Browsing Category

ଅପରାଧ

ଅଶ୍ଳୀଳ ଭିଡିଓ ଭାଇରଲ ରେ ଚାରି ମହିଳାଙ୍କ ସମେତ ଜଣେ ପୁରୁଷ ଗିରଫ…

ମାଲକାନଗିରି : ନାବାଳିକାର ଅଶ୍ଳୀଳ ଭିଡିଓ ଭାରାଇଲ କରି ଚାରି ମହିଳାଙ୍କ ସମେତ ଜଣେ ପୁରୁଷ ଗିରଫ । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମ୍ପିଭି-୮୧ ଗ୍ରାମର ଜଣେ ଜୈନେକ ନାବାଳିକା ଚଳିତ ମାସ ଗତ ୨୩ ତାରିଖରେ ନିଜ ମାମୁ ଘର ଏମ୍ପିଭି-୪୫ ଗ୍ରାମକୁ…

ଖଲ୍ଲିକୋଟ ; ୧୮୭୬ ଭୋଟ ବ୍ୟବଧାନ ରେ ଇଂ ନିରଞ୍ଜନ ବେହେରା ହେଲେ ବିଜେଡି ନଗରପାଳ…

ଖଲ୍ଲିକୋଟ / ଛତ୍ରପୁର : ଖଲ୍ଲିକୋଟ ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାଚନ ର ଶେଷ ଭୋଟ ଗଣତି ପରେ ଇଂ .ନିରଞ୍ଜନ ବେହେରା ୧୮୭୬ ଭୋଟ ବ୍ୟବଧାନ ରେ ବିଜୟୀ ହୋଇଥିବା ଜଣାପଡିଛି l ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାଇ ବିଜୟୀ ନଗରପାଳ ଶ୍ରୀ ବେହେରା ୪୩୫୭ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି…

ବିଜେଡି କାଉନ୍‌ସିଲର୍‌ ଥାନାରେ ଅଟକ

ସୋନପୁର: ବିଜୟ ଉତ୍ସବରେ ଗୁଳି ଫୁଟାଇବା ବିଜେଡି ନବ ନିର୍ବାଚିତ କାଉନ୍‌ସିଲରଙ୍କୁ ମହଙ୍ଗା ପଡ଼ିଛି। ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ସୁବର୍ଣ୍ଣପୁର ପୁଲିସ୍‌ ବନ୍ଧୁକ ଜବତ କରିବା ସହିତ ଗୁଳି ଫୁଟାଇବା ଅଭିଯୋଗରେ କାନ୍‌ସିଲର କଇରୁ ସ୍ୱାଇଁ ଓ ତାଙ୍କ ସମୁଦୀ ରାମବାହାଦୂର ସିଂଙ୍କୁ ଅଟକ…

ମାଲକାନଗିରି ଗ୍ରାମ୍ୟ ନିର୍ମାଣ ବିଭାଜନ-୧ର ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସର ଦ୍ୱିତୀୟ ଦିନ ରେଡ୍‌

ମାଲକାନଗିରି: ଯେତେ ଖୋଳିଲେ ସେତେ ବାହାରୁଛି । ମାଲକାନଗିରି ଗ୍ରାମ୍ୟ ନିର୍ମାଣ ବିଭାଜନ-୧ର ନିର୍ବାହୀ ଯନ୍ତ୍ରୀ ଆଶିଷ ଦାଶଙ୍କ ସମ୍ପତ୍ତି ତାଲିକା ଶେଷ ହେଉନାହିଁ । ଦ୍ବିତୀୟ ଦିନରେ ବି ସରୁନି ଭିଜିଲାନ୍ସ ବିଭାଗର ଖୋଳତାଡ଼ । ଠିକାଦାର ଓ କର୍ମଚାରୀଙ୍କ ଘରୁ ଜବତ ହେଉଛି ପୁଳା ପୁଳା ଟଙ୍କା…

ବିଜୟ ଶୋଭାଯାତ୍ରାରେ ଗୁଳି ଫୁଟାଇଲେ ବିଜେଡି କାଉନ୍‌ସିଲର

ସୋନପୁର: ବିଜୟ ଶୋଭାଯାତ୍ରାରେ ଗୁଳି ଫୁଟାଇ ସେଲିବ୍ରେସନ୍‌ କଲେ ବିଜେଡି କାଉନ୍‌ସିଲର। ଆଜି ଏପରି ଚିତ୍ର ସୋନପୁର ପୌର ପରିଷଦରେ ଦେଖିବାକୁ ମିଳିଛି। ଯାହାର ଭିଡ଼ଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି। ପୂରା ଘଟଣାଟି ଏମିତି। ଆଜି ପ୍ରକାଶ ପାଇଛି ପୌର ଫଳାଫଳ। ଏଥିରେ ସୋନପୁର ପୌର…

କାଳିଆ ପଢିଆରୀ ହତ୍ୟା ଘଟଣା: ବାରବାଟି ଯାଗାରେ କ୍ରାଇମ୍ ସିନ୍ ରିକ୍ରିଏସନ

ପୁରୀ: ପୁରୀର ବହୁଚର୍ଚ୍ଚିତ ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ଓରଫ କାଳିଆ ପଢିଆରୀଙ୍କୁ ଗୁଳି କରି ହତ୍ୟା ଘଟଣା । କ୍ରାଇମ୍ ସ୍ପଟ ବାରବାଟି ଯାଗାରେ ଅଭିଯୁକ୍ତ ମାନଙ୍କୁ ଆଣି ପୁରୀ ପୋଲିସ କ୍ରାଇମ୍ ସିନ୍ ରିକ୍ରିଏସନ ଆରମ୍ଭ କରିଛି । ଗତ ୧୬ ତାରିଖରେ ବରିଷ୍ଠ ସେବାୟତ କାଳିଆ…

ଭୁବନେଶ୍ୱର ଷ୍ଟ୍ରଙ୍ଗରୁମ୍ ବାହାରେ ସିସିଟିଭି ଅଚଳ ନେଇ ଉତ୍ତେଜନା

ଭୁବନେଶ୍ୱର: ବିଜେବି କଲେଜ ଷ୍ଟ୍ରଙ୍ଗରୁମ୍ ସାମ୍ନାରେ ଦେଖାଦେଇଛି ଉତ୍ତେଜନା । ଷ୍ଟ୍ରଙ୍ଗରୁମରେ ଲାଗିଥିବା ସିସିଟିଭି ଜନିତ ତ୍ରୁଟିକୁ ନେଇ ଷ୍ଟ୍ରଙ୍ଗ ରୁମ୍ ବାହାରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଭିନ୍ନ ଦଳର କର୍ମୀ । ବାହାରେ ଲାଗିଥିବା ଏଲଇଡି ଟିଭି ବାରମ୍ବାର ବନ୍ଦ ହୋଇଯିବା ସହ କିଛି…

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

ମାଲକାନଗିରି, ୨୫/୩ : ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ-୧ ର ନିର୍ବାହୀ ଯନ୍ତ୍ରୀ ଆଶିଷ ଦାସ । ମାଲକାନଗିରି ଡି.ସି.ବି ବ୍ୟାଙ୍କରେ ନଗଦ ୧୦ ଲକ୍ଷ ଟଙ୍କା ଜମା କରିବାକୁ ଯାଇଥିବା ସମୟରେ ଦୁର୍ନୀତି ନିବାରଣ ବିଭାଗ ତରଫରୁ ଚଢ଼ାଉ କରାଯାଇ ନିର୍ବାହୀ ଯନ୍ତ୍ରୀ…

ଗୁଳି ଫୁଟି ଆଇଆଇସିଙ୍କ ମୃତ୍ୟୁ

ବ୍ରହ୍ମପୁର: ଗୁଳି ଫୁଟିବାରୁ ଗାଙ୍ଗପୁର ଥାନା ଅଧିକାରୀଙ୍କ ମୃତ୍ୟୁ ଘଟଣା । ଥାନା ଅଧିକାରୀଙ୍କ ମୃତ୍ୟୁ ନେଇ ସୂଚନା ଦେଲେ ଗଞ୍ଜାମ ଏସପି । ମୃତ୍ୟୁବରଣ କରିଥିବା ଥାନା ଅଧିକାରୀ ଜଣକ କିଛି ଦିନ ହେଲା ମାନସିକ ଦୁଶ୍ଚିନ୍ତା ଦେଇ ଗତି କରୁଥିଲେ । ଯାହା ଫଳରେ ଥାନା ପରିସରରେ ଏମିତି ଘଟଣା…

ମାନସ ସ୍ୱାଇଁ ହତ୍ୟା ମାମଲାରେ ମିଳିଲା ଶେଷ ଚିଠି

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ଵାଇଁ ହତ୍ୟା ମାମଲା । ହତ୍ୟା ପୂର୍ବରୁ ମାନସ ଲେଖିଥିଲେ ୩ ପୃଷ୍ଠାର ଚିଠି । ଏଥିରେ ନିର୍ଯାତନାର କୋହଭରା କାହାଣୀ ଲେଖିଥିଲେ ମାନସ ସ୍ୱାଇଁ । ଏନେଇ ବୃଦ୍ଧାଶ୍ରମର ଲେଡି କେୟାର ଟେକର ବିସ୍ଫୋରକ ବୟାନ ଦେଇଛନ୍ତି । ହତ୍ୟା ପୂର୍ବରୁ ୩…