Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଏକତରଫା ପ୍ରେମ କରି ଛେଚା ଖାଇଲେ ଯୁବକ
ଭୁବନେଶ୍ୱର : ବାଲିପାଟଣା ଥାନା ଅନ୍ତର୍ଗତ ବାଗଲପୁର ଗ୍ରାମରେ ମଙ୍ଗଳବାର ଏକ ଅଭାବନିୟ ଘଟଣା ଘଟିଯାଇଛି । ଏକ ତରଫା ପ୍ରେମ କରିବା ଯୋଗୁ ଝିଅ ଘର ଲୋକ ଯୁବକଙ୍କୁ ମାଡ ମାରିଥିବା ସୂଚନାମିଳିଛି । ଘଟଣା କ୍ରମରେ ବାବୁଲି ପ୍ରଧାନଙ୍କ ଝିଅକୁ ସୁନିଲ କୁମାର ସ୍ୱାଇଁ ଏକ ତରଫା ପ୍ରେମକରି ରାସ୍ତା!-->…
ଲାଞ୍ଚ ନେବା ବେଳେ ବିଇଓଙ୍କୁ ଗିରଫ କଲା ଭିଜିଲାନ୍ସ
ରାୟଗଡ଼ା :ଭିଜିଲାନ୍ସ ଜାଲରେ ପଡ଼ିଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ। ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିଛି ।
ଅବସରପ୍ରାପ୍ତ ଶିକ୍ଷକ ପ୍ରଭାତ ମହାପାତ୍ରଙ୍କ ପେନସନ କାମ ପାଇଁ!-->!-->!-->…
ଭୁବନେଶ୍ବରରୁ ୭ଲକ୍ଷର ଜାଲ୍ ନୋଟ୍ ଜବତ, ୨ ଗିରଫ
ଭୁବନେଶ୍ବର: ଭୁବନେଶ୍ୱର ଖାରବେଳନଗର ଥାନା ଅଞ୍ଚଳରୁ ୭ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ ହୋଇଛି । ଡିସିପି ଉମାଶଙ୍କର ଦାଶ ଏନେଇ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ଅସଲି ୫ଲକ୍ଷ ଟଙ୍କା ବଦଳରେ ନକଲି ୬ଲକ୍ଷ ଟଙ୍କା ଦିଆଯାଉଥିଲା । ଏମିତି ଢଙ୍ଗରେ ଭୁବନେଶ୍ୱର ମାର୍କେଟରେ ଚାଲୁଥିଲା ନକଲି!-->!-->!-->…
କୋଣାର୍କ ଏକ୍ସପ୍ରେସରୁ ୩୨ କେଜି ସୁନା ଜବତ
ଭୁବନେଶ୍ବର: ୧୬ କୋଟି ଟଙ୍କାର ସୁନା ଜବତ. ଜବତ କଲା ଜିଆର୍ପି । ମୁମ୍ବାଇରୁ କୋଣାର୍କ ଏକ୍ସପ୍ରେସରେ ଆସୁଥିଲା ସୁନା । ସୁନା ସହ ୪ଙ୍କୁ ଅଟକ ରଖିଛି ଜିଆରପି ।
ସୂଚନା ଥାଉକି , କୋଣାର୍କ ଏକ୍ସପ୍ରେସ୍ରେ ସୁନା ଆସୁଥିବା ଜିଆର୍ପିକୁ ସୂଚନା ମିଳିଥିଲା । ପୂର୍ବ ସୂଚନା ଆଧାରରେ!-->!-->!-->…
ରାତିସାରା ଷ୍ଟାର୍ଟ ଥିଲା କାର୍, ସକାଳୁ ମିଳିଲା ମୃତଦେହ
ଢେଙ୍କାନାଳ : କାର୍ ଭିତରୁ ମୃତଦେହ ଠାବ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳରୁ ଠାବ ହୋଇଛି ଏହି ମୃତଦେହ । ପୋଲିସ ମୃତଦେହକୁ ଜବତ କରି ଛାନ୍ଭିନ୍ ଆରମ୍ଭ କରୁଛି । ଏବେ ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।
ଖବର ଅନୁଯାୟୀ, ମଙ୍ଗଳବାର ରାତିରୁ ହିନ୍ଦୋଳ ଅଞ୍ଚଳରେ ପଡ଼ା ଛକ!-->!-->!-->…
ନିଶା କାରବାର ଉପରେ ସୁନ୍ଦରଗଡ ପୋଲିସର ବଡ ସଫଳତା : ରାଜଗାଙ୍ଗପୁର ଥାନା ଏସ୍ଡିପିଓ ଶଶାଙ୍କ କୁମାର ବେଉରାଙ୍କ…
ରାଉରକେଲା;(ବସନ୍ତ କୁମାର ଜେନା) ନିଶା କାରବାର ରୋକିବା ଲାଗି ସୁନ୍ଦରଗଡ଼ ପୋଲିସ ର ମିଶନ କୁ ବଡ ସଫଳତା ମିଳିଛି।ରାଜଗାଙ୍ଗପୁର ରୁ ଝାରଖଣ୍ଡ ଚାଲାଣ ହେଉଥିବା ବେଳେ ପୋଲିସ ୪ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି।ଏହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବେଆଇନ!-->!-->!-->…
ଗଞ୍ଜେଇ ଭାବି କରିଥିଲେ ଲୁଟ୍, ମିଳିଲା ପଣସ
କୋରାପୁଟ: କୋରାପୁଟ ଜିଲ୍ଲା ସଦର ମହକୁମାରେ ଜାତୀୟ ରାଜପଥରୁ ଏକ ପିକ ଅପ ଭ୍ୟାନ ଚୋରି । କିଛି ଯୁବକ ପିକ ଅପ ଭ୍ୟାନକୁ ଅପହରଣ କରି ନେଇ ଯାଇଥିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗଞ୍ଜେଇ ଭାବି ଲୁଟ କରି ଦୁର୍ବୃତ୍ତ ପାଇଲେ ପଣସ ତେବେ ପୋଲିସ ସେହି ଭ୍ୟାନକୁ ଠାବ କରିବା ସହ ଅପହରଣ!-->!-->!-->…
ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍; ୬ ମୃତ
ନୂଆପଡ଼ା : ନୂଆପଡା ଜିଲ୍ଲା ଜୋଙ୍କ ଥାନା ସୁନସୁନିଆ ନିକଟରେ ଦୁର୍ଘଟଣା । ଏକ କାର ଗଛରେ ପିଟି ହେବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଓ ଜଣେ ମହିଳା ଅଛନ୍ତି। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି ।
ସୂଚନାଯୋଗ୍ୟ ନୂଆପଡା-ବରଗଡ ରାସ୍ତାର ସୁନସୁନିଆ ଗାଁ!-->!-->!-->…
ଓଡିଶା-ପଶ୍ଚିମବଙ୍ଗ ସୀମା ଟୋଲ ପ୍ଲାଜା ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ: ୧ ମୃତ, ୧୩ ଗୁରୁତର
ଜଳେଶ୍ୱର: ଟ୍ରକକୁ ପଛ ପଟୁ ଧକ୍କା ଦେଲା ବସ୍ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଓଡିଶା ଓ ପଶ୍ଚିମବଙ୍ଗ ସୀମା ଟୋଲ ପ୍ଲାଜା ନିକଟରେ ଏହି ଦୁର୍ଘଟଣା ଘଟିଛି ।
ସୂଚନା ଅନୁସାରେ, ସୋମବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ୍!-->!-->!-->…
ସୋନୁ ସୁଦଙ୍କ ବିରୋଧରେ ମାମଲା ରୁଜୁ
ଚଣ୍ଡିଗଡ଼,: ସବୁବେଳେ ମହତ୍ କାର୍ଯ୍ୟ କରି ଚର୍ଚ୍ଚାରେ ରହୁଥିବା ବଲିଉଡ୍ ଅଭିନେତା ସୋନୁ ସୁଦ ଏବେ ରାଜନୈତିକ ପ୍ରସଙ୍ଗକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତାଙ୍କ ବିରୋଧରେ ପଞ୍ଜାବର ମୋଗାରେ ଏକ ମାମଲା ରୁଜୁ ହୋଇଛି। ସୋନୁ ସୁଦ ତାଙ୍କ ଭଉଣୀ ମାଲଭିକା ସୁଦଙ୍କ ସପକ୍ଷରେ ଭୋଟରଙ୍କୁ!-->…