ଛତ୍ରପୁର ପ୍ରେସ କ୍ଳବ ରେ ୭୭ ତମ ସ୍ବାଧୀନତା ଦିବସ ପାଳିତ

add-all

ଛତ୍ରପୁର : ଛତ୍ରପୁର ପ୍ରେସ କ୍ଳବର ନୂତନ କାର୍ଯ୍ୟାଳୟ ଠାରେ ୭୭ ତମ ସ୍ବାଧୀନତା ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି l ପ୍ରେସ କ୍ଳବ ର ଉପଦେଷ୍ଟା ରବିନ୍ଦ୍ର ନାଥ ପଣ୍ଡା ଜାତୀୟ ପତାକା ଉତୋଳନ କରିଥିଲେ l ଏହି ଅବସରରେ କ୍ଳବର ଅନ୍ୟତମ ଉପଦେଷ୍ଟା ବସନ୍ତ କୁମାର ମହାରଣା,ସଭାପତି ପ୍ରଶାନ୍ତ କୁମାର ମହାରଣା ଉପସଭାପତି ସୁଧୀର କୁମାର ନାହାକ, କୋଷାଧ୍ୟକ୍ଷ ସରୋଜ କୁମାର ସାମଲ,କାର୍ଯ୍ୟକାରୀ ସଦସ୍ୟ ସନ୍ତୋଷ କୁମାର ସାହୁ, ସଭ୍ୟ କେ. ସତ୍ୟ ନାରାୟଣ ରେଡ୍ଡୀ, ବିସ୍ମୟ ପ୍ରଧାନ,ରବିନ୍ଦ୍ର ନାହାକ,ପ୍ରଦୀପ କୁମାର ସାହୁ,କିଶୋର ଚନ୍ଦ୍ର ମହାନ୍ତି,ଅଶୋକ କୁମାର ବେହେରା,ଗୌର ପ୍ରସାଦ ମହାପାତ୍ର ଓ କେ. ରମେଶ ଙ୍କ ସମେତ ବହୁ ସଭ୍ୟ ମାନେ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.