Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ପିତ୍ତଳ ଛକରେ ୪ ଜଣଙ୍କୁ ହତ୍ୟା ଘଟଣାରେ ୫ ଗିରଫ
ହିଞ୍ଜିଳି ପିତ୍ତଳ ଛକରେ ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା ଘଟଣାରେ ୫ ଗିରଫ। ହତ୍ୟାରେ ବ୍ୟବହୃତ ଲୁହାରଡ, କାଠ ଫାଳିଆ, ବାଉଁଶ ବାଡି, ଓ ଦୁଇଟି ମୋଟରସାଇକେଲ୍ ଜବତ କରିଛି ପୋଲିସ। ଏନେଇ ଗଞ୍ଜାମ ଏସପି ବ୍ରିଜେଶ୍ ରାଏ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।
ପ୍ରକାଶ ଥାଉକି, ଗତ!-->!-->!-->…
ମାନସ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ ଶର୍ମିଷ୍ଠା ରାଉତଙ୍କ ସହ ୪ଜଣ ଅଭିଯୁକ୍ତଙ୍କୁ ଜେରା
ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଶର୍ମିଷ୍ଠା ରାଉତଙ୍କ ସହ ୪ଜଣ ଅଭିଯୁକ୍ତଙ୍କୁ ଜେରା କରାଯାଉଛି । ଝୁନା ଭୋଇ, ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ କ୍ରାଇମବ୍ରାଞ୍ଚ ଆଣିଛି । ଶର୍ମିଷ୍ଠାଙ୍କ ସହ ୪ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଆଣିଛି । ବର୍ତ୍ତମାନ ଏମାନଙ୍କୁ!-->…
ଜଳୁଛି ଶିମିଳିପାଳ ଅଭୟାରଣ୍ୟ: ୫ ଜଣକୁ ଗିରଫ କଲା ବନଭିଭାଗ
ଜଳୁଛି ଶିମିଳିପାଳ ଅଭୟାରଣ୍ୟ। ଜୀବଜନ୍ତୁ ବିପଦରେ । ଗତ ଦୁଇ ତିନି ଦିନ ହେବ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ଫଳରେ ଏବେ ବିପଦରେ ଶିମିଳିପାଳ । ଶିମିଳିପାଳ ପାଖରେ ଥିବା ବିଭିନ୍ନ ଛୋଟ ମୋଟ ଜଙ୍ଗଲ ସହ ଶିମିଳିପାଳର ଚୋହଲା ଓ ତାଳବନ୍ଧ ଅଞ୍ଚଳର ୭ଟି ସ୍ଥାନରେ ନିଆଁ ଲାଗିଥିବା ଫରେଷ୍ଟ!-->…
୨ କୋଟି ଠକେଇ ଅଭିଯୋଗରେ ମୁମ୍ବାଇରୁ ୨ ଠକଙ୍କୁ ଗିରଫ କଲା EOW
ଭୁବନେଶ୍ୱର: ଶହେ କୋଟି ଟଙ୍କା ଋଣ କରାଇ ଦେବା ନାଁରେ ୨ କୋଟି ଠକେଇ ଅଭିଯୋଗରେ ମୁମ୍ବାଇରୁ ୨ ଠକଙ୍କୁ ଗିରଫ କରି କ୍ରାଇମ୍ବ୍ରାଞ୍ଚ୍ର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) । ସେମାନେ ହେଲେ ହାୱାଲା ଠକ ରାକେଶ ଗିରିଜା ଶଙ୍କର ଓ ସରମନ ସିଂ ତୋମର । ଉଭୟଙ୍କୁ ଟ୍ରାନ୍ଜିଟ୍ ରିମାଣ୍ଡରେ!-->…
ପୁଣି ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ୨ଜଣ DRG ଯବାନ ଗୁରୁତର
ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ। ଦୁଇ DRG ଯବାନ ଗୁରୁତର। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟମପୁର ଜିଲ୍ଲାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ପୋରଣରେ ୨ ଜଣ ଜବାନ ଗୁରୁତର ହୋଇଥିବା ବସ୍ତର IG ସୁନ୍ଦରରାଜ ପି ସୂଚନା ଦେଇଛନ୍ତି।
ସେମାନଙ୍କୁ ରାୟପୁର ମେଡିକାଲକୁ!-->!-->!-->…
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଅସୁସ୍ଥ, କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତରିତ
ଟାଙ୍ଗୀ: ବିଳମ୍ବିତ ରାତିରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ପୁଣି ଅସୁସ୍ଥ ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଖୋର୍ଦ୍ଧା ଏସ୍ପି ସୂଚନା ଦେଇଛନ୍ତି ।
ଗିରଫ ହୋଇ ବାଣପୁର ସବ୍-ଜେଲ୍ରେ ଥିବା ବିଧାୟକ ହଠାତ୍ ବିଳମ୍ବିତ ରାତିରେ ଅସୁସ୍ଥ ହୋଇପଡିଥିଲେ ।!-->!-->!-->…
ମାନସ ସ୍ବାଇଁ ହତ୍ୟାକାଣ୍ଡ: ୫ ଦିନିଆ ରିମାଣ୍ଡରେ ଯିବେ ଶର୍ମିଷ୍ଠାଙ୍କ ସହ ୪ ଜଣ
ଭଦ୍ରକ/ଚାନ୍ଦବାଲି: ନୟାଗଡର ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ଅପହରଣ ଓ ହତ୍ୟାକାଣ୍ଡ ମାମଲାରେ ୱେବ୍ ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ପୁଲିସ ୫ ଦିନିଆ ରିମାଣ୍ଡରେ ନେବ। ଶର୍ମିଷ୍ଠାଙ୍କ ସହତ ଝୁନା ଭୋଇ, ନିରଞ୍ଜନ ସେଠୀ ଓ ରଂଜନ ମଧ୍ୟ ୫ ଦିନିଆ ରିମାଣ୍ଡରେ ଯିବେ।!-->…
ବାଣ ଫୁଟି ୩ ଶିଶୁକନ୍ୟା ଆହତ
ଭଦ୍ରକ, ୨୮।୩ ଭଦ୍ରକ ଜିଲା ଵନ୍ତ ବ୍ଲକ ତ୍ରିକୋଣ ଗାଁରେ ଅଘଟଣ ଘଟିଛି । ବାଣ ଫୁଟି ୩ଶିଶୁ କନ୍ୟା ଆହତ ହୋଇଛନ୍ତି । ଗୁରୁତରମାନେ ହେଲେ ଦେବତା ଗଢିଆ ଘର ଅଞ୍ଚଳର ସଵିତା ମୁର୍ମୁ (୯) , ପୂଜା ହାଁସଦା (୧୦), ଵାସନ୍ତି ହାଁସଦା (୮) ।
ଭଦ୍ରକ ଜିଲା ଵନ୍ତ ବ୍ଲକ ତ୍ରିକୋଣ ଗାଁର ଦେବତା ଗଢିଆ!-->!-->!-->…
ଚିଲିକା ବିଧାୟକଙ୍କୁ ମାଡ଼ ମାରିବା ଘଟଣା: ୯ ଜଣଙ୍କୁ ଗିରଫ କଲା ପୋଲିସ
ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମାଡ଼ ମାରିବା ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ଏହି ଅଭିଯୋଗରେ ପୋଲିସ ୯ ଜଣଙ୍କୁ ଗିରଫ କରିଛି । ବାଲୁଗାଁ ଏସଡିପିଓଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ନୀଳାଦ୍ରି!-->…
କେନ୍ଦୁଝର ଯୋଡ଼ାରେ ନିର୍ବାଚନୀ ହିଂସା, ନିର୍ବାଚନରେ ହାରିଥିବା ସ୍ୱାଧୀନ ପ୍ରାର୍ଥୀଙ୍କୁ ଆକ୍ରମଣ
ବଡ଼ବଲି ୨୮।୦୩ : ସରିଲାଣି ନିର୍ବାଚନ । ତଥାପି ଥମୁନି ହିଂସା । କେନ୍ଦୁଝର ଜିଲ୍ଲା ଯୋଡ଼ାର ପରାଜିତ ପୌରଧ୍ୟକ୍ଷ ପ୍ରାର୍ଥୀ ରବିନ୍ଦ୍ର କୁମାର ଦାସଙ୍କ ଘରେ ଗଣ୍ଡଗୋଳ ହୋଇଛି । ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।
ଖବର ଅନୁଯାୟୀ, ରବିବାର ରାତି ପ୍ରାୟ ୧୦ ଟା ସମୟରେ ୩ଜଣ!-->!-->!-->…