Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ରାଜଧାନୀରୁ ୪ ଇଞ୍ଜିନିୟର ଛାତ୍ର ନିଖୋଜ ଘଟଣା: ଜାମତରା ଗ୍ୟାଙ୍ଗରେ ସଂପୃକ୍ତି
ଭୁବନେଶ୍ୱର: ଖଣ୍ଡଗିରି ଅଞ୍ଚଳରୁ ନିଖୋଜ ଥିବା ୪ ଇଞ୍ଜିନିୟରିଂ ଛାତ୍ରଙ୍କୁ ଉଠାଇ ନେଇଛି ସମ୍ବଲପୁର ପୋଲିସ । ଜମତରା ଗ୍ୟାଙ୍ଗରେ ସଂପୃକ୍ତି ସନ୍ଦେହରେ ସେମାନଙ୍କୁ ପୋଲିସ ଉଠାଇ ନେଇଥିବାର ଶୁଣିବାକୁ ମିଳୁଛି । ଏହି ଲୁଟେରା ଗ୍ୟାଙ୍ଗର ଜଣେ ସଦସ୍ୟଙ୍କୁ ଟ୍ରାକ୍ କରୁ କରୁ ଏହି ୪ ଛାତ୍ରଙ୍କ!-->…
ଆଉ ୫ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
ଭୁବନେଶ୍ୱର: ଦୁର୍ନୀତି ଓ ଅପାରଗତା ପାଇଁ ଆଉ ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର। ଚଳିତ ମାସ ଆରମ୍ଭରେ ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିବା ରାଜ୍ୟ ସରକାର ପୁଣି ଥରେ ନେଇଛନ୍ତି କଡ଼ା କାର୍ଯ୍ୟାନୁଷ୍ଠାନ । ଏହି ୫ ଜଣଙ୍କ ମଧ୍ୟରେ ପୋଲିସ ଡି.ଏସ୍.ପି, ଓଏଏସ୍!-->…
ଘରୁ ଡାକି ନେଇ ଯୁବକଙ୍କ ଗଳା କାଟିଦେଲେ ମାଓବାଦୀ
ତୁମୁଡିବନ୍ଧ: ପୁଣି ରକ୍ତ ବୁହାଇଛନ୍ତି ଲାଲବାହିନୀ । ଘରୁ ଡାକି ନେଇ ଗାଁ ଦାଣ୍ଡରେ ଯୁବକଙ୍କୁ ଗଳା କାଟି ହତ୍ୟା କରିଛନ୍ତି । ମୃତକ ହେଲେ ତୁମୁଡିବନ୍ଧ ବ୍ଲକ ଭଣ୍ଡରଙ୍ଗୀ ପଞ୍ଚାୟତ ଗୁମ ଗାଁର ଅଖିଳ ମାଝୀ । ଗତାକାଲି ବିଳମ୍ବିତ ରାତିରେ ୧୦ରୁ ଅଧିକ ମାଓବାଦୀ ଅଖିଳଙ୍କୁ ଘରୁ ଡାକି ନେଇ!-->…
ନିର୍ବାଚନ ପ୍ରଚାର ଅଭିଯୋଗରେ ସରକାରୀ ସ୍କୁଲ ଶିକ୍ଷକ ନିଲମ୍ୱିତ
ବଲାଙ୍ଗିର: ନିର୍ବାଚନ ଆଚରଣ ବିଧି ଉଲ୍ଳଂଘନ ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୨ ଟି ଅଭିଯୋଗ ପାଇଁ କାର୍ଯ୍ୟାନୁଷ୍ଠାନ ପାଇଁ ବଲାଙ୍ଗିର ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ପୁଇଁତଳା ବ୍ଲକ୍ ଅଚଂଳରେ ସରକାରୀ ସ୍କୁଲ ଶିକ୍ଷକଙ୍କ ପ୍ରଚାର ଅଭିଯୋଗ ଘଟଣାରେ!-->!-->!-->…
ଖୋର୍ଦ୍ଧାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ୍, ଜଣେ ମହିଳା ଗିରଫ
ଖୋର୍ଦ୍ଧା: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇ ଚାଲିଛି ଧଳାଜହର କାରବାର । ପ୍ରତିଦିନ କୋଟି କୋଟି ଟଙ୍କାର ବ୍ରାଉନସୁଗାର ରାଜ୍ୟ ବାହାରୁ ଭିତରକୁ ଚାଲାଣ କରାଯାଉଛି । ଯାହା ରାଜ୍ୟ ପୋଲିସ୍ ଦ୍ୱାରା ଜାରି ଅପରେସନ୍ ହ୍ୱାଇଟ୍ ସ୍ପାଇଡରକୁ ଖୋଲା ଚ୍ୟାଲେଞ୍ଜ ଦେଉଛି । ଆଜି ସମାନ ଭାବରେ ଖୋର୍ଦ୍ଧା!-->…
ରାଜଧାନୀରେ ବନ୍ଧାହେଲେ ନକଲି ଡାକ୍ତର, ଅଛନ୍ତି ୧୪ ଜଣ ସ୍ତ୍ରୀ
ଭୁବନେଶ୍ୱର : ନକଲି ଡାକ୍ତର ସେଥିରେ ପୁଣି ଠାକାମୀ । ଏମିତି ଡାକ୍ତରଙ୍କୁ ବିଳମ୍ବରେ ହେଲେ ବି ପୁଲିସ୍ ଗିରଫ କରିଛି । ନକଲି ଡାକ୍ତରଙ୍କ ନାମ ରମେଶ ଚନ୍ଦ୍ର ସ୍ୱାଇଁ । ତାଙ୍କର ରହିଛନ୍ତି ୧୪ ଜଣ ସ୍ତ୍ରୀ । ସେ ଦିଲ୍ଲୀରେ ଜଣେ ଶିକ୍ଷୟତ୍ରୀଙ୍କୁ ୨୦୧୮ ମସିହାରେ ଡାକ୍ତର ପରିଚୟ ଦେଇ!-->…
ଚାରି ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୫ ନିଖୋଜ
ଭୁବନେଶ୍ବର : ଚାରି ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୫ ନିଖୋଜ । ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଭୁବନେଶ୍ବର ତମାଣ୍ଡୋ ଥାନା ଅନ୍ତର୍ଗତ କଳିଙ୍ଗବିହାରରୁ ୪ ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୫ ଜଣ ନିଖୋଜ ହୋଇଯାଇଛନ୍ତି । ଏ ନେଇ ତମାଣ୍ଡୋ ଥାନାରେ ଏତଲା ଦିଆଯାଇଛି ।!-->…
ଜମତାରା ଗ୍ୟାଙ୍ଗର ଦୁଇ ଠକ ଗିରଫ
ଭୁବନେଶ୍ୱର: ସ୍ପେଶାଲ ସ୍କ୍ୱାର୍ଡ ପଞ୍ଝାରେ ଜମତାରା ଗ୍ୟାଙ୍ଗର ଦୁଇ ଠକ । ଦୁଇଜଣଙ୍କୁ ଗିରିଢ଼ିରୁ ଗିରଫ କଲା ସ୍ପେଶାଲ୍ ସ୍କ୍ୱାର୍ଡ । kyc ଅପଡେଟ କରିବା ନାଁରେ ୬୬ ଲକ୍ଷ ଠକି ଥିଲା ୨ ଜଣିଆ ଗ୍ୟାଙ୍ଗ । ଝାଡ଼ଖଣ୍ଡରେ ରହି ଓଡ଼ିଶା ଲୋକଙ୍କ ଆକାଉଣ୍ଟରୁ ଲୁଟି ଥଲେ ଟଙ୍କା । ଏନେଇ ସୂଚନା!-->…
ଭିଜିଲାନ୍ସ ଜାଲରେ ସମ୍ବଲପୁର ଚିଫ୍ ଇଞ୍ଜିନିୟର
ସମ୍ବଲପୁର: ଭିଜିଲାନ୍ସ ଜାଲରେ ସମ୍ବଲପୁର ଚିଫ୍ ଇଞ୍ଜିନିୟର ତଥା ଚିଫ୍ ଇଲେକ୍ଟ୍ରିକାଲ ଇନସପେକ୍ଟର ସୁନୀଲ ପଣ୍ଡା । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ । ସମ୍ବଲପୁର, ଖୋର୍ଦ୍ଧା ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ରେଡ କରିଛି ।
ସମ୍ବଲପୁର ଗ୍ରୀନ ପାର୍କରେ ଥିବା!-->!-->!-->…
ରାୟଗଡ଼ା : ରାମନାଗୁଡା ଏସବିଆଇ ଏଟିଏମରୁ ୬ ବ୍ୟାଟେରୀ ଚୋରି ଅଭିଯୋଗ…
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ରାମନାଗୁଡା ବ୍ଲକ ନିକଟସ୍ଥ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପାର୍ଶ୍ଵରେ ଥିବା ଏସବିଆଇ ଏଟିଏମରୁ ଭୋର ୬ଘଣ୍ଟା ସମୟରେ ଏଟିଏମରୁ କବାଟ ତାଲା ଭାଙ୍ଗି ଲୁଟେରାମାନେ ୬ବ୍ୟାଟେରୀ ଲୁଟି ନେଇଥିବା ଜଣାପଡ଼ିଛି।ସୂଚନା ପ୍ରକାଶ ଭୋର ସକାଳୁ ୬ଘଣ୍ଟା ସମୟରେ!-->!-->!-->…