Browsing Category

ଅପରାଧ

ରାଉରକେଲା ରେ ସରକାରୀ କର୍ମଚାରୀଙ୍କ ନାଁରେ ଜାଲ ବ୍ୟାଙ୍କ ଏକାଉଣ୍ଟ୍ ଖୋଲି ଜିଏସଟି ଠକେଇ…

ରାଉରକେଲା :(ବସନ୍ତ କୁମାର ଜେନା); ସରକାରୀ କର୍ମଚାରୀଙ୍କ ନାଁ ରେ ଜାଲ ବ୍ୟାଙ୍କ ଆକାଉଣ୍ଟ ଖୋଲି କୋଟି କୋଟି ଟଙ୍କାର ଜିଏଷ୍ଟି ଠକେଇ। ରାଉରକେଲା ଅର୍ବାନ କୋଅପରେଟିଭ ବ୍ୟାଙ୍କ ଆସିଷ୍ଟାଣ୍ଟ ମ୍ୟାନେଜର ସମେତ ଅନ୍ୟ ୩ କର୍ମଚାରୀ ଗିରଫ। ଜାଲ ବ୍ୟାଙ୍କ ଆକାଉଣ୍ଟ ଖୋଲି ୧୩ କୋଟି ୭୬ ଲକ୍ଷ ୨…

ଉମରକୋଟ ୩ ଯୁବତୀଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ : ମିନାବଜାର ଯିବାକୁ ମନା କରିବାରୁ ଆତ୍ମହତ୍ୟା…?

ଉମରକୋଟ: ବହୁ ଚର୍ଚ୍ଚିତ ଉମରକୋଟ ୩ ଯୁବତୀଙ୍କ ମୃତ୍ୟୁ ଘଟଣାର ପୁଲିସ କରିଛି ପର୍ଦ୍ଦାଫାସ । ମିନାବଜାର ଯିବାକୁ ମନା କରିବାରୁ ଗଛରେ ଝୁଲି ଆତ୍ମହତ୍ୟା କରିଛନ୍ତି ତିନି ଯୁବତୀ । ୩ ଯୁବତୀ ହେମଲତା ଗୌଡ, କୌଶଲ୍ୟା ମାଝୀ ଓ ଫୁଲମତି ମାଝୀ ଉମରକୋଟରେ ଚାଲିଥିବା ମିନା ବଜାର ଯିବାକୁ ଘରଲୋକଙ୍କୁ…

ଭୁବନେଶ୍ୱର ATM ଲୁଟ୍‌ ଘଟଣା, ୨ ଲୁଟେରା ଗିରଫ

ଭୁବନେଶ୍ୱର ଶିଶୁପାଳଗଡ଼ ଲିଙ୍ଗିପୁର ହାଉସିଂବୋର୍ଡ ଛକରୁ ATM ତାଡ଼ି ନେଇ ୨୦ ଲକ୍ଷ ଲୁଟ୍ ମାମଲାର ପର୍ଦ୍ଦାଫାସ୍ ହୋଇଛି। କମିଶନରେଟ୍ ପୋଲିସ୍‌ ୨ ଏଟିଏମ୍ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବାଂଲାଦେଶୀ ହୋଇଥିବା ବେଳେ ଅନ୍ୟ ଜଣେ କୋଲକାତାର ହୋଇଥିବା ସୂଚନା…

ପତ୍ନୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ: ୫ଦିନ ପରେ ମାଟି ତଳୁ ମୃତଦେହ ଉଦ୍ଧାର

ରେଢାଖୋଲ: ଟିକିଏ ଝଗଡାରୁ ନିଜ ପତ୍ନୀକୁ ପିଟି ପିଟି ହତ୍ୟା ପରେ ଶେଷରେ ଗାତ ଖୋଳି ଶବକୁ ନିକଟସ୍ଥ ଜଙ୍ଗଲରେ ପୋତିଦେବା ଏବଂ ଝାଡା ବାନ୍ତିରେ ମରିଥିବା କହି ନିରବ ରହିବା ଭଳି ଲୋମହର୍ଷଣକାରୀ ଘଟଣା ଘଟିଛି କିସିଣ୍ଡା ଥାନା ଅଂଚଳରେ। ହତ୍ୟାକାରୀ ସ୍ୱାମୀକୁ ମଧ୍ୟ ପୋଲିସ୍ ଗିରଫ କରିଥିବା…

ଆଜି ଶର୍ମିଷ୍ଠାଙ୍କ ୨ ସହଯୋଗୀଙ୍କୁ ଜେରା

ଭୁବନେଶ୍ୱର: କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଶନିବାର କ୍ରାଇମବ୍ରାଞ୍ଚ ଟିମ୍‌ ଶର୍ମିଷ୍ଠାଙ୍କ ୨ ସହଯୋଗୀ ଭାଗ୍ୟଧର ଓ ବିବେକକୁ ପଚରାଉଚରା କରିବ। ଏଥିପାଇଁ ଚାନ୍ଦବାଲି କୋର୍ଟ ଅନୁମତି ଦେଇଛନ୍ତି। ଗତ ମାସ ୧୨ରେ ଉଭୟଙ୍କୁ ଗିରଫ କରିଥିଲା ଚାନ୍ଦବାଲି ପୋଲିସ।ସେହିପରି…

ରାଜଧାନୀରୁ କୋକେନ୍ ମିଳିବା ଘଟଣା, ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ STF

ଭୁବନେଶ୍ୱର: ରାଜଧାନୀରୁ କୋକେନ୍ ମିଳିବା ଘଟଣା । ରିମାଣ୍ଡରେ ହଟିବ କୋକେନ୍ ଲିଙ୍କ ଉପରୁ ପରଦା । ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଖୋଳତାଡ଼ କରିବ ଏସଟିଏଫ । ଆଜି ମିଳିପାରେ ରିମାଣ୍ଡ ଅନୁମତି । ଦୁଇ ଅଭିଯୁକ୍ତ ରବି ଓ ସନ୍ନିଙ୍କୁ ୫ ଦିନ ରିମାନେବାକୁ କୋର୍ଟରେ ଆବେଦନ ହୋଇଛି ।…

SCBରେ ଧରାପଡ଼ିଲା ଦଲାଲ, ୫ ହଜାର ଟଙ୍କା ଜବତ

କଟକ: କଟକ ବଡ଼ ମେଡ଼ିକାଲ(ଏସସିବିି)ରେ ଉନ୍ନତ ଚିକିତ୍ସା ପାଇବା ଆଶାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଲୁଟୁଛନ୍ତି ଦଲାଲ । ବେଳେବେଳେ ଲୋକେ ବିଭିନ୍ନ ବିଭାଗରେ ହଇରାଣ ହେବା ପରେ ଦଲାଲଙ୍କ ହାବୁଡରେ ପଡୁଛନ୍ତି । ଫଳରେ ଏହି ଦଲାଲମାନେ ତୁରନ୍ତ ଓ…

ବିଳମ୍ବିତ ରାତିରେ ଜଳିଲା ଭୁବନେଶ୍ବର କେଶରୀ ମଲ୍

ଭୁବନେଶ୍ୱର: ଅଗ୍ନିକାଣ୍ଡରେ ଜଳି ପୋଡ଼ି ପାଉଁଶ ହୋଇଗଲା ୪୪ ଲକ୍ଷ ଟଙ୍କାର ସମ୍ପତ୍ତି । ଭୁବନେଶ୍ବର ବିଏମସି କେଶରୀ ମଲରେ ଘଟିଥିବା ଅଗ୍ନିକାଣ୍ଡରେ ହୋଇଛି ବ୍ୟାପକ କ୍ଷୟକ୍ଷତି । ବିଳମ୍ବିତ ରାତିରେ ହୁତୁ ହୁତୁ ହୋଇ ଜଳିଲା ଭୁବନେଶ୍ବର କେଶରୀ ମଲ । ଧୂଆଁମୟ ହୋଇଗଲା ଚାରିପାଖ । ସର୍ଟ…

ଜଳେଶ୍ଵରରୁ ବ୍ରାଉନସୁଗାର ଜବତ, ମାଫିଆ ଗିରଫ

ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା ଜଳେଶ୍ଵରରେ ଦିନକୁ ଦିନ ବଢୁଛି ନିଶା କାରବାର। ଜଳେଶ୍ଵର ଅଞ୍ଚଳରୁ ପୁଣି ବ୍ରାଉନସୁଗାର ଜବତ ହୋଇଛି। ଏହି ଧଳାଜହର କାରବାରର କିଙ୍ଗ୍ ପିନ୍‌କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବହୁ ମାମଲା ରହିଛି। …

ମାନସ ସ୍ବାଇଁ ହତ୍ୟା ମାମଲା: ଅଭିଯୁକ୍ତଙ୍କ ହେବ ଟିଆଇ ପରେଡ୍‌

ଭଦ୍ରକ: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ଟିଆଇ ପରେଡ୍‌ କରାଯିବ । ଏନେଇ ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟ ପକ୍ଷରୁ ଅନୁମତି ଦିଆଯାଇଛି । ଅଭିଯୁକ୍ତଙ୍କୁ ଟିଆଇ ପରେଡ୍‌ ଅନୁମତି ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଗତ ୧୩ରେ ଆବେଦନ କରାଯାଇଥିଲା ।…