Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆର ଆଣ୍ଡ ବି ଜେଇ
ଭିଜିଲାନ୍ସ ଜାଲରେ ଜେଇ । ଆର ଆଣ୍ଡ ବି ଜେଇ ଭାବେ କାର୍ଯ୍ୟରତ ଧୃବାନନ୍ଦ ରାଉତ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।
କଟକ ବଡ ମେଡିକାଲରେ ଏକ କାର୍ଯ୍ୟର ବିଲ ପାସ୍ କରାଇଦେବାକୁ କହି ଜଣେ ଠିକାଦାରଙ୍କ ଠାରୁ ୧୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଧ୍ରୁବାନନ୍ଦ ।!-->!-->!-->…
ସାନଭାଇକୁ ହତ୍ୟା କଲା ବଡ଼ଭାଇ
ବଲାଙ୍ଗୀର: ଭାଇ ହେଲା ଭଗାରି। ରକ୍ତ ସଂପର୍କର ସାନଭାଇକୁ ହତ୍ୟା କଲା ବଡ଼ଭାଇ। ଏପରି ଏକ ଘଟଣା ଘଟିଛି ବଲାଙ୍ଗୀର ସହର ଚମାରପଡାରେ।ସୂଚନା ଅନୁଯାୟୀ, ଯୋଶେଫ ରୋହିଦାସ ଗତକାଲି ମଦପିଇ ବଡ଼ଭାଇ ରାଜୀନଙ୍କୁ ଗାଲିଗୁଲଜ କରୁଥିଲେ।
ହଠାତ ବଡଭାଇ ରାଜୀନ ରାଗିଯାଇ ସାନଭାଇ ଯୋଶେଫଙ୍କ ତଣ୍ଟିଚିପି!-->!-->!-->…
ଭୁବନେଶ୍ୱରରେ ମହିଳାଙ୍କୁ ଅସଦାଚରଣ ନେଇ ଅଭିଯୋଗ, ଥାନାରେ ମାମଲା
ଭୁବନେଶ୍ୱର: ଭଣ୍ଡ ସାରଥୀ ପରି ଭୁବନେଶ୍ୱରରେ ଜଣେ ଭଣ୍ଡ ବାବା ଥିବାର ଅଭିଯୋଗ ଆଣିଛି ଓଡ଼ିଶା ନ୍ୟାୟ ମଞ୍ଚ । ଅଭିଯୋଗ କରିଛି, ଖଣ୍ଡଗିରି ଡୁମୁଡୁମାର ରଘୁନାଥନଗରରେ ଏକ ମଠ ଚଳାଇବା ନାଁରେ ସରକାରୀ ଜମି ମାଡି ବସିଛନ୍ତି । ନିଜ ଅପରାଧ ସାମ୍ରାଜ୍ୟ ଗଢ଼ୁଛନ୍ତି । ଏମିତିକି ତାଙ୍କ ନାଁରେ ମହିଳା!-->…
ପ୍ରସବ କରାଇବାକୁ ୨ହଜାର ନେଇ କ୍ୟାପିଟାଲ ହସ୍ପିଟାଲରୁ ଦଲାଲ୍ ଗିରଫ
ଭୁବନେଶ୍ୱର: ଦୀର୍ଘଦିନ ଧରି କ୍ୟାପିଟାଲ ହସ୍ପିଟାଲରେ ଦଲାଲଗିରି କରୁଥିବା ଜଣେ ବ୍ୟକ୍ତିଙ୍କୁ କ୍ୟାପିଟାଲ ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ଜିଉଁଟି ଗ୍ରାମର ସୁମନ୍ତ ସ୍ୱାଇଁ(୩୩) । ତାଙ୍କ ଠାରୁ ଦୁଇଟି ମୋବାଇଲ ଫୋନ୍ ଜବତ!-->…
ବରଗଡ ମୁଖ୍ୟ ଯୋଗାଣ ଅଧିକାରୀ ନିଲମ୍ବିତ
ବରଗଡ଼: ବରଗଡ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସଙ୍କୁ ଆଜି ରାଜ୍ୟ ଖାଦ୍ଯ ଏବଂ ଯୋଗାଣ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି । ରଜନୀକାନ୍ତ ଦାସଙ୍କ ବେଆଇନ କାର୍ଯ୍ୟକଳାପ ଯୋଗୁଁ ତାଙ୍କୁ ନିଲମ୍ବିତ କରାଯାଇଛି ।
ସ୍କୁଲ୍ ମଧ୍ୟାହ୍ନ ଭୋଜନ ଏବଂ ଆଙ୍ଗନବାଡ଼ି କେନ୍ଦ୍ରର ଚାଉଳ!-->!-->!-->…
ବିହାରୀ ମିସ୍ତ୍ରିଙ୍କୁ ବୀଭତ୍ସ ହତ୍ୟା ଘଟଣା, ରହସ୍ୟ ଖୋଜୁଛି ପୁଲିସ
କଟକ: ବିହାରୀ ମିସ୍ତ୍ରି ଆଜାଦ କୁମାର ଯାଦବ ହତ୍ୟାକାଣ୍ଡ ପଛର ରହସ୍ୟ ଖୋଜୁଛି ପୁଲିସ। ପ୍ରାଥମିକ ତଦନ୍ତରୁ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ତଥ୍ୟ ଅନୁଯାୟୀ ପ୍ରାୟ ବର୍ଷକ ତଳେ ଭୁବନେଶ୍ବରର କେଶୁରାରେ ଗୋଟିଏ କୋଠାରେ ରହୁଥିବା ଆଜାଦ ଓ ପଙ୍କଜ ଶର୍ମାଙ୍କ ଭିତରେ ଭୟଙ୍କର ଗଣ୍ଡଗୋଳ!-->…
ଆଲବମ୍ କରିବା ଆଳରେ ନାବାଳିକାଙ୍କୁ ଦୁଷ୍କର୍ମ
ଖଣ୍ଡଗିରି : ଆଲବମରେ ଅଭିନୟ କରିବାକୁ ଡାକି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଭରତପୁର ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂଚନା ମୁତାବକ, ସୁରଜ ନାମକ ଯୁବକ ଏକ ଆଲବମ୍ ସୁଟିଂ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଜଣେ ନାବାଳିକାଙ୍କୁ ଡାକିଥିଲେ। ନାବାଳିକା ଜଣକ ନିଜ!-->…
ରାଜଧାନୀରେ ଜଘନ୍ୟ ହତ୍ୟାକାଣ୍ଡ: ଯୁବକଙ୍କୁ ଇଟାରେ ଛେଚି ହତ୍ୟା କରିଥିବା ସନ୍ଦେହ
ଭୁବନେଶ୍ୱର ରାଜଧାନୀରେ ଦିନକୁ ଦିନ ଅପରାଧ ସହ ଅପରାଧୀଙ୍କ ବଢ଼ିବାରେ ଲାଗିଛି। ପୁଣି ଭୁବନେଶ୍ବର ମଞ୍ଚେଶ୍ବର ଥାନା ଅନ୍ତର୍ଗତ ମୁଣ୍ତାସାହି ପାଣି ଟାଙ୍କି ନିକଟରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଏକ ନିର୍ମାଣଧିନ ଘର ଭିତରୁ ଯୁବକଙ୍କ କ୍ଷତାକ୍ତ ଉଦ୍ଧାର କରାଯାଇଛି। ଯୁବକଙ୍କୁ ଇଟାରେ ଛେଚି!-->…
ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିଲା ବାଇକ୍, ୨ମୃତ
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାଇମାଟି ଶଙ୍ଖ ପୋଲିଆ ନିକଟରେ ଅଘଟଣ। ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ବାଇକ। ଦୁଇ ବାଇକ ଆରୋହୀ ମୃତ। ମୃତକ ଦୁଇ ଯୁବକ ହେଲେ ସଦର ଥାନା ସାରିଆପଡା ଗ୍ରାମର ସତ୍ୟ ରଂଜନ ଦଳେଇ ଓ ବିକାଶ କୁମାର ନାୟକ।
ଏହି ଖବର ଜଣାପଡ଼ିବା ପରେ ସ୍ଥାନୀୟ ଲୋକ!-->!-->!-->…
ବ୍ୟବସାୟୀଙ୍କ ଠାରୁ ୨ କୋଟି ୩୫ ଲକ୍ଷ ଟଙ୍କା ଲୁଟି ନେଲେ ସାଇବର ଠକ
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ସାଇବର ଠକେଇ ବଢି ଚାଲୁଥିବା ବେଳେ ବାରମ୍ବାର ଏହା ଦ୍ୱାରା ଶିକାର ହେଉଛନ୍ତି ସାଧାରଣ ଲୋକ । ଗତକାଲି ମଧ୍ୟ କେଉଁଝରରୁ ଏପରି ଏକ ସାଇବର ଠକେଇ ଘଟଣା ସାମ୍ନାକୁ ଆସିଛି ।
ଜଣେ ବ୍ୟବସାୟୀଙ୍କ ଠାରୁ ୨ କୋଟି ୩୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା ।!-->!-->!-->…