Browsing Category

ଅପରାଧ

ଯୁବକଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ଆନନ୍ଦପୁର: ଘଷିପୁରା ଥାନା ଖାଳିଆମେଣ୍ଟା ଗାଁରେ ସାମାନ୍ୟ କଥାକୁ ଆଳକରି ଜଣେ ଯୁବକ ଅନ୍ୟଜଣେ ଯୁବକକୁ ହାଣି ନିର୍ବାଚନୀ ରାଗ ସୁଝାଇଛି । ଗୁରତର ଯୁବକ ଦେବବ୍ରତ ଜେନାଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଗାଁ ଦାଣ୍ଡରେ ବାଇକି ଜୋରରେ ଚଳାଇବାକୁ ନେଇ…

ବିପୁଳ ପରିମାଣରେ ନକଲି ମଦ ଜବତ

ରାଉରକେଲା: ଅବକାରୀ ବିଭାଗର ଚଢ଼ାଉ। ରାଉରକେଲା ଅବକାରୀ ବିଭାଗ ମଦ କାରବାର ଉପରେ ଚଢ଼ାଉ କରିଛି । ରାଉରକେଲା ସେକ୍ଟର-୪ ଆଇବି ବସ୍ତିରେ ଚଢ଼ାଉ କରିଥିବା ଜଣାପଡିଛି । ଏଥିରେ ପ୍ରଚୁର ପରିମାଣରେ ବିଦେଶୀ ନକଲି ମଦ ଜବତ ହେବା ସହିତ ଜଣକୁ ଅବକାରୀ ବିଭାଗ ଗିରଫ କରିଛି । ଏହା ସହିତ ଦାମୀ…

ସ୍ବାମୀ, ଦିଅରଙ୍କୁ ପିଟିବା ପରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ !

ପାଟକୁରା: ଜମିବାଡି ବିବାଦରୁ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅଞ୍ଚଳରେ ରକ୍ତମୁଖା ପଡୋଶୀ । ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ସହ ସ୍ବାମୀ ଓ ଦିଅରଙ୍କୁ ଲୁହା ରଡରେ ପିଟି ଲହୁଲୁହାଣ କରିଥିବା ଅଭିଯୋଗ । ଘଟଣା ବେଳର ଭିଡିଓ ସୋସିଆଲ ମିଡିଆରେ ହେଲା ଭାଇରାଲ । ଥାନାରେ ଅଭିଯୋଗ ହେବା…

ମହାନଦୀରେ ବୁଡ଼ି ଯୁବକ ମୃତ

କଟକ: ହୋଲି ଖେଳ ହେଲା କାଳ। କଟକ ବିରିବାଟୀ ଅଞ୍ଚଳର ଜଣେ ଯୁବକ ମହାନଦୀରେ ବୁଡ଼ି ମୃତ। ଯୁବକ ଜଣକ ନାଁ ଅଭିଜିତ ବାରିକ। ଅଭିଜିତ ଓ ତାଙ୍କର ୩ ଜଣ ସାଙ୍ଗ ହୋଲି ଖେଳିବା ପରେ ମହାନଦୀ ନିମେଇଷାପୁର ନୂଆଁ କୋରୁଆଁ ଘାଟରେ ଗାଧୋଉଥିବା ବେଳେ ଅଭିଜିତ ନଦୀ ସୂଅରେ ଭାସି ଯାଇଥିଲେ। ତାଙ୍କୁ ଗୁରୁତର…

ହୋଲିରେ ମାଆକୁ ହତ୍ୟା କଲା ମଦ୍ୟପ ପୁଅ

ନବରଙ୍ଗପୁର ୧୯।୦୩: ନବରଙ୍ଗପୁରରେ ପୁଅ ହାତରେ ଗଲା ମାଆର ଜୀବନ । ମାଆକୁ ହତ୍ୟା କଲା ମଦ୍ୟପ ପୁଅ । ନବରଙ୍ଗପୁର ଦାରୁବନ୍ଧ ସାହି ବନ୍ଧହୁଡ଼ାରେ ଘଟିଛି ଏହି ଘଟଣା । ଘଟଣା ସ୍ଥଳରେ ପୋଲିସ ପହଂଚି ଅଭିଯୁକ୍ତ ପୁଅ ନବୀନ ଅମନାତ୍ୟକୁ ଗିରଫ କରି ତଦନ୍ତ ଜାରି ରଖିଛି । ସାଇଣ୍ଟିଫିକ ଟିମ ଆସି…

ହୋଲି ଖେଳି ସାରି ଗାଧୋଇବା ବେଳେ ବିଭିନ୍ନ ସ୍ଥାନରେ ୭ ଜଣଙ୍କର ମୃତ୍ୟୁ

ହୋଲିରେ ବିଭିନ୍ନ ସ୍ଥାନରେ ଅଘଟଣ । ରଙ୍ଗ ଖେଳି ସାରି ଗାଧୋଇବା ବେଳେ ବିଭିନ୍ନ ସ୍ଥାନରେ ୭ ଜଣଙ୍କର ମୃତ୍ୟୁ । କୁଚିଣ୍ଡା ଥାନା ସଇଡା ଭେଡେନ ନଦୀର ଝିଲ୍ଲିଘାଟରେ ଗାଧୋଉଥିବା ବେଳେ ୨ ଜଣ ବୁଡ଼ିଗଲେ । ମୃତକମାନେ ହେଲେ ଉତ୍ତରପ୍ରଦେଶ ବଳରାମପୁରର କୈଳାସ କୁମାର ଏବଂ ମୁକେଶ ଯାଦବ । ସେହିପରି…

ରାଜଧାନୀରେ ହୋଲିରେ ଆକ୍ରମଣ; ୩ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି

ଭୁବନେଶ୍ବର: ହୋଲିରେ ହଣାକଟା। ଏୟାରପୋର୍ଟ ଥାନା ଅଞ୍ଚଳରେ ହିଂସା ଦେଖିବାକୁ ମିଳିଛି। ୩ ଜଣ ଯୁବକଙ୍କୁ ଆକ୍ରମଣ ହୋଇଛି। ଆହତ ଯୁବକମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛ। ସୂଚନା ଅନୁସାରେ ଭୁବନେଶ୍ୱର ସୁନ୍ଦରପଦ କପିଳ ପ୍ରସାଦ ପାଲାମଣ୍ଡପ ଅଞ୍ଚଳର ବାଦଲ ସାହୁ, ରୋସନ ଜେନା ଏବଂ ଶଙ୍କିତ…

ବ୍ରହ୍ମଗିରିରେ ଘନଘନ ବୋମା ମାଡ

ବ୍ରହ୍ମଗିରି: ପୂର୍ବ ବିବାଦକୁ ନେଇ ବ୍ରହ୍ମଗିରି ଥାନା ଅନ୍ତର୍ଗତ ଦଣ୍ଡୁଆସିପଡ଼ା ଗାଁ ପୁଣି ଅଶାନ୍ତ ହୋଇଉଠିଛି । ଦୁଇ ଗୋଷ୍ଠୀ ପକ୍ଷରୁ ଫୁଟିଲା 15 ରୁ ଅଧିକ ବୋମା । ଚଳିତ ପଂଚାୟତ ନିର୍ବାଚନ ପୂର୍ବରୁ ଏବଂ ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଦୁଇ ଦୁଇ ଥର ଏକାଧିକ ବୋମାମାଡ଼ ସହ ସଂଘର୍ଷ…

ମିଳିଲା ଫଟ୍ରୋଗାଫର ମାନସଙ୍କ ମୋବାଇଲ ଫୋନ

ଯାଜପୁର: ବହୁ ଚର୍ଚ୍ଚିତ ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ପୁଲିସକୁ ଏକ ବଡ ସଫଳତା ମିଳିଛି । ତଦନ୍ତ କରୁଥିବା ପୁଲିସ ଟିମକୁ ଆଜି ମୃତ ମାନସ ସ୍ୱାଇଁଙ୍କ ମୋବଇଲ ଫୋନ ମିଳିଛି । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଠାରୁ ମାନସଙ୍କ ମୋବାଇଲ ମିଳିଥିବା ନେଇ ପୁଲିସ ସୂଚନା ଦେଇଛି। ସେପଟେ…

ଶର୍ମିଷ୍ଠା ରାଉତଙ୍କୁ ଖୋଜିବା ପାଇଁ ରାଜ୍ୟ ବାହାରକୁ ଯିବ ପୁଲିସ୍‌

ଚାନ୍ଦବାଲି: ପାୱାର୍‌ କରିର୍ଡରରେ ସକ୍ରିୟ ଥିବା କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ କେଉଁଠି? ତାକୁ କାହିଁକି ପୁଲିସ୍‌ ଧରିପାରୁ ନାହିଁ? ଏହାକୁ ନେଇ ନାନା ସସ୍‌ପେନ୍ସ ଜାରି ରହିଥିବା ବେଳେ ଶର୍ମିଷ୍ଠାକୁ ଧରିବା ପାଇଁ ଭଦ୍ରକ ଏସ୍‌ପି ଚରଣ…