Browsing Category

ଅପରାଧ

ଭୁବନେଶ୍ୱରରେ ପ୍ରାକ ନିର୍ବାଚନୀ ହିଂସା ନେଇ ଥାନାରେ ୪ଟି ମାମଲା ରୁଜୁ: ଡିସିପି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପ୍ରାକ ନିର୍ବାଚନୀ ହିଂସା ନେଇ ଲକ୍ଷ୍ମୀନଗର ଥାନାରେ ୪ଟି ମାମଲା ରୁଜୁ ହୋଇଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ଆକ୍ରମଣରେ ଆହତମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କର ବୟାନ ରେକର୍ଡ କରାଯାଇଛି ।…

ଲୋକଙ୍କ ଉପରକୁ ଗାଡ଼ି ମାଡିଯିବା ଅତ୍ୟନ୍ତ ହୀନ କାର୍ଯ୍ୟ, ଦୋଷୀଙ୍କୁ ତୁରନ୍ତ ଗିରଫ କର- କଂଗ୍ରେସ

ଭୁବନେଶ୍ୱର : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵ ଙ୍କ ଅନିୟନ୍ତ୍ରିତ ବେଗର ଗାଡ଼ି ଲୋକଙ୍କ ଉପରକୁ ମାଡିଯିବା ଅତ୍ୟନ୍ତ ହୀନ କାର୍ଯ୍ୟ । ଯଦି ବିଧାୟକ ନିଜେ ଗାଡ଼ି ଚଳାଇ ଏପରି କାର୍ଯ୍ୟ କରିଥିବେ , ତେବେ ତାହା ଅତ୍ୟନ୍ତ ସଙ୍ଗୀନ ଓ ଅକ୍ଷମଣୀୟ ବୋଲି କହିଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ କମିଟି…

ଗାଡ଼ି ମଡ଼ାଇଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ

ବାଲୁଗାଁ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗାଡ଼ି ମଡ଼ାଇବା ଘଟଣା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି । ଲୋକଙ୍କ ଆକ୍ରମଣରେ ବିଧାୟକ ଆହତ ମଧ୍ୟ ହୋଇଛନ୍ତି । ବିଧାୟକଙ୍କୁ ପ୍ରଥମେ ଟାଙ୍ଗି ଓ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଆଜି ବାଣପୁର ବ୍ଲକ…

ବରିଷ୍ଠ ଆଇନଜୀବୀଙ୍କ ଟ୍ରକ ଧକ୍କାରେ ମୃତ୍ୟୁ

ସମ୍ବଲପୁର : ସମ୍ବଲପୁର ସହରର ବରିଷ୍ଠ ଆଇନଜୀବୀ ଉମେଶ ପଧାନଙ୍କ ସର୍ଲ। ଛକରେ ଟ୍ରକ ଧକ୍କାରେ ମୃତ୍ୟୁ ଘଟିଛି। ପ୍ରତିଦିନ ପରି ଉମେଶ ଆଜି ସକାଳୁ ପ୍ରାତଃ ଭ୍ରମଣରେ ଯାଇଥିବା ସମୟରେ ଟ୍ରକ ଧକ୍କା ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୄତ୍ୟୁ ହୋଇଥିଲା । ଏହି ଛକରେ ଷ୍ପିଡ ବ୍ରେକର ନଥିବାରୁ…

ନାଏବ ସରପଞ୍ଚ ନିର୍ବାଚନରେ ପୁଲିସ-ଜନତା ମୁହାଁମୁହିଁ, ଭାଙ୍ଗିଲା ଫାଣ୍ଡି ଅଧିକାରୀଙ୍କ ହାତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ବ୍ଲକ ରାଇଡିହା ପଞ୍ଚାୟତର ନାଏବ ସରପଞ୍ଚ ପଦବି ନିମନ୍ତେ ଆଜି ନିର୍ବାଚନ ଥିଲା ବେଳେ ଦୁଇ ଗୋଷ୍ଠୀ ବିବାଦରୁ ଜନତା ଓ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ…

ପୋଖରୀରେ ବୁଡ଼ି ଭାଇଭଉଣୀ ମୃତ

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଡଙ୍କାରି ଗାଁରେ ଅଘଟଣ । ପାଠପଢ଼ି ସ୍କୁଲରୁ ଫେରିବା ବେଳେ ପୋଖରୀରେ ପଡ଼ି ଭାଇଭଉଣୀଙ୍କ ମୃତ୍ୟୁ ହୋଇଛି । ଗାଁର ବିନୋଦ ପାତ୍ରଙ୍କ ୫ ବର୍ଷର ପୁଅ ବାବୁନି ଓ ଗଞ୍ଜା ଗାଁର ସୁକୁଦେବ ସାମଲଙ୍କ ୩ ବର୍ଷର ଝିଅ ମାମୁନିର ମୃତ୍ୟୁ ହୋଇଛି ।…

ଫିନାଇଲ୍‍ ମିଶା ଖାଦ୍ୟ ଖାଇ ୧୦ ରୁ ଅଧିକ କଲେଜ ଛାତ୍ର ଅସୁସ୍ଥ

ବାଲେଶ୍ୱର : ମେସ୍‍ ରେ ଫିନାଇଲ୍‍ ମିଶା ଖାଦ୍ୟ ଖାଇ କଲେଜ ଛାତ୍ର ଅସୁସ୍ଥ।ଏଭଳି ଘଟଣା ଆଜି ବାଲେଶ୍ୱର ଜିଲାରେ ଘଟିଛି । ରୁପସାରେ ଥିବା ଏକ ଘରୋଇ କଲେଜର ମେସରେ ଫିନାଇଲ ମିଶା ଖାଦ୍ୟ ଖାଇ ୧୦ରୁ ଅଧିକ ଛାତ୍ର ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି।…

ଭିଜିଲାନ୍ସ ଜାଲରେ ସମବାୟ ସମିତି ଡାଟା ଏଣ୍ଟ୍ରି ଅପରେଟର ଓ ଭାରପ୍ରାପ୍ତ ସମ୍ପାଦକ

ସୁବର୍ଣ୍ଣପୁର: ଭିଜିଲାନ୍ସ ହାତରେ ସମବାୟ ସମିତି ଡାଟା ଏଣ୍ଟ୍ରି ଅପରେଟର ଦେବାନନ୍ଦ ନାୟକ ଓ ଭାରପ୍ରାପ୍ତ ସମ୍ପାଦକ କୁନା ନାୟକ । ଋଣ ନାଁରେ ଚାଷୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ଗିରଫ କରିଛି। ଋଣ କରାଇଦେବା କହି ଜଣେ ଅଭିଯୋଗକାରୀଙ୍କ ଠାରୁ ୮ ହଜାର ଟଙ୍କା ଗ୍ରହଣ…

ନାଏବ ସରପଞ୍ଚ ନିର୍ବାଚନକୁ କେନ୍ଦ୍ର କରି ୱାର୍ଡ ସଭ୍ୟଙ୍କୁ ଅପହରଣ !

ଯାଜପୁର: ନାଏବ ସରପଞ୍ଚ ନିର୍ବାଚନକୁ କେନ୍ଦ୍ର କରି ୱାର୍ଡ ସଭ୍ୟଙ୍କୁ ଅପହରଣ ଅଭିଯୋଗ। ଯାଜପୁର ବ୍ଲକ ପଣସା ପଂଚାୟତର ୧୨ନମ୍ବର ୱାର୍ଡ ସଭ୍ୟ ମନୋଜ ରାଉତଙ୍କୁ ପଂଚାୟତର କେତେକ ଦୁର୍ବୃତ୍ତ ଆଜି ପୂର୍ବାହ୍ନରେ ଅପହରଣ କରି ନେଇଥିବା ଅଭିଯୋଗ କରିଛନ୍ତି ମନୋଜଙ୍କ ପତ୍ନୀ ସସ୍ମିତା। ସେ…

ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ମହାନଦୀକୁ ଡେଇଁ ପଡିଲେ ଯୁବକ । ନୟାଗଡ ଖଣ୍ଡପଡା ଥାନା ସିଦ୍ଧମୂଳା ମହାନଦୀ ବ୍ରିଜ୍‌ ଉପରୁ ଯୁବକ ଜଣକ ଡେଇଁଛନ୍ତି । ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ସେ ନରସିଂହପର କାନପୁର ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ କାନପୁର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ…