Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ପୁଣି ୩ ଦିନିଆ ରିମାଣ୍ଡରେ ଯିବେ କାର୍ତ୍ତିକେଶ୍ବର
ଭୁବନେଶ୍ୱର: ଗଞ୍ଜାମ ଜିଲା କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କୁ ପୁଣି ରିମାଣ୍ତରେ ନେବାକୁ ଅନୁମତି ମିଳିଛି। ଭିଜିଲାନ୍ସ କୋର୍ଟ ତାଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି। ଏହା ସହିତ ଭିଜିଲାନ୍ସ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଥିବା!-->…
କୋର୍ଟରେ ହାଜର ହେଲେ ଶର୍ମିଷ୍ଠା
ଭଦ୍ରକ ଅଫିସ: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଗିରଫ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ସୋମବାର ଚାନ୍ଦବାଲି ଜେଏମ୍ଏଫ୍ସି କୋର୍ଟରେ ହାଜର ହୋଇଛନ୍ତି। ସେ ଭିଡିଓ କନ୍ଫରେନ୍ସ ଜରିଆରେ ହାଜର ହୋଇଛନ୍ତି।ଅନ୍ୟପକ୍ଷେ ଝୁନା ଭୋଇ, ନିରଞ୍ଜନ ସେଠୀ, ରଞ୍ଜନ ନାୟକ,!-->…
ହନୁମାନ ପତାକା ନେବା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ପୋଲିସର ଲାଠି ଚାର୍ଜ, ଯୋଡାରେ ୧୪୪ ଧାରା ଜାରି
ଯୋଡା: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଯୋଡାରେ ଏବେ ତୀବ୍ର ଉତ୍ତେଜନା ଲାଗିରହିଛି । ହନୁମାନ ଝଣ୍ଡା ନେବାବେଳେ ୨ ଗୋଷ୍ଠୀ ମୁହାଁମୁହିଁରୁ ପରିସ୍ଥିତି ସାଂଘାତିକ ହୋଇଛି । ଦୀର୍ଘ ସମୟ ଧରି ଦୁଇ ଗୋଷ୍ଠୀ ମଧ୍ୟରେ ଲାଗିରହିଛି ଛକାପଞ୍ଝା । ହନୁମାନ ଝଣ୍ଡା ନେବାବେଳେ ହିନ୍ଦୁ ଏବଂ ମୁସଲମାନ ଦୁଇ!-->…
ସ୍କୁଟି ହେଡ୍ ଲାଇଟ ଭିତରୁ ବ୍ରାଉନସୁଗାର ଜବତ, ଜଣେ ଗିରଫ
ଭୁବନେଶ୍ବର:ପୋଲିସ ଆଖିରେ ଧୂଳି ଦେବା ପାଇଁ ଅଭିନବ ଉପାୟ। ସ୍କୁଟି ହେଡଲାଇଟରେ ବ୍ରାଉନସୁଗାର ପୁଡିଆ ରଖି ବ୍ରିକି କରାଯାଉଥିଲା। ରାଜଧାନୀ ଭୁବନେଶ୍ବରରେ ଏଭଳି ଉପାୟରେ ଜଣେ ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ ଅବକାରୀ ଟିମ୍ ଏହାକୁ ଜବତ କରିଚି । କ୍ୟାପିଟାଲ ଥାନା ଅଧିନ କେଦାରପଲ୍ଲୀ!-->…
ଗାଜିଆବାଦ: ବସ୍ତିରେ ଭୀଷଣ ନିଆଁ; ଜିଅନ୍ତା ଜଳି ପାଉଁଶ ହୋଇଗଲେ ୫୦ରୁ ଅଧିକ ଗାଈ
ଉତ୍ତର ପ୍ରଦେଶର ଗାଜିଆବାଦରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଇନ୍ଦିରାପୁରମ୍ର କନାଓ୍ଵନୀ ଅଞ୍ଚଳରେ ଭୀଷଣ ନିଆଁ ସଂସ୍ପର୍ଶରେ ଆସି ୫୦ରୁ ଅଧିକ ଗାଈ ଜିଅନ୍ତା ଜଳି ପାଉଁଶ ହୋଇ ଯାଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ମୁତାବକ, ଏଠାରେ ଥିବା ଏକ ବସ୍ତିରେ!-->…
ଜେଲରେ କାନ୍ଦୁଛନ୍ତି ଶର୍ମିଷ୍ଠା ରାଉତ
ଭୁବନେଶ୍ବର : ଫଟୋଗ୍ରାଫର ମାନସ ସ୍ବାଇଁ ହତ୍ୟା ମାମଲାରେ ଗିରଫ ହୋଇ ଭଦ୍ରକ ସବଜେଲର ମହିଳା କଏଦୀ ସେଲରେ ଥିବା ଶର୍ମିଷ୍ଠା ରାଉତ ଏବେ କାନ୍ଦୁଛନ୍ତି । ତାଙ୍କ ସହ ଏକାଠି ଥିବା ଝୁନା ଭୋଇ ବି ପ୍ରତିଦିନ କାନ୍ଦୁଛନ୍ତି । ଏପରିକି ଉଭୟ ଅଭିଯୁକ୍ତ ଠିକ ଭାବେ ଖିଆପିଆ ବି କରୁନାହାନ୍ତି । ବୋଧହୁଏ!-->…
ରାଜଧାନୀରେ ନାବାଳକ ଛାତ୍ରଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ୩ ଗିରଫ
ଭୁବନେଶ୍ବର: ଭୁବନେଶ୍ବରରେ ଆୟୋଜିତ ଷ୍ଟେଟ୍ ଆଥଲେଟିକ ମିଟ୍ରେ ଜୁନିୟର ଖେଳାଳିଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ବନ୍ଧା ହେଲେ ୩ ଅଭିଯୁକ୍ତ । ଜଣେ ପୋଲିସଙ୍କ ପୁଅ ତଥା ଖେଳାଳିଙ୍କୁ ଏମାନେ ଯୌନ ନିର୍ଯାତନା ଦେଇଥିବା ହୋଇଥିଲା ଅଭିଯୋଗ । ଇନଫୋସିଟ ଥାନାରେ ଏତଲା ପରେ ଅଭିଯୁକ୍ତ!-->…
ଢେଙ୍କାନାଳ ପୌରାଧ୍ୟକ୍ଷଙ୍କ ବାସଭବନରେ ବୋମା ମାଡ଼: ତଦନ୍ତ ଦାବି କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର: ଏପ୍ରିଲ ୧୧: ଢେଙ୍କାନାଳର ନବ ନିର୍ବାଚିତ ପୌରାଧ୍ୟକ୍ଷା ତଥା ବିଜେପି ନେତ୍ରୀ ଜୟନ୍ତୀ ପାତ୍ର ବାସଭବନରେ ବୋମା ମାଡ଼ ହୋଇଛି । ଦୁର୍ବୃତ୍ତମାନେ ଦୁଇ ଦୁଇ ଥର ଟାର୍ଗେଟ୍ କରି ଆକ୍ରମଣ କରିଛନ୍ତି । ତେବେ ଏହି ଘଟଣା ପରେ ଏହାର ତୁରନ୍ତ ତଦନ୍ତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ!-->…
‘କ୍ୟାମ୍ପସରେ ହିଂସାକୁ ବରଦାସ୍ତ କରାଯିବ ନାହିଁ’; ଜେଏନୟୁ
ନୂଆଦିଲ୍ଲୀ: ପୁଣିଥରେ ଅଶାନ୍ତ ହୋଇଛି ଜବାହରଲାଲ ବିଶ୍ୱବିଦ୍ୟାଳୟ। ରବିବାର କ୍ଯାମ୍ପସର କାବେରୀ ହଷ୍ଟେଲରେ ଛାତ୍ରଙ୍କ ମଧ୍ୟରେ ହିଂସା ହୋଇଥିଲା। ଏହାକୁ ନେଇ ଆଜି ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ ଏକ ବୟାନ ଜାରି କରାଯାଇଛି। ପ୍ରଶାସନ କହିଛି ଯେ କ୍ୟାମ୍ପସରେ ହିଂସାକୁ ବରଦାସ୍ତ!-->…
ଉଠବସ୍ କରିବାରୁ ୭ଛାତ୍ରୀ ଅସୁସ୍ଥ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ପାଟଣାଗଡ଼ର ଏକ ସ୍କୁଲରେ ଉଠବସ୍ କରାଯିବାରୁ ୭ ଛାତ୍ରୀ ଅସୁସ୍ଥ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାକୁ ନେଇ ଛାତ୍ରୀଙ୍କ ପରିବାର ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏହି ମାମଲାରେ!-->…