Browsing Category

ଅପରାଧ

ଜଳେଶ୍ଵରରେ ବଡ଼ ଧରଣର GST ରେଡ୍‌

ଜଳେଶ୍ଵରରେ ବଡ଼ ଧରଣର GST ରେଡ୍‌ । ଗ୍ରାହକଙ୍କଠୁ ଉଚ୍ଚ ଦରରେ ITC ନେଇ GST ଫାଙ୍କୁଥିଲେ ଦୋକାନୀ । ଶେଷରେ ଧରିଲା ସିଟି ଏଣ୍ଡ ଜିଏସଟି ଏନ୍‌ଫୋର୍ସମେଣ୍ଟ ଟିମ । ଜଳେଶ୍ଵର ହାଟ ଛକ ନିକଟସ୍ଥ ହୋଟେଲ ମିଡ୍‌ଟାଉନ ବିଲ୍‌ଡିଂରେ ଥିବା ନାରାୟଣ ଦତ୍ତଙ୍କ ଜରଦା ଗୋଦାମ GSTରେ ହେରଫେର କରି…

୫ ଦିନିଆ ରିମାଣ୍ଡରେ ଯିବେ ନକଲି ଡାକ୍ତର ରମେଶ

ଭୁବନେଶ୍ୱର: ନକଲି ଡାକ୍ତର ରମେଶ ସ୍ବାଇଁ ଆଉ ୫ ଦିନିଆ ରିମାଣ୍ଡରେ ଯିବେ । ଏନେଇ ଏସ୍‌ଡିଜେମେ୍‌ ପକ୍ଷରୁ ଅନୁମତି ମିଳିଛିି। ତେବେ ୭ ଦିନ ରିମାଣ୍ଡରେ ନେବାକୁ ଏସ୍‌ଡିଜେମେ୍‌ କୋର୍ଟରେ ମହିଳା ଥାନା ପୋଲିସ ଆବେଦନ କରଥିଲା।୬୯ ହଜାର ଟଙ୍କା ଠକେଇ ଅଭିଯୋଗରେ ପାହାଳ ଥାନାରେ ରୁଜୁ ହୋଇଛି…

୧୪ ଜିଲ୍ଲାର ୩୦ଟି ସ୍ଥାନରେ ଜିଏସ୍‌ଟି ଚଢ଼ଉ

ଭୁବନେଶ୍ୱର: ଟିକସ୍‌ ଫାଙ୍କି ଅଭିଯୋଗରେ ରାଜ୍ୟର ୧୪ ଜିଲ୍ଲାର ୩୦ଟି ସ୍ଥାନରେ ଜିଏସ୍‌ଟିର ଚଢଉ କରିଛି। ଚଢ଼ଉରେ ୧୩୦ ଟିମ୍‌ ସାମିଲ ଥିଲେ। ଆଉ ଏହି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜିଏସ୍‌ଟି ବିଭାଗକୁ ମିଳିଛି। ଟିକସ୍‌ ଫାଙ୍କି ଅଭିଯୋଗରେ ଜିଏସ୍‌ଟି ବିଭାଗ ଆଜି କଟକ,…

ବିଡାନାସୀରୁ ମିଳିଲା ନିଖୋଜ ବିହାର ଯୁବକର ମୃତଦେହ

କଟକ: ଘର ଇଣ୍ଟରିଅର ମିସ୍ତ୍ରୀଙ୍କୁ ନିର୍ମମ ହତ୍ୟା। ବିଡାନସୀ ନଦୀ ପଠାରୁ ମିଳିଲା ମୃତଦେହ । ମୃତଦେହ ନିକଟରୁ ତାଙ୍କ ବାଇକକୁ ଜବତ କଲା ବିଡାନାସୀ ଥାନା ପୋଲିସ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ମୃତ ବ୍ୟକ୍ତିଙ୍କ ନାମ ଆଜାଦ ୟାଦବ, ବୟସ ୨୮, ଘର ବିହାର ରାଜ୍ୟର ଚକସିୟା ବୋଲି । ତେବେ…

ନିର୍ବାଚନ ପରବର୍ତ୍ତି ହିଂସା, କାରକୁ ପୋଡି ଦେଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ କାଇପଡର ଗ୍ରାମ ପଞ୍ଚାୟତରେ ନିର୍ବାଚନ ପରବର୍ତ୍ତି ହିଂସା ଦେଖିବାକୁ ମିଳିଛି। କାଇପଦର ଗ୍ରାମପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀନି ନଳିନୀ ଅରିଶଲ ସରପଞ୍ଚ ରୂପେ ନିର୍ବାଚିତ ହୋଇଛନ୍ତି । ବୁଧବାର ବିଳମ୍ବିତ ରାତିରେ କାଇପଦର ମଙ୍ଗଳା ମଣ୍ଡପ ନିକଟରେ…

ନକଲି ସିବିଆଇ ଅଫସରକୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ବର: ପୁଣି ଜଣେ ନକଲି ସିବିଆଇ ଅଫସରକୁ ଗିରଫ କଲା କମିଶନରେଟ ପୋଲିସ। ନିରୀହ ଲୋକଙ୍କୁ ମିଛ ପରିଚୟ ଦେଇ ଠକୁଥିଲା ଏହି ନକଲି ସିବିଆଇ ଅଫିସର। ତାର ନାଁ ନିଖିଲ ସ୍ଵାଇଁ ଓ ସେ ଜଣେ ଦିବ୍ୟାଙ୍ଗ ବୋଲି ଜାଣିବାକୁ ପାଇଛି ପୋଲିସ। ପୋଲିସ ସୂଚନା ମୁତାବକ ଜଣେ ମୋବାଇଲ ଦୋକାନୀକୁ ତାଙ୍କ…

ରାଜଧାନୀରେ ସିରିଜ୍‌ ଦୁର୍ଘଟଣା

ଭୁବନେଶ୍ୱର: ରାଜଧାନୀରେ ସିରିଜ୍‌ ଦୁର୍ଘଟଣା । ଜୟଦେବ ବିହାରରୁ ଜାଭିୟର ଛକ ମଧ୍ୟରେ ଦୁର୍ଘଟଣା ଘଟିଛି । ମଦ୍ୟପ କାର୍‌ ଚାଳକ ଏକାଧିକ ଗାଡ଼ିକୁ ଧକ୍କା ଦେଇଥିବା ଜଣାପଡିଛି । ଏଥିରେ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ମଦ୍ୟପ କାର୍‌…

ନକଲି ଡାକ୍ତର ରମେଶ ନାଁରେ ପୁଣି ଦୁଇ ମାମଲା

ଭୁବନେଶ୍ବର: ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ଲମ୍ବି ଚାଲିଛି ଅଭିଯୋଗର ଫର୍ଦ୍ଦ । ୧୮ ପତ୍ନୀଙ୍କୁ ବିବାହ କରି ଚର୍ଚ୍ଚାରେ ରହିଥିବା ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ପୁଣି ଦୁଇଟି ଥାନାରେ ରୁଜୁ ହୋଇଛି ମାମଲା । ଗୋଟିଏ ମାମଲା ପାହାଳ ଥାନାରେ ରୁଜୁ ହୋଇଥିବା ବେଳେ ଅନ୍ୟ ମାମଲାଟି ସହିଦ…

ନିର୍ବାଚନ ପରେ ହିଂସା : ବିଜୟୀ ପ୍ରାର୍ଥୀ ପରାଜିତ ପ୍ରାର୍ଥୀଙ୍କ ଘରେ ଆକ୍ରମଣ ଓ ଭଙ୍ଗାରୁଜା

ଯାଜପୁର : ଯାଜପୁର ଦଶରଥପୁର ବ୍ଳକ ମଙ୍ଗଳପୁର ପଂଚାୟତରେ ନିର୍ବାଚନୀ ପରବର୍ତ୍ତି ହିଂସା । ସରପଞ୍ଚ ନିର୍ବାଚନ ଫଳାଫଳକୁ କେନ୍ଦ୍ର କରି ହିଂସାକାଣ୍ଡ। ଅଭିଯୋଗ ମୁତାବକ ମଙ୍ଗଳପୁର ପଂଚାୟତ ନିର୍ବାଚନରେ ପଙ୍କଜିନି ମହାପାତ୍ର ପରାସ୍ତ ହୋଇଥିଲେ। କିନ୍ତୁ ଗତକାଲି ବିଳମ୍ବିତ ରାତ୍ରିରେ ବିଜୟୀ…

ନିର୍ବାଚନ ଫଳକୁ ନେଇ ଶ୍ୟାମାଖୁଣ୍ଟା ବିଡିଓଙ୍କୁ ମାରଣାନ୍ତକ ଆକ୍ରମଣ

ବାରିପଦା: ଶ୍ୟାମାଖୁଣ୍ଟା ବିଡିଓଙ୍କୁ ଅଫିସ ଭିତରେ ମାରଣାନ୍ତକ ଆକ୍ରମଣ । ନିର୍ବାଚନୀ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅଞ୍ଚଳ ବାସୀଙ୍କ ମାଡରେ ଶାମାଖୁଣ୍ଟା ବିଡିଓ ଯଶୋବନ୍ତ ବେହେରା ଆହତ ହୋଇଛନ୍ତି । ପଞ୍ଚାୟତ ନିର୍ବାଚନରେ ଫଳାଫଳ ଘୋଷଣାରେ ଅନିୟମିତତା…