Browsing Category

ଅପରାଧ

ଫାର୍ସାରେ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ, ୩ ଜଣ ଆହତ

ନିମାପଡ଼ା: ରକ୍ତରେ ଭିଜିଲା ରଙ୍ଗର ଖେଳ । ପୂର୍ବଶତ୍ରୁତାକୁ ନେଇ ପୁରୀ ଜିଲ୍ଲା ଜାଗୁଳାଇପଦର ଗାଁରେ ଗୋଷ୍ଠୀ ସଂଘର୍ଷ । ଆକ୍ରମଣରେ ୩ ଆହତ ହୋଇଥିବା ବେଳେ ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇଛି । ସେମାନଙ୍କ ମୁଣ୍ଡରେ ଆକ୍ରମଣ କରାଯାଇଛି । ଏକ ଫାର୍ସା ଦୁର୍ବୁତମାନେ ଗାଁ…

ମିଳିଲା ଆଉ ଜଣଙ୍କ ମୃତଦେହ, ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି

ଯାଜପୁର: ଖରସ୍ରୋତା ନଦୀରେ ୭ ଜଣ ବୁଡ଼ିଯିବା ଘଟଣାରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ହେଲେ କରନ ଜେନା । ଆଜି ସକାଳୁ କ୍ରିଷ୍ଣା ଏବଂ ଗତକାଲି ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଗତକାଲି ଜଣେ ଯୁବକଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । କରନଙ୍କୁ ମିଶାଇ…

ଖରସ୍ରୋତା ନଦୀରେ ବୁଡ଼ିଗଲେ ୭ ଜଣ, ୨ ଜଣଙ୍କ ମୃତଦେହ ଉଦ୍ଧାର, ୪ ନିଖୋଜ

ଯାଜପୁର: ହୋଲିରେ ଅଘଟଣ। ରଙ୍ଗ ଖେଳି ଗାଧଉଥିବା ବେଳେ ଖରସ୍ରୋତା ନଦୀରେ ବୁଡ଼ିଗଲେ ୬ଜଣ ଯୁବକ । ସେମାନଙ୍କ ଭିତରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ନିଖୋଜ ଅଛନ୍ତି । ଅଗ୍ନିଶମ ବିଭାଗ ପକ୍ଷରୁ ଖରସ୍ରୋତା ନଦୀରେ ତଲାସି ଅଭିଯାନ ଚାଲିଛି । ଆଜି ଯାଜପୁର ଜିଲ୍ଲାରେ ହୋଲି ଖେଳ…

ସମ୍ବନ୍ଧ ଫିନସର୍ଭର ପ୍ରାଇଭେଟ୍‌ ଲିମିଟେଡର ଏମ୍‌ଡି ଦୀପକ କିଣ୍ଡୋ ଗିରଫ

ଭୁବନେଶ୍ୱର: ଆଉ ଜଣେ ଠକକୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା(EOW)। ସେ ହେଉଛନ୍ତି ସମ୍ବନ୍ଧ ଫିନସର୍ଭର ଏମ୍‌ଡି ଦୀପକ କିଣ୍ଡୋ। ତାଙ୍କ ନାଁରେ ୧୦୦ କୋଟି ଟଙ୍କାର ଠକେଇ ଅଭିଯୋଗ ଥିଲା। ଠକେଇ ଅଭିଯୋଗ ଆସିବା ପରେ ଦୀପକ କିଣ୍ଡୋ ଫେରାର ଥିଲା। ସେଥିପାଇଁ ତାଙ୍କ ନାଁରେ ଲୁକ୍‌ ଆଉଟ୍‌…

ମାନସଙ୍କୁ ଶକ୍ତ ଚାପୁଡା ମାରି ଗାଡିରେ ବସାଇ ନେଇ ଯାଇଥିଲେ ଶର୍ମିଷ୍ଠା

ଫଟୋଗ୍ରାଫର ମାନସ ସ୍ୱାଇଁ ଅପହରଣ ବେଳେ କଣ ଘଟିଥିଲା ତାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି । ଅପହରଣ କରିବା ପୂର୍ବରୁ "ସମ୍ପୂର୍ଣ୍ଣ" ୱେବପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ଫଟୋଗ୍ରାରଙ୍କୁ ଶକ୍ତ ଚାପୁଡା ମାରିଥିଲେ ଓ ପଚାରଥିଲେ ସେ ମେମୋରି ଚିପ କୁଆଡେ ଗଲା? ଏହା ପରେ ଶର୍ମିଷ୍ଠା ଓ…

ନକଲି ଡାକ୍ତରଙ୍କ ଗୁମର ଖୋଲିଲେ ପରିଚାରିକା

ଭୁବନେଶ୍ୱର : ଧୀରେ ଧୀରେ ଭୁଶୁଡୁଛି ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଅପରାଧିକ ସାମ୍ରାଜ୍ୟ। ରମେଶ ଠକେଇ ସିଣ୍ଡିକେଟ୍‍ରେ ସମ୍ପୃକ୍ତି ଥିବା ଗାଡ଼ିଚାଳକ ଚିତ୍ତରଞ୍ଜନ ପଟ୍ଟନାୟକ ଓରଫ ପପୁ ଗିରଫ ପରେ ଆଜି ରମେଶର ସେବୀକା ଗୀତାଙ୍କୁ ଠାବ କରିଛି କମିସନରେଟ ପୁଲିସ। ଗୀତା ରମେଶ ପାଖରେ ଦୀର୍ଘ…

୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମା’-ପୁଅ ଗିରଫ

ଭୁବନେଶ୍ୱର: ରାଜଧାନୀସ୍ଥିିତ ଭରତପୁର କୋଲାଥିଆରୁ ସ୍ପେସାଲ ସ୍କ୍ବାଡ୍‌ ଟିମ୍‌ ଓ ଭରତପୁର ଥାନା ପୋଲିସ ଶୁକ୍ରବାର ଏକ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ର୍ ହେବ । ଏହି ଘଟଣାରେ ପୋଲିସ ମା' ପୁଅଙ୍କୁ ଗିରଫ କରିଛି। ମା' ଗଞ୍ଜେଇ…

ଜମିପଟ୍ଟା କରିଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆର୍‌ଆଇ

ଅନୁଗୁଳ : ଅନୁଗୁଳ ତହସିଲ ଅନ୍ତର୍ଗତ ବନ୍ତଳା ଆର.ଆଇ ଜଗବନ୍ଧୁ ନାଏକ ଭିଜିଲାନ୍ସ ହାତରେ ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି। ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଅନଗୁଳ ଭିଜିଲାନ୍ସ ବନ୍ତଳା ଆର.ଆଇଙ୍କୁ ଧରିଛି। ଜମିପଟ୍ଟା କରିଦେବା ନାଁରେ ଶରଧାପୁରର ସୁବାଷ ସାହୁଙ୍କ ଠାରୁ ୮ ହଜାର…

ମହାନଦୀରେ ବୁଡ଼ିଗଲେ ୪ ଜଣ ଯୁବକ, ଜଣେ ମୃତ

ଜଗତସିଂହପୁର: ମହାନଦୀ ଘାଟରେ ଗାଧୋଇବା ବେଳେ ବୁଡ଼ିଗଲେ ୪ ଜଣ ଯୁବକ । ପୋଷଲ ମହାନଦୀ ଘାଟରେ ଗାଧୋଇବା ବେଳେ ବୁଡ଼ିଯାଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣଙ୍କ ବଡଜିଙ୍ଗଲ ଗ୍ରାମର ନୃସିଂହ ଦାସଙ୍କ ପୁଅ ବିବେକ ଦାସ ହୋଇଥିବା ଜଣାପଡ଼ିଛି ।…

ମହିଳା କର୍ମଚାରୀଙ୍କୁ ଗୁଳିକରି ୬୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ଖୋର୍ଦ୍ଧା: ଦିନ ଦ୍ବିପହରରେ ଗୁଳି କରି ମହିଳାଙ୍କଠାରୁ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ। ତିନି ଦୁର୍ବୃତ୍ତ ପଲ୍‌ସର ବାଇକ୍‌ରେ ଆସି ଗୁଳି କରି ୬୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ବେଗୁନିଆ ଥାନା ଧାନଘର ନୂଆଗାଁ ଅଞ୍ଚଳରେ। ମହିଳାଜଣକ ଏକ ଘରୋଇ…