ହଷ୍ଟେଲ ରୁମ୍ ରେ ବିଳମ୍ବିତ ରାତ୍ରରେ ପସିଲେ ଦୁର୍ବୃତ୍ତ । ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିବା ସହ ଟଙ୍କା, ମୋବାଇଲ ଲୁଟି ନେଇଛନ୍ତି ଅଭିଯୁକ୍ତ । ଟାଉନ୍ ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ ହୋଇଛି । ମିଳିଥିବା ଖବର ଅନୁଯାୟୀ କେନ୍ଦ୍ରାପଡ଼ା ସ୍ଵୀୟଂ…

ସୀମାନ୍ତରେ ମାଓ ତାଣ୍ଡବ ଯାତ୍ରୀବାହୀ ବସ ଜାଳିଲେ ମାଓବାଦୀ…

ମାଲକାନଗିରି : ମାଲକାନଗିରି ସୀମାରେ ପୁଣି ମାଓ ତାଣ୍ଡବ । ଯାତ୍ରୀ ବାହି ବସ ରେ ଯାତ୍ରୀଙ୍କୁ ବାହାର କରି ଲଗେଇଲେ ନିଆ । ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶ କୋଣ୍ଟା ଠାରୁ ୧୫ କିଲୋମିଟର ଦୁରରେ ଏକ ଯାତ୍ରୀବାହୀ ବସ ରେ ମାଓବାଦୀ ମାନେ ନିଆଁ ଲଗେଇ ଦେଇଛନ୍ତି । ସୂଚନା ଅନୁଯାୟୀ…

ଭୁବନେଶ୍ୱର ଷ୍ଟେସନ୍‌ ଅଞ୍ଚଳରେ ଯୁବକଙ୍କୁ ପିଟି ପିଟି ହତ୍ୟା

ଭୁବନେଶ୍ୱର ରେଳ ଷ୍ଟେସନ ପରିସରରେ ଯୁବକକୁ ପିଟିପିଟି ହତ୍ୟା । ଦୁଇଜଣ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳରୁ ଏହି ହତ୍ୟା ହୋଇଛି । ଯୁବକ କୁ ଅନ୍ୟ ଜଣେ ଯୁବକ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାରୁ ଜଣାପଡିଛି କି ଭୁବନେଶ୍ୱର ରେଳ ଷ୍ଟେସନର ପୁରୁଣା ଟିକେଟ କାଉଣ୍ଟର ପାଖରେ ମହମ୍ମଦ…

ଫାୟାର ଷ୍ଟେସନ ନିକଟରେ ସ୍କୁଟିକୁ ଧକ୍କା ଦେଲା ଟ୍ରକ, ସ୍କୁଟି ଚାଳକ ମୃତ

ଭୁବନେଶ୍ବର: ଫାୟାର ଷ୍ଟେସନ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟଣା ସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ। ମୃତ ଯୁବକଙ୍କ ନାମ ମହେନ୍ଦ୍ର ବେହେରା ଘର ଗଞ୍ଜମ ଜିଲ୍ଲା । ସେ ଭୁବନେଶ୍ଵର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ବୟସ ୨୬ ବର୍ଷ ହୋଇଥିଲା। ମିଳିଥିବା ସୂଚନା…

ଲାଞ୍ଚ ନେଉଥିବା ବେଳେ ମାଡିବସିଲା ସିବିଆଇ, ଭୁବନେଶ୍ବରରୁ ଗିରଫ ହେଲେ ଦିଲ୍ଲୀ ପୋଲିସ କନଷ୍ଟେବଲ

ଭୁବନେଶ୍ବର: ଲାଞ୍ଚ ନେଇ ଭୁବନେଶ୍ୱରରୁ ବନ୍ଧା ହେଲେ ଦିଲ୍ଲୀ ପୋଲିସ । EOW କନଷ୍ଟେବଳ ଅମିତ ଲାହୁଚାଙ୍କୁ ଗିରଫ କଲା ସିବିଆଇ । ଜଣେ ବ୍ୟକ୍ତିଙ୍କଠାରୁ ସାଢ଼େ ୪ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଗିରଫ । ଜଣେ ବ୍ୟାଙ୍କ ଅଧିକାରୀଙ୍କ କେସ୍‌ ରଫାଦଫା କରିବାକୁ ହୋଇଥିବା ଡିଲ୍‌ । କିନ୍ତୁ ଏହା…

ସିରିଏଲ୍ ଅଭିନେତା ଏମ୍‌.ସୁମନଙ୍କୁ ବାନ୍ଧିଲା ପାହାଳ ଥାନା ପୁଲିସ

ଭୁବନେଶ୍ବର : ଓଡ଼ିଆ ସିରିଏଲ୍ ଅଭିନେତାଙ୍କୁ ଗିରଫ କରିଛି ପୁଲିସ। ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ପୁଲିସ ତାଙ୍କୁ ଗିରଫ କରିଛି । ତେବେ ପ୍ରେମ ସମ୍ପର୍କରେ ରହି ବିବାହ ପାଇଁ ମନା କରିଥିବା ଯୁବତୀ ଜଣକ ଅଭିଯୋଗ କରିଥିଲେ । ଏହାପରେ ଅଭିନେତାଜଣଙ୍କୁ ଥାନାକୁ ଡାକି ପଚରାଉଚୁରା କରିବା ପରେ…

ରାଜଧାନୀ ଭୁବନେଶ୍ୱରରେ ଡବଲ୍ ମର୍ଡର

ଭୁବନେଶ୍ବର: 'ମୁଁ ହତ୍ୟା କରିଛି । ହତ୍ୟାକାଣ୍ଡ ପାଇଁ ମୁଁ ଦାୟୀ । ସ୍ତ୍ରୀ ଓ ଶାଳୀ ମାନସିକ ନିର୍ଯାତନା ଦେଉଥିବାରୁ ହତ୍ୟା କରିଛି ।' ଏ ହେଉଛି ରାଜଧାନୀ ଡବଲ ମର୍ଡର ଯାଞ୍ଚରୁ ମିଳିଥିବା ନୂଆ ତଥ୍ୟ । ଶାଳୀ ଓ ସ୍ତ୍ରୀକୁ ହତ୍ୟା କରିବା ପରେ ପୋଲିସ ଉଦ୍ଦେଶ୍ୟରେ ଏମିତି ଚିଠି ଲେଖିଥିଲା…

ମାଲିକଙ୍କ ଅନୁପସ୍ଥିରେ ଅଳଙ୍କାର ଚୋରି କରି ଯୁବତୀ କେୟାର୍‌ଟେକର୍‌ ଗିରଫ

କଟକ: ଘର ମାଲିକଙ୍କ ଘରୁ ସୁନା ଅଳଙ୍କାର ଚୋରି କରି ନେଇ ଫେରାର ହୋଇଯିବା ଘଟଣାରେ ଜଗତପୁର ପୁଲିସ ଜଣେ ଯୁବତୀ କେୟାର୍‌ଟେକର୍‌ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଯୁବତୀଙ୍କ ନିକଟରୁ ଚୋରି ସୁନା ଅଳଙ୍କାର ଜବତ କରିଛି । ଗିରଫ ମହିଳା କଟକ ସଦର ଥାନା ଅନ୍ତର୍ଗତ ବଣିଆଟାଙ୍ଗୀର ପୁଷ୍ପଲତା…

ଏମ୍ସ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ, ଛଡ଼ାଇନେଲେ ସୁନା ଚେନ୍

ଭୁବନେଶ୍ଵର, ୨୪/୦୪ : ଏମ୍ସ ହସ୍ପିଟାଲର ଆଡମିନିଷ୍ଟ୍ରେଟର ପ୍ରବୀଣ ପାଠକଙ୍କୁ ମରଣାନ୍ତକ ଆକ୍ରମଣ। କେହି ଦୁର୍ବୃତ୍ତ ପ୍ରବୀଣ ପାଠକଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଫଳରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। …

ବଲାଙ୍ଗିର ମେଡିକାଲ ଛାତ୍ରଙ୍କ ମୃତ୍ୟୁ ଘଟଣା: ସାମ୍ନାକୁ ଆସିଲା ମୋବାଇଲ ଚାଟିଂ

ଭୁବନେଶ୍ୱର: ବଲାଙ୍ଗିର ଜିଲ୍ଲା ମେଡିକାଲ କଲେଜ ହଷ୍ଟେଲ ଛାତରୁ ଖସି ମୃତ୍ୟୁବରଣ କରିଥିବା ଛାତ୍ରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ନିଶାନ୍ତ ତାଙ୍କର ଜଣେ ବିଦେଶୀ ବନ୍ଧୁଙ୍କ ସହ ମୋବାଇଲରେ ଚାଟିଂ କରିଥିବା ଜଣାପଡ଼ିଛି । ନିଶାନ୍ତଙ୍କୁ ସିନିୟରମାନେ ର୍ୟାଗିଂ କରିବା ସହ ଖେଳ ପଡ଼ିଆକୁ…