Browsing Category

ଅପରାଧ

ମୁକୁନ୍ଦପୁରରେ ନିର୍ବାଚନ ପରବର୍ତ୍ତୀ ହିଂସା: କାର୍ ଭଙ୍ଗାରୁଜା, ଥାନା ଘେରିଲେ ଗ୍ରାମବାସୀ

ଭଦ୍ରକ : ତିହିଡ଼ିରେ ରବିବାର ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ତେବେ ହିଂସାକାଣ୍ଡ କମିବାର ନାଁ ଧରୁନାହିଁ । ଗତକାଲି ରାତ୍ରିରେ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଅଧୀନ ତିହିଡ଼ି ବ୍ଲକ୍ ମୁକୁନ୍ଦପୁର ପଞ୍ଚାୟତରେ ଏକ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କର କେତେକ ସମର୍ଥକ ଆକ୍ରମଣ କରିବା…

ଭଦ୍ରକରେ ନିର୍ବାଚନୀ ହିଂସା: ଯୁବକଙ୍କୁ ପିଟିପିଟି ମାରିଦେଲେ

ଭଦ୍ରକ : ରାଜନୈତିକ ଆକ୍ରୋଶରୁ ପିଟି ପିଟି ହତ୍ୟା ଅଭିଯୋଗ । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରୁ ଏମିତି ଅଭିଯୋଗ ଆସିଛି । ଧାମନଗର ଥାନା ଦଳାଙ୍ଗ ପଂଚାୟତ ଜାହାଙ୍ଗିର ଅଞ୍ଚଳରେ ରାଜନୈତିକ ଆକ୍ରୋଶ ଯୋଗୁଁ ଜଣେ ଯୁବକଙ୍କୁ ରାଜନୈତିକ ଦଳର ଲୋକେ ପିଟିପିଟି ହତ୍ୟା କରିଥିବା ନେଇ ମୃତକଙ୍କ…

ଧାନ ବୋଝେଇ ଟ୍ରକ୍ ସହ ପିଟିହେଲା ବରଯାତ୍ରୀ ଗାଡି: ୪ ମୃତ, ୭ ଗୁରୁତର

କଳାହାଣ୍ଡି: ଟ୍ରକରେ ପିଟିହେଲା ବରଯାତ୍ରୀ ଗାଡ଼ି । ମର୍ମନ୍ତୁଦ ଦୁର୍ଘଟଣାରେ ୪ ମୃତ, ୭ ଗୁରୁତର ଆହତ। କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ରାଜ୍ଯ ରାଜପଥ ୨୧୭ ତୁର୍ଳାଖମନ ଠାରେ ବିଳମ୍ବିତ ରାତିରେ ଘଟିଛି ଏହି ମର୍ମନ୍ତୁ ସଡ଼କ ଦୁର୍ଘଟଣା। ଏମାନେ ଟିତକେଲା ଠାରୁ ପିପଲପଦରକୁ ବରଯାତ୍ରୀ ଯାଇ…

କେନ୍ଦ୍ରାପଡା ସାନ ଅଢଙ୍ଗାର ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ

ମାର୍ଶାଘାଇ: କେନ୍ଦ୍ରାପଡା ପାଟକୁରା ଥାନା ସାନ ଅଢଙ୍ଗାର ସରପଞ୍ଚ ପ୍ରାର୍ଥୀ ଅମିୟ ରଞ୍ଜନ ଗୁରୁତର। ବିଳମ୍ବିତ ରାତିରେ ଅର୍ଜୁନପୁର ବ୍ୟାଙ୍କଗଡ଼ା ନିକଟ ନାଳରେ ଗୁରୁତର ଅବସ୍ଥାରେ ପଡିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି। ଗୁରୁତର ଅମୀୟଙ୍କୁ ପ୍ରଥମେ କୋରୁଆ ପ୍ରାଥମିକ ଚିକିତ୍ସାଳୟରେ…

ଦାମ ରାଉତଙ୍କ ଗାଡିକୁ ଆକ୍ରମଣ, ୮ଗିରଫ

କୁଂଜଗ: ପଂଚାୟତ ନିର୍ବାଚନ ତାତି ଥମିବାର ନାଁ ଧରୁନି । ସରଗରମ ହୋଇଛି ରାଜନୈତିକ ମଇଦାନ । ପୂର୍ବତନ ମନ୍ତ୍ରୀ ଦାମ ରାଉତଙ୍କ ଗାଡିକୁ ଆକ୍ରମଣ ଘଟଣାରେ ୮ଜଣଙ୍କୁ ଗିରଫ କରିଛି ପୋଲିସ୍ । ଜଣେ ସରପଂଚ ପ୍ରାର୍ଥୀଙ୍କ ସହିିତ ୮ଜଣଙ୍କୁ ପୋଲିସ୍ ଗିରଫ କରିଥିବା ସୂଚନା ମିଳିଛି । କୁଜଙ୍ଗ ସାଇଲୋ…

ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗରେ ଗିରଫ ଅଭିଯୁକ୍ତକୁ ପୋଲିସ ଠୁ ଛଡ଼ାଇ ନେଲେ ସମର୍ଥକ

ବାଲେଶ୍ଵର: ନୀଳଗିରି ଅଞ୍ଚଳରେ ପ୍ରଚାର ବେଳେ ଫଟୋ ଉଠାକୁ କେନ୍ଦ୍ରକରି ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଆଣୁଥିବା ବେଳେ ପୋଲିସ ପାଖରୁ ଅଭିଯୁକ୍ତକୁ ସ୍ଥାନୀୟ ଲୋକେ ଛଡ଼ାଇ ନେଇଛନ୍ତି । ରବିବାର ସନ୍ଧ୍ୟାରେ ନୀଳଗିରି ନିର୍ବାଚନ ମଣ୍ଡଳୀ…

୭ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ

ଭୁବନେଶ୍ୱର: କମିଶନରେଟ ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ୍ । ୭ ଜଣିଆ ଲୁଟେରା ଗ୍ୟାଙ୍ଗକୁ ନୟାପଲ୍ଲୀ ଥାନା ପୋଲିସ ସୋମବାର ଗିରଫ କରିଛି । ଏହି ୭ ଜଣ ଲୁଟେରାଙ୍କ ମଧ୍ୟରୁ ୪ ଦଣ ଲୁଟେରା ରହିଛନ୍ତି । ସେହିପରି ଜଣେ ଲୁଟ ବେଳେ ସହଯୋଗ କରୁଥିଲା, ଅନ୍ୟ ଜଣେ ମୋବାଇଲ ଲକ୍ ଭାଙ୍ଗୁଥିଲା ଏବଂ…

ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଯାଜପୁର: ଯାଜପୁର ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାକେଶ ମଳିକ ଗିରଫ । ରାକେଶ ସହ ୧୧ଜଣଙ୍କୁ ମଧ୍ୟ ଗିରଫ କରିଛି ଯାଜପୁର ପୋଲିସ। ସେମାନଙ୍କ ମଧ୍ୟରୁ ୬ଜଣ ମହିଳା ଓ ୫ ପୁରୁଷ ଅଛନ୍ତି। ଏକାଧିକ ଆକ୍ରମଣକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । …

ସୋନାଲିଙ୍କୁ ଗିରଫ ଦାବିରେ ଡିସିପିଙ୍କ ଅଫିସ ଆଗରେ ଧାରଣା ଦେଲେ ସୌମ୍ୟଙ୍କ ପରିବାର

ଭୁବନେଶ୍ୱର: ମଡେଲ୍ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁକୁ ୨୨ ଦିନ ବିତି ଗଲାଣି। ହେଲେ ଏବେ ବି ପୁଲିସ୍‌ ହାତ ଖାଲି। ସୌମ୍ୟଙ୍କ ପ୍ରେମିକା ସୋନାଲି ନନ୍ଦଙ୍କ ବିରୋଧରେ ଅଭିଯୋଗ କରାଯାଇଥିବା ସତ୍ତ୍ୱେ ପୁଲିସ ତାଙ୍କୁ ଜେରା କରି ନାହିଁ। ଏହାକୁ ନେଇ ସୌମ୍ୟଙ୍କ ପରିବାର ଲୋକେ ତୀବ୍ର…

ଅତିରିକ୍ତ ଏସ୍.ପି. ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହିଷ୍ଣୁତା। ବିଦା ହେଲେ ଆଉ ଜଣେ ବରିଷ୍ଠ ଅଫିସର । ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଭିଯୋଗରେ ଅତିରିକ୍ତ ଏସ୍.ପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଆଜିର କାର୍ଯ୍ୟାନୁଷ୍ଠାନକୁ ମିଶାଇ ଏପର୍ଯ୍ୟନ୍ତ ୧୫୨…