କୁଆଁରମୁଣ୍ଡା ତହସିଲ କାର୍ଯ୍ଯାଳୟ ତରଫରୁ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ…


କୁଆଁରମୁଣ୍ଡା– କୁଆଁରମୁଣ୍ଡା ତହସିଲ ଅନ୍ତର୍ଗତ କାରିଛପଲ ପଞ୍ଚାୟତ(ଗ୍ରାମ)ରେ କୁଆଁରମୁଣ୍ଡା ତହସିଲଦାର ଶ୍ରୀ ରାଜେଶ କୁମାର ସାହୁଙ୍କ ଉପସ୍ଥିତ ରେ ଯୋଗ୍ଯ ବିବେଚିତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଜମି ପଟ୍ଟା ବଣ୍ଟନ କରାଯାଇଥିଲା । ସର୍ବ ମୋଟ 85 ଗୋଟି ଜମି ପଟ୍ଟା ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ଏହି ବଣ୍ଟନ କାର୍ଯ୍ୟକ୍ରମ ରେ ତହସିଲଦାର ଙ୍କୁ ସୁପରଭାଇଜର ଶ୍ରୀ ବେଣୁଧର ବେହେରାଙ୍କ ସମେତ ରାଜସ୍ବ ନିରୀକ୍ଷକ ଗୌତମ ଓରାମ, ଜସ୍ମିନ ଜେନା,ପ୍ରଦିପ କୁମାର ପାତ୍ର ଓ ଅନ୍ଯାନ୍ଯ ସହକାରୀ କର୍ମଚାରୀ ସହଯୋଗ ର ହାତ ବଢାଇ ଥିଲେ ।

ad-week
Leave A Reply

Your email address will not be published.