Browsing Category

ଅପରାଧ

ରାଜଧାନୀରେ ଯୁବକଙ୍କୁ ହତ୍ୟା , ସ୍ତ୍ରୀ ଓ ଶିଶୁ ଚିକିତ୍ସାଧିନ

ଭୁବନେଶ୍ୱର: ରାଜଧାନୀର ଚାତି ଉପରେ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ବିଧାନସଭା, ସଚିବାଳୟ, ପୋଲିସ କମିଶନର ଅଫିସ ଠାରୁ ମାତ୍ର ୫୦ ରୁ ୧୦୦ ମିଟର ଦୂରରେ ରାଜଧାନୀର ଆଇଜି ପାର୍କ ସମ୍ମୁଖ ପୋଷ୍ଟ ଅଫିସ୍ ସମ୍ମୁଖରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡର ପ୍ରକୃତ…

ମହାନଦୀରେ ଗାଧୋଇବା ବେଳେ ବୁଡି ଯାଇଥିବା ଆଉ ଜଣେ ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର , ଜଣେ ଏବେ ବି ନିଖୋଜ

କଟକ: ଗତକାଲି କଟକ ଯୋବ୍ରା ନିକଟ ମହାନଦୀରେ ଗାଧୋଇବା ବେଳେ ବୁଡି ଯାଇଥବଲେ ତିନି ଯୁବକ । ଜଣେ ନାବାଳକ ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଦୁଇ ଜଣ ନିଖୋଜ ଥିଲେ ତେବେ ଉଦ୍ଧାର ହୋଇଥିବା ଚୂନଭାଟି ଚାରିଘରିଆର ସାହିଲ ଖାନ ନାମକ ଯୁବକ ଚିକିତ୍ସାଧୀନ ଅବସ୍ଥାରେ ଏସସିବିରେ ଡାକ୍ତର…

NOC ଜାଲିଆତି କରି ଗାଡ଼ି ବିକୁଥିବା ଗ୍ୟାଙ୍ଗ ଗିରଫ

ଏନଓସି ଜାଲିଆତି କରି ଗାଡି ବିକୁଥିବା ଗ୍ୟାଙ୍ଗ ଗିରଫ । ଖୋର୍ଦ୍ଧାରୁ ଭଦ୍ରକ ଯାଏ ଲମ୍ବିଥିଲା ଠକେଇର ଚେର । ଫାଇନାନ୍ସ ଗାଡିକୁ କମ୍‌ ଟଙ୍କାରେ କିଣି ଜାଲ କାଗଜପତ୍ର ତିଆରି କରୁଥିଲେ । ଏହାର ମିଛ ଏନଓସି ତିଆରି କରି ଗାଡି ବିକ୍ରି କରୁଥିଲେ ଗ୍ୟାଙ୍ଗ । ଗାଡି ମାଲିକଙ୍କୁ ଚୂନ ଲଗାଇ ଫେରାର…

ମହାନଦୀରେ ଭାସି ଯାଇ ନାବାଳକ ମୃତ, ୨ ନିଖୋଜ

କଟକ: ମହାନଦୀରେ ବୁଡ଼ି ଜଣେ ମୃତ, ଦୁଇ ନିଖୋଜ । କଟକ ଯୋବ୍ରା ନିକଟସ୍ଥ ମହାନଦୀରେ ଘଟିଛି ଏହି ବଡ଼ ଅଘଟଣ । ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ି ଗଲେ ତିନି ନାବାଳକ । ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି । ହେଲେ ଏବେବି ୨ ଜଣ ନିଖୋଜ ଅଛନ୍ତି । ଓଡ୍ରାଫ ଟିମ୍ ଘଟଣା ସ୍ଥଳରେ…

ବଡ଼ଭାଇକୁ ଶାବଳରେ ପିଟି ହତ୍ୟା କଲା ସାନଭାଇ

ପାଟଣା: ବଡ଼ଭାଇକୁ ଶାବଳରେ ପିଟି ହତ୍ୟା କଲା ସାନଭାଇ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ରାଇକୁଦର ଗାଁରେ । ମୃତକ ହେଲେ ଚତୁର୍ଭୁଜ ନାଏକ । ଅଭିଯୁକ୍ତ ସାନଭାଇ କମଳ ନାଏକକୁ ଗିରଫ କରିଛି ପୋଲିସ । ଘରୋଇ କଳିକୁ ନେଇ ଚତୁର୍ଭୁଜ ଓ କମଳଙ୍କ ମଧ୍ୟରେ ବଚସା…

ମୋବାଇଲ ପାଇଁ ପ୍ରଥମେ ଗଣ୍ଡଗୋଳ ପରେ ହତ୍ୟା

ନବରଙ୍ଗପୁର: ମୋବାଇଲ ପାଇଁ ସାଙ୍ଗ ସାଜିଲା ସଇତାନ । ବନ୍ଧୁକୁ ପଥରରେ ଛେଚି ମାରିଦେଲା ସାଙ୍ଗ । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଛତାବେଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୋବାଇଲ ହଜିବାକୁ ନେଇ ଦୁଇ ସାଙ୍ଗଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା । ପରବର୍ତ୍ତୀ ଘଟିଛି ନିର୍ମମ…

ଗାଈକୁ ଧକ୍କା ଦେଇ ଓଲଟିଲା ବସ, ୬ ଗୁରୁତର

ଭଦ୍ରକ ୧୦।୦୪ : ବସକୁ ଧକ୍କା ଦେଇ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ । ଏଥିରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ବସରେ ୨୫ରୁ ଉର୍ଦ୍ଧ୍ଵ ଯାତ୍ରୀ ଯାତ୍ରା କରୁଥିଲେ। ଭଦ୍ରକ - ଧାମନଗର ରାସ୍ତାର ପାଳିକିରି ଛକ ନିକଟରେ ବସ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ଓଁ ମା ନାମକ ବସଟି…

ତାରାତାରିଣୀ ପାହାଡ଼ରେ ବସ- ଟ୍ରକ ମୁହାଁମୁହିଁ ଧକ୍କା: ୭ ଯାତ୍ରୀ ଆହତ, ୨ଗୁରୁତର

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ର ପ୍ରସିଦ୍ଧ ଇଷ୍ଟ ଦେବି ମା ତାରା ତାରିଣୀଙ୍କ ପାହାଡ ରାସ୍ତାରେ ଅଘଟଣ ଘଟିଛି। ପର୍ଯ୍ୟଟକଙ୍କ ଲାଗି ପ୍ରଶାସନ ପକ୍ଷରୁ ନିୟୋଜିତ ବସ ସହ ଏକ ବାଲି ବୋଝେଇ ହାଇୱା ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ହାଇୱା ଟ୍ରକ ଡ୍ରାଇଭର ବୁଗୁଡା ସୋଲାଙ୍ଗି…

ବସ୍ତା ଭିତରୁ ଗଳିତ ଶବ ଉଦ୍ଧାର, ହତ୍ୟା ସନ୍ଦେହ

ସୁନ୍ଦରଗଡ଼: ବସ୍ତା ଭିତରୁ ଗଳିତ ଶବ ଉଦ୍ଧାର। ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ମରଚିମୁଣ୍ଡା ପୋଖରୀ କୂଳରୁ ଏକ ବସ୍ତା ଭିତରୁ ଗଳିତ ଶବ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ବଡ଼ଗାଁ ଥାନା ମରଚିମୁଣ୍ଡା ପୋଖରୀ…

ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ୩ ଯୁବତୀଙ୍କ ମିଳିଲା ପରିଚୟ

ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ତୋହରା ଗାଁରୁ ୩ ଜଣ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକମାନେ ହେଲେ ଗାଁର ହେମଲତା ଗୌଡ଼, କୌଶଲ୍ୟା ମାଝୀ ଓ ଫୁଲମତି ମାଝୀ। ଏକାବେଳକେ ଏମାନେ କେଉଁ ପରିସ୍ଥିତିରେ ପ୍ରାଣ ହରାଇଲେ ସେ ସମ୍ପର୍କରେ କିଛି ଜଣାପଡ଼ିନି। ଘଟଣାସ୍ଥଳରେ…